ଏଇ ଭାରତରେ
ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍ଏସ୍) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ ଚେକ୍ ଡ୍ୟାମ୍ ନିର୍ମାଣ କରୁଛନ୍ତି। ଏହି ଉପାୟରେ ଜଳ ସଂରକ୍ଷଣ କରି ଜଳସେଚନର…
ବିଲ୍ ଗେଟ୍ସଙ୍କ କୃତ୍ରିମ ବର୍ଷା
ବିଲ୍ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ ନ ବାହାରିବା ପାଇଁ କୁହାଯାଉଥିଲା। ସତରେ କ’ଣ ଏହା ପ୍ରବଳ ବର୍ଷାର କାରଣ?…
ଗରିବ କିଏ
ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ ହୋଇଥାଏ। ଜୀବନସାରା କେବେ କାହାରିକୁ ଚା କପ୍ଟିଏ ବି ଦେବା ତାଙ୍କ ଦ୍ୱାରା…
ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି
ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ ସାଉଥ୍ର ସବୁ ଦେଶରେ ବିତର୍କର ଆଧାର ପାଲଟି ଥିବାବେଳେ ପାଶ୍ଚାତ୍ୟରେ ସମସ୍ତଙ୍କ ମଧ୍ୟରେ…
ଅହିଂସା ଓ ଅସ୍ପୃଶ୍ୟତା
ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ। କିନ୍ତୁ ଏହି ସକାରାତ୍ମକ ଭାବନା ପ୍ରଚ୍ଛଦରେ ବି ଅନେକ ସାମାଜିକ ବ୍ୟବସ୍ଥା ରହିଛି,…
ଏମିତି ଥିଲା ଗାଁ
ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ। ମାନେ ଭଲମନ୍ଦ, ସୁଖଦୁଃଖ, ସବୁଥିରେ ମିଳିମିଶି ସହଭାଗୀ ହେଉଥିବା ପବିତ୍ର ସ୍ଥାନ ହେଉଛି…
କୃଷି ରପ୍ତାନିର ନୂତନ ଆଶା
ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ ସୃଷ୍ଟିକରେ। ହାଇଟେକ ବା ଅତ୍ୟାଧୁନିକ କୃଷିରେ ସୁରକ୍ଷିତ ଚାଷ ( ପଲି ହାଉସ,…
ଲକ୍ଷ୍ୟହୀନ ଯୁଦ୍ଧ
ଇରାନ୍ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ୍ର ପାଓ୍ବାରପ୍ଲାଣ୍ଟ ଉପରେ ୫ ଦିନ ପାଇଁ ଅର୍ଥାତ୍ ୨୭…
ଜୀବନର ନୈତିକ ମୂଲ୍ୟବୋଧ
କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି – ଚରିତ୍ର। ଯାହା ବ୍ୟକ୍ତିତ୍ୱକୁ ସୁଦୃଢ଼, ସୁସଂଯତ ଓ ସୁସଙ୍ଗଠିତ କରିଥାଏ। ଏହା ସମାଜ…
ପେଟ୍ରୋଡଲାର ସାମ୍ରାଜ୍ୟ
ପୃଥିବୀର କୌଣସି ଏକ ପେଟ୍ରୋଲ୍ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ, ଯାହା ମଧ୍ୟପ୍ରାଚ୍ୟର ତୈଳ ଖଣି, ନ୍ୟୁୟର୍କର ଆର୍ଥିକ ବଜାର ଓ ବିଶ୍ୱର ବିଭିନ୍ନ…
ଆମେରିକା ଅପଦସ୍ଥ
ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୨୨ ମାର୍ଚ୍ଚରେ ଚେତାବନୀ ଦେଇଥିଲେ। ହେଲେ ଚେତାବନୀ ଅବଧି ପୂରି ନ…
ତିନି ଚିରଞ୍ଜୀବୀଙ୍କ ବିଚାର
ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ ଉଦାହରଣ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ। ଭାରତର ସ୍ବାଧୀନତା ଲାଭ ପାଇଁ ଯେଉଁ…
Archives


