ସମ୍ପାଦକୀୟ

ପ୍ରଭୁପ୍ରସାଦ

ନିମାଇଁ ଚରଣ ଲେଙ୍କା ମନ୍ଦିର ସମ୍ମୁଖରେ ଅସମ୍ଭବ ଭିଡ଼। ପ୍ରଭୁଙ୍କ ପ୍ରସାଦ ପାଇବା ପାଇଁ ସାଧାରଣ ଗରିବଠାରୁ ଆରମ୍ଭକରି କୋଟିପତିମାନେ ମଧ୍ୟ ଲମ୍ବାଧାଡ଼ିରେ ଠିଆହୋଇ ଅତି ଉତ୍କଣ୍ଠାର ସହ ସେହି ସୁଯୋଗକୁ ଅପେକ୍ଷା କରିଛନ୍ତି। ପ୍ରସାଦ କହିଲେ ମାତ୍ର ଗୋଟିଏ ଲଡୁ।…

ଆୟ ଓ ସମ୍ପତ୍ତି ଅସମାନତା

କିଛି ମାସ ହେଲା ଭାରତରେ ଆୟ ଏବଂ ସମ୍ପତ୍ତିରେ ବୃଦ୍ଧି ପାଉଥିବା ଅସମାନତାକୁ ନେଇ ବହୁ ରିପୋର୍ଟ ସତର୍କ କରିିଛନ୍ତି। ଦର୍ଶାଯାଇଥିବା ପରିସଂଖ୍ୟାନ ସବୁ ଭୁଲ୍‌ ନୁହେଁ, କିନ୍ତୁ ସେଗୁଡ଼ିକ ଅସମ୍ପୂର୍ଣ୍ଣ। ରିପୋର୍ଟଗୁଡ଼ିକ ସମ୍ବେଦନାମତ୍କ ନୂଆ ଖବର ପ୍ରସ୍ତୁତ କରିଛନ୍ତି ସତ,…

ଭାରତୀୟ ସଂସ୍କୃତି ଐକ୍ୟର ଆଧାରଶିଳା

ବିବିଧତା ମଧ୍ୟରେ ଐକ୍ୟ ହିଁ ଭାରତୀୟ ସଂସ୍କୃତିର ଆକର୍ଷଣ ଓ ଆଧାରଶିଳା, ଶ୍ରୀରାମକୃଷ୍ଣ ଯେଉଁ ଏକେଶ୍ୱରବାଦ କଥା କହିଥିଲେ ତାଙ୍କର ପଟ୍ଟଶିଷ୍ୟ ସ୍ବାମୀ ବିବେକାନନ୍ଦ ଆମେରିକା ଭ୍ରମଣ କାଳରେ ମଧ୍ୟ ସେକଥା ହିଁ କହିଥିଲେ। ଆମେରିକାରେ ଆୟୋଜିତ ଧର୍ମସଭାରେ ତାଙ୍କର ଶ୍ରୋତାମାନଙ୍କୁ…

ତାଲିବାନଙ୍କ ସଦ୍‌ବୁଦ୍ଧି

ତାଲିବାନ ସରକାର ଆଫଗାନିସ୍ତାନରେ ଅଫିମ ଚାଷ ଉପରେ କଟକଣା ଲଗାଇଛନ୍ତି। ଫଳରେ ଅଫିମ ଅମଳକୁ ନେଇ ସମ୍ପ୍ରତି ଆଫଗାନ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅଫିମ କ୍ଷେତରେ ନିଆଁ ଲଗାଇ ନଷ୍ଟ କରିଦିଆଯିବ ଓ ଯଦି କୌଣସି ଚାଷୀ ସରକାରଙ୍କ ଆଦେଶନାମାକୁ ଅବଜ୍ଞା…

ଏଇ ଭାରତରେ

ଘରେ ଯାଇ ପହଞ୍ଚୁଛି ‘ଓ୍ବାକିଂ ଲାଇବ୍ରେରି’। ଶୁଣିଲେ ଅଜବ ଲାଗୁଛି, ହେଲେ କେରଳ ଓ୍ବେନାଡାର ରାଧାମନିଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ପ୍ରତିଦିନ ୬ କି.ମି. ଚାଲି ଚାଲି ଯାଇ ଘରେ ଘରେ ବହି ଦେଉଛନ୍ତି। ସେଥିପାଇଁ ଲୋକେ ଏହାକୁ…

ଏଇ ଭାରତରେ

ସହରଗୁଡ଼ିକରେ ବର୍ଜ୍ୟ ଠୁଳ ହେବାକୁ ନେଇ ବହୁ ସମୟରେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଦେଖାଯାଇଥାଏ। କିନ୍ତୁ ସେହି ସ୍ଥାନରେ ଯଦି ଜଙ୍ଗଲ କରାଯାଏ ତେବେ ତାହା ପରିବେଶ ପାଇଁ ଉପଯୋଗୀ ହେବା ସହ ଜନଅସନ୍ତୋଷକୁ ରୋକିପାରିବ। ଏହିଭଳି…

ଅର୍ଥନୀତିର ବିସଙ୍ଗତି ଓ ପରିଣାମ

ଶକ୍ତି ରଞ୍ଜନ ଦାଶ   ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାର ପରିସ୍ଥିତି ଯଦି ନିରୀକ୍ଷଣ କରିବା ତାହା ଅତ୍ୟନ୍ତ ଦୟନୀୟ ପରିସ୍ଥିରେ ଗତି କରୁଛି। ଋଣଗ୍ରସ୍ତ ଶ୍ରୀଲଙ୍କା ଏବେ ଦେବାଳିଆ ସ୍ଥିତିରେ। ଏହାର ଦୁର୍ବଳ ଅର୍ଥନୀତି ଦେଶର ସାର୍ବଭୌମତ୍ୱ ପ୍ରତି ପ୍ରଶ୍ନବାଚୀ…

ପ୍ରଯୁକ୍ତି ବିଦ୍ୟାରେ ଭାରତ

ଡ. ଗୌରୀଶଙ୍କର ସାହୁ   ମେ’ ୩୧, ୧୮୯୩। ଜାପାନର ୟୋକୋହାମାରୁ କାନାଡାର ଭାଙ୍କୋଭର ଅଭିମୁଖେ ଚଳମାନ ଏକ ଷ୍ଟିମର। ଅନ୍ୟ ସହଯାତ୍ରୀଙ୍କ ସହ ଯାତ୍ରା କରୁଥାନ୍ତି ଭାରତର ଦୁଇଜଣ ଯୁଗପୁରୁଷ- ସ୍ବାମୀ ବିବେକାନନ୍ଦ ଓ ଜାମସେଦ୍‌ଜୀ ଟାଟା। ଟାଟା ସ୍ବାମିଜୀଙ୍କୁ…

ପବନ ଉଡ଼େଇନେଲା

ବିହାର ସୁଲତାନଗଞ୍ଜରେ ଗଙ୍ଗା ନଦୀ ଉପରେ ନିର୍ମିତ ଏକ ପୋଲର କିଛି ଅଂଶ ଏପ୍ରିଲ ୨୯ରେ ହୋଇଥିବା ଝଡ଼ବାତ୍ୟାରେ ଭୁଶୁଡ଼ି ପଡ଼ିଥିଲା। ସୁଖର କଥା ଯେ, ଏଥିରେ କେହି ମୃତାହତ ହୋଇ ନ ଥିଲେ। ଏ ବିଷୟରେ କେନ୍ଦ୍ର ସଡ଼କ ପରିବହନ…

ଅସାନି ଆସିଲା

ଚଳିତ ବର୍ଷ ମେ’ ପ୍ରଥମାର୍ଦ୍ଧରେ ପ୍ରଚଣ୍ଡ ତାତି ମଧ୍ୟରେ ଅସାନି ବାତ୍ୟା ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ବାତ୍ୟା ଯୋଗୁ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ମହାରାଷ୍ଟ୍ର ଓ ଗୁଜରାଟ ଭଳି ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ବିପତ୍ତିର ସମ୍ମୁଖୀନ ହେଉଛନ୍ତି। ବାତ୍ୟାର…

ଏଇ ଭାରତରେ

ନିଷ୍ଠା, ତ୍ୟାଗ ଓ ସମର୍ପଣ ଭାବରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏଭଳି ମନ୍ତ୍ରକୁ ଆଧାର କରି ଗୁଜରାଟ ବନାଶକାଣ୍ଠ ଜିଲା ନିବାସୀ ନବଲବେନ୍‌ ଚୌଧୁରୀ ପଶୁପାଳନ ବିଜ୍‌ନେସରେ ବେଶ୍‌ ସଫଳତା ପାଇଛନ୍ତି। ଏସିଆର ସବୁଠୁ ବଡ଼ ‘ବନାସ ଡାଏରୀ’ ପ୍ରତିଷ୍ଠା…

ଦେହ କ’ଣ ଧର୍ମଶାଳା

ଡ.ନରେନ୍ଦ୍ର ପ୍ରସାଦ ଦାସ ଆମ ଦେହରେ ଆମ ଅଜାଣତରେ ଲକ୍ଷ ଲକ୍ଷ ଅଣୁଜୀବ ବାସ କରୁଛନ୍ତି କହିଲେ ହୁଏତ ଆମ ଭିତରୁ ଅନେକ ବିଶ୍ୱାସ କରିବେ ନାହଁି। ବ୍ୟାକ୍ଟେରିଆ, ଫିମ୍ପିଜାତୀୟ କବକ, ନାଳଝାଡ଼ା କି ମ୍ୟାଲେରିଆା କରାଉଥିବା ଜୀବାଣୁ, କାଛୁ ଜୀବାଣୁ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri