ସମ୍ପାଦକୀୟ

ମାନିବାକୁ ପଡ଼ିବ

ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ହରିୟାଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅହଂକାରୀ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ନିକଟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ କୃଷକଙ୍କ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏଥିସହିତ ସେ କହିଥିଲେ ଏହି ଆନ୍ଦୋଳନ…

ଦୁଇଟି ନାରୀସ୍ବର

ଡ. ବାସନ୍ତୀ ମହାନ୍ତି ଆବହମାନ କାଳରୁ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଭିନ୍ନ ଭିନ୍ନ ରୂପରେଖ ଆମର ଶ୍ରୁତି ଗୋଚର ଓ ଦୃଷ୍ଟି ଗୋଚର ହୋଇ ଆସୁଅଛି। ରାମାୟଣ, ମହାଭାରତ, ପୁରାଣ, ଇତିହାସ ଆଦି ଶାସ୍ତ୍ର ସଂହିତାରେ ମଧ୍ୟ କମ୍‌ ଉଦାହରଣ…

ଶିକ୍ଷାରେ ଗୁଣାତ୍ମକତା ଲୋଡ଼ା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସମ୍ପ୍ରତି ଓଡ଼ିଶା ସରକାର ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ନିର୍ମିତ ହେଉଛି ସ୍ମାର୍ଟ କ୍ଲାସ, ଅତ୍ୟାଧୁନିକ ବିଜ୍ଞାନାଗାର, ଶୌଚାଳୟ, ଇ-ପାଠାଗାର, ସୁଦୃଶ୍ୟ ଫାଟକ ଓ ଚିତ୍ରକଳା ଅଙ୍କିତ ପାଚେରି। ନୂତନ କୋଠାଘର ତିଆରି ନ…

ଭିଡ଼ର ଅର୍ଥ ନୁହେଁ ଭୋଟ୍‌

କରୋନା ସଂକ୍ରମଣ ନୂଆବର୍ଷ ୨୦୨୨ ଆରମ୍ଭରୁ ଊର୍ଦ୍ଧ୍ୱମୁଖୀ ହୋଇଛି। ୨ ଜାନୁୟାରୀରେ ଦେଶରେ ୨୭ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହା ଦ୍ୱାରା ଆକ୍ରାନ୍ତ ହେବା ଲୋକଙ୍କ ମନରେ ଭୟ ସୃଷ୍ଟି କଲାଣି। ଆଗକୁ ଉତ୍ତରପ୍ରଦେଶ ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ…

ଲୋକତନ୍ତ୍ର ନିର୍ମାଣ କରିବାକୁ ହେବ

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ ଲୋକତନ୍ତ୍ର ପାଇଁ ଶିଖର ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଚେତାବନୀ ଶୁଣାଇଛନ୍ତି ଯେ, ଗଣତନ୍ତ୍ରର ଅବକ୍ଷୟ ‘ଆମ ସମୟର ପ୍ରକୃତ ଆହ୍ବାନ’ ପାଲଟିଛି। ସେ କିଛି ଭୁଲ କହିନାହାନ୍ତି। ବାସ୍ତବରେ, ଲୋକତନ୍ତ୍ର ଅବରୋଧରେ ଅଛି। କ୍ରମାଗତ…

ସୁଖନିଦ୍ରାରେ ଶୋଇଛନ୍ତି

ରବିନାରାୟଣ ସାମଲ ଛାତି ଥରାଇଲା ଭଳି ଭବିଷ୍ୟବାଣୀ! ଆଗାମୀ ଦଶ ବର୍ଷ ମଧ୍ୟରେ ପୃଥିବୀର ଛଅଟି ସହର ସମୁଦ୍ର ଜଳରେ ନିମଗ୍ନ ହେବ। ତନ୍ମଧ୍ୟରୁ ଭାରତର କୋଲକାତା ଅନ୍ୟତମ। କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ନାମକ ସଂସ୍ଥା ଏହି ସୂଚନା ପ୍ରଦାନ କରିଛି। ଭାରତର…

ଏଇ ଭାରତରେ

ବୁନ୍ଦି, ବେସନ, ନଡ଼ିଆ ଏବଂ ଚକୋଲେଟ ଆଦି ଲଡୁ ଖାଇଛନ୍ତି, ହେଲେ ଛତୁ ଲଡୁ କେବେ ଖାଇଛନ୍ତି କି? ଏମିତିକା ଲଡୁ ପ୍ରସ୍ତୁତ କରୁଛନ୍ତି ହରିୟାଣାର ଅଶୋକ କୁମାର ବଶିଷ୍ଠ। ତାଙ୍କ ହାତ ତିଆରି ଛତୁ ଲଡୁର ଚାହିଦା ଏବେ ହରିୟାଣା…

ଉଗ୍ର ଜାତୀୟତାବାଦ

ଭାରତର କଶ୍ମୀରୀକରଣକୁ ନେଇ ଶିକ୍ଷାବିତ୍‌ ପ୍ରତାପ ଭାନୁ ମେହେଟ୍ଟା ଆମକୁ ସତର୍କ କରିଦେଇଛନ୍ତି। ତାଙ୍କ ମତରେ କଶ୍ମୀରରେ ସୁରକ୍ଷା ବଳ ଓ ସରକାରୀ ସଂସ୍ଥାଗୁଡ଼ିକ ସିଭିଲ ସୋସାଇଟି ଓ ବ୍ୟକ୍ତି ସ୍ବାଧୀନତାକୁ ଅତ୍ୟଧିକ ନିୟନ୍ତ୍ରଣ କରୁଛନ୍ତି ଏବଂ ତାହା ଧୀରେ ଧୀରେ…

ସୃଜନ ସ୍ଥପତି

ଭାରତୀୟ ସମାଜରେ ଏକ ପୁରୁଣା ଚିନ୍ତାଧାରା ଭାବେ ମହିଳାମାନେ ପୁରୁଷଙ୍କ ଉପରେ ପ୍ରାୟତଃ ନିର୍ଭର କରିଆସିଥିବା କୁହାଯାଉଛି। ସେଥିପାଇଁ କଥାକଥାକେ ‘ପୁରୁଷକୈନ୍ଦ୍ରିକ’ ସମାଜ ଭଳି ଶବ୍ଦ ବ୍ୟବହାର କରାଯାଇଥାଏ। କିନ୍ତୁ ଔପନ୍ୟାସିକା ନମିତା ଗୋଖଲେ ତାଙ୍କ ଇଂଲିଶ ଉପନ୍ୟାସ ‘ଥିଙ୍ଗ୍‌ସ ଟୁ…

ଏକ ଅଭିନବ ସଂକଳ୍ପ

ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ ପ୍ରତିବର୍ଷ ପରି ଏଥର ବି ଆଉ ଥରେ ନୂଆବର୍ଷ ଆସିଛି। ମହାକାଳର ଅନନ୍ତ ଅବଧି ମଧ୍ୟରେ ତଥା ପ୍ରକୃତିର ନିରନ୍ତର ପ୍ରବାହ ଭିତରେ ଦିନ, ମାସ ବା ବର୍ଷର ଗଣନା ମୂଲ୍ୟହୀନ ହେଲେ…

ଏଇ ଭାରତରେ

ଗୋଟିଏ ଗାଁରେ ୩୫ ବର୍ଷ ଧରି ରହି ଖୁବ୍‌ କମ୍‌ ଫି’ ରେ ରୋଗୀ ସେବା କରୁଛନ୍ତି ବିହାରର ଡା. ରାମନନ୍ଦନ ସିଂ। ଶୋଖପୁର ଜିଲା ବରବିଘା ଗାଁରେ ରୁହନ୍ତି ଡା. ସିଂ। ତାଙ୍କ ବୟସ ୬୮। ଚିକିତ୍ସା ପାଇଁ ଆଖପାଖ…

ଏଇ ଭାରତରେ

ପକ୍ଷୀଙ୍କ ସୁରକ୍ଷା ପାଇଁ ଅନେକେ ପ୍ରୟାସ କରୁଛନ୍ତି। କିଏ ଛୋଟ ଜଙ୍ଗଲ କରୁଛନ୍ତି ତ କିଏ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି, ହେଲେ ଭଗବାନ୍‌ଜୀ ଭାଇଙ୍କ ପ୍ରୟାସ ସମ୍ପୂର୍ଣ୍ଣ ନିଆରା। ଭଗବାନ୍‌ଜୀ ଜଣେ କୃଷକ ଓ ତାଙ୍କ ଘର ଗୁଜରାଟର ନାଭି ସାଙ୍କିଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri