ଏଇ ଭାରତରେ
ଜୀବନରେ ବହୁ ସଂଘର୍ଷକୁ ସାମ୍ନା କରି ଅନେକଙ୍କ ଜୀବନରେଖା ପାଲଟିଛନ୍ତି ପ୍ରସେନ୍ଜିତ ମଣ୍ଡଳ। ସେ ‘ସୁନ୍ଦରବନ ଫାଉଣ୍ଡେଶନ’ ଗଢ଼ି ସୁଦରବନର ବାଲି ଦ୍ୱୀପରେ ଲୋକମାନଙ୍କ ଜୀବନର ଆଶାବାଡ଼ି ପାଲଟିଛନ୍ତି। ସୁନ୍ଦରବନରେ ରହି ତାଙ୍କ ପରିବାର ଜୀବିକା ପାଇଁ ବହୁ କଷ୍ଟ...
ସାମାଜିକ ଅବ୍ୟବସ୍ଥା
ଡ.ମୌସୁମୀ ପରିଡ଼ା ଦେଶର ସାର୍ବଭୌମତା, ଅଖଣ୍ଡତା, ଗଣତାନ୍ତ୍ରିକ ମୂଲ୍ୟବୋଧ ବିପଦଶଂକୁଳ ହୋଇପଡିଛି। ମୂଳ ସମସ୍ୟା ଗୁରୁତ୍ୱହୀନ ଓ ଉପେକ୍ଷିତ। ମୂଲ୍ୟହୀନ କଥାକୁ ରୋଚକ କରି ମୁଖ୍ୟ ଓ ଜରୁରୀ ସମସ୍ୟାକୁ ନିଷ୍କ୍ରିୟ କରିଦିଆଯାଉଛି। କିଛି ଅପ୍ରାସଙ୍ଗିକ କଥା ଯାହା ସମାଜକୁ...
ବିଷ ବଳୟରେ ବିଶ୍ୱ
ସିଲ୍କେ ବୋଲମୋର, ଲୈଲା ଲିବେଟ୍ରାଉ ବିଶ୍ୱରେ କୃଷିକ୍ଷେତ୍ରରେ କୀଟନାଶକ ବ୍ୟବହାର ବ୍ୟାପକ ହୋଇଛି। ଫସଲରୁ କୀଟ ନାଶ ହେଉଛି ସତ, କିନ୍ତୁ ଏହାର ଅବଶେଷ ସୂକ୍ଷ୍ମ କଣିକା ବାୟୁ, ଖାଦ୍ୟ ଏବଂ ପାନୀୟ ଜଳରେ ଦେଖିବାକୁ ମିଳୁଛି । ଏହା...
ବିପଦରେ ବନ୍ୟଜନ୍ତୁ
ବିକାଶ ଚନ୍ଦ୍ର ବେହେରା ସାରା ବିଶ୍ୱରେ ଏବେ ବିଭିନ୍ନ କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ସବୁଠାରୁ ଚୁପକିନା ଆମ ଆଖି ଆଢ଼ୁଆଳରେ ଯାହା ଘଟୁଛି କିନ୍ତୁ ଆମର ସେଥିପ୍ରତି ନିଘା ନାହିଁ। ତାହା ହେଉଛି ନିରୀହ ବନ୍ୟଜନ୍ତୁଙ୍କ...
ବିଗତ ଯୁଗର ବିଶ୍ୱ ଦୃଶ୍ୟପଟ
ଅନେକ ଦଶନ୍ଧି ଥାଏ ଯେଉଁଥିରେ ବର୍ଷଟିଏର ପରିବର୍ତ୍ତନ ଅନୁଭୂତ ହୁଏ ଏବଂ ଏମିତି ଅନେକ ବର୍ଷ ଥାଏ ଯେଉଁଠି ଗୋଟିଏ ବର୍ଷରେ ଦଶନ୍ଧି ଦଶନ୍ଧିର ପରିବର୍ତ୍ତନ ଅନୁଭୂତ ହୋଇଥାଏ। ବିଗତ ତିନି ବର୍ଷ ହେଉଛି କୋଭିଡ୍-୧୯, ରୁଷିଆର ୟୁକ୍ରେନ ଆକ୍ରମଣ...
ଗରିବଙ୍କ କାଳ ଉତ୍ତାପ ବୃଦ୍ଧି
କଥାରେ ଅଛି, “ଖରା ସହେ ତରୁ, ଖରା ସହେ ମେରୁ, ଖରା ସହେ ଚାଷୀ ଭାଇ, ଖରା ସହେ ଗୋରୁ।” ଏହି ଚାରି ମଧ୍ୟରୁ ମେରୁ ନିର୍ଜୀବ, ଗୋରୁ ଓ ତରୁ ସଜୀବ ହେଲେ ମଧ୍ୟ ସେମାନେ ଗ୍ରୀଷ୍ମ କଷ୍ଟ...
ଛାତିରେ ହାତରଖି କହିପାରିବା ତ
“ମୋ ରାଜ୍ୟରେ ଏମିତି କେତେଜଣ ଓଏଏସ୍ ଅଫିସର ଅଛନ୍ତି, ଯେଉଁମାନେ ଛାତିରେ ହାତରଖି କହିପାରିବେ ସଚ୍ଚୋଟ ବୋଲି” – ବିଜୁ ପଟ୍ଟନାୟକ। ଘଟଣାଟି ଥିଲା ୧୯୯୦-୯୧ରେ। ବାଲେଶ୍ୱରରେ ଅନୁଷ୍ଠିତ ହେଉଥିଲା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କର ବାର୍ଷିକ ଅଧିବେଶନ। ମୁଖ୍ୟଅତିଥି...
ଏଇ ଭାରତରେ
ଶିକ୍ଷା କହିଲେ ଦଶମ ପାସ୍, କିନ୍ତୁ ନୂତନତ୍ୱର ନିଶା ଏକ ନୂଆ ପରିଚୟ ଦେଇଛି ଗୋଆର ବିପିନ କଦମଙ୍କୁ। ବିପିନଙ୍କ ବୟସ ଏବେ ୪୪। ସେ ଗୋଆର ଏକ ମାନୁଫାକଚରିଂ କମ୍ପାନୀରେ କାମ କରନ୍ତି। ସେ ତାଙ୍କ ଦିବ୍ୟାଙ୍ଗ କନ୍ୟାଙ୍କ...
ଏଇ ଭାରତରେ
୯ ଏକର ଶୁଷ୍କ ଜମିରେ ପରିସଂସ୍ଥା ସହନୀୟ ପର୍ଯ୍ୟଟନ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମଣିପୁରର ସ୍ଥପତି ମନ୍ନାର ରାୟ। କଟଲାମାରା ଅଞ୍ଚଳରେ ସେ ଏହି ବାଉଁଶ ଗାଁ ବିକାଶ କରିଛନ୍ତି। ଏହାର ନାମ ଦେଇଛନ୍ତି...
ଜ୍ଞାନକୌଶଳ ଆପଣାଇବାକୁ ହେବ
ଈପ୍ସିତା ମହାନ୍ତି ଲେଖାଟି ଦେଶର ଏକ ପ୍ରମୁଖ ରାଜ୍ୟ ଗୁଜରାଟ, ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଏବଂ ଆମ କୋରାପୁଟ ଜିଲା ବୈପାରୀଗୁଡ଼ାର ଘଟଣାବଳୀକୁ ନେଇ ଆଲୋଚିତ। ଗତ ଦିନରେ ଗୁଜରାଟ କ୍ୟାଡରର ବରିଷ୍ଠ ପୋଲିସ ଅଧିକାରୀ ଗୌତମ ପାରମାର...
ଆସ ଫେଲ୍ ହେବା
ସନ୍ତୋଷ କୁମାର ମହାପାତ୍ର ଜୀବନରେ ପ୍ରାୟ ସମସ୍ତେ ତାଙ୍କ ପିଲା ସଫଳତାର ଶୀର୍ଷରେ କିପରି ପହଞ୍ଚିବେ, ନିଜ ଶ୍ରେଣୀରେ ପ୍ରଥମ ହେବେ, ବିଭିନ୍ନ ପରୀକ୍ଷାରେ ସଫଳତା ପାଇବେ ତାହା କହିଥା’ନ୍ତି। ବିଶେଷକରି କେତେ ଅଧିକ ସଫଳତା ମିଳିବ ଏବଂ...
ଦ୍ୱନ୍ଦ୍ୱରେ କପ୍୨୭
ନଭେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ଇଜିପ୍ଟରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍୨୭ ଅନୁଷ୍ଠିତ ହେବ। ପ୍ରଖ୍ୟାତ ଜଳବାୟୁ କର୍ମୀ ଗ୍ରେଟା ଥନ୍ବର୍ଗ କପ୍୨୫ ଓ କପ୍୨୬ ସମ୍ମିଳନୀରେ ଯୋଗ ଦେଇଥିଲେ ମଧ୍ୟ ଏବେ ପର୍ଯ୍ୟଟନ ଦେଶ ଇଜିପ୍ଟରେ ମୌଳିକ...
Archives


