ସମ୍ପାଦକୀୟ

ଜେନେରିକ: ନାମକୁ ନେଇ କାମ

ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ପକ୍ଷରୁ ନିକଟରେ ଜେନେରିକ ମେଡିସିନ ବା ଜନଔଷଧି ଉପରେ ନୂଆ ନିୟମାବଳୀ ଜାରି କରାଯାଇଛି। ରୋଗୀଙ୍କ ପାଇଁ ଡାକ୍ତରମାନେ ଜେନେରିକ ମେଡିସିନ ଲେଖିବାକୁ ବାଧ୍ୟ ଓ ଏଥିରେ କୌଣସି ବ୍ୟତିକ୍ରମ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଏଇ ଭାରତରେ

ନିଖୋଜ ପିଲାମାନଙ୍କୁ ଖୋଜି ଆଣି ସେମାନଙ୍କ ମାତାପିତାଙ୍କୁ ଦେଉଛନ୍ତି ଆଇଏଏସ୍‌ ଅଧିକାରୀ ହିମାଂଶୁ ନାଗପାଲ। ମୁସ୍କାନ ଅଭିଯାନ ଚଳାଇ ସେ ଏହି କାର୍ଯ୍ୟ କରୁଛନ୍ତି। ମୁଖ୍ୟତଃ ବାରାଣସୀ ଘାଟ, ରେଲ୍‌ଓ୍ବେ ଷ୍ଟେଶନ ଏବଂ ମନ୍ଦିରଗୁଡ଼ିକରେ ଭିକ ମାଗୁଥିବା ପିଲାମାନଙ୍କୁ ଉଦ୍ଧାର କରି…

ଜାପାନର ଗ୍ରାମାଭିମୁଖୀ ଯୋଜନା

ଈପ୍ସିତା ମହାନ୍ତି   ବିଶ୍ୱ ଆଜି ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛି ତାହାରି ମୂଳରେ ରହିଛି ଜନସଂଖ୍ୟା ବୃଦ୍ଧି। ଗୋଟିଏ ପଟେ ବିଶ୍ୱର କିଛି ଦେଶ ଆଜି ଅତ୍ୟଧିକ ଜନସଂଖ୍ୟାର ଆହ୍ବାନ ସହ ସଂଘର୍ଷ କରୁଛନ୍ତି। ଅନ୍ୟପଟେ କ୍ରମାଗତ ଜନସଂଖ୍ୟା ହ୍ରାସ…

ଯୁବପିଢ଼ି ଓ ବିବାହ ବିଚ୍ଛେଦ

ପ୍ରକାଶ ତ୍ରିପାଠୀ   ଅନ୍ତର୍ଜାତୀୟ ସ୍ତରରେ ଭାରତରେ ସର୍ବନିମ୍ନ ବିବାହ ବିଚ୍ଛେଦ ହାର ବୋଲି ବିବେଚନା କରାଯାଏ, ଯାହାର ସଂଖ୍ୟା ୨ ପ୍ରତିଶତରୁ କମ୍‌ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ବିବାହ ବିଚ୍ଛେଦ ହାରରେ ଘଟୁଥିବା ବୃଦ୍ଧିକୁ ଲକ୍ଷକଲେ…

ସରକାରଙ୍କ ଇସି

ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ବହୁ ସାମ୍ବିଧାନିକ ସଂସ୍ଥାର କ୍ଷମତାକୁ ସଙ୍କୁଚିତ କରିବାରେ ଲାଗିଛନ୍ତି। ମୋଦି ସରକାର ପୂର୍ବରୁ ଯୋଜନା କମିଶନକୁ ଭାଙ୍ଗି ତା’ ସ୍ଥାନରେ ନୀତି ଆୟୋଗ ଗଢ଼ିଛନ୍ତି। ସେହିଭଳି ଅତ୍ୟଧିକ କ୍ଷମତା ପ୍ରୟୋଗ କରି ନିଜ ଦଳକୁ ସୁହାଇଲା…

ଏଇ ଭାରତରେ

ଶୋଭାଯାତ୍ରା ସମୟରେ ହରିୟାଣା ନୁହ ଜିଲାରେ ହିଂସା ଦେଖାଯାଇଥାଇପାରେ, କିନ୍ତୁ ସେହି ଜିଲାର ବିଛୋର ଏବଂ ନିମକା ଗ୍ରାମରେ ଭାଇଚାରାର ଉଦାହରଣ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରୁ ହିନ୍ଦୁମାନେ ୮୪ କୋସ ପରିକ୍ରମା କରୁଥିବା ସମୟରେ ଏହି ଗାଁ ବାଟ ଦେଇ ଯାଉଛନ୍ତି।…

ଟେସ୍‌ଲା ସିଏଫ୍‌ଓ

– ଜିତେନ୍ଦ୍ର କୁମାର ନାୟକ   ବିଶ୍ୱ କର୍ପୋରେଟ ବଜାରରେ ଭାରତୀୟଙ୍କ ଜୟଯାତ୍ରା ବଜାୟ ରହିଛି। ସଦ୍ୟ ଯୋଡ଼ି ହୋଇଥିବା ବ୍ୟକ୍ତି ହେଲେ ବୈଭବ ତାନେଜା। ଆମେରିକୀୟ ବହୁରାଷ୍ଟ୍ରୀୟ ଯାନ ନିର୍ମାଣକାରୀ କମ୍ପାନୀ ‘ଟେସ୍‌ଲା’ର ମୁଖ୍ୟ ବିତ୍ତୀୟ ଅଧିକାରୀ (ସିଏଫ୍‌ଓ) ଭାବେ…

ଓଡ଼ିଆ ଅଡ଼ୁଆ କାହାକୁ

ଡ. ଭବାନୀ ଶଙ୍କର ଦାଶ   ଓଡ଼ିଆ ଭାଷାକୁ ନେଇ ଓଡ଼ିଶାରେ ରାଜନୀତି ବେଶ୍‌ ଉଷ୍ମ ହୋଇ ଉଠିଛି ଏଇ କିଛିଦିନ ହେଲା। ଏଥିପାଇଁ ଯିଏ ଯାହା ପାଇଲେ କହିଯାଉଛନ୍ତି ଓ କରିଯାଉଛନ୍ତି। କେତେକ ରାଜନୀତି ବେପାରୀ ବି ଓଡ଼ିଆ ଭାଷାକୁ…

ବ୍ୟକ୍ତି ସ୍ୱାଧୀନତାର ବିରୋଧୀ

ଜେଲରେ ଥିବା ଉମର ଖାଲିଦ୍‌ଙ୍କ ପାଖକୁ କିଛି ସପ୍ତାହ ପୂର୍ବରୁ ମୁଁ ଲେଖିଥିବା ଏକ ଚିଠିକୁ ନିମ୍ନରେ ଦର୍ଶାଉଛି। ‘ପ୍ରିୟ ଉମର, ଏହି ସମୟରେ ଏବଂ ଏହା ପୂର୍ବରୁ ନିଜକୁ ଯେଭଳି ଆପଣ ପରିଚାଳନା କରିଛନ୍ତି ସେଥିପାଇଁ ଯେ କେହି ଆପଣକୁ…

ବ୍ୟର୍ଥ ଅଭିଳାଷ

କେନ୍ଦ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମୁଖ୍ୟ ଏସ୍‌.କେ.ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହିଁଥିଲା। ଏହି ପଦକ୍ଷେପ ସ୍ପଷ୍ଟକରେ ଯେ, କେନ୍ଦ୍ର ଏହାର ବିଶ୍ୱସ୍ତ ବାବୁଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ତୀବ୍ର ଇଚ୍ଛା ପ୍ରକାଶ କରୁଛି। କହିବାକୁ ଗଲେ କ୍ୟାବିନେଟ୍‌…

ଶ୍ରେଣୀଗୃହ ବିନା ଶିକ୍ଷକ

ସମୟର ସୁଅ ସହିତ ଟେକ୍ନୋଲୋଜିର ଉନ୍ନତି ହୋଇଛି, ଯାହାଦ୍ୱାରା ସମାଜରେ ଅନେକ ପରିବର୍ତ୍ତନ ଆସିଛି। ପରିବହନ, ଦକ୍ଷତା ଏବଂ ନିରାପତ୍ତାଠାରୁ ଆରମ୍ଭ କରି ଖାଦ୍ୟ ଏବଂ ସ୍ବାସ୍ଥ୍ୟସେବା, ସାମାଜିକୀକରଣ ଏବଂ ଉତ୍ପାଦକତା ପର୍ଯ୍ୟନ୍ତ ଟେକ୍ନୋଲୋଜି ଏକବିଂଶ ଶତାବ୍ଦୀର ଜୀବନର ପ୍ରାୟ ସମସ୍ତ…

ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସ

ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସର ସଂଜ୍ଞା ଧାର୍ମିକ ଭାବନାରେ କେବଳ ମାନସିକତା ଉପରେ ପର୍ଯ୍ୟବସିତ। କିନ୍ତୁ ସାମାଜିକ ସ୍ତରରେ ବିଶ୍ବାସ ସର୍ବଦା ସତ୍ୟ ଓ ପ୍ରମାଣ ଉପରେ ଆଧାରିତ ହୋଇଥାଏ। କୌଣସି ଘଟଣା ବା ବ୍ୟାପାର ସପକ୍ଷରେ ଚାକ୍ଷୁଷ ପ୍ରମାଣ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri