ସମ୍ପାଦକୀୟ

କ୍ରୋଧ ବ୍ରହ୍ମଚଣ୍ଡାଳ

ଅଲେଖ ଚନ୍ଦ୍ର ମିଶ୍ର ଆଜିକାଲି ଗଣମାଧ୍ୟମରେ ପ୍ରାୟତଃ ପ୍ରକାଶ ପାଉଥିବା କ୍ରୋଧ ସମ୍ବଳିତ ଅଘଟଣର ଅନ୍ତ ନାହିଁ। ପାରିବାରିକ ଅଶାନ୍ତିରୁ ଗୃହର ସଦସ୍ୟଙ୍କୁ ହତ୍ୟାକରି କେହି ଆତ୍ମହତ୍ୟା କରୁଛି ତ ଜନ୍ମିତ ଶିଶୁଙ୍କୁ ବିଷ ଦେଇ କେହି ନିଜେ ବିଷ ପିଉଛି।…

ଘୃଣା ଡାକିଆଣେ ଘୃଣା

କରୋନା ମହାମାରୀ ଯୋଗୁ ଦୁଇବର୍ଷ ହେବ ଶାରଦୀୟ ଦୁର୍ଗାପୂଜା ହୋଇପାରୁ ନ ଥିଲା। ଭାରତରେ ଏହି ପୂଜା ଲାଗି ପ୍ରସିଦ୍ଧି ଅର୍ଜନ କରିଥିବା କୋଲକାତା ସମେତ ଦେଶସାରା ଏବେ ଏହା ଜାକଜମକରେ ପାଳିତ ହେଉଛି। କିନ୍ତୁ ଏଥର କୋଲକାତାରେ ଅଲ୍‌ ଇଣ୍ଡିଆ…

ଅରଣ୍ୟ ସ୍ନାନ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆମ ଅପରିଣାମଦର୍ଶୀ ବସ୍ତୁବାଦୀ ଜୀବନ ଶୈଳୀ ଏବଂ ରୁଗ୍‌ଣ ମାନସିକତାରୁ ସର୍ବାଧିକ ପ୍ରଭାବିତ ହେବାରେ ଲାଗିଛି ସବୁଜିମା-ଉଦ୍ଭିଦଜଗତ। ଫଳରେ ପୃଥିବୀରେ ବାର୍ଷିକ ହାରାହାରି ଲୋପ ପାଇବାରେ ଲାଗିଛି ପ୍ରାୟ ୧୦ ନିୟୁତ ହେକ୍ଟର ଅରଣ୍ୟ। ଏହା…

ଏଇ ଭାରତରେ

ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କମ୍‌ କରି ପରିବେଶ ପ୍ରଦୂଷଣ ରୋକିବାରେ ଦିଲ୍ଲୀର ଡ. ରୁବି ମଖିଜାଙ୍କ ପ୍ରୟାସ ପ୍ରଶଂସନୀୟ। ଜିନିଷ ନେବା ଲାଗି ସେ ଲୋକମାନଙ୍କୁ କପଡ଼ା ବ୍ୟାଗ୍‌ ମାଗଣାରେ ଦେଉଛନ୍ତି। ୨୦ ଟଙ୍କା ଜମାକରି ଲୋକେ ତାହା ନେଉଛନ୍ତି ଓ…

ଫେଡ୍‌ ରେଟ୍‌ ହାଇକ୍‌ର ପ୍ରଭାବ

ସୌରଜିତ ପ୍ରଧାନୀ ଗତ ବୁଧବାର ଆମେରିକାର ଫେଡେରାଲ ରିଜର୍ଭ ସୁଧହାରରେ ଆଉ ୭୫ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ସହ ଏହାର ଆଭିମୁଖ୍ୟକୁ ‘ଡୋଭିସ୍‌’ରୁ ‘ହକିସ’ରେ ପରିବର୍ତ୍ତନ କରିଛି। ଏଭଳି କାର୍ଯ୍ୟ ପାଇଁ ଟ୍ରିଗର ହେଉଛି ଆଶା କରାଯାଉଥିବା (୮.୧ ପ୍ରତିଶତ)…

ଭାରତରେ ନିରୋ

ସେପ୍ଟେମ୍ବର ୩୦ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଥିଲା। ବିଗତ ୫ ମାସ ମଧ୍ୟରେ ଏହି ହାର ୪ ଥର ବଢ଼ି ଏବେ ୫.୯୦ ପ୍ରତିଶତରେ ପହଞ୍ଚତ୍ଛି। ଫଳରେ ଗାଡ଼ି, ଘର…

ଶକ୍ତି ଓ ତନ୍ତ୍ର: ଏକ ବୈଜ୍ଞାନିକ ଅନୁଶୀଳନ

ଆମ ସମସ୍ତଙ୍କ ଅସ୍ତିତ୍ୱର ଦୁଇ ମୂଳ ଆଧାର- ମାତୃଗର୍ଭା ପ୍ରକୃତି ଓ ଚେତନଶକ୍ତି ପୁରୁଷ। ପ୍ରକୃତି ସ୍ବରୂପିଣୀ ଦେବୀ ଆଦ୍ୟାଶକ୍ତି ଓ ପରମପୁରୁଷ ଚେତନମୟ ଶିବ। ଶକ୍ତି ଚଞ୍ଚଳା,ସୃଜନଧର୍ମୀ ଏବଂ ଶିବ ହେଉଛନ୍ତି ଶାନ୍ତ-ଶିବ-ଅଦ୍ୱୈତ। ଶକ୍ତି ଓ ଶିବର ମିଳନରେ ସଂସାର…

ସତ ଦୁଇ ତିନି ପ୍ରକାର ହୋଇପାରେ

ଦୁନିଆରେ ବିଜ୍ଞାନ ଦୃଷ୍ଟିରୁ ଦୁଇ ପ୍ରକାରର ମାପ। ଗୋଟିଏ ସୂକ୍ଷ୍ମ ଓ ଅନ୍ୟଟି ସ୍ଥୂଳ: ଗୋଟିଏ କ୍ୱାଣ୍ଟମ୍‌ ଜଗତର, ଆଉ ଗୋଟିଏ ପାରମ୍ପରିକ ଜଗତର। ମିଲିମିଟରର ହଜାର ଭାଗରୁ ଭାଗେ ତଳକୁ ଯିବା ତ ସୂକ୍ଷ୍ମ ଜଗତ ଆସିଯିବ, ଯେଉଁଠି ଜିନିଷର…

ଏଇ ଭାରତରେ

ପ୍ରେରଣାଦାୟୀ କାର୍ଯ୍ୟ ଜଣଙ୍କୁ ପ୍ରତିଷ୍ଠିତ କରିଥାଏ, ଯାହା ଘଟିଛି ଦୀପମାଲା ପାଣ୍ଡେଙ୍କ ଜୀବନରେ। ଉତ୍ତରପ୍ରଦେଶ ବରେଲିର ଦାଭୁରା ପ୍ରାଥମିକ ସ୍କୁଲର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ସ୍କୁଲରେ ଦିବ୍ୟାଙ୍ଗ ଶିଶୁଙ୍କ ନାମ ଲେଖାଇବାରେ ସେ ପ୍ରମୁଖ ଭୂମିକା ନେଇଛନ୍ତି।…

ବୋଲରଙ୍କୁ ଅଣଦେଖା

ଲର୍ଡସରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଇଂଲଣ୍ଡ ଟିମ୍‌କୁ ପରାସ୍ତକରି ବିଜୟୀ ହୋଇଥିଲା। ଭାରତର ଏହି ବିଜୟକୁ ନେଇ ବ୍ରିଟିଶ ମିଡିଆ ଏବଂ କ୍ରିକେଟରମାନେ ଲଗାତର ଚର୍ଚ୍ଚା ଜାରି ରଖିଛନ୍ତି। ଦୀପ୍ତି ଶର୍ମା ବୋଲିଂ କରୁଥିବା ସମୟରେ ନନ୍‌ଷ୍ଟ୍ରାଇକର ପଟେ ଇଂଲଣ୍ଡ…

ମହାମହିମ ରାଜ୍ୟପାଳ

ଆମ ଦେଶର ସମ୍ବିଧାନର ଧାରା ୧୫୩ରେ ଲେଖାଯାଇଛି ଯେ, ପ୍ରତ୍ୟେକ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ରହିବେ। ମାତ୍ର ଏହି ଧାରାରେ ଜଣେ ବ୍ୟକ୍ତିକୁ ଦୁଇ ବା ତତୋଽଧିକ ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି କରିବାରେ କୌଣସି ବାଧା ବା ପ୍ରତିବନ୍ଧକ…

ପଦଯାତ୍ରାରେ ଗାନ୍ଧିଜୀ

ଆଧୁନିକ ପଦଯାତ୍ରାର ଜନକ ମହାମାନବ ମହାତ୍ମା ଗାନ୍ଧୀ। ତାଙ୍କ ପୂର୍ବରୁ ଧର୍ମପ୍ରବର୍ତ୍ତକମାନେ ଅନୁଗତ ଶିଷ୍ୟଙ୍କୁ ନେଇ ଯେଉଁ ପଦଯାତ୍ରା କରୁଥିଲେ, ତାହା କେବଳ ଥିଲା ନିଜ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ। ସତ୍ୟ ଓ ଅହିଂସାର ଆଜୀବନ ପୂଜାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri