ଏଇ ଭାରତରେ
ଅବସର ଜୀବନ ଶେଷ ନୁହଁ। ଚାହିଁଲେ ଅବସର ପରେ ବି ନୂଆ ଏକ ଜୀବନ ଓ ବୃତ୍ତିରେ ସଫଳତା ମିଳିବ, ଯାହା ପ୍ରମାଣ କରିଛନ୍ତି କେରଳର କେ.ଟି. ଫ୍ରାନ୍ସିସ୍। କୋଝିକୋଡ ଜିଲାର ଫ୍ରାନ୍ସିସ୍ ୨୦୧୫ରେ ଜଣେ ଫିଜିକାଲ ଏଜୁକେଶନ ଟିଚର ଭାବେ…
ହାନିକାରକ କ୍ଷମତା
ଅଲ୍ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଜେଲ ପଠାଇ ଦିଆଯିବା ଏକ ନ୍ୟାୟିକ ନିଷ୍ଫଳତା ଯାହାକୁ ଭାରତ ସରକାର ଏହାର ନାଗରିକମାନଙ୍କୁ ମାନିନେବାକୁ ବିବଶ କରୁଛନ୍ତି। ଆଇନ ଶୃଙ୍ଖଳା ଦେଶର ପ୍ରସଙ୍ଗ ହୋଇଥିବାରୁ ଏଠାରେ ଭାରତ ସରକାରଙ୍କ କଥା ଉଠାଉଛି।…
ମାଟି କୁଡ଼ୁଆରେ ମହାପ୍ରସାଦ
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଗଣଦେବତା। ସେ ମାନବବାଦ ଓ ପ୍ରକୃତିବାଦର ସମନ୍ବିତ ପ୍ରତିଭୂ। ତେଣୁ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନଚର୍ଯ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ରୀତି ନୀତି ଯେତିକି ଆଚାରସିଦ୍ଧ, ସେତିକି ବିଜ୍ଞାନମୟ। ପୃଥିବୀର ଅଧିଷ୍ଠିତ ସବୁ…
ନିର୍ଭୀକ ବିଚାରପତି
ଆମେରିକୀୟ ସଂଘୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଅଦାଲତ ହେଉଛି ସୁପ୍ରିମକୋର୍ଟ ଅଫ୍ ଦି ୟୁନାଇଟେଡ୍ ଷ୍ଟେଟ୍ସ (ଏସ୍ସିଓଟିୟୁଏସ୍)। ସମସ୍ତ ସଂଘୀୟ କୋର୍ଟର ଶୀର୍ଷ ଅପିଲ୍ ଅଦାଲତ ହୋଇଥିବାରୁ ଏହାର ରାୟ ଆମେରିକାର ରାଜନୀତି ଓ ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ଆମେରିକାର ମହିଳାମାନଙ୍କ…
ଏଇ ଭାରତରେ
‘ଗଛର ସୁରକ୍ଷା ହିଁ ପରିବେଶ ସୁରକ୍ଷା’ ଏହା ମର୍ମେ ମର୍ମେ ଉପଲବ୍ଧି କରିଛନ୍ତି ବି.ଏଲ୍. ବେଙ୍ଗାନି। ଚେନ୍ନାଇ ନିବାସୀ ବେଙ୍ଗାନି ଧାନ କୁଣ୍ଡାରୁ ବିକଳ୍ପ ଉଡ୍ ବୋର୍ଡ ବା କାଠ ବୋର୍ଡ ପ୍ରସ୍ତୁତ କରୁଛନ୍ତି। ଏବେ ସୁଦ୍ଧା ସେ ଯେତିକି ଉଡ୍…
ଏଇ ଭାରତରେ
ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ କରିଛନ୍ତି କେରଳର ଦୁଇ ବନ୍ଧୁ ନନ୍ମା ଗିରିଶ ଏବଂ ବେନ୍ କେ. ଜର୍ଜ। ୨୦୧୮ରେ…
ବଢ଼ିଚାଲିଛି ଆତ୍ମହତ୍ୟା
ଡା. ସମ୍ରାଟ କର ଓଡ଼ିଆ ସିନେ ଓ ଯାତ୍ରାଜଗତର ଚର୍ଚ୍ଚିତ ଖଳନାୟକ ତଥା ୩ଦଶନ୍ଧିର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆମତ୍ହତ୍ୟା କରିଥିବା ଖବର ପ୍ରକାଶ ପାଇବା ପରେ ଏହା ସମସ୍ତଙ୍କୁ ବ୍ୟଥିତ କରିଛି। ପ୍ରାଥମିକ ତଦନ୍ତ ଆଧାରରେ ସେ ଫ୍ୟାନ୍ରେ…
‘ଦ ଗୁଡ୍ ଆର୍ଥ’ ଓ ‘ମାଟିର ମଣିଷ’
ଡ. ହୃଷୀକେଶ ମଲ୍ଲିକ ପ୍ରଖ୍ୟାତ ଆମେରିକୀୟ ଔପନ୍ୟାସିକା ପର୍ଲ ଏସ୍.ବକ୍ଙ୍କ ବିଶ୍ୱ ପ୍ରସିଦ୍ଧ ଉପନ୍ୟାସ ‘ଦ ଗୁଡ୍ ଆର୍ଥ’ର ଏକ ଅବିସ୍ମରଣୀୟ ଉଦ୍ଧୃତିରୁ ମୁଁ ଆରମ୍ଭ କରୁଛି ମୋର ଏହି କ୍ଷୁଦ୍ର ଆଲେଖ୍ୟ। ଉଦ୍ଧୃତିଟି ହେଲା: ”It is the end…
ବଡ଼ ଅଦଳବଦଳ
ଦିଲ୍ଲୀର ଲ୍ୟୁଟ୍ନାଣ୍ଟ ଗଭର୍ନର ଭାବେ ବିନୟ କୁମାର ସକ୍ସେନା ଦାୟିତ୍ୱ ନେବା ପରେ ବହୁ ନିଷ୍ପତ୍ତି ନେଇସାରିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି ସେକ୍ରେଟାରି ପି.ସି.ଠାକୁରଙ୍କ…
ଏଇ ଭାରତରେ
ଦେଶରେ ଲୋକମାନେ ଦେଶୀ ପରିବା ଏବଂ ଫଳର ସ୍ବାଦ କିଭଳି ପାଇପାରିବେ ସେଥିପାଇଁ କେଦାର ସୈନିଙ୍କ ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ। ସେ ଦେଶର ବିଭିନ୍ନ ସ୍ଥାନରେ ମାଗଣାରେ ଦେଶୀ ବିହନ ପହଞ୍ଚାଉଛନ୍ତି, ଏଥିପାଇଁ କେବଳ ପୋଷ୍ଟାଲ ଖର୍ଚ୍ଚ ହିଁ ଦେବାକୁ ପଡ଼ୁଛି।…
ଅବ୍ୟକ୍ତ ପରମାନନ୍ଦ
ବିମଳ ପ୍ରସନ୍ନ ଦାସ ଶ୍ରୀଜଗନ୍ନାଥ ଅବ୍ୟକ୍ତ, ଅନୁପମ ଏବଂ ଅକଳନ ଆନନ୍ଦର ଅଭିବ୍ୟକ୍ତି। ସେ ଅନନ୍ୟ, ଅମୃତମୟ, ଅନିର୍ବଚନୀୟ, ଅନ୍ତର୍ଯ୍ୟାମୀ। ସେ ଅନୁଭବର ଓ ଉପଲବ୍ଧିର, ତେଣୁ ଅବର୍ଣ୍ଣନୀୟ। ସେ ଏକ ବିସ୍ମୟକର ରହସ୍ୟ କିମ୍ବା ସକଳ ରହସ୍ୟର ରହସ୍ୟ, କିନ୍ତୁ…
ଜଳବିଦ୍ୟୁତ୍ ମନସ୍କ ବିଶ୍ୱ
ବ୍ରହ୍ମ ଚେଲାନି ତୈଳ ଓ ଗ୍ୟାସ୍ର ଶସ୍ତା ଯୁଗ ଶେଷ ହୋଇଯାଇଛି। ରୁଷିଆର ୟୁକ୍ରେନ୍ ଆକ୍ରମଣ କିମ୍ବା ରୁଷିଆ ଦ୍ୱାରା ଉପତ୍ାଦିତ ଜୀବାଶ୍ମ ଇନ୍ଧନଠାରୁ ୟୁରୋପୀୟ ଦେଶଗୁଡ଼ିକ ନିବୃତ୍ତ ରହିବାର ପଦକ୍ଷେପ ଯୋଗୁ ତୈଳ ଓ ଗ୍ୟାସ୍ ଶସ୍ତା ହେଉନାହିଁ। ଠିକ୍…
Archives


