ସମ୍ପାଦକୀୟ

ଆମ ସମ୍ବିଧାନପ୍ରଣେତାଙ୍କ ବିଲାତୀ ମନୋଭାବ

ସହଦେବ ସାହୁ   ଗତ ପ୍ରବନ୍ଧ ‘ମୂଳ ଭାରତୀୟଙ୍କୁ ସମ୍ବିଧାନରେ ଉପେକ୍ଷା’ରେ ଆଲୋଚନା ଛଳରେ କହିଥିଲି କିପରି ଆମ ସମ୍ବିଧାନପ୍ରଣେତାମାନଙ୍କ ବିଲାତୀ ପାଠପଢ଼ା ସେମାନଙ୍କ ମାନସିକତାକୁ ଅଭାରତୀୟ କରିଦେଇଥିଲା – ତା’ ପଢ଼ି କେତେକ ପାଠକ ମନ୍ତବ୍ୟ ଦେଇଛନ୍ତି ଏ ଆମ…

ଅଣଦେଖା ଜଳଭଣ୍ଡାର

ପୁରାତନ ଯୁଗରୁ ନଦୀ ମାନବ ଜୀବନଜୀବିକା ଓ ପରିବେଶ ସୁରକ୍ଷାର ପ୍ରମୁଖ ଅଙ୍ଗ ଭାବେ ରହିଆସିଛି। ସମ୍ପ୍ରତି ଆଧୁନିକ ଯୁଗରେ କୃଷି, ଶିଳ୍ପ, ସ୍ବାସ୍ଥ୍ୟ ଓ ଆର୍ଥିକ ବିକାଶ କ୍ଷେତ୍ରରେ ନଦୀଜଳର ବ୍ୟାପକ ବ୍ୟବହାର କରାଯାଉଛି। ଏହିସବୁ ଲକ୍ଷ୍ୟ ହାସଲ କରିବାରେ…

ବ୍ରାସିଲିଆରେ କାପିଟୋଲ୍‌ ଛାପ

ଜାତିସଂଘ ଅନୁବନ୍ଧିତ ୧୯୩ ରାଷ୍ଟ୍ର ମଧ୍ୟରୁ ପ୍ରାୟ ୧୬୭ ଦେଶରେ ଗଣତନ୍ତ୍ର ଚାଲିଛି ବୋଲି ନଭେମ୍ବର ୨୦୨୨ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଥିଲା। କିନ୍ତୁ ଗଭୀର ଭାବେ ଦେଖିଲେ ଗଣତନ୍ତ୍ରକୁ ଅନୁସରଣ କରୁଥିବା ଏହିସବୁ ଦେଶ ମଧ୍ୟରୁ କେତେକ ରାଷ୍ଟ୍ରରେ ଏକଚ୍ଛତ୍ରବାଦର…

ଏଇ ଭାରତରେ

ମାଟି ଦରକାର ପଡ଼ୁନାହିଁ, କେବଳ ପାଣିରେ ଚାଷ (ହାଇଡ୍ରୋପୋନିକ୍ସ) କରି ବର୍ଷକୁ ୫ କୋଟି ଟଙ୍କା ରୋଜଗାର କରୁଛନ୍ତି ତୁଷାର ଅଗ୍ରଓ୍ବାଲ, ମିତ୍‌ ପଟେଲ ଏବଂ ବିବେକ ଶୁକ୍ଳା। ଅହମ୍ମଦାବାଦର ଏହି ୩ ବନ୍ଧୁ ଉକ୍ତ ଚାଷ ସମ୍ପର୍କରେ ଏବେ ସୁଦ୍ଧା…

ଅର୍ଥ କବଳିତ ଗଣତନ୍ତ୍ର

ରବିନାରାୟଣ ସାମଲ ଭାରତର ନିର୍ବାଚନୀ ଇତିହାସରେ ରେକର୍ଡ! ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ତେଲଙ୍ଗାନାର ମୁନୁଗୁଡ଼ୁ ବିଧାନସଭା ଆସନର ଉପନିର୍ବାଚନ। ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୪୭। ବିଭିନ୍ନ ରାଜନୈତିକ ଦଳ ମିଶି ଖର୍ଚ୍ଚ କରିଥିଲେ ପ୍ରାୟ ୬୨୭ କୋଟି ଟଙ୍କା। ସଭାରେ…

ବିମୁଦ୍ରୀକରଣ ନିଷ୍ପତ୍ତି ବୈଧ, କିନ୍ତୁ ଜନବିରୋଧୀ

ଭାଲଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ରର ମୋଦି ସରକାରଙ୍କ ବହୁଚର୍ଚ୍ଚିତ ବିମୁଦ୍ରୀକରଣକୁ ନେଇ ଇତିମଧ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତିକୁ ବିରୋଧକରି ଦେଶର ବିଭିନ୍ନ କୋର୍ଟରେ ଦାୟର ୫୮ଟି ପିଟିଶନକୁ ବିଚାରକରି ସୁପ୍ରିମକୋର୍ଟଙ୍କ ଏକ ୫ଜଣିଆ ସାମ୍ବିଧାନିକ ପୀଠ ସଂଖ୍ୟାଗରିଷ୍ଠ…

ହଁ ଆଜ୍ଞା

ତାମିଲନାଡୁ ବିଧାନସଭାରେ ୯ ଜାନୁୟାରୀ ୨୦୨୩ରେ ଏକ ଅସାମ୍ବିଧାନିକ ଘଟଣା ଘଟିଯାଇଛି। ବିଧାନସଭା ଆରମ୍ଭ ହେବା ମାତ୍ରେ ରାଜ୍ୟପାଳ ଆର୍‌. ଏନ୍‌. ରବି ଅଭିଭାଷଣ ଦେଇଥିଲେ। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣକୁ ସେ ପଢ଼ୁଥିବା ବେଳେ କିଛି ଅଂଶକୁ ଡେଇଁଯାଇଥିଲେ। ଏହା…

ଏଇ ଭାରତରେ

ସମସ୍ତେ ଜାଣନ୍ତି ଯେ ଗୋବରରୁ ଖତ ହୁଏ, ଗୋବରରୁ ଉତ୍ପନ୍ନ ଗ୍ୟାସ୍‌ରେ ରୋଷେଇ କରାଯାଏ। କିନ୍ତୁ ଏ ବିଷୟ କେବେ ଶୁଣିଛନ୍ତି କି ଗୋବରରୁ କାଗଜ ପ୍ରସ୍ତୁତ ହୁଏ। ହଁ, ଏମିତି କାର୍ଯ୍ୟ କରୁଛନ୍ତି ରାଜସ୍ଥାନ ଜୟପୁରର ଭୀମ ରାଜ୍‌ ଶର୍ମା।…

ମାନସିକତାରେ ପରିବର୍ତ୍ତନ ଲୋଡ଼ା

ଇବ୍ରାର ଖାଁ   ବର୍ତ୍ତମାନ ମଣିଷ ନିଜକୁ ସଭ୍ୟ, ଶିକ୍ଷିତ ଓ ପରିମାର୍ଜିତ ରୂପେ ଉପସ୍ଥାପିତ କରି ସବୁ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ପାଇଁ ଅହରହ ଉଦ୍ୟମ କରୁଛି। ଯୋଗ୍ୟତା ଥାଉ ବା ନ ଥାଉ ନିଜର ଚାତୁରୀପୂର୍ଣ୍ଣ କଥାବାର୍ତ୍ତା, ଆଚାର…

ପରିବେଶର ସାବତ ମା’

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଆମ ପରିବେଶ ଏବେ ଯେଉଁ ରୂପ ଧାରଣ କରି ଜୀବଜଗତ ସହାୟକ ହୋଇପାରିଛି, ସେଥିକୁ ଅବଶ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ସୂର୍ଯ୍ୟଠାରୁ ଆରମ୍ଭ କରି ନଦନଦୀ, ପାହାଡ଼ ପର୍ବତ ଓ ସମୁଦ୍ର ପର୍ଯ୍ୟନ୍ତ ଅନେକଙ୍କର।…

ଧର୍ମ ନୁହେଁ, ଜାତି

ବାସ୍ତବରେ ଭାରତ ପାଇଁ ଜାତି ଗୁରୁତ୍ୱ ରଖିଥାଏ। ଆଜି ମଧ୍ୟ ଉଚ୍ଚଜାତିର ମାତାପିତା କେବେହେଲେ ଚାହିଁବେ ନାହିଁ ସେମାନଙ୍କ ସନ୍ତାନ ନୀଚଜାତିରେ ବିବାହ କରୁ। ସେଥିପାଇଁ ଜଣାଶୁଣା ଅନେକ ହିନ୍ଦୁ ପ୍ରଚାରକ ସଙ୍ଗଠନର ଗତିବିଧି ଦେଖିଲେ ସ୍ପଷ୍ଟ ଜଣାପଡ଼େ, ସେମାନେ ଅଣହିନ୍ଦୁଙ୍କ…

ଏଇ ଭାରତରେ

ଅସହାୟ ଓ ଗରିବଙ୍କ ପାଇଁ ଏକ ସମର୍ପିତ ଜୀବନ ଜିଉଛନ୍ତି ଶିମ୍‌ଲାର ସରବ୍‌ଜିତ ସିଂ। ସେ ରୋଗୀ ଓ ଅସହାୟଙ୍କ ସାହାରା ପାଲଟିଛନ୍ତି। ସରବ୍‌ଜିତ ଶବବାହକ ସାଜି ମୃତ ବ୍ୟକ୍ତିଙ୍କୁ ଶ୍ମଶାନକୁ ବିନା ଦେୟରେ ତାଙ୍କ ଗାଡ଼ିରେ ନେଉଛନ୍ତି। ଗରିବ ରୋଗୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri