ସମ୍ପାଦକୀୟ

ମାତା ମାତାଲ

ପୁଡୁଚେରୀର କରାଇକାଲ୍‌ରେ ୧୩ ବର୍ଷର ଅଷ୍ଟମ ଶ୍ରେଣୀ ଛାତ୍ର ଆର୍‌. ବାଲାମଣିକନ୍ଦନଙ୍କୁ ତାଙ୍କ ସହପାଠିନୀଙ୍କ ମାଆ ବିଷ ଦେଇ ମାରିଦେଇଥିବା ବିଷୟ ଏବେ ପଦାକୁ ଆସିଛି। ଅଭିଯୁକ୍ତ ଜେ. ସହାୟାୟାରାଣୀ ଭିକ୍ଟୋରିଆ ନିଜ ଝିଅଠାରୁ ଉକ୍ତ ଛାତ୍ର ଜଣଙ୍କ ପରୀକ୍ଷାରେ ଅଧିକ…

ସାମାଜିକ (ଅ)ସୁରକ୍ଷା

ବ୍ରିଟେନକୁ ପଛରେ ପକାଇ ଭାରତ ୫ମ ବୃହତ୍‌ ଅର୍ଥନୀତି ହୋଇଥିବା ବିଷୟ ୨ ସେପ୍ଟେମ୍ବରରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଉଲ୍ଲସିତ ହେଲାଭଳି ମନେହେଉଛି। ଦେଶ ପାଇଁ ଏହା ଏକ ଖୁସି ଖବର ବୋଲି କୁହାଯାଇପାରେ। ଅନ୍ୟପକ୍ଷରେ ସେହିଦିନ…

ଶିଶୁ ସ୍ବାସ୍ଥ୍ୟରେ ପୁଷ୍ଟିର ସହାୟକତା

ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁବିଭାଗ ଏହି ସପ୍ତାହରେ ବିଭିନ୍ନ ସଚେତନଧର୍ମୀ ଓ ସହାୟତାଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି।…

ଇଏ ବି ଏକ ମନର କଥା

ଗତ କେଇ ବର୍ଷ ହେଲା ମାସର ଶେଷ ରବିବାରରେ ଆକାଶବାଣୀରେ ପ୍ରସାରିତ ହେଉଥିବା ଆମ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ୍‌’ ବା ‘ମନର କଥା’କୁ ମନଯୋଗ ସହକାରେ ଶୁଣି ଆସୁଥିବା ବନ୍ଧୁଙ୍କ କଣ୍ଠରେ ଥିଲା ଏକ ବିଚିତ୍ର କାମନା- ” ତାଙ୍କ…

ଏଇ ଭାରତରେ

ଲୋକଙ୍କ ସେବା ନିକଟରେ ଚାକିରି ମୂଲ୍ୟ କିଛି ନୁହେଁ, ଯାହା ପ୍ରମାଣ କରିଛନ୍ତି ତାମିଲନାଡୁର ନିମଲ ରାଘବନ। ୩୫ ବର୍ଷୀୟ ନିମଲ ଦୁବାଇରେ ସଫ୍ଟଓ୍ବେର ଡେଭଲପର ଭାବେ କାର୍ଯ୍ୟ କରୁଥିଲେ। ୨୦୧୮ରେ ଗାଜା ବାତ୍ୟା ପରେ ସେ ନିଜଗାଁ ନଦିୟାମକୁ ଫେରି…

ଏଇ ଭାରତରେ

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ଜବଲପୁରର ଶ୍ରଦ୍ଧା ସୋପରକାର। ସେ ମଧୁରମ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ୮୦୦ ଦିବ୍ୟାଙ୍ଗ ପିଲାଙ୍କୁ ବିଭିନ୍ନ ଥେରାପି ମାଗଣାରେ ଯୋଗାଇ ଦେଉଛନ୍ତି। ବ୍ୟବସାୟିକ ପରିବାରରୁ ଆସିଥିବା ଶ୍ରଦ୍ଧାଙ୍କ ଝିଅ…

ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ

ଦେବୀ ପ୍ରସନ୍ନ କାନୁନ୍‌ଗୋ ନଅବର୍ଷ ଧରି ଆଇନଗତ ଲଢ଼େଇର ସମ୍ମୁଖୀନ ହେବା ପରେ ଉତ୍ତରପ୍ରଦେଶ ନୋଏଡାର ସେକ୍ଟର ୯୩ଏରେ ଥିବା ଟ୍ବିନ୍‌ ଟାଓ୍ବାର ୨୮ ଅଗଷ୍ଟ ୨୦୨୨ରେ ଧ୍ୱଂସ ପାଇବା ଲାଗି ଲାଗିଥିଲା ମାତ୍ର ୯ ସେକେଣ୍ଡ। ସୁପରଟେକ୍‌ ସଂସ୍ଥା ଦ୍ୱାରା…

ଭାତହାଣ୍ଡିରୁ ଭାତଟିଏ

ଅକ୍ଷୟ କୁମାର ମିଶ୍ର ଅଳ୍ପ ଦିନ ତଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଫି ଆଦାୟକୁ ନେଇ କେମିତି ଏକ ଅମାନବୀୟ ଘଟଣା ଘଟିଲା ତାହା ରାଜ୍ୟବାସୀ ଦେଖିଛନ୍ତି। ଚଉତିରିଶ ଜଣ କୋମଳମତି ଛାତ୍ରୀଛାତ୍ରଙ୍କ ଅଭିଭାବକ ବିଦ୍ୟାଳୟର ଦେୟ ପଇଠ କରିନଥିବା…

ଅଭିବୃଦ୍ଧି ଅପସରିଯାଇଛି

ବ୍ରିଟେନ୍‌କୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା ହୋଇପାରିଛି। କିଛି ବର୍ଷ ପୂର୍ବେ ଆମେ ବ୍ରିଟେନ୍‌ ଆଗରେ ରହିଥିଲୁ ଓ ଏବେ ଦ୍ୱିତୀୟ ଥର ଲାଗି ତାକୁ ଟପିଗଲୁ। କଥା ହେଉଛି ଆମ ଅଭିବୃଦ୍ଧି ମାନ୍ଦା ଥିବାରୁ ଆମେ…

ସଙ୍କୁଚିତ କ୍ଷେତ୍ର

ପ୍ରଶାସନରେ ଆଇଏଏସ୍‌ଙ୍କ ସମ୍ମାନଜନକ କ୍ଷେତ୍ର ଏବେ ସଙ୍କୁଚିତ ହେଉଛି କି? ହିଁ, ନିଶ୍ଚିତ ଭାବେ ଏହା ଘଟୁଛି। ମୋଦି ସରକାର କ୍ଷମତାକୁ ଆସିବା ପର ବର୍ଷଗୁଡ଼ିକରେ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ ସ୍ତରରେ ଆଇଏଏସ୍‌ କ୍ୟାଡର ସଂଖ୍ୟା ବହୁତ କମିଯାଇଛି।…

କିଏ ବା ଅଛି କେଉଁ ମତେ

ଭବିଷ୍ୟତରେ ଭାରତରେ କ’ଣ ଘଟିବ ତାକୁ ନିର୍ଭୁଲ୍‌ ଭାବେ କହିପାରୁଥିଲେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ। ତାଙ୍କୁ ଶ୍ରଦ୍ଧାରେ ଆମେ ସିଆର୍‌ ବା ମାଡ୍ରାସ ଫକ୍‌ସ ବୋଲି କହୁ। ସ୍ବାଧୀନତାର ୨ବର୍ଷ ପୂର୍ବରୁ ସେ ବମ୍ବେର ଏକ ସାଧାରଣ ସଭାରେ କହିଥିଲେ, ବ୍ରିଟିଶ ଇଣ୍ଡିଆର…

ବୃକ୍ଷର ଅବଦାନ: ଏକ ମୂଲ୍ୟାୟନ

ଆଜକୁ ପ୍ରାୟ ୨.୪ ହଜାର ନିୟୁତ(ବିଲିୟନ) ବର୍ଷ ପୂର୍ବେ ବାୟୁମଣ୍ଡଳ ମୁଖ୍ୟତଃ ଯବକ୍ଷାରଜାନ, ଜଳୀୟ ବାଷ୍ପ, ଅଙ୍ଗାରକାମ୍ଳ ଏବଂ ନିଷ୍କ୍ରିୟ ବାଷ୍ପଗୁଡ଼ିକରେ ଗଠିତ ହୋଇଥିଲା ବୋଲି ମନେକରାଯାଏ। ଏହାପରେ ଏଥିରେ ଅମ୍ଳଜାନ ସୃଷ୍ଟି ହେଲା। ତେବେ ପ୍ରାୟ ୬୦୦ ନିୟୁତ ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri