ସମ୍ପାଦକୀୟ

ବିଚାର ଆପଣଙ୍କର

ଶ୍ରୀଧର ପଟ୍ଟନାୟକ ଭଗବାନ ପୃଥିବୀରେ ଅଛନ୍ତି ନା ପୃଥିବୀ ବାହାରେ? ଏହାର ଉତ୍ତର ବୟଃପ୍ରାପ୍ତ କୌଣସି ବ୍ୟକ୍ତିଙ୍କୁ ଦିଆଯାଇପାରେ, ହେଲେ ପାଞ୍ଚବର୍ଷର ପୁଅକୁ ଦେବା ମୋ ପକ୍ଷେ ନିହାତି କଷ୍ଟ ଥିଲା। ବୁଝେଇବା ଢଙ୍ଗରେ କହିଲି: ହଁ; ଭଗବାନ ପୃଥିବୀରେ...

ଇତିହାସ, ପୌରାଣିକ କଥା ଓ କିମ୍ବଦନ୍ତୀ

ପୁରାତନ କାଳର ‘ଇତିହାସ’ କହିଲେ କଥାକାରଙ୍କ ପ୍ରତ୍ୟକ୍ଷଦର୍ଶୀ ବା ପ୍ରାମାଣିକ କାହାଣୀକୁ ବୁଝାଏ। ଏଣୁ ରାମାୟଣ ଏକ ଇତିହାସ। କାରଣ ଏହାକୁ ବାଲ୍ମୀକି ପ୍ରତ୍ୟକ୍ଷ ଭାବେ ଦେଖି ତାହାର କାହାଣୀ ରଚନା କରିଥିଲେ। ମହାଭାରତ ମଧ୍ୟ ଏକ ଇତିହାସ, କାରଣ...

ଜନତା ଓ ଜନ ପ୍ରତିନିଧି

ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ପାଇଁ ଆମ ସମ୍ବିଧାନରେ ନିୟମ ରହିଛି। ମାତ୍ର ଏବେର ନିର୍ବାଚନରେ ଏସବୁରେ ବ୍ୟତିକ୍ରମ ଦେଖାଦେଇଛି। ଦିନକୁଦିନ ନିର୍ବାଚନ ବ୍ୟୟବହୁଳ ହେଉଛି। କେବଳ ଆର୍ଥିକ ସ୍ବଚ୍ଛଳ ବର୍ଗର...

ଦେଶଦ୍ରୋହ ଆଇନରେ ପରିବର୍ତ୍ତନ ଲୋଡ଼ା

ଦେଶରେ ଅନେକ ସମୟରେ ବିତର୍କର କାରଣ ପାଲଟିଥିବା ଭାରତୀୟ ପିଙ୍ଗଳ କୋଡ୍‌ର ବିବାଦୀୟ ଧାରା ୧୨୪-କ ଉପରେ ସୁପ୍ରିମକୋର୍ଟ ଏବେ ସାମୟିକ ରୋକ୍‌ ଲଗାଇଛନ୍ତି। କୁହାଯାଉଛି ଏହି ଆଇନ ହଟାଇବା ଦିଗରେ ଏହା ହେଉଛି ପ୍ରଥମ ସୋପାନ। ଆଗରୁ ଅନେକ...

ଏଇ ଭାରତରେ

ଚାଷ କାମ ସହିତ ଉଦ୍ଭାବନ ନିଶା ଜଣେ କୃଷକଙ୍କୁ ସଫଳତା ଦେଇଛି। ଗୁଜରାଟ ରାମନଗର ନିବାସୀ ୩୪ ବର୍ଷୀୟ ମହେଶ ଭୂତ୍‌ ଏକ ଇ-ଟ୍ରାକ୍ଟର ନିର୍ମାଣ କରିଛନ୍ତି ଯାହାକୁ ୧ ଘଣ୍ଟା ଚଳାଇଲେ ଖର୍ଚ୍ଚ ହେଉଛି ମାତ୍ର ୧୫ ଟଙ୍କା।...

ଏଇ ଭାରତରେ

ଶସ୍ୟ, ମୁଖ୍ୟତଃ ଧାନ ଓ ନଡ଼ା ଖୁଣ୍ଟା ପୋଡ଼ିରୁ ପରିବେଶ ପ୍ରଦୂଷିତ ହେଉଛିି। ପ୍ରତିବର୍ଷ ଏହି ସମସ୍ୟା ଦିଲ୍ଲୀ-ଏନ୍‌ସିଆର୍‌ ଶୀତଋତୁରେ ସାମ୍ନା କରିଆସୁଛି। ଏହା ଉପରେ ନ୍ୟାୟିକ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ତେବେ ଖୁଣ୍ଟାର ପୁନଃ...

ବ୍ୟବହାରିକ ଭାଷା

ଦ୍ୱିତୀଚନ୍ଦ୍ର ସାହୁ   କିଛିଦିନ ପୂର୍ବେ ସୁନ୍ଦରଗଡ଼ ଜିଲାର ମାତୃଭାଷାର ସ୍ଥିତି ପରଖିବାର ସୁଯୋଗ ମିଳିଥିଲା। କେତେକ ଜନଜାତିର ଲୋକେ ନିଜ ମାତୃଭାଷାରେ ଆଉ କଥାବାର୍ତ୍ତା ହେଉନାହାନ୍ତି ସେଠି। ସେମାନେ ସାଦ୍ରୀ କିମ୍ବା ଓଡ଼ିଆ ଭାଷାକୁ ମୁଖ୍ୟ ବ୍ୟବହାରିକ ଭାଷା...

ସାଧାରଣଙ୍କ ପାଇଁ କରତାଳି

ନିରଞ୍ଜନ ସାହୁ   ଛୁଆଟିଏ ଶିଶୁ ଶ୍ରେଣୀରେ ନାଁ ଲେଖାଇବା ଦିନରୁ ମା’ବାପା ତା’ ମୁଣ୍ଡ ଭିତରେ ପୂରାଇଲେ ‘ତୁ ଫାଷ୍ଟ ହଅ’। ଆଉ ଟିକିଏ ବଡ଼ ହେଲାରୁ ସାଙ୍ଗମାନେ ତା’ କାନରେ ଫୁଙ୍କିଲେ ‘ତୁ ଆମ କ୍ରିକେଟ୍‌ ଟିମ୍‌ର...

ଇତିହାସରେ ହଜିଯିବେ

ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଏକ ଐତିହାସିକ ଘଟଣା କ୍ରମରେ ସୁପ୍ରିମକୋର୍ଟ ‘ଦେଶଦ୍ରୋହ’ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଧାରା ୧୨୪ (ଏ) ଆଧାରରେ ୧୮୬୦ରୁ ଏହି ଆଇନ ରହିଛି ଓ ଏଭଳି ଏକ...

ଏଇ ଭାରତରେ

ପୂଜା ଫୁଲ ଘରେ ଘରେ ପହଞ୍ଚାଇ ବର୍ଷକୁ ୮ କୋଟି ଟଙ୍କାର କାରବାର କରୁଛନ୍ତି ଦୁଇ ଭଉଣୀ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରୁର ଯଶୋଦା ଏବଂ ରେହା କର୍ତ୍ତୁରି ଏହି କାର୍ଯ୍ୟ କରୁଛନ୍ତି। ଦୁଇ ଭଉଣୀ...

କ’ଣ କରନ୍ତି ଆପଣ

ଶ୍ରୁତକୀର୍ତ୍ତି ତ୍ରିପାଠୀ ଖବରକାଗଜରେ ଲେଖାଟିଏ ପ୍ରକାଶିତ ହେଲେ କେତେଜଣ ଲେଖା ପଢ଼ି ପଚାରନ୍ତି, ‘ମାଡାମ ଲେଖାଟି ଭଲ ହୋଇଛି ଯେ, କୁହନ୍ତୁ ତ ଆପଣ କ’ଣ କେଉଁଠି ଶିକ୍ଷୟିତ୍ରୀ ଅଛନ୍ତି ?’ ନାହିଁ ଶବ୍ଦ ଶୁଣିଲା ପରେ, କିଛି କୁହନ୍ତି,...

ପେନ୍‌ସନଭୋଗୀଙ୍କ ଅଧିକାର

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ଆମେ କେଇଜଣ ବନ୍ଧୁ ମୁଖ୍ୟତଃ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଚା ଦୋକାନରେ କଥାବାର୍ତ୍ତା ହେଉଥିବା ବେଳେ ଭଟବାବୁ ମୁହଁ ଶୁଖାଇ ବସିଥିଲେ। ତାଙ୍କୁ ଦେଖି ନରେନ୍ଦ୍ର ବାବୁ ପଚାରିଲେ ମୁହଁଟାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri