ସମ୍ପାଦକୀୟ

ଏଇ ଭାରତରେ

ଘରେ ଜାଗା ନ ଥିଲେ ବି ବାହାରେ ରାସ୍ତା କଡ଼ରେ ଉଦ୍ୟାନ କରିପାରିବେ ଓ ଏଥିପାଇଁ ବାଟ ଦେଖାଇଛନ୍ତି ରାଞ୍ଚିର ମନୋଜ ରଞ୍ଜନ। ରାଞ୍ଚି ହରମୁ ହାଉସିଂ କଲୋନୀରେ ରହନ୍ତି ରଞ୍ଜନ। ସେ ପେସାରେ ଜଣେ ଶିକ୍ଷକ, କିନ୍ତୁ ଉଦ୍ୟାନ କରିବା…

ହଜିଯାଇଥିବା ସ୍ମୃତି

ଇବ୍ରାର ଖାଁ ସଭ୍ୟତା ସହିତ ତାଳ ଦେଇ ଗ୍ରାମ୍ୟ କଳେବର ଆଜି ବଦଳିଯାଇଛି। ଗାଁ ରେ ନୁଆଁଣିଆ ଚାଳଘର ପରିବର୍ତ୍ତେ ଏବେ କୋଠାଘରସବୁ ଗଢ଼ି ଉଠି ଛୋଟକାଟିଆ ସହରର ଭ୍ରମ ସୃଷ୍ଟି କରୁଛି। ଗାଁ ଦାଣ୍ଡ ଏବେ କଂକ୍ରିଟ୍‌ ରାସ୍ତାରେ ପରିବର୍ତ୍ତିତ…

ପୁରୁଣା ବହି ଓ ପରିବେଶ ସୁରକ୍ଷା

ଡ. ପ୍ରମୋଦ କୁମାର ପଣ୍ଡା ମନୁଷ୍ୟ ଜୀବନ ଧାରଣ ପାଇଁ ପରିବେଶର ସୁରକ୍ଷା ଏକାନ୍ତ ଆବଶ୍ୟକ। ପରିବେଶ ପ୍ରଦୂଷଣ ହେଲେ ବଞ୍ଜିବା କଷ୍ଟକର। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ମୁଖ୍ୟତଃ ଅତ୍ୟଧିକ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସମୟରେ…

ଆଉ ଏକ ମୁକାବିଲା

କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବଳ ଏବଂ କେନ୍ଦ୍ରୀୟ ଆରକ୍ଷୀ ସଂସ୍ଥାଗୁଡ଼ିକରେ ଏସ୍‌ପି ଓ ଡିଆଇଜି ସ୍ତରୀୟ ପୋଲିସ ଅଧିକାରୀମାନଙ୍କର ଅଭାବ ରହିଛି। ଉକ୍ତ ଅଭାବ ପୂରଣ କରିବା ଲାଗି ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଆଗକୁ ବାହାରିଛି। ଏମ୍‌ଏଚ୍‌ଏ ପ୍ରସ୍ତାବ ଦେଇଛି, ଯେଉଁ…

ଏଇ ଭାରତରେ

ଝାଡ଼ଖଣ୍ଡର କନ୍ଦୋନି ସୋରେନଙ୍କ ଅଦମ୍ୟ ସାହସ ଓ ନିଷ୍ଠା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଲୋକେ ତାଙ୍କୁ କହୁଛନ୍ତି ‘ଜଙ୍ଗଲର ସିଂହୀ’। କନ୍ଦୋନି ତାଙ୍କ ଗାଁ ସରକାଘାଟର ୪୦ ଜଣ ଆଦିବାସୀ ମହିଳାଙ୍କୁ ଏକାଠି କରି ୨୫୦ ଏକର ଜଙ୍ଗଲ ଜଗିଥିବାରୁ…

ମହାବିଲୁପ୍ତି ପଥେ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଦ୍ରୁତ ଗତିରେ ଜୀବଜଗତ ଲାଗି ବାସୋପଯୋଗିତା ହରାଇବାରେ ଲାଗିଛି ଧରିତ୍ରୀ। ତା’ର ଯେଉଁ ସମୁନ୍ନତ ପରିବେଶ ଏହାର ଆବିର୍ଭାବ, ବିକାଶ ଏବଂ ଧାରଣ ପାଇଁ ଅନୁକୂଳ ଥିଲା, ତାହା ଏବେ ଘୋର ବିପର୍ଯ୍ୟୟର ସମ୍ମୁଖୀନ। ଆମର…

ମିଥେନ ହ୍ରାସ ପ୍ରତିବଦ୍ଧତା

ସାରା ଭୋଗେଲ, ମାର୍ସେଲୋ ମେନା ଗ୍ଲାସ୍‌ଗୋରେ ଗତବର୍ଷ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୬) ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀର ସବୁଠୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ବୈଶ୍ୱିକ ମିଥେନ ସଙ୍କଳ୍ପ ଥିଲା ଅନ୍ୟତମ । ଉକ୍ତ ସଙ୍କଳ୍ପରେ ୨୦୩୦ ସୁଦ୍ଧା ମିଥେନ ନିର୍ଗମନ ୩୦%…

ଅହଂମତ୍ତତା

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ମଣିଷ ଅହଂମତ୍ତ ହେଲେ ଅନ୍ଧ ଭଳି ଦିଗ୍‌ ବିଦିଗ୍‌-ଶୂନ୍ୟ ହୋଇ ବିବେକର ବିଚାର ଏବଂ ଆଦର୍ଶବୋଧକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଅପରିଣାମଦର୍ଶୀ କାର୍ଯ୍ୟ କଳାପ ଦ୍ୱାରା ନିଜର ତଥା ନିଜ ପରିବେଶ ଏବଂ ଦେଶ ଓ ଦଶର ସମୂହ…

ସମାବେଶୀ ବିତ୍ତୀୟ ବ୍ୟବସ୍ଥା ଓ ଡିଜିଟାଲ ମୁଦ୍ରା

ସାରା ବିଶ୍ୱରେ ସେଣ୍ଟ୍ରାଲ ବା କେନ୍ଦ୍ରୀୟ ବ୍ୟାଙ୍ଗଗୁଡ଼ିକ ସେମାନଙ୍କର ନିଜସ୍ବ ଡିଜିଟାଲ ମୁଦ୍ରା ପ୍ରଚଳନ କରିବେ କି ନାହିଁ ସେ ବିଷୟରେ ବିଚାର କରୁଛନ୍ତି। ସମସ୍ତଙ୍କୁ ସବୁ ପ୍ରକାର ବିତ୍ତୀୟ ସେବା ସମାନ ଭାବେ ଉପଲବ୍ଧ କରୁଥିବା ଫାଇନାନ୍‌ସିଆଲ ଇନ୍‌କ୍ଲୁଜନ( ବିତ୍ତୀୟ…

ସ୍ବେଚ୍ଛାକୃତ ଜନସେବା

ନିର୍ବାଚନ ସମୟରେ ଯେତେବେଳେ ନବୀନ ତଥା ପୁରାତନ ପ୍ରାର୍ଥୀମାନଙ୍କୁ ତାଙ୍କ ପ୍ରାର୍ଥିତ୍ୱ ସମ୍ବନ୍ଧରେ ଗଣମାଧ୍ୟମ ତରଫରୁ ପ୍ରଶ୍ନ କରାଯାଏ, ସେତେବେଳେ ଉତ୍ତରଟିଏ ମିଳେ ଯେ ଜନସେବାର ମହତ୍‌ ଉଦ୍ଦେଶ୍ୟ ନିମିତ୍ତ ସେମାନେ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ଉକ୍ତିରୁ ଏହା…

ଏଇ ଭାରତରେ

ଗୁଜରାଟ ହାଇକୋର୍ଟ ଏକ ନିଆରା ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଯୁବତୀଙ୍କୁ ସାଙ୍ଗରେ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପୋଲିସକୁ ସାତ ମାସ ସମୟ ଲାଗିଥିଲା। ଏହି ଅବଧି ମଧ୍ୟରେ ସରକାରୀ ରାଜକୋଷରୁ ଖର୍ଚ୍ଚ ହୋଇଥିବା…

ଏଇ ଭାରତରେ

ଭାରତୀୟ ସମରକଳାକୁ ବଞ୍ଚାଇ ରଖିବା ଲାଗି କେରଳର ଜଣେ ଅବସରପ୍ରାପ୍ତ ପୋଲିସଙ୍କ ତ୍ୟାଗ ପ୍ରଶଂସନୀୟ। କେ.ଭି. ମହମ୍ମଦ ଗୁରୁକ୍କଲ କେରଳ ପୋଲିସରେ ୩୨ ବର୍ଷ ଚାକିରି କରି ଅବସର ନେବା ପରେ ପାଖାପାଖି ୨୦୦୦ ଛାତ୍ରୀଛାତ୍ରଙ୍କୁ ମାଗଣାରେ ୩ ହଜାର ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri