ଅକ୍ଷୟତୃତୀୟା
ଆମ ପଞ୍ଜିକାରେ ବର୍ଷସାରା କେତେକ ସାର୍ବଜନୀନ ଶୁଭନିର୍ଘଣ୍ଟ କରାଯାଇଥାଏ ଯେଉଁଦିନ ଯେକୌଣସି ଶୁଭକର୍ମ ଅନୁଷ୍ଠାନ କରାଯାଇପାରିବ। ଏହିଦିନଗୁଡ଼ିକ ହେଲା ସରସତୀ ପୂଜା, ରଥଯାତ୍ରା, ବିଜୟା ଦଶମୀ, ଗଣେଶ ପୂଜା, ଅକ୍ଷୟ ତୃତୀୟା ଇତ୍ୟାଦି। କିନ୍ତୁ ଏ ସମସ୍ତ ଦିବସ ମଧ୍ୟରେ ଅକ୍ଷୟ…
ରମ୍ଜାନ ଓ ଇଦ୍ର ମାହାତ୍ମ୍ୟ
ଇଂ. ମୁମ୍ସାଦ ଖାନ. ମୁମ୍ସାଦ ଖାନ ଇସ୍ଲାମ ଧର୍ମରେ ଚନ୍ଦ୍ରମାସ ଭିତ୍ତିକ ହିଜରୀ କ୍ୟାଲେଣ୍ଡର ପ୍ରଚଳିତ। ହିଜରୀ କ୍ୟାଲେଣ୍ଡରର ନବମ ମାସ ହେଉଛି ରମଜାନୁଲ ମୁବାରକ ଯାହାକୁ ରମ୍ଜାନ ମାସ ବୋଲି ସମସ୍ତେ ଜାଣନ୍ତି। ଶାଆବାନୁଲ ମୋଅଜଜମ ଶେଷ ପରେ ଚନ୍ଦ୍ର…
ଚା’ ବିକିବା ନିଯୁକ୍ତିର ବିକଳ୍ପ ନୁହେଁ
ଡ. ସନ୍ତୋଷ କୁମାର ମହାପାତ୍ର ନିିକଟରେ ଆଉ ଜଣେ ଚା’ ବିକାଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ହେଲେ ପ୍ରିୟଙ୍କା ଗୁପ୍ତା ନାମ୍ନୀ ଜଣେ ଯୁବତୀ। ତାଙ୍କ କହିବା ଅନୁଯାୟୀ ୨୦୧୯ରେ ସେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ ପରେ ୨ବର୍ଷ…
ଦାହ ବେଳେ ହସୁଛନ୍ତି
ଏପ୍ରିଲ ୨୦୨୨ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ରାଜସ୍ବ ସଂଗ୍ରହ ୧ ଲକ୍ଷ ୬୮ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ବିଗତ ୧୦ ମାସ ହେବ ଜିଏସ୍ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଉପରେ ରହିଥିବାରୁ ତାହା…
ଏଇ ଭାରତରେ
ଆମ୍ବ ବଗିଚା ନୁହେଁ, ବରଂ ଏହାକୁ କୁହାଯାଉଛି ଆମ୍ବ ମ୍ୟୁଜିୟମ। କାରଣ ଏହି ବଗିଚାରେ ଦେଶବିଦେଶର ପ୍ରାୟ ୨୫୦ କିସମର ଆମ୍ବ ଫଳୁଛି। ଯେ କେହି ଗଲେ ତାହାକୁ ଦେଖିବା ସହ ସେଠାରେ ରହିବାର ବି ସୁବିଧା କରାଯାଇଛି। ଏଭଳି ବଗିଚାଟିଏ…
ସ୍ଥଳସେନାର ସର୍ବେସର୍ବା
ଜିତେନ୍ଦ୍ର କୁମାର ନାୟକ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ଯୁଦ୍ଧ ଆହୁରି କେତେ ଦିନ ଚାଲିବ ଓ ସମାଧାନର ରାସ୍ତା କେବେ ବାହାରିବ ତାହାର ସଙ୍କେତ ମିଳୁନାହିଁ। ତେବେ ଅନ୍ତର୍ଜାତୀୟ ସ୍ତରରେ ଏହି ଯୁଦ୍ଧକୁ…
ବିଶ୍ୱ ଶ୍ରମିକ ଦିବସ ଓ ଆଜିର ଶ୍ରମିକ
ଡ. ଅଜୟ କୁମାର ନନ୍ଦ ସମଗ୍ର ବିଶ୍ୱରେ ଆଜି ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଆଜିର ଦିନଟି ସେଇ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନିଜର ହକ୍ ମାଗି ଶିଳ୍ପପତିମାନଙ୍କ ଆକ୍ରୋଶର ଶିକାର ହୋଇଥିତ୍ଲେ, ମୃତ୍ୟୁବରଣ କରିଥିଲେ। ଏମିତି ଏକ…
ଅର୍ଥ ବ୍ୟବସ୍ଥାରେ ବିଫଳ
ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍ଡିଏ) ସରକାରର ଦୁଇଟି ଅଲଗା ପାଳିର କାର୍ଯ୍ୟଧାରାକୁ ଭିନ୍ନ ବାଟରେ ଭିନ୍ନ ଭାବେ ଦେଖାଯାଇପାରେ। ପ୍ରଥମରେ ଏନ୍ଡିଏର ଆର୍ଥିକ ସଂସ୍କାର ପାଇଁ ତୀବ୍ର ଇଚ୍ଛା ଥିଲା। ଦ୍ୱିତୀୟରେ ସେହି ଇଚ୍ଛା ଆଉ କାହା ସପକ୍ଷରେ ଚାଲିଯାଇଥିବା ଦେଖାଯାଇଛି। ତେବେ…
ଏଇ ଭାରତରେ
ଲୋକେ କହୁଥିଲେ ପିଏଚ୍ଡି କରି ଖତ ବିକ୍ରି କରିବ? ହେଲେ ଆଜି ମାସକୁ ୩୦ ଟନ୍ ଜିଆଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଡ. ଶ୍ରବଣ ଯାଦବ ଓ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କୃଷକ ପରିବାରରେ ବଢ଼ିଥିବାରୁ ଜୈବିକ…
ନାମ, ସୁନାମ ଓ ବଦନାମ
ଡ. ମୌସୁମୀ ପରିଡ଼ା ନାମ ତ ସମସ୍ତଙ୍କର ଅଛି। ପରିଚୟ ପାଇଁ ଦୋକାନ, ବଜାର, ରାସ୍ତାଘାଟ, ବିଭିନ୍ନ ପ୍ରକାରର ଅନୁଷ୍ଠାନ, ଅଞ୍ଚଳ, ନଦୀ, ସମୁଦ୍ର, ପାହାଡ଼ ପର୍ବତ ସବୁର ନାମ ଦିଆଯାଇଛି। ଅନେକ ସମୟରେ ନାମକୁ ନେଇ ନାନା ତର୍କବିତର୍କ, ଆଲୋଚନା…
ଆଜି ସମସ୍ତେ ଗରିବ
ଉମାଶଙ୍କର ପ୍ରସାଦ ଦାରିଦ୍ର୍ୟ ବ୍ୟକ୍ତିକୁ ଯେପରି ଦୁର୍ବଳ ଚିନ୍ତାଗ୍ରସ୍ତ କରାଇଦିଏ ଦେଶର ସ୍ଥିତିକୁ ସେହିପରି ଦୋହଲାଇ ଦେଇଥାଏ। ‘ଦେଶର ଅର୍ଥନୀତି ଦୁର୍ବଳ ହୋଇଗଲେ ଅନ୍ୟ କୌଣସି କ୍ଷେତ୍ରରେ ଦେଶରେ ପ୍ରଗତି ହୁଏ ନାହଁି। ଦାରିଦ୍ର୍ୟ ଦେଶ ପକ୍ଷରେ ଏକ ଅଭିଶାପ। ଅଭାବ…
ପଦବୀ ପୂରଣ ପଦକ୍ଷେପ
ନିକଟରେ ପଦୋନ୍ନତି ଓ କ୍ୟାରିୟର ଭବିଷ୍ୟତକୁ ନେଇ ସେଣ୍ଟ୍ରାଲ ସେକ୍ରେଟାରିଏଟ୍ ସର୍ଭିସ (ସିଏସ୍ଏସ୍) ଅଧିକାରୀମାନେ କରିଥିବା ଆନ୍ଦୋଳନ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାକୁ ପ୍ରେରିତ କରିଛି। ଏହି ପଦକ୍ଷେପ କଥା ଶୀର୍ଷ ସ୍ତରରୁ ହିଁ ଉଠିଛି। ସମ୍ଭବତଃ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Archives


