ସମ୍ପାଦକୀୟ

ଆବାସିକ ପୁନଃ ଥଇଥାନ

ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଜୀବନରେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥା’ନ୍ତି। ଅସୁସ୍ଥତା ସମୟରେ ବ୍ୟକ୍ତିକୁ କେବଳ ଯେ ନୂଆ କୌଶଳ ଶିଖିବାରେ ଅସୁବିଧା ହୋଇ ନ ଥାଏ ବରଂ ନିଜ ପାଖରେ ଥିବା ଦୈନନ୍ଦିନ ଜୀବନଚର୍ଯ୍ୟା, ଭାବର ଆଦାନପ୍ରଦାନ…

ଏକ ଦେଶ, ଏକ ନିର୍ବାଚନରେ ସମସ୍ୟା

‘ଏକ ଦେଶ, ଏକ ନିର୍ବାଚନ’ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ପ୍ରକାଶ କରିଛନ୍ତି। ଏହି ‘ଏକ ଦେଶ, ଏକ ନିର୍ବାଚନ’ ଯୋଜନା କ’ଣ ତାହା ଆମକୁ ବୁଝିବାକୁ ପଡ଼ିବ।…

ଏଇ ଭାରତରେ

ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ଏବେ ସାମୁଦ୍ରିକ ଜୀବଙ୍କ ପାଇଁ ବିପଦ ହୋଇଛି। ତେବେ ବିଶାଳ ସମୁଦ୍ରରୁ ଏହି ବର୍ଜ୍ୟକୁ ଦୂର କରିବା ଏକ ଅସମ୍ଭବ ବ୍ୟାପାର ହୋଇଥିବାବେଳେ ଚେନ୍ନାଇର ସ୍କୁବା ଡାଇଭର ଅରବିନ୍ଦ ଥାରୁନଶ୍ରୀ ଓ ତାଙ୍କ ୯ ବର୍ଷୀୟା…

ଏଇ ଭାରତରେ

ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ରାଜସ୍ଥାନର ମହିଳା ସରପଞ୍ଚ ନିରୁ ଯାଦବ। ଛାପ୍ରାର ସଲିମପୁର ଗାଁରେ ତାଙ୍କ ଜନ୍ମ। ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ବିବାହ ପରେ ସେ ଝୁନ୍‌ଝୁନ୍‌ ଜିଲା ଲାମ୍ବିଅହିର ଗାଁକୁ ଯିବା…

ଚୌକିର ମୋହ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ଶିଶୁକୁ ଏକ ଉପଯୁକ୍ତ ମଣିଷ ଭାବରେ ଗଢ଼ିବାରେ ଶିକ୍ଷକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଶିକ୍ଷକଙ୍କୁ ଶିଶୁର ଦ୍ୱିତୀୟ ପିତାର ମର୍ଯ୍ୟାଦା ଦିଆଯାଇଛି। ପୁଣି ମନୁ ସଂହିତାର ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି- ”ଉତ୍ପାଦକବ୍ରହ୍ମଦାତ୍ରୋର୍ଗରୀୟାନ୍‌ ବ୍ରହ୍ମଦଃ ପିତା।“ ଅର୍ଥାତ୍‌…

ହାତୀ-ମଣିଷ ସମସ୍ୟା

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଜାତିସଂଘର ପରିସଂଖ୍ୟାନରୁ ଜଣାଯାଏ ପୃଥିବୀରେ ଦୈନିକ ପ୍ରାୟ ୮୦ହଜାର ଏକର ପରିମିତ ଜଙ୍ଗଲ ଧ୍ୱଂସ ହେଉଛି। ତା’ଛଡ଼ା ଜଙ୍ଗଲର ଜୀବଜନ୍ତୁଙ୍କ ନିମନ୍ତେ ସବୁଠାରୁ ବଡ଼ ବିପଦ ସାଜିଛି ମଣିଷର ସର୍ବଗ୍ରାସୀ ଲୋଭ । ପଶୁପକ୍ଷୀଙ୍କ ଚମଡ଼ା, ଦାନ୍ତ…

ମୂଷିକ ବାହନ

ଆଗକୁ ଆସୁଛି ଗଣେଶ ପୂଜା। ସବୁଠାରେ ବିଘ୍ନନାଶନ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଣ୍ଡପରେ ଗଣେଶଙ୍କ ପାଦତଳେ ମୂଷିକ ବାହନ ବସିଥିବା ଦେଖିବାକୁ ମିଳେ। ବାସ୍ତବରେ ମୂଷାମାନେ ଘୃଣାର ଭାବନା ସୃଷ୍ଟି କରନ୍ତି। ସେମାନଙ୍କ…

ସକାରାତ୍ମକ ବାର୍ତ୍ତା ଆସୁ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଜି୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାନବ ଅଧିକାର, ଭଦ୍ର ସମାଜ ଓ ଗଣମାଧ୍ୟମ ସ୍ବାଧୀନତା ବିଷୟରେ ଜଣାଇଥିବା କଥା ଭିଏଟ୍‌ନାମରେ କହିଛନ୍ତି। ତାଙ୍କୁ ଭାରତରେ ଗଣମାଧ୍ୟମକୁ ଭେଟିକରି ଏହିସବୁ ବିଷୟ କହିବାକୁ ସୁଯୋଗ…

କ୍ରୋଧ ବିଚାର

ୟୁନାଇସ ଡିସୁଜାଙ୍କ ‘କ୍ରୋଧ’ ବିଷୟ ସମ୍ବଳିତ ଏକ କବିତା ପଢ଼େଇବା ଅବସରରେ ଚାଣକ୍ୟଙ୍କର ଏକ ଶ୍ଳୋକ ମନେପଡ଼ିଲା, ଟିକିଏ ଦ୍ବନ୍ଦ୍ବରେ ପଡ଼ିଗଲି ଯେ ଶ୍ଳୋକଟି ଆବୃତ୍ତି କରି ବୁଝେଇବା ଉଚିତ ହେବ କି ନା। ଚାଣକ୍ୟ କହିଛନ୍ତି ‘ପକ୍ଷୀଣାଂ କାକଶ୍ଚାଣ୍ଡାଳଃ ପଶୁନାଂ…

ଆମ ସମ୍ବିଧାନରେ ଦଳତନ୍ତ୍ରର ବୀଜ

ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନର କୌଣସି ସ୍ଥାନରେ ‘ରାଜନୈତିକ ଦଳ’ ଶବ୍ଦଦ୍ୱୟ ବ୍ୟବହାର କରିନାହାନ୍ତି। ୧୯୫୦ର ମୂଳ ରିପ୍ରେଜେଣ୍ଟେଶନ୍‌ ଅଫ୍‌ ପିପୁଲ୍‌ସ ଆକ୍ଟ (ଜନପ୍ରତିନିଧି ଆଇନ)ରେ ‘ପଲଟିକାଲ୍‌ ପାର୍ଟି’ ଉଲ୍ଲେଖ ନ ଥିଲା। ଇନ୍ଦିରା ଗାନ୍ଧୀ ଇମର୍ଜେନ୍ସି ଜାରି କରିଥିବା ସମୟରେ ଓ…

ଏଇ ଭାରତରେ

କମ୍‌ କୀଟନାଶକ ଓ ସର୍ବନିମ୍ନ କୃଷି ଶ୍ରମିକ ଦ୍ୱାରା କୃଷକମାନେ ଲାଭ ପାଇପାରିବେ। କମ୍‌ କୀଟନାଶକରେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟଶସ୍ୟ ମଧ୍ୟ ଉତ୍ପାଦନ ହୋଇପାରିବ। ଏଭଳି ଦୃଷ୍ଟିକୋଣକୁ ନେଇ ବେଙ୍ଗାଲୁରୁର ଇଞ୍ଜିନିୟର ଜୟସୀମା ରାଓ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ରୋବୋ ନିର୍ମାଣ କରିଛନ୍ତି,…

ଏଇ ଭାରତରେ

ଜେଇଇ ହେଉ କିମ୍ବା ନିଟ୍‌ ଅବା ଅନ୍ୟ କୌଣସି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ସକାଶେ ଅନେକ ଲକ୍ଷ ପିଲା ଟଙ୍କା ଦେଇ ଦେଶର ବିଭିନ୍ନ କୋଚିଂ ସେଣ୍ଟରରେ ନାମ ଲେଖାଉଛନ୍ତି । କିନ୍ତୁ ଗରିବ ତଥା ଅନଗ୍ରସର ପରିବାରର ପିଲାମାନେ ଏଥିରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri