ମୁରୁକେଶାନଙ୍କ ପେସା ମାଛ ଧରିବା। ହେଲେ ସେହି କାର୍ଯ୍ୟ ମଧ୍ୟରେ ସେ ୧ ଲକ୍ଷ ଗଛ ଲଗାଇପାରିଛନ୍ତି। ଏଥିପାଇଁ ତାଙ୍କୁ ଲୋକେ ‘ମ୍ୟାନ୍ଗ୍ରୋଭ ମ୍ୟାନ୍’ ବୋଲି ସମ୍ବୋଧନ କରୁଛନ୍ତି। ମୁରୁକେଶାନ ରହନ୍ତି କୋଚିରେ, ପଢିଛନ୍ତି ୮ମ ଯାଏ। ସେ ଲଗାତର ବାତ୍ୟାରେ ମ୍ୟାନ୍ଗ୍ରୋଭ ହ୍ରାସ ପାଉଥିବା ଲକ୍ଷ୍ୟ କରି ୧୦ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୩ରେ ଗଛ ଲଗା ଅଭିଯାନ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ଏହି କାର୍ଯ୍ୟରେ ନିଜକୁ ସମର୍ପିତ କରି ଦେଇଛନ୍ତି। ମୁରୁକେଶାନ ୨୦ ବର୍ଷ ବୟସରେ ମାଛଧରାରେ ଜଡ଼ିତ ରହିବା ସମୟରୁ ମ୍ୟାନ୍ଗ୍ରୋଭ ଓ ଉପକୂଳର ସୁରକ୍ଷା ବିଷୟ ଚିନ୍ତା କରିଥିଲେ। ସମୟ ଆଗକୁ ବଢିବାବେଳେ ସେ ଯୋଜନା ପ୍ରସ୍ତୁତ କରି ମ୍ୟାନ୍ଗ୍ରୋଭର ସୁରକ୍ଷା ପ୍ରତି ସମୟ ଦେଇଥିଲେ। ଏବେ ମୁରୁକେଶାନଙ୍କ କାର୍ଯ୍ୟରେ ସ୍ବାମୀନାଥନ ଫାଉଣ୍ଡେଶନ ଆଣ୍ଡ ଗ୍ରାସ୍ରୁଟ ସହଯୋଗ କରୁଛି। ସେ ଜୀବନ ସାରା ଏହି କାର୍ଯ୍ୟରେ ବିତାଇବେ ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ସେ ଏହି ଗଛ ଲଗାଇବା ଲାଗି ଅନ୍ୟମାନଙ୍କୁ ପ୍ରେରିତ କରୁଛନ୍ତି ଓ ପ୍ରତିବର୍ଷ ୧୦ଟି ମ୍ୟାନ୍ଗ୍ରୋଭ ଚାରା ରୋପଣ କରିବାକୁ ପରାମର୍ଶ ଦେଉଛନ୍ତି।
କୁଆଡ଼େ ଗଲା ପ୍ରତିଯୋଗିତା
ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…
ବିକାଶୋନ୍ମୁଖୀ ଭାରତର ଦୁଃଖ
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…
ଇସ୍ତଫାର ରାଜନୈତିକ ରଙ୍ଗ
ଆଇଏଏସ୍ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…
ଏଇ ଭାରତରେ
ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…
ଋଣ ଅଧିକାର ନୁହେଁ
ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…
ସମ୍ଭବାମି ଯୁଗେ ଯୁଗେ
ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…
ସହଯୋଗ ଅଭାବ
ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…
ଏକଲବ୍ୟ ଓ ଅଙ୍ଗୁଳିମାଳ
କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…
Archives

