ତାଳଗଛରେ ପତି
ଡ. କୁଳାଙ୍ଗାର ସିଏ ବଜାରରୁ ଫେରିଲା ବେଳକୁ ତା’ ପତ୍ନୀଦେବୀ ହାତରେ ଖବରକାଗଜଟାକୁ ଧରି ଆକାଶକୁ ଅନେଇ ବସିଛି! ଏହା ଦେଖି ଆଗୁଆ ସତର୍କ ହୋଇଗଲା। ଏମିତିରେ ତ ଅନ୍ୟପତ୍ନୀମାନଙ୍କ ପରି ତା’ ପତ୍ନୀ ମଧ୍ୟ ଊର୍ଦ୍ଧ୍ୱମୁଖୀ। ବାରମ୍ବାର ସେଇ…
ପ୍ରାଚୀନ ବିଜ୍ଞାନର ନୂଆ ସ୍ବରୂପ
ସୌଭାଗ୍ୟ ସୁନ୍ଦରରାୟ ପୁରାତନ ବିଜ୍ଞାନ ଓ ଆଧୁନିକ ବିଜ୍ଞାନ ମଧ୍ୟରେ ପ୍ରଭେଦ ଅନେକ। ପୁରାଣ ଯୁଗର ତଥ୍ୟକୁ ଆଧୁନିକ ବିଜ୍ଞାନ ଏତେଟା ବିଶ୍ୱାସ କରି ନ ଥାଏ। ପ୍ରାଚୀନ ବିଜ୍ଞାନକୁ ଅନ୍ଧବିଶ୍ୱାସ ବୋଲି ମଧ୍ୟ ଆଧୁନିକ ବିଜ୍ଞାନ ଅଭିହିତ କରିଥାଏ।…
ମୁଦ୍ରାସ୍ଫୀତି କରୁଛି ଦାସତ୍ୱ
ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଗତ ଅଗଷ୍ଟରେ ୭ ପ୍ରତିଶତରେ ପହଞ୍ଚତ୍ଥିବା ରିପୋର୍ଟ ଏବେ ପ୍ରକାଶ ପାଇଛି। ଏହା ଜୁଲାଇରେ ୬.୭୧ ପ୍ରତିଶତ ଥିଲା। ଅର୍ଥାତ୍ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ଊର୍ଦ୍ଧ୍ୱଗାମୀ ହେବାର ମୂଳରେ ରହିଛି…
ଦୌଡ଼ିଲେ ଡାକ୍ତର
ବେଙ୍ଗାଲୁରୁରେ ଟ୍ରାଫିକ୍ ଜାମ୍ ସମସ୍ତଙ୍କୁ ହନ୍ତସନ୍ତ କରୁଛି। ପ୍ରବଳ ବର୍ଷା ଯୋଗୁ ପାଣି ଜମିଯିବା ଫଳରେ ସେଠାରେ ଗାଡ଼ି ଚଳପ୍ରଚଳ ବାଧାପ୍ରାପ୍ତ ହେଉଛି। ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଗୋବିନ୍ଦ ନନ୍ଦକୁମାର ଭିଡ଼ ଭିତରେ ଅଟକି ଯିବାରୁ ଗାଡ଼ିରୁ ଓହ୍ଲାଇ…
ଏଇ ଭାରତରେ
କ୍ଷତିକାରକ ପ୍ଲାଷ୍ଟିକ୍ ପ୍ୟାକେଜିଂ ଦ୍ରବ୍ୟର ବ୍ୟବହାର ରୋକିବା ପାଇଁ ମୁମ୍ବାଇର ନେହା ଜୈନ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ଗୁଗଲରୁ ଚାକିରି ଛାଡ଼ି ସାମୁଦ୍ରିକ ଶୈବାଳରୁ ପ୍ୟାକେଜିଂ ପାଇଁ ବିଘଟନ ଓ ଦ୍ରବଣୀୟ ଯୋଗ୍ୟ ଦ୍ରବ୍ୟ ଉପତ୍ାଦନ କରୁଛନ୍ତି। ଏହାକୁ…
ବିକାଶର ବିକଳ ଚିତ୍ର
ସୁପ୍ରଭା ବେହେରା ଆମେ ସମସ୍ତେ ବିଦ୍ୟାଳୟ ସ୍ତରରେ ଗଣିତ ସମାଧାନ କଲାବେଳେ ‘କାର୍ଯ୍ୟ ଓ ସମୟ’ ଗଣିତ ସମାଧାନ କରିଛନ୍ତି। ‘କ’ ଓ ‘ଖ’ ମିଶି ଗୋଟିଏ କାର୍ଯ୍ୟକୁ ୧୦ଦିନରେ କରନ୍ତି, କାମ ଆରମ୍ଭ କରିବାର ୨ ଦିନ ପରେ ତାଙ୍କ…
ଖାଲି ପ୍ରଚାର
ଡ. ସନ୍ତୋଷ କୁମାର ମହାପାତ୍ର ବର୍ତ୍ତମାନ ଦେଶ ଏପରି ପରିସ୍ଥିତି ଦେଇ ଗତି କରୁଛି ଯେ, ବହୁ କ୍ଷମତାଶାଳୀ ରାଜନୈତିକ ନେତା ବିଭିନ୍ନ ଉପାୟରେ ପ୍ରଚାରରେ ଲିପ୍ତ ରହୁଛନ୍ତି। ସେମାନେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି ଯାହା ସମୀଚୀନ ନୁହେଁ। ଅବହେଳିତ ଓ…
ନକଲି ଔଷଧ
ଓଡ଼ିଶାରେ ନକଲି ଔଷଧ କାରବାର ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ଏପର୍ଯ୍ୟନ୍ତ ଚିନ୍ତା କରାଯାଉଥିଲା ଯେ ଚିନି, ଲୁଣ, ଖାଇବା ତେଲ, ଚାଉଳ, ଡାଲି, ସସ୍ ଆଦି ଖାଦ୍ୟପଦାର୍ଥ ଓଡ଼ିଶାରେ ନକଲି ଭାବେ ପ୍ରସ୍ତୁତ କରାଯାଉଛି। ରାଜ୍ୟର ଉତ୍ପାଦନ ଶକ୍ତି ବୃଦ୍ଧି ପାଉଛି…
କେତେ ପ୍ରସ୍ତୁତ
ପୂର୍ବ ଲଦାଖର ପାଟ୍ରୋଲିଂ ପଏଣ୍ଟ୍-୧୫ (ଗୋଗ୍ରା-ହଟ୍ସ୍ପ୍ରିଂସ ଅଞ୍ଚଳ)ରୁ ୧୨ ସେପ୍ଟେମ୍ବର ଅର୍ଥାତ୍ ଆଜି ସୁଦ୍ଧା ଚାଇନା ଓ ଭାରତ ସେମାନଙ୍କ ସେନା ପ୍ରତ୍ୟାହାର କରିନେବେ ବୋଲି କୁହାଯାଉଛି। ସେପ୍ଟେମ୍ବର ୮ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ୧୬ତମ ସାମରିକ ଆଲୋଚନା ବେଳେ…
ଦଣ୍ଡ ବ୍ୟବସ୍ଥାରେ ବିଡ଼ମ୍ବନା
୦୦୨ ମସିହାରେ ଗୋଧ୍ରା ନରସଂହାରରେ ଘଟିଥିବା ଏକ ନାରକୀୟ ଘଟଣା। ସାମ୍ପ୍ରଦାୟିକ ନିଅଁା ଗୁଜରାଟକୁ କବଳିତ କରିଥାଏ। ଏକୋଇଶ ବର୍ଷୀୟା ପାଞ୍ଚମାସର ଗର୍ଭବତୀ ମହିଳା ବିଲ୍କିସ ବାନୋ ତା’ର ମା’ ଓ ସାଢ଼େ ତିନିବର୍ଷର ଛୋଟ ଝିଅ ଏବଂ କେତେଜଣ ଆମତ୍ୀୟଙ୍କ…
ସ୍କନ୍ଧଂ ନ ବାଧତେ ରାଜନ୍
ଭୋଜରାଜଙ୍କର ଅଶୁଦ୍ଧ ସଂସ୍କୃତ ଶୁଣି ତାଙ୍କ ସବାରି ବୋହୁଥିବା ଲୋକଟି ପ୍ରତିକ୍ରିୟା ପ୍ରକାଶ କରି କହିଥିଲା ”ସ୍କନ୍ଧଂ ନ ବାଧତେ ରାଜନ ତବ ‘ବାଧତି’ ବାଧତେ“। ଅର୍ଥାତ୍, ସବାରି ବୋହିବା କାମରେ ଅନଭ୍ୟସ୍ତ ଥିବା ହେତୁ ଲୋକଟିର କାନ୍ଧରେ କଷ୍ଟ ହେଉଥିଲେ…
ଏଇ ଭାରତରେ
ଜଳ ସଂରକ୍ଷଣ ଓ ଜଳାଶୟର ସୁରକ୍ଷା ଦିଗରେ ଦୁଇ ଦଶନ୍ଧି ହେଲା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି କର୍ନାଟକର ଆଶା ଏସ୍.। ଏହି କାର୍ଯ୍ୟ ସେ ‘ଅହୋରଣ’ ଏନ୍ଜିଓ ମାଧ୍ୟମରେ କରୁଛନ୍ତି। ଫଳରେ ତାଙ୍କ ଗାଁର ବହୁ ପରିବାର ଜଳ ସଂରକ୍ଷଣ…
Archives


