ଏଇ ଭାରତରେ
ପଇଡ଼ କିମ୍ବା କୌଣସି ପାନୀୟ ପିଇବା ଲାଗି ଆମେ ପ୍ଲାଷ୍ଟିକ ଷ୍ଟ୍ର ବ୍ୟବହାର କରୁ। ଏହା ପରିବେଶ ପାଇଁ କ୍ଷତିକାରକ। ଏହା ମାଟିରେ ମିଶିବା ପାଇଁ ୪୦୦ରୁ ୫୦୦ ବର୍ଷ ଲାଗିଯାଏ। ଏଣୁ ପରିବେଶ ସୁରକ୍ଷା ପାଇଁ ଏହାର ବିକଳ୍ପ...
ଏତେ ହିଂସା କାହିଁକି
ଅନିଲ କୁମାର ବିଶ୍ୱାଳ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ମତଦାନ ସମୟରେ ଓ ପରେ ଅନେକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଛିି। ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ବିଭାଗ ବିଫଳ ହୋଇଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ...
ଢୋଲପୁରରୁ ଶିକ୍ଷା
ନଚିକେତ ମୁର ୨୦୧୭ରେ ରାଜସ୍ଥାନ ଢୋଲପୁର ଜିଲାରେ କିଶୋରୀମାନଙ୍କୁ ଯୌନ ସ୍ବାସ୍ଥ୍ୟ ସମ୍ପର୍କରେ ଶିକ୍ଷା ଦେବା ଲାଗି ‘ଉଡାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଥିତ୍ଲା। ‘ତୁମେ ଆମ ଝିଅମାନଙ୍କୁ ନଷ୍ଟ କରିଦେଉଛ…’ କିମ୍ବା ‘ସେମାନଙ୍କୁ...
ସମୟର ଚକ୍ରବ୍ୟୁହ
ଜଚ୍ଚିଦାନନ୍ଦ ଦାଶ ଦିନରାତି, ସୁଖଦୁଃଖ ପରି ଉତ୍ଥାନ ପତନ ସୃଷ୍ଟି ଓ ସମୟର ଏକ ବିଭବ। ଏକୁ ଏଡ଼ିବ ତେଢ଼ିବ ବା କିଏ? ସଂସ୍କୃତରେ ପ୍ରବାଦ ଅଛି- ”ଚକ୍ରବତ୍ ପରିବର୍ତ୍ତନ୍ତେ ସୁଖାନି ଚ ଦୁଃଖାନି ଚ“। ଆଜି ଯେ ରାଜେନ୍ଦ୍ରାସେନ...
କ୍ୟାନ୍ସର ଚିନ୍ତା
ଡାନିଏଲ୍ ଜେ.ଆର୍ବେସ୍ ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାରେ କ୍ୟାନ୍ସର ମୃତ୍ୟୁହାର ଅଧା ହ୍ରାସ କରିବା ଲାଗି ଲକ୍ଷ୍ୟ ରହିଛି ବୋଲି ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,ପ୍ରାଥମିକ ସ୍ତରରେ କ୍ୟାନ୍ସର ଚିହ୍ନଟ...
ନାହିଁ ଅଧିକାର, ନାହିଁ ସ୍ବାଭିମାନ
ପ୍ରଭାତ କୁମାର ଦାସ ଆମ ରାଜ୍ୟ ସୀମାକୁ ଲାଗି ତିନୋଟି ଛୋଟ ରାଜ୍ୟ, ମାତ୍ର କେତେବର୍ଷ ପୂର୍ବରୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଛନ୍ତି। କିନ୍ତୁ ପରିତାପର ବିଷୟ, ସେମାନେ ଆମ ସୀମାନ୍ତରେ କ୍ରମାଗତ ଭାବରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛନ୍ତି।...
ବିଦେଶରୁ ରୋଜଗାର ଆଣିବାକୁ ହେବ
ଡ. ପ୍ରମୋଦ କୁମାର ପଣ୍ଡା ପାଠକ ବନ୍ଧୁ! ପ୍ରସଙ୍ଗଟି ନିଶ୍ଚୟ ଆପଣଙ୍କୁ ଅଡ଼ୁଆ ଲାଗୁଥିବ। ମାତ୍ର ଏହା ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ। କିଛି ଦିନ ତଳେ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶିତ ହୋଇଛି। ତାହା...
ଏଇ ଭାରତରେ
ପ୍ରକୃତି ଓ ପକ୍ଷୀ ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ରାଜସ୍ଥାନର ସନା ଫିରଦୌସ। ଯୋଧପୁର ନିବାସୀ ସନା ଅଦରକାରୀ ଜିନିଷ ଉପଯୋଗ କରି ତାଙ୍କ ଘରକୁ ଏକ ସୁନ୍ଦର ପକ୍ଷୀ ଅଭୟାରଣ୍ୟ କରିଛନ୍ତି। ପ୍ରତ୍ୟେକ ଦିନ ତାଙ୍କ ଘରକୁ ୭୦-୮୦ ପକ୍ଷୀ...
ଏଇ ଭାରତରେ
ବୟସ ୬୭। ଏକୁଟିଆ ନିଜ ଖର୍ଚ୍ଚରେ ଏକ ଜଙ୍ଗଲ କରିପାରିଛନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି କେରଳ ତ୍ରିଶୂର ଜିଲାର ଗୋପାଳକ୍ରିଷ୍ଣନ କେ.ଆର୍.। ବ୍ୟାଙ୍କ କର୍ମଚାରୀ ଭାବେ ୨୦୧୪ରେ ଅବସର ନେବା ପରେ ପ୍ରଥମେ ୧୫ ଲକ୍ଷ ଟଙ୍କାରେ ଜମି...
ଭାରତରେ ହେପାଟାଇଟିସ୍ ‘ବି’
ଡା. ଉମେଶ ଚନ୍ଦ୍ର ପାତ୍ର ଭାରତରେ ହେପାଟାଇଟିସ୍ ‘ବି’ ଭୂତାଣୁର ବାହକ ବହୁ ସଂଖ୍ୟାରେ ଅଛନ୍ତି। ଏହି ବାହକମାନେ ସାଧାରଣରେ ନୀରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି। ଏହି ଭୂତାଣୁ ଦ୍ୱାରା ଅନ୍ୟଲୋକମାନେ ମଧ୍ୟ ସଂକ୍ରମିତ ହୋଇଥାନ୍ତି। ବିଶୁଦ୍ଧ ହୋଇ...
ଦୁର୍ନୀତିର ମଞ୍ଜି ନିର୍ବାଚନୀ ଖର୍ଚ୍ଚ
ସହଦେବ ସାହୁ ସାରା ଭାରତ କଥା ବହୁତ ବଡ଼, ଆସନ୍ତୁ କେବଳ ଓଡ଼ିଶା କଥା ଦେଖିବା। ଏମ୍ଏଲ୍ଏ ଆଉ ଏମ୍ପି ନିର୍ବାଚନ କଥା ବି ଛାଡ଼ିଦେବା। ଗଣତନ୍ତ୍ରର ଶିକ୍ଷାକ୍ଷେତ୍ର ହେଉଛି ପଞ୍ଚାୟତିରାଜ; ତାହା ପୁଣି ତ୍ରିସ୍ତରୀୟ। ସର୍ବନିମ୍ନ ସ୍ତର...
ଜାଣିବା ଦରକାର ନାହିଁ
ଭାରତୀୟ ଇତିହାସ, ସଂସ୍କୃତି ଓ ଐତିହ୍ୟ ଉପରେ ଭାରତ ସରକାର ସର୍ବଦା ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ବିଦେଶ ବିଶ୍ୱବିଦ୍ୟାଳୟରେ ଏହି ହ୍ୟୁମାନିଟିଜ୍ ସବ୍ଜେକ୍ଟସ ବା ମାନବବାଦୀ ବିଷୟ ପଢ଼ିବା ଲାଗି ଜାତୀୟ ଦରିଆପାରି ମେଧାବୃତ୍ତି (ଏନ୍ଓଏସ୍) ସକାଶେ ଆବେଦନ...
Archives


