ସମ୍ପାଦକୀୟ

ଆମ ପରିବେଶ, ଆମ ଆଧାର

ବିମଳ ପ୍ରସନ୍ନ ଦାସ ଆଜିର ଶିଳ୍ପପ୍ରଧାନ ସଭ୍ୟତାର ପ୍ରକୃତିର ଅତୁଳନୀୟ ଅବଦାନକୁ ମଣିଷ ଏପରି ଅକ୍ଷମଣୀୟ ଭାବେ ପ୍ରଦୂଷିତ କରିଚାଲିଛି ଯେ ପରିବେଶ ପ୍ରଦୂଷଣ ଏବେ ଆତଙ୍କବାଦ ଓ ମାଓବାଦ ଅପେକ୍ଷା ଭୟଙ୍କର ବିପଦ ଭାବରେ ଉଭା ହୋଇଛିି। ଫଳରେ ଲୋକମାନେ…

ଏଇ ଭାରତରେ

ସରକାରୀ ଯୋଜନାର ଉପଯୁକ୍ତ ଉପଯୋଗ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଉତ୍ତରାଖଣ୍ଡ କ୍ୟାଡରର ଆଇଏଏସ୍‌ ଅଧିକାରୀ ଆର୍‌. ମୀନାକ୍ଷୀ ସୁନ୍ଦରମ୍‌। ସେ ବହୁ ବିଭାଗର ଦାୟିତ୍ୱରେ ଥାଇ ୬୦୦ କୋଟି ମୂଲ୍ୟର ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟରେ ୪.୫ ଲକ୍ଷ…

ସୁପାରିସକୁ ଅପେକ୍ଷା

ୟୁନାଇଟେଡ୍‌ ଷ୍ଟେଟ୍ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିୟସ୍‌ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ଏକ ସ୍ବାଧୀନ ଏବଂ ଦ୍ୱିଦଳୀୟ ସଂଘୀୟ ସରକାରୀ ସଂସ୍ଥା। ସ୍ବାଧୀନ କହିଲେ ଏହା ଆମେରିକା ସଂଘୀୟ ସରକାରର ଏକ ଅଂଶ ନୁହେଁ ଏବଂ ଦ୍ୱିଦଳୀୟ ମାନେ ଦୁଇ ପ୍ରମୁଖ ଦଳ…

ସିଙ୍ଗାପୁରର ନୂଆ ନେତା

ନଗର-ରାଷ୍ଟ୍ର ସିଙ୍ଗାପୁରର ପ୍ରଥମ ପ୍ରଧାନମନ୍ତ୍ରୀ ଲି କ୍ୟୁଆନ୍‌ଙ୍କ ବଡ଼ ପୁଅ ଲି ହେସିଏନ୍‌ ଲୁଙ୍ଗ୍‌ଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଲରେନ୍ସ ଓ୍ବଙ୍ଗ୍‌ଙ୍କୁ ଏବେ ପ୍ରଧାନମନ୍ତ୍ରୀ ଘୋଷଣା କରାଯିବା ପରେ ଦେଶବ୍ୟାପୀ ଉତ୍ସାହ ଦେଖାଦେଇଛି। ୪୯ ବର୍ଷୀୟ ଯୁବ ନେତୃତ୍ୱ ସିଙ୍ଗାପୁରକୁ ଏକ…

ଦୁର୍ଗମ ପଥ, ଦୁର୍ଦ୍ଧର୍ଷ ପଥିକ

ଜୀବିତାବସ୍ଥାରେ ଓଡ଼ିଶାର ଯେଉଁ ଦୁଇଜଣ ଯୋଗଜନ୍ମାଙ୍କୁ କିମ୍ବଦନ୍ତୀ ପୁରୁଷ ହେବାର ସୌଭାଗ୍ୟ ମିଳିଛି, ସେମାନଙ୍କ ଭିତରୁ ଜଣେ ହେଲେ ଉତ୍କଳଗୌରବ ମଧୁସୂଦନ ଦାସ ବା ମଧୁବାବୁ ଓ ଅନ୍ୟ ଜଣେ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁବାବୁ। ମଧୁବାବୁ ଥିଲେ ସ୍ବତନ୍ତ୍ର ଉତ୍କଳ…

ଏଇ ଭାରତରେ

ଉନ୍ନତମାନର ଛତୁଚାଷ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ମା’ ଓ ପୁଅ। ଏର୍ନାକୁଲମ ନିବାସୀ ଲିନା ଥୋମାସ୍‌ ଏବଂ ତାଙ୍କ ପୁଅ ଜିତୁ ଛତୁଚାଷରୁ ଦିନକୁ ୩୫-୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଜିତୁ ୪ ବର୍ଷ ପୂର୍ବେ…

ଏଇ ଭାରତରେ

ଅନେକ ହଜାର ଦୃଷ୍ଟିିବାଧିତଙ୍କ ଆଶାବାଡ଼ି ପାଲଟିଛନ୍ତି କର୍ନାଟକର ବିଦ୍ୟା ଓ୍ବାଇ। ବିଦ୍ୟା ଜଣେ ଏଣ୍ଟରପ୍ରିନ୍ୟୁୟର ଓ ଜନ୍ମରୁ ଦୃଷ୍ଟିବାଧିତ। ସେ ‘ଭିଜନ ଏମ୍ପ୍‌ପାଓ୍ବାର’ ସଂସ୍ଥା ଗଠନ କରି ହଜାର ହଜାର ଦୃଷ୍ଟିବାଧିତଙ୍କୁ ବିଜ୍ଞାନ, ଗଣିତ, ପ୍ରଯୁକ୍ତି ଏବଂ ବୈଷୟିକ ଶିକ୍ଷା ପ୍ରଦାନ…

କାହା ହିତରେ ଲୋଭନୀୟ ଯୋଜନା

ଈପ୍ସିତା ମହାନ୍ତି ସାମାଜିକ ସୁରକ୍ଷା ନାମରେ ସାଧାରଣ ଜନତାଙ୍କ ସମେତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସରକାରୀ ସହାୟତା ଓ ସୁବିଧା ପ୍ରଦାନ ସର୍ବଦା ସ୍ବାଗତଯୋଗ୍ୟ। ଏହା ଏକ ଜନମଙ୍ଗଳକାରୀ ସରକାରର ପ୍ରଧାନ କର୍ତ୍ତବ୍ୟ। କିନ୍ତୁ କ୍ଷମତାରେ ରହିବା ପାଇଁ…

କଡ଼ା ପଦକ୍ଷେପ

କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରୁ ନ ଥିବା ବାବୁମାନଙ୍କ ପାଇଁ ଖୁବ୍‌ ଶୀଘ୍ର ସିକିମରେ ଏକ ଅଲଗା ବିଭାଗ ରହିିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ଗୋଲେ ଘୋଷଣା କରିଛନ୍ତି। ଗ୍ୟାଙ୍ଗ୍‌ଟକରେ ଏଣ୍ଟରପ୍ରିନ୍ୟୁୟରମାନଙ୍କୁ ଏକ ସଭାରେ ସମ୍ବୋଧନ କରିବା ଅବସରରେ ସେ…

ବିରୋଧ ନୁହେଁ, ଇଚ୍ଛାଶକ୍ତି ଲୋଡ଼ା

ପ୍ରଭାତ କୁମାର ଦାସ କିଛିଦିନ ହେଲା ‘ବିରୋଧ’ ଏକ ସଂକ୍ରାମକ ବ୍ୟାଧି ଭଳି ଆମ ରାଜ୍ୟକୁ ଗ୍ରାସ କରିଛି। ଯେ କୌଣସି କାମ ହେଉ ବିରୋଧ ଥମିବାର ନଁା ଧରୁନାହିଁ। ମନେହେଉଛି ଏ ରାଜ୍ୟରେ ଆଉ କୌଣସି ପ୍ରଗତିଶୀଳ କାମ ହେବା…

ଏଇ ଭାରତରେ

ନଡ଼ାପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିବାବେଳେ ଏହାର ସମାଧାନ ଲାଗି ଦୁଇଜଣଙ୍କ ପ୍ରଚେଷ୍ଟା ବେଶ୍‌ ପ୍ରଶଂସନୀୟ। ପୁଣେର ସୁହାସ ବକ୍ସି ଏବଂ ଅଶ୍ୱିନୀ ସାଭେ ବାୟୋମାସ ଏବଂ ଏହା ସହ ଜଡ଼ିତ ବିଭିନ୍ନ ଜିନିଷ ଲାଗି ଏକ ଅନ୍‌ଲାଇନ ମାର୍କେଟ ‘ବାୟୋଫୁଏଲ…

ଯୁଦ୍ଧ ଜର୍ଜରିତ ଶୈଶବ

ପ୍ରକାଶ ତ୍ରିପାଠୀ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନଁା ନେଉନାହିଁ। ଇତିମଧ୍ୟରେ ବୁଛା ସହରରେ ରୁଷ ସୈନିକଙ୍କ ବର୍ବର କାଣ୍ଡର ଅନେକ ଛବି ଗଣମାଧ୍ୟମକୁ ଆସିବା ପରେ ବୁଝାପଡୁଛି ସତେଯେମିତି ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ନାଗରିକଙ୍କୁ ହତ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri