ରାଜନୀତିରେ ଅବସର ବୟସ
ଷ୍ଟାଲିନ୍ ମିଶ୍ର ଆମ ସମାଜରେ ଆପଣ ଯେକୌଣସି ସରକାରୀ ଅବା ବେସରକାରୀ ସଂସ୍ଥାରେ ଚାକିରି କରୁଥିଲେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଉପନୀତ ହେଲେ ଆପଣଙ୍କୁ ସେବାନିବୃତ୍ତି ନେବାକୁ ପଡିଥାଏ। କିନ୍ତୁ ରାଜନୀତି ଏକମାତ୍ର ବ୍ୟତିକ୍ରମ, ଯେଉଁଠି ମୃତ୍ୟୁ ଯାଏ…
ଦୋମୁହାଁ ନୀତି ଦେବାଳିଆ ମତ
ଅକ୍ଷୟ କୁମାର ମିଶ୍ର ଅନିଚ୍ଛାକୃତ ଭୁଲ୍ ସଂଶୋଧନ ହେବାର ସମ୍ଭାବନା ଥାଏ। ଇଚ୍ଛାକୃତ ଭୁଲ୍ ତ ଯୋଜନାବଦ୍ଧ ଭାବେ ହୋଇଥାଏ। ସେଠାରେ ସୁଧାରିବା କଥା ଉଠୁଛି କେଉଁଠି? ସୈତାନର ବେଦପାଠ ଯେମିତି ଛଳନାପୂର୍ଣ୍ଣ ଜାଣି ଜାଣି ଭୁଲ୍ କରିବା…
ମଣିପୁର ବିପଦ
ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ପୁଣି ଉଗ୍ର ହେବାରେ ଲାଗିଲାଣି। ମେ ୨୦୨୩ ପ୍ରାରମ୍ଭରୁ ଏହା ବ୍ୟାପକ ରୂପ ଧାରଣ କରିବା ପରେ କିଛି ସମୟ ଥମି ଯାଇଥିଲା। ଜୁନ୍ ପ୍ରଥମ ସପ୍ତାହରେ ସଦ୍ୟ ହିଂସାକାଣ୍ଡ ନିଆଁରେ ଘିଅ…
ଏଇ ଭାରତରେ
ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ଆସାମର ଜଣେ ମହିଳା, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି ମହିଳା ଜଣକ ହେଉଛନ୍ତି ଅନନ୍ୟା ପଲ୍ ଡେଡ୍ମାନି। ସେ ଦୀର୍ଘ ୨୨ ବର୍ଷ ହେଲା ଆଦିବାସୀମାନଙ୍କ ସେବାରେ ଲାଗିଛନ୍ତି। ଆଦିବାସୀ…
ଡଚ୍ ନୋବେଲ ବିଜୟିନୀ
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଗତ ଶତାବ୍ଦୀର ଶେଷ ଦଶନ୍ଧିରୁ ସବୁଠାରୁ ବଡ଼ ଆହ୍ବାନ ରହିଆସିଛି। ଏବେ ସେଥିରୁ କିଭଳି ତ୍ରାହି ମିଳିବ ସେଥିଲାଗି ବୈଜ୍ଞାନିକ, ଗବେଷକ, ପରିବେଶବିତ୍, ସାମାଜିକ କର୍ମୀ ଅନବରତ କାର୍ଯ୍ୟ କରୁଛନ୍ତି। ପୃଥିବୀ…
ଅକ୍ଷୁଣ୍ଣ ରହୁ ଦୈବୀପଣ
ଉପେନ୍ଦ୍ର ବିଶ୍ୱାଳ ଅଭୂତପୂର୍ବ, ଅଶ୍ରୁତପୂର୍ବ, ଅକଳ୍ପନୀୟ ଥିଲା ଛାତିଥରା ସେ ଦୁର୍ଘଟଣା। ଆଖି ପିଛୁଳାକେ ଧ୍ବଂସର ତାଣ୍ଡବ ରଚିଲା ଲୌହଦାନବ। ଗୋଟେ ମୁହୂର୍ତ୍ତରେ ଶହଶହ ଜୀବନ ପରିଣତ ହୋଇଗଲା ପ୍ରାଣହୀନ ଶରୀରରେ। ହଜାର ହଜାର ଲୋକଙ୍କ ଡହଳବିକଳ, ଆର୍ତ୍ତ ଚିତ୍କାରରେ…
ଆଇନର ଅପବ୍ୟବହାର
ମହାରାଷ୍ଟ୍ରର ଭୀମା କୋରେଗାଁଓ ଘଟଣାର ପ୍ରଥମ ଗିରଫଦାରିକୁ ଚଳିତ ମାସରେ ୫ ବର୍ଷ ଚାଲିଲା। ଏହି ଘଟଣାରେ ମୋଟରେ ୧୬ ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଫାଦର ଷ୍ଟାନ୍ ସ୍ବାମୀ, ଯାହାଙ୍କର ଜେଲରେ ମୃତ୍ୟୁ ଘଟିଲା। ଅନ୍ୟମାନଙ୍କ ମଧ୍ୟରୁ…
ଜଳବାୟୁ ବିପଦର ସତର୍କବାଣୀ
ବିପିନ ବିହାରୀ ରାଉତ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆନ୍ତଃ ସରକାରୀ ପ୍ୟାନେଲ (ଆଇପିସିସି) ର ସଦ୍ୟ ରିପୋର୍ଟରେ ଏକ ସତର୍କ ବାଣୀ ଦିଆଯାଇଛି। ଯାହା ଏ ପର୍ଯ୍ୟନ୍ତ ଆସିଥିବା ବିପଦ ସଙ୍କେତଠାରୁ ଅତି ଅଧିକ ଗୁରୁତର। ସମଗ୍ର ମାନବ ସମାଜ ପ୍ରତି…
ଆଦିବାସୀ ପିଲାଙ୍କ ଶିକ୍ଷା ସମସ୍ୟା
ଡ. ଅନ୍ତର୍ଜିତା ନାୟକ ଶିକ୍ଷା ହିଁ କେବଳ ଏକମାତ୍ର ସାଧନ, ଯାହା ମାନବସମ୍ବଳର ସୁବିନିଯୋଗ କରି ଦେଶର ବିକାଶ ଓ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ଯେହେତୁ ଭାରତର ମୋଟ ଜନସଂଖ୍ୟାର ଶତକଡା ୮.୬ ଭାଗ ହେଲେ ଆଦିବାସୀ, ସେମାନଙ୍କର ବିକାଶର ସାମଗ୍ରିକ…
ଅଜବ ଅର୍ଡର
ନିକଟରେ ସ୍ପେସିଆଲ ପ୍ରୋଟେକଶନ ଗ୍ରୁପ୍ (ଏସ୍ପିଜି)ର ମୁଖ୍ୟ ଭାବେ ଅରୁଣ କୁମାର ସିହ୍ନାଙ୍କ ନିଯୁକ୍ତିରେ କରାଯାଇଥିବା ତ୍ରୁଟି ବାବୁ ପରିସରରେ ଚିନ୍ତାର ଉଦ୍ରେକ କରିଛି। କାର୍ମିକ ଓ ପ୍ରଶାସନ ବିଭାଗ ( ଡିଓପିଟି) ଅପ୍ଲୋଡ୍ କରିଥିବା ଏକ ଅଜବ ଅର୍ଡର ବା…
ଏଇ ଭାରତରେ
ବୟସ ୧୯, କିନ୍ତୁ ସେ ଆବିଷ୍କାର କରିଯାଇଥିବା ଏକ ପ୍ରାକୃତିକ ଫ୍ରିଜ୍ ତାଙ୍କ ଦକ୍ଷତାକୁ ପ୍ରତିପାଦିତ କରିଛି। ଏହି ଯୁବତୀ ଜଣକ ହେଉଛନ୍ତି ଚେନ୍ନାଇର ମହକ ପରଭେଜ। ସେ ଆବିଷ୍କାର କରିଥିବା ଫ୍ରିଜ୍ର ନାମ ରଖିଛନ୍ତି ‘ସନ ହାର୍ଭେଷ୍ଟେଡ କୁଲରୁମ’। କାରଣ…
ପ୍ରକୃତି ସଙ୍କଟ ଓ ସମାଧାନ
ୟୁକ୍ରେନ୍ ବିରୋଧରେ ରୁଷିଆ ଯୁଦ୍ଧ ଓ ଚାଇନା ସହିତ ଆମେରିକାର ଶତ୍ରୁତା ବିଶ୍ୱ ଦୃଶ୍ୟପଟରେ ଚିନ୍ତା ବଢ଼ାଇଦେଇଛି। ଏହି ସ୍ଥିତି ସହ ସମ୍ବନ୍ଧିତ ଭୂରାଜନୈତିକ ପରିବର୍ତ୍ତନ ନିକଟ ବର୍ଷଗୁଡ଼ିକରେ ବହୁଦେଶୀୟ ଭାଗୀଦାରି ଧାରାକୁ ବି ଦୋହଲାଇ ଦେଇଛି। ଖାଦ୍ୟ ଏବଂ ଶକ୍ତି…
Archives


