ସମ୍ପାଦକୀୟ

ଏଇ ଭାରତରେ

ପରିବେଶ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣି ଆଦିବାସୀମାନଙ୍କୁ ସୁସ୍ଥ ଜୀବନର ବାଟ ଦେଖାଇଛନ୍ତି ମୁମ୍ବାଇର କାସାନ୍ଦ୍ରା ନଜରେଥ ଏବଂ ତାଙ୍କ ଟିମ୍‌। ଆର୍‌ୟେ ଜଙ୍ଗଲ ଓ ମାଧ ଆଇଲ୍ୟାଣ୍ଡରେ ଓ୍ବର୍ଲି ସମ୍ପ୍ରଦାୟର ୨,୫୦୦ ପରିବାରକୁ ବାୟୋ ଟଏଲେଟ ଏବଂ ବାୟୋଓ୍ବେଲ୍‌…

ମାଗଣା ଓ ମହରଗ

ଡ.ପ୍ରଫୁଲ୍ଲ କୁମାର ସାହୁ ଏବେ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା। ଖାଦ୍ୟପଦାର୍ଥ, ତୈଳ, ରନ୍ଧନ ଗ୍ୟାସ୍‌, ଔଷଧ ଓ ଦୁଗ୍ଧ ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷର ଘୋର ଅଭାବ। ଦର ଆକାଶଛୁଆଁ । ଶ୍ରୀଲଙ୍କା ମୁଦ୍ରା ରୁପିରେ ଚାଉଳ…

ଶାସନରେ ଇତିହାସର ଦାବି

ଏଡୋଆର୍ଡୋ କ୍ୟାମ୍ପନେଲା ମହାମାରୀ ପୂର୍ବରୁ ନୋଷ୍ଟାଲଜିକ୍‌ (ଅତୀତର ଗୌରବକୁ ମନେପକାଇ ସ୍ବପ୍ନାଭିଳାଷ କିମ୍ବା ଆସକ୍ତ ଭାବ ପୋଷଣ କରିବା) ବୈଶ୍ୱିକ ରାଜନୀତିର ଏକ ପ୍ରମୁଖ ଶକ୍ତି ଥିଲା। ଆମେରିକାକୁ ପୁନଶ୍ଚ ମହାନ୍‌ କରି ଗଢ଼ିତୋଳିବା ଲାଗି ପ୍ରତିଶ୍ରୁତି ଦେଇ ଡୋନାଲ୍ଡ ଟ୍ରମ୍ପ୍‌…

କଠୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ କଠୋପନିଷଦର ବିଷୟବସ୍ତୁ ମୁଖ୍ୟତଃ ବ୍ରହ୍ମ ଓ ଆତ୍ମା ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ। ଉପନିଷଦକାର ଯମ-ନଚିକେତା ଖବର ମାଧ୍ୟମରେ ଏହି ତତ୍ତ୍ୱକୁ ଅଗ୍ନିବିଦ୍ୟା ଓ ଆତ୍ମବିଦ୍ୟା ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଶ୍ନୋତ୍ତର ମାଧ୍ୟମରେ ଆଚାର୍ଯ୍ୟ ଯମ ଶିଷ୍ୟ…

ଦେଖିବାର କଳା

ସୃଷ୍ଟିରେ କ’ଣ ଦେଖିପାରିବା , କ’ଣ ଦେଖି ନ ପାରିବା ତାହା ହିଁ ପ୍ରଶ୍ନ। ଜୀବ ଓ ଜଡ଼ବସ୍ତୁ , ସବୁକିଛି ସ୍ରଷ୍ଟାଙ୍କ ସୃଷ୍ଟି। ସୃଷ୍ଟିର କୌଣସି ଏକ ଜୀବ ଓ ଜଡ଼ବସ୍ତୁ ମଧ୍ୟରେ ପ୍ରଭେଦ ଦେଖିବାକୁ ମିଳେ। ଜୀବର ଚେତନ…

ଜଳବୁଡ଼ି ମୃତ୍ୟୁ ଚିନ୍ତାର କାରଣ

ଶେଖ୍‌ ଫରିଦଉଦ୍ଦିନ ଏକ ସରକାରୀ ପରିସଂଖ୍ୟାନର ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ଷକୁ ହାରାହାରି ୪୩୧ ଜଣ ପାଣିରେ ବୁଡ଼ି ମରୁଛନ୍ତି। ଗତ ତିନିବର୍ଷ ମଧ୍ୟରେ ୧୨୯୨ ଜଣ ପ୍ରାଣ ହରାଇଥିବାବେଳେ ଅଧିକ ସଂଖ୍ୟକ ଯୁବକଙ୍କ ମୃତ୍ୟୁ ଘଟିବା ରାଜ୍ୟ ସରକାରଙ୍କ ପାଇଁ…

‘ଭିଜିଲାନ୍ସ’ ପ୍ରଚାର ବେଶି, ଫଳ କମ୍‌

ସହଦେବ ସାହୁ ହରିନାମ କୀର୍ତ୍ତନାଦି ଶେଷରେ ପ୍ରସାଦ ପାଇଁ ପରସ୍ପର ଉପରେ ପଡ଼ି ଛଡ଼ାଛଡ଼ି ହୋଇ ଖାଇବାର ଏକ ଉତ୍ସବକୁ ମଧ୍ୟଯୁଗରେ ହରିଲୁଟ୍‌ କୁହାଯାଉଥିଲା। ଏ ଉତ୍ସବରେ ଦାତାଙ୍କ ଦ୍ୱାରା ପ୍ରଦତ୍ତ ପ୍ରସାଦର ବଣ୍ଟନ ଆରମ୍ଭ ହେଲା କ୍ଷଣି ଭକ୍ତମାନେ ଟଣାଟଣି…

ଏଇ ଭାରତରେ

ଜଳ ଅପଚୟ ରୋକିବାରେ ବେଙ୍ଗାଲୁରୁର ଲଳିିଥାମ୍ବା ବିଶ୍ୱନାଥିଆଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ଟି ସ୍କୁଲ, ବିବାହ ମଣ୍ଡପ ଓ ସମ୍ମିଳନୀ କକ୍ଷଗୁଡ଼ିକରେ ଏରେଟର ଲଗାଇ ୧୮ ଲକ୍ଷ ଲିଟର ପାଣି ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। ଏହାକୁ ସେ ଟ୍ୟାପ୍‌ ଉପରେ ଲଗାଇ…

ଏଇ ଭାରତରେ

ବିପଦରେ ଭାଙ୍ଗି ନ ପଡ଼ି ଜଣେ ଯୋଦ୍ଧା ଭାବେ କ୍ୟାନ୍‌ସରକୁ ପରାସ୍ତ କରିବା ସହ ଅନ୍ୟ ରୋଗୀମାନଙ୍କ ପାଇଁ ଆଶାବାଡ଼ି ପାଲଟିଛନ୍ତି ଦିଲ୍ଲୀର ଦୁର୍ଗା ଗୋପାଲ। ୭୦ ବର୍ଷୀୟା ଦୁର୍ଗା ଦୁଇ ଥର କ୍ୟାନ୍‌ସରୁ ବଞ୍ଚିବା ପରେ ଅନ୍ୟ କ୍ୟାନ୍‌ସର ପୀଡ଼ିତଙ୍କୁ…

ଦାନ ଧର୍ମ

ହରେକୃଷ୍ଣ ଦାସ   ପତ୍ନୀଙ୍କ ସହ ମନ୍ଦିର ଭିତରକୁ ଯାଇ ପୂଜା କରିବାକୁ ଅମଙ୍ଗ ହେବାରୁ ମୋର ବନ୍ଧୁଙ୍କୁ ତାଙ୍କ ପତ୍ନୀ ‘ବିଧର୍ମୀ କୋଉଠିକାର…’ କହିି ବନ୍ଧୁଙ୍କଠାରୁ କିଛି ଖୁଚୁରା ପଇସା ନେଇ ନିଜ ସ୍ବାମୀଙ୍କର ଦୀର୍ଘଜୀବନ କାମନା କରି ଯାଚିଥିବା…

ତୈଳ ନୀତିକୁ ସରକାରଙ୍କ ନାତ

ତତ୍ତ୍ୱ ଓ ତର୍କ ବିମଳ ପାଣ୍ଡିଆ   ଏପ୍ରିଲ ୨୮ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ପୁଣିଥରେ ଆଶଙ୍କା କରାଯାଉଥିବା କୋଭିଡ୍‌ ଲହର ଉପରେ ହେବାର ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ସେହି ବୈଠକକୁ ମହଙ୍ଗାକୁ ନେଇ ତାଙ୍କର ଚିନ୍ତା ଜାହିର କରିବାର…

ସମୟର ଖେଳ

ସମ୍ପ୍ରତି ଗୁଜବ ରୋକିବା ପାଇଁ ଇଣ୍ଟରନେଟ୍‌ ଉପରେ କଟକଣା ଏକ ସହଜ ଉପାୟ ପାଲଟିଛି। ଡିଜିଟାଲ ରାଇଟ୍ସ ଆଡ୍‌ଭୋକେସି ଗ୍ରୁପ୍‌ ଆସେସ୍‌ ନାଓର ଏକ ରିପୋର୍ଟ ଅନୁସାରେ ୨୦୧୬ରୁ ୨୦୨୧ ମଧ୍ୟରେ ବିଶ୍ୱର ୩୪ ଦେଶରେ ମୋଟ ୯୩୧ ଥର ଇଣ୍ଟରନେଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri