ସରକାରୀ ଶିକ୍ଷା ପ୍ରତି ଆଗ୍ରହ ବଢ଼ିଛି
ଅକ୍ଷୟ କୁମାର ମିଶ୍ର ସରକାର ଅତି ଗର୍ବର ସହିତ କହୁଛନ୍ତି ସରକାରୀ ବିଦ୍ୟାଳୟରେ ନାମ ଲେଖା ବଢ଼ିଛି। ଅର୍ଥାତ୍ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପଢାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାର ଅର୍ଥ କ’ଣ ସରକାରୀ ବିଦ୍ୟାଳୟରେ...
ବିଜୟର ରହସ୍ୟ
କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲେ ବି ଭାଜପା ତା’ ଭୋଟ ହାର ବଜାୟ ରଖିଛି। କଂଗ୍ରେସ ଅଧିକ ୫% ଭୋଟ ପାଇ ୪୩%ରୁ ସାମାନ୍ୟ କମ୍ରେ ଥିବାବେଳେ ଭାଜପା ୦.୨% ଭୋଟ ହରାଇ ୩୬%ରେ ଅଛି। ତେବେ...
ଖ୍ୟାତିରେ କ୍ଷତି
୧୯୮୪ ବ୍ୟାଚ୍ ଇଣ୍ଡିଆନ୍ ରେଲଓ୍ବେ ଟ୍ରାଫିକ୍ ସର୍ଭିସ(ଆଇଆର୍ଟିଏସ୍) ଅଧିକାରୀ ସନ୍ଦୀପ ସିଲାସଙ୍କ ମାମଲାରେ ସୁଧାରାମତ୍କ ପଦକ୍ଷେପ ନିଆଯାଇଥିଲେ ବି ତାଙ୍କ ଖ୍ୟାତି ବା ପ୍ରତିଷ୍ଠାରେ ଯେଉଁ ଅପୂରଣୀୟ କ୍ଷତି ହୋଇଛି ତାହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ନିକଟରେ ପ୍ରଧାନମନ୍ତ୍ରୀ...
ଜୀବନ ଜୀବିକାରେ ମହୁମାଛି
ହୁମାଛିକୁ ଆନ୍ତର୍ଜାତିକ ଆର୍ଥୱାଚ ଅନୁଷ୍ଠାନ ପୃଥିବୀପୃଷ୍ଠର ସର୍ବୋତ୍କୃଷ୍ଟ ଜୀବର ମାନ୍ୟତା ଦେଇଛି। ମହୁମାଛିର ପ୍ରକୃତି ଉପରେ କୌଣସି କୁପ୍ରଭାବ ନ ଥାଏ, ମାତ୍ର ଏହାର ଅନୁପସ୍ଥିତି ଯୋଗୁ ଫସଲରେ ପରାଗସଙ୍ଗମ ହ୍ରାସ ଜନିତ କ୍ଷତି ହେବା ସହିତ ବିବିଧ ବୃକ୍ଷରାଜି...
ଭାବାବେଗ ପଲିଟିକ୍ସ ଗଣତନ୍ତ୍ରକୁ ନଷ୍ଟ କରେ
କମ୍ପାସନ ବା ଅନୁକମ୍ପା ଭାବ ଆମକୁ ଅନ୍ୟର ଦୁଃଖ ଦରଦ ବୁଝିବାରେ ସାହାଯ୍ୟକରେ, କିନ୍ତୁ ସାମୂହିକ ଆବଶ୍ୟକତା ବୁଝେ ନାହିଁ। ସାମୂହିକ କଲ୍ୟାଣ ବା ବିକାଶ ଚିନ୍ତା ହିଁ ଗଣତନ୍ତ୍ରର ମୂଳମନ୍ତ୍ର। ସାମୂହିକ କଲ୍ୟାଣ ଯୋଜନା ଏକ ଅଖଣ୍ଡ ପ୍ରବାହ,...
ଏଇ ଭାରତରେ
ବସ୍ତି ଜୀବନରେ ବଞ୍ଚିବାର ସଂଗ୍ରାମ ବ୍ୟତୀତ ଆଉ କିଛି ଚିନ୍ତା କରିବାର ଅବକାଶ ହିଁ ନ ଥାଏ। ବସ୍ତିର ପିଲାମାନଙ୍କୁ ଭଲ ଶିିକ୍ଷା ଦେବା ସେମାନଙ୍କ ମାତାପିତାଙ୍କ ପକ୍ଷେ ବି ସମ୍ଭବ ହୋଇପାରେ ନାହିଁ। ବିନା ଶିକ୍ଷାରେ ପିଲାମାନଙ୍କ ମଧ୍ୟରୁ...
ବିଗ୍ ଟେକ୍ ଫାର୍ମର ଚକ୍ରାନ୍ତ
ଦୁଇ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ସଂସଦ ନ୍ୟୁଜ ମିଡିଆ ବାର୍ଗେନିଂ କୋଡ୍ ନାମକ ଏକ ଆଇନ ପାସ୍ କରିଥିଲା। ମେଟା (ଫେସ୍ବୁକ୍) ଏବଂ ଆଲ୍ଫାବେଟ(ଗୁଗଲ) ସେମାନଙ୍କ ପ୍ଲାଟ୍ଫର୍ମରେ ଶେୟାର କରୁଥିବା ନ୍ୟୁଜ୍ ତଥ୍ୟ ପାଇଁ ପାଉଥିବା ରାଜସ୍ବକୁ ମିଡିଆ ସଂସ୍ଥାଗୁଡ଼ିକୁ...
ଟିକସର ବୋଝ
ଗତ ଏପ୍ରିଲ ମାସରେ ଦେଶରେ ସାମଗ୍ରୀ ଓ ସେବା ଟିକସ ବା ଜିଏସ୍ଟି ଆଦାୟରେ ଭାରତ ଇତିହାସ ସୃଷ୍ଟି କରିଛି ବୋଲି ସରକାରଙ୍କ ତରଫରୁ ବାରମ୍ବାର କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲରେ ଜିଏସ୍ଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି...
ଏଆଇ ପ୍ରଭାବ
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଆସିବା ପରେ ଲୋକ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ୨୦୧୦ ଆରମ୍ଭରୁ ସ୍ମାର୍ଟ ଆଲଗୋରିଦମ ଆମର ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇଛି। ସର୍ଚ୍ଚ ଇଞ୍ଜିନ୍, ଅନ୍ଲାଇନ୍ ଶପିଂ, ଟ୍ରାଫିକ୍ ମ୍ୟାନେଜ୍ମେଣ୍ଟ...
ଏଇ ଭାରତରେ
ଗାଁ ସ୍କୁଲରେ ଶିକ୍ଷାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଅକ୍ଷୟ ମାଶେଲକରଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ଏକ ମାନବ ରୋବୋ ମାଧ୍ୟମରେ ଏହା କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହି ରୋବୋର ନାମ ଶିକ୍ଷା। ଏହା ୪ର୍ଥରୁ କମ୍ ଶ୍ରେଣୀରେ...
ଏଇ ଭାରତରେ
ହିମାଳୟରୁ ପ୍ଲାଷ୍ଟିକ ବର୍ଜ୍ୟ ସଫା କରି ପରିବେଶ ସୁରକ୍ଷାର ବର୍ତ୍ତା ଦେଉଛନ୍ତି ହରିୟାଣାର ପ୍ରଦୀପ ସାଙ୍ଗବାନ୍। ସେ ୨୦୧୬ ମସିହାରୁ ହିମାଚଳପ୍ରଦେଶରେ ଦୁର୍ଗମ ହିମାଳୟ ଅଞ୍ଚଳରୁ ବର୍ଜ୍ୟ ସଫା କରି ଆସୁଛନ୍ତି। ସେ ‘ହିଲିଂ ହିମାଳୟ’ ସଂସ୍ଥା ମାଧ୍ୟମରେ ଏହି...
ଚାଇନାର କୂଟନୀତି
ହରେକୃଷ୍ଣ ପଣ୍ଡା ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଆଗୁଆ ଦେଶ ବୋଲାଇବା ନିଶା ଚାଇନା ରାଷ୍ଟ୍ରପତିଙ୍କୁ ଛାଡ଼ି ନାହିଁ। ନିଜ ଦେଶ ପାଇଁ ବହୁ ସମସ୍ୟା ମୁଣ୍ଡ ଟେକୁଥିବା ବେଳେ ଦକ୍ଷିଣ ଏସିଆ ପାଇଁ ଚାଇନା ରାଷ୍ଟ୍ରପତି ମୁଣ୍ଡ ଖେଳାଇବା...
Archives


