ଏଇ ଭାରତରେ
ଦେଶରୁ ଘରଚଟିଆ ବଂଶ ଲୋପ ପାଇଯାଉଥିବାବେଳେ ସେମାନଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି ରାକେଶ ଖତ୍ରି। ସେ ଏହି ପକ୍ଷୀଙ୍କ ପାଇଁ ହାତରେ ବସା ତିଆରି କରୁଛନ୍ତି। ଏବେ ସୁଦ୍ଧା ସେ ୨.୫ ଲକ୍ଷ ବସା ତିଆରି କରିସାରିଲେଣି ଏବଂ...
ହିଜାବ ପ୍ରସଙ୍ଗ
ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କୁ କର୍ନାଟକର ଉଡୁପି ଓ କୁନ୍ଦପୁରର ସରକାରୀ କଲେଜରେ ପ୍ରବେଶ ଅନୁମତି ନ ମିଳିବାରୁ ତାହାକୁ ନେଇ ବିବାଦ ଲାଗିରହିଛି। ଏପରି କି ଶିକ୍ଷାନୁଷ୍ଠାନ ନିୟମକୁ ବିରୋଧ କରି ୫ ଛାତ୍ରୀ କର୍ନାଟକ ହାଇକୋର୍ଟରେ ଆବେଦନ...
ପ୍ରଭୁତ୍ୱର ଜିନ୍ଦାବାଦ
ଡ.ସତ୍ୟନାରାୟଣ ମିଶ୍ର ଣତନ୍ତ୍ରରେ ଆଦର୍ଶଗତ ବିଚାରଧାରାକୁ ବିଶ୍ଳେଷଣ କଲେ ନିୟମାନୁମୋଦିତ ଧାରାଗୁଡ଼ିକୁ ନିର୍ବିଦ୍ୱନ୍ଦ୍ୱରେ ଗ୍ରହଣ କରିବାକୁ ଜନସାଧାରଣ ବାଧ୍ୟ ହୋଇଥାନ୍ତି କାରଣ ସାର୍ବଜନୀନ ନିୟମ ହେଉଛି ସମାଜର ସମସ୍ତ ବର୍ଗର ହିତ ପାଇଁ ଉଦ୍ଦିଷ୍ଟ। ଏ ଦୃଷ୍ଟିରୁ ବିଚାର କଲେ...
ସାହିତ୍ୟ ଓ ଯୋଗସାଧନା
ମଣୀନ୍ଦ୍ର କୁମାର ମେହେର ସାହିତ୍ୟର ଆଭିମୁଖ୍ୟ କେବଳ ଚିତ୍ତବିନୋଦନ ବୋଲି ଯେଉଁମାନେ ମନେକରନ୍ତି ସେମାନେ ସାହିତ୍ୟ ସହିତ ଯୋଗସାଧନାର ସମ୍ପର୍କ କି ନିବିଡ଼ ତାହା ଉପଲବ୍ଧି କରିପାରିବେ ନାହିଁ। ବାସ୍ତବରେ ତୁଚ୍ଛା ଆମୋଦ ପ୍ରଦାନ କରିବା ସାହିତ୍ୟ ରଚନାର ମୁଖ୍ୟ...
ଏଇ ଭାରତରେ
ଆମେରିକାରେ ଚାକିରି ପାଇବା କିଛି କମ୍ କଥା ନୁହେଁ। ଏମିତି ଏକ ଚାକିରି ପାଇଥିଲେ କିରୁ ମୟିକାପିଲାଇ। ଭଲ ଦରମା ମଧ୍ୟ ପାଉଥିଲେ। ହେଲେ ସେ ତାହାକୁ ଛାଡ଼ି ଭାରତ ଫେରି ଆସି ଷ୍ଟାର୍ଟ ଅପ୍ ମାଧ୍ୟମରେ ଜୈବିକ ହଳଦୀ...
ପ୍ରସଙ୍ଗକୁ ଅଣଦେଖା
ପୁନର୍ବାର ଏକ ବଜେଟ ଆସିଛି ଓ ଉପସ୍ଥାପିତ ହୋଇଯାଇଛି। ଏହା ଆସିବାର ଦୁଇଦିନ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥା ବା ବଜେଟ ସମ୍ପର୍କରେ ଲୋକଙ୍କ ପ୍ରତିକ୍ରିୟା ଦେଖିଛୁ ଏବଂ ବୁଝିଛୁ। ଏହା ମଧ୍ୟରୁ ଅଧିକାଂଶ ଦୁଇଟି ଜିନିଷ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି।...
ସ୍ବପ୍ନର ବୈଷୟିକ ଡିଜାଇନର
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି. ରୁଜ୍ଭୋଲ୍ଟଙ୍କ ସହଧର୍ମିଣୀ ଏଲିନୋର୍ ରୁଜ୍ଭେଲ୍ଟ ଏକଦା କହିଥିଲେ, ‘ଯେଉଁମାନେ ସେମାନଙ୍କ ସ୍ବପ୍ନର ସୌନ୍ଦର୍ଯ୍ୟକୁ ଦେଖିଥାଆନ୍ତି ସେମାନଙ୍କ ଭବିଷ୍ୟତ ସେଭଳି ହୋଇଥାଏ’। ଏଭଳି ଏକ ପ୍ରେରଣାଦାୟୀ ଉକ୍ତିର ଯଥାର୍ଥ ଅନୁପାଳକ ହେବାର ଦୃଷ୍ଟାନ୍ତ ପାଲଟିଛନ୍ତି...
ଆଲୋକରୁ ଅନ୍ଧାର ଆଡ଼କୁ
କେଉଁ କାଳରୁ ଆମ ମହନୀୟ ସଂସ୍କାରରେ ମହାମନ୍ତ୍ରଟିଏ ହୋଇ କୋଟି ପ୍ରାଣରେ ଝଙ୍କୃତ ହୋଇଆସୁଛି, ସଂଜୀବନୀ ଶକ୍ତି ହୋଇ ପ୍ରବାହିତ ହୋଇଆସୁଛି ଆମର ପ୍ରତିଟି ରକ୍ତବିନ୍ଦୁରେ; ପୁଣି ଆମ ସାମାଜିକ ଚେତନାର ପରମ୍ପରାରେ ପ୍ରାର୍ଥନାଟିଏ ହୋଇ ଉଚ୍ଚାରିତ ହେଉଛି ସେଇ...
ଏଇ ଭାରତରେ
ମୃତ୍ୟୁ ପରେ ଶବଦାହ ସମ୍ମାନର ସହ ହେବା ଉଚିତ। କୌଣସି କାରଣରୁ ଶବ ବାହାରେ ପଡ଼ିରହିଲେ କିମ୍ବା ଏହା ପାଇଁ କେହି ଦାବି ନ କଲେ ତାହା ମାନବୀୟ ସମ୍ମାନ ହାନିକରେ। ଏଣୁ ଶବଦାହ ଲାଗି ପଞ୍ଜାବର ହରଜିନ୍ଦର ସିଂ...
ଏଇ ଭାରତରେ
ତାମିଲନାଡୁର ଭିଲ୍ଲୁପୁରମ୍ ଜିଲା ମରକ୍କନାମ ଟାଉନ୍ର ପାଞ୍ଚ ନଂ.ଓ୍ବାର୍ଡରେ ଥିବା ଅଙ୍ଗନଓ୍ବାଡିକୁ ଏସ୍. ସୁମତି ନୂଆ ରୂପ ଦେଇଛନ୍ତି। ସୁମତିଙ୍କ ଘର ଟାଉନ୍ ନିକଟସ୍ଥ ପୁଡୁପାକ୍କମ ଗାଁରେ। ଆରମ୍ଭରୁ ଅଙ୍ଗନଓ୍ବାଡିରେ ଘର ବ୍ୟତୀତ କିଛି ବି ନ ଥିଲା। ସେଠାରେ...
ଉପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ
ଡା. ଗୋପାଳ ଚନ୍ଦ୍ର ଦାଶ ବୈଦିକ ସାହିତ୍ୟରେ ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ ଆଦି ୪ ଗୋଟି ଗ୍ରନ୍ଥକୁ ବେଦର ସଂଜ୍ଞା ପ୍ରଦାନ କରାଯାଇଛି। ଯେଉଁ ୩ ଗୋଟି ଦାର୍ଶନିକ ସିଦ୍ଧାନ୍ତ ଉପରେ ବୈଦିକ ସାହିତ୍ୟ ପର୍ଯ୍ୟବସିତ, ତାହା...
ସଙ୍କୁଚିତ ବଜେଟ
ଡ. ସନ୍ତୋଷ କୁମାର ମହାପାତ୍ର ଗତ ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି। ସାଧାରଣତଃ, ଯେଉଁ ଦଳ ଶାସନ କରୁ ବା ଯିଏ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ହେଉନା କାହିଁକି, ପ୍ରତ୍ୟେକ ବର୍ଷ...
Archives


