ସମ୍ପାଦକୀୟ

ଝିଅ କେବଳ ଝିଅ ନୁହେଁ

ଦ୍ୱିତୀ ଚନ୍ଦ୍ର ସାହୁ   ଗୋଟେ ପୁଅ, ଆଉ ଗୋଟେ ଝିଅ। ଚାରିଜଣଙ୍କୁ ନେଇ ସୁଖର ସଂସାର ଚାଲୁଥିଲା। ବୟସ ହେବାରୁ ଝିଅକୁ ହାତକୁ ଦି’ ହାତ କରିଦେଲେ କିରାଣି ଚାକିରି କରୁଥିବା ହରିବାବୁ।ପୁଅ ଏବେ ପାରଙ୍ଗମ। ଡିଗ୍ରୀ ଶେଷ ବର୍ଷର…

ଅଭିବୃଦ୍ଧିଶୀଳ ମତ୍ସ୍ୟ ସମ୍ପଦ

ପ୍ରକାଶ ତ୍ରିପାଠୀ   ମତ୍ସ୍ୟ କ୍ଷେତ୍ରକୁ ଏକ ଶକ୍ତିଶାଳୀ ଆୟ ଏବଂ ନିଯୁକ୍ତିପ୍ରଦାନକାରୀ କ୍ଷେତ୍ର ଭାବରେ ମାନ୍ୟତା ଦିଆଯାଇଛି। ବିଶ୍ୱରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ୧୦୦ କୋଟିରୁ ଊର୍ଦ୍ଧ୍ୱ ଓ ବାର୍ଷିକ ପ୍ରାୟ ୧୦୦ ନିୟୁତ ଟନ୍‌ ମାଛ ଖାଦ୍ୟ…

ଚାପରେ ହେଉଛି ଚେପା

ପୃଥିବୀବାସୀ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇଜିପ୍ଟର ଶର୍ମ-ଏଲ୍‌-ଶେଖ୍‌ରେ କପ୍‌-୨୭ ଶେଷ ହୋଇଛି। ସେଥିରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବେଳେ କ୍ଷତିପୂରଣ ପାଣ୍ଠି ଗଠନ ନେଇ ସହମତି ପ୍ରକାଶ ପାଇଛି। ଅଙ୍ଗାରକାମ୍ଳ…

ଏଇ ଭାରତରେ

ସମ୍ପ୍ରତି ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହୋଇ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଶେଷରେ ପୋଲିସ ଷ୍ଟେଶନରେ ପହଞ୍ଚତ୍ଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର କୁଶାନଗରରେ ଘଟିଛି। ନେବୁଆ…

ବଜ୍ରକାପ୍ତା ବଞ୍ଚି ରହୁ

ବିମଳ ପ୍ରସନ୍ନ ଦାସ   ବିଡ଼ମ୍ବନା ଯେ ବିଲୁପ୍ତପ୍ରାୟ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ସ୍ଥିତି ଓ ସୁରକ୍ଷା ପାଇଁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ତଥ୍ୟ ଅନୁସାରେ ୨୦୧୮ ଅଗଷ୍ଟରୁ ୨୦୨୨ ଜୁନ୍‌…

ଆକର୍ଷଣର କେନ୍ଦ୍ର ଭାରତ

ଛାୟାକାନ୍ତ ଷଡ଼ଙ୍ଗୀ   ବିଶିଷ୍ଟ ଫରାସୀ ଲେଖକ ରୋମା ରେଁାଲା ଭାରତ ସମ୍ପର୍କରେ ଲେଖିଥିଲେ ”ଯଦି ମାନବ ସମାଜର ସବୁ ସ୍ବପ୍ନକୁ ସାକାର କରିବାକୁ ପୃଥିବୀର ଏକମାତ୍ର ସ୍ଥାନକୁ ବଛାଯାଏ ତେବେ ସେ ସ୍ଥାନଟି ହେବ ଭାରତବର୍ଷ।“ ବୋଧହୁଏ ସେଥିପାଇଁ ନିଜ…

ପ୍ରିଣ୍ଟ୍‌ ମିଡିଆର ସ୍ଥିତି

ଭାରତରେ ୨୦୨୧ରେ ପ୍ରିଣ୍ଟ୍‌ ମିଡିଆ ଆଡ୍‌ଭର୍ଟାଇଜିଂ (ଛାପା ଗଣମାଧ୍ୟମ ପାଇଥିବା ବିଜ୍ଞାପନ ଅର୍ଥ) ୧୬,୦୦୦ କୋଟି ଟଙ୍କା ବୃଦ୍ଧି ପାଇଥିଲା ବୋଲି ଚଳିତ ବର୍ଷ ପ୍ରାରମ୍ଭରେ ଏକ ଖବରକାଗଜ ପ୍ରକାଶ କରିଥିଲା। ୨୦୨୦ରେ ଏହା ଥିଲା ୧୨,୦୦୦ କୋଟି ଟଙ୍କା। ଚଳିତ…

ଏଇ ଭାରତରେ

ଆଗାମୀ ୫୦ ବର୍ଷରେ ଜଳ ସଙ୍କଟ ଉତ୍କଟ ହେବା ସହ ଏହା ଜୀବଜଗତକୁ ପ୍ରଭାବିତ କରିବ। ସେଥିପାଇଁ ଆଗାମୀ ଦିନରେ ଏକ ଜଳ ଯୁଦ୍ଧ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏ କଥାକୁ କିଏ ଗମ୍ଭୀରତାର ସହ ନିଅନ୍ତୁ ବା…

ଶୃଙ୍ଖଳା ଜାଣିବା କେବେ

ଡ.ସତ୍ୟ ନାରାୟଣ ମିଶ୍ର ଜୀବନର ପ୍ରତିଟି ମୁହୂର୍ତ୍ତକୁ ନିହିତ ଅର୍ଥରେ ବ୍ୟବହାର କରି କର୍ତ୍ତବ୍ୟ, ଅନୁଶାସନ ଓ ବିବେକର ନିର୍ଦ୍ଦେଶରେ ଅନୁଧାବନ କରିବା ହେଉଛି ଶୃଙ୍ଖଳା। ଏହା ଜାଣିବା ବା ଶିଖିବାକୁ ମଣିଷ ସମାଜକୁ କୌଣସି ବିଶେଷ ଅନୁଷ୍ଠାନ ବା ଶିକ୍ଷାଳୟର…

ହାତୀ ପାଇଁ ହାତଟିଏ

ଡ. ବିଜୟ କେତନ ପଟ୍ଟନାୟକ ବିଡ଼ମ୍ବନାର ବିଷୟ ଯେ, ଭାରତରେ ତଥା ଓଡ଼ିଶାରେ ଦିନକୁ ଦିନ ହାତୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ହାତୀ, ମଣିଷ ମୁହଁାମୁହିଁ ହେବାର ଅବକାଶ ବୃଦ୍ଧି ପାଉଛି। ହାତୀମାନେ ଆବଶ୍ୟକ ପରିମାଣରେ ଖାଦ୍ୟ,…

ଅପୂର୍ବ ସୁଯୋଗ

ଆସନ୍ତା ମାସରେ ଓ୍ୟପଚାରିକ ଭାବେ ଇଣ୍ଡୋନେସିଆଠାରୁ ଭାରତ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବାଲି ଯାଇଥିଲେ। ସେଠାରେ ଜି୨୦ ନେତାମାନଙ୍କ…

ଏଇ ଭାରତରେ

ଖତ କିମ୍ବା ରନ୍ଧନ ଗ୍ୟାସ୍‌ ଉପତ୍ାଦନରେ ଗୋବରକୁ ସୀମିତ ନ ରଖି ସେଥିରୁ ରିସାଇକେଲ ଯୋଗ୍ୟ ମୂର୍ତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାମିଲନାଡୁର କୃଷକ ପି. ଗଣେଶନ। ମଦୁରାଇର ପେରୁଗମନାଲୁର ଗାଁରେ ରହୁଛନ୍ତି ଗଣେଶନ । ସେ ୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri