ସୁନ୍ଦର ନଗରୀ ଅସୁନ୍ଦର
ଭାରତ ଏବେ ଅର୍ଥନୈତିକ ଦୁଃସ୍ଥିତି ଦେଇ ଗତି କରୁଛି। ବେକାରିଙ୍କ ସଂଖ୍ୟା ବଢ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଥିବାରୁ ଲୋକେ ଦହଗଞ୍ଜ ହେଉଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମ ଦିଲ୍ଲୀର ଭାଜପା ଏମ୍ପି ପରଭେଶ ସିଂ ବର୍ମା ଓ ଉତ୍ତର...
ଏଇ ଭାରତରେ
ନିଷ୍ଠା ଓ କଠୋର ପରିଶ୍ରମ ସଫଳତାର ଚାବିକାଠି, ଯାହା ପ୍ରତିପାଦିତ କରିଛନ୍ତି ମହାରାଷ୍ଟ୍ରର ସବିତା ଡାକଲେ। ସବିତାଙ୍କ ବୟସ ୩୮। ରହୁଛନ୍ତି ଫୁଲାମ୍ବରୀ ଜିଲାରେ। ମାତ୍ର ୧୦ମ ଶ୍ରେଣୀ ଯାଏ ପଢ଼ି ପାଠ ଛାଡ଼ି ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡକୁ...
କୋଣ-ଅନୁକୋଣରେ ଭାରତୀୟ ଡାକ
ଡ. ବିଭୁଦତ୍ତ ମିଶ୍ର ଭାରତର ବ୍ରିଟିଶ ରାଜତ୍ୱ ସମୟରୁ ୧ ଅକ୍ଟୋବର ୧୮୫୪ ମସିହା ଲର୍ଡ ଡେଲହାଉସିଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଡାକ ବିଭାଗ’ ସ୍ଥାପନାକୁ ଆଧୁନିକ ଯୁଗରେ ମଧ୍ୟ ପ୍ରତିଷ୍ଠା ଦିବସ ଭାବେ ଗ୍ରହଣ କରାଯାଇଥାଏ। ପ୍ରତ୍ୟେକ ବର୍ଷ ଅକ୍ଟୋବର...
ହୀରାକୁଦ ବନ୍ୟା ରୋକିବ ନା ବଢ଼ାଇବ
ବିମଳ ପାଣ୍ଡିଆ ହୀରାକୁଦ ଜଳଭଣ୍ଡାରର ପ୍ରାୟ ୬୮ ବର୍ଷର ଇତିହାସରେ ବନ୍ୟା ମୁକାବିଲାରେ ତାହାର ଯୋଗଦାନ ପାଇଁ କିଛି ବାହାବା ଅବଶ୍ୟ ପାଇଛି। କିନ୍ତୁ ବନ୍ୟାକୁ ରୋକିପାରି ନ ଥିବା କାରଣରୁ ବା ବନ୍ୟାର କାରଣ ହୋଇଥିବାରୁ ଢେର୍ ଅଧିକ...
ତେଲଙ୍ଗାନାରୁ ଭାରତ
ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ରଣନୀତି ଅପଣାଇବାରେ ବ୍ୟସ୍ତ। ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦ୍ରରେ ଦୀର୍ଘ ସମୟ ଶାସନରେ ଥିବାରୁ ତାହାର ଗତିରୋଧ କରିବା ଲାଗି ଆଞ୍ଚଳିକ ଦଳଗୁଡ଼ିକ...
ଏଇ ଭାରତରେ
ବାଉଁଶ ନିର୍ମିତ ଏକ ସ୍କୁଲ ଅଛି ଯମୁନାକୂଳରେ। ଉତ୍ତରପ୍ରଦେଶ, ହରିୟାଣା, ବିହାର ଓ ମଧ୍ୟପ୍ରଦେଶରୁ ଆସି ଯମୁନାକୂଳରେ ରହୁଥିବା ଲୋକଙ୍କ ପିଲାମାନଙ୍କ ଶିକ୍ଷା ଲାଗି ଏହି ସ୍କୁଲ ଗଢ଼ିଛନ୍ତି ଦେବୀ ପାଲ୍ ଓ ଦୀପକ ଚୌଧୁରୀ। ବାହାରୁ ଆସୁଥିବା ଲୋକମାନେ...
ବଡ଼ଲୋକଙ୍କୁ ପ୍ରଶ୍ନ ହିଁ ନାହିଁ
ଅଧ୍ୟାପକ ନିରଞ୍ଜନ ପାଢ଼ୀ କେଉଁ କାଳରୁ ଗଡ଼ି ଗଡ଼ି ଆସୁଥିବା ‘ବଡ଼ଲୋକଙ୍କୁ ଉତ୍ତର ନାହିଁ’ ବୋଲି କଥାଟିକୁ ଟିକେ ନିରିଖେଇ ଦେଖିଲେ ଜାଣିହେବ ଯେ ପ୍ରକୃତରେ ବଡ଼ଲୋକଙ୍କୁ ଉତ୍ତର ନୁହେଁ, ପ୍ରଶ୍ନ ହିଁ ନାହିଁ। ବଡ଼ଲୋକଙ୍କୁ ପ୍ରଶ୍ନ କରିବା...
ବ୍ୟକ୍ତିନିଷ୍ଠ ଜୀବନସ୍ରଷ୍ଟା
ଅକ୍ଟୋବର ୬। ନିଜ ରୋଷଶାଳାରେ ଥିବା ରେଡିଓ ପାଖକୁ ସେ ଗଲେ ଓ ତାହାକୁ ଖୋଲି ସେଦିନର ମୁଖ୍ୟ ଖବର କ’ଣ ଅଛି ବୋଲି ଶୁଣିବାକୁ ଚାହିଁଲେ। ପ୍ରଥମ ଖବର ଥିଲା-୨୦୨୨ ବର୍ଷର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବେ...
ଖରାପ ଖବରବେଳେ ଲୁଚୁଛନ୍ତି
୨୦୦୪ରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲାବେଳେ ପଣ୍ୟଦ୍ରବ୍ୟ ରପ୍ତାନି ଥିଲା ୬୩ ବିଲିୟନ ଡଲାର(ଆମେରିକୀୟ)। ୨୦୧୪ରେ ସିଂ ଦାୟିତ୍ୱ ଛାଡ଼ିବାବେଳେ ଭାରତର ଉକ୍ତ ରପ୍ତାନି ଥିଲା ୩୧୨ ବିଲିୟନ ଡଲାର। ଅର୍ଥାତ୍ ୟୁପିଏ ସରକାର ଅମଳରେ ରପ୍ତାନି...
ଏଇ ଭାରତରେ
ସହରୀକରଣ ପ୍ରଭାବରେ ପକ୍ଷୀବଂଶ ଲୋପ ପାଉଥିବାରୁ ଏମାନଙ୍କୁ ରକ୍ଷା କରିବା ପରିବେଶ ଲାଗି ହିତକର ବୋଲି ଅନୁଭବ କରିଛନ୍ତି ଦିଲ୍ଲୀର ଦୁଇ ଭାଇ ଅମିତ ଓ ଅଭିଷେକ ଜୈନ। ସେମାନେ ସହରର ବିଭିନ୍ନ ସ୍ଥାନରୁ ଆହତ ପକ୍ଷୀମାନଙ୍କୁ ଉଦ୍ଧାର କରୁଛନ୍ତି।...
ନକଲି ଶିକ୍ଷକ
ହରିଶଙ୍କର ମିଶ୍ର ନକଲି ପ୍ରମାଣପତ୍ରରେ କିଛି ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗର ତଦନ୍ତ ଚାଲିଛି। କିଛି ଶିକ୍ଷୟିତ୍ରୀ, ଶିକ୍ଷକ ମଧ୍ୟ ଚିହ୍ନଟ ହୋଇଛନ୍ତି। କିନ୍ତୁ ଆମ ଆଇନର ଗଳାବାଟ ଏବଂ ନକଲି ପ୍ରମାଣପତ୍ର ସଂଜ୍ଞା ନିର୍ଦ୍ଧାରଣରେ ଭିନ୍ନତା ଯୋଗୁ ନକଲିଙ୍କୁ...
ସମ୍ପର୍କର ଫାନ୍ଦ ଓ ସୂକ୍ଷ୍ମ ଜଗତ
ଡ. ଗୌରୀଶଙ୍କର ସାହୁ ଆମେ ମିଲିମିଟରର ହଜାର ଭାଗରୁ ଭାଗେ ଏବଂ ତା’ଠାରୁ କ୍ଷୁଦ୍ର କଣିକା ଦୁନିଆକୁ ଗଲେ ସେମାନଙ୍କ ସ୍ବରୂପ, ସ୍ଥିତି ଓ ଗତିକୁ ବୁଝିବା ପାଇଁ ସୂକ୍ଷ୍ମଜଗତ ପାଇଁ ଉଦ୍ଦିଷ୍ଟ ନୀତିନିୟମ ମାନିବାକୁ ହେବ। ପାରମ୍ପରିକ ସ୍ଥୂଳଜଗତରେ...
Archives


