ଆଧାର ବ୍ୟବସ୍ଥା ହଟୁ
ଆଧାର ନମ୍ବର ଏବେ ସବୁଠି ଖୋଜାପଡ଼ୁଛି। ୟୁନିକ୍ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)ଦ୍ୱାରା ପ୍ରସ୍ତୁତ ଏହି ୧୨ ଅଙ୍କ ବିଶିଷ୍ଟ ନମ୍ବରରେ ଜଣେ ବ୍ୟକ୍ତିର ସବୁ ତଥ୍ୟ ରହେ। ଏହାକୁ ୨୮ ଜାନୁଆରୀ ୨୦୦୯ରେ ଆରମ୍ଭ କରାଯାଇଥିଲା। ଏହି ସମୟରେ…
ଅର୍ଟିକିଲ ୫୧-କ(ଏଚ୍)
ବିଜ୍ଞାନ ଓ ପ୍ରଗତି ପରସ୍ପରର ପରିପୂରକ। ଯେଉଁଠାରେ ବିଜ୍ଞାନ ଅଛି ସେଠାରେ ପ୍ରଗତି ଅଛି ଓ ଯେଉଁଠାରେ ପ୍ରଗତି ଅଛି ସେଠାରେ ବିଜ୍ଞାନ ଅଛି। ବିଜ୍ଞାନ କେବଳ ଆର୍ଥିକ ପ୍ରଗତି ଆଣିଛି ତାହା ନୁହେଁ, ଏହା ସହିତ ସାମାଜିକ ବିକାଶ କ୍ଷେତ୍ରରେ…
ବଡ଼ଦିଦିଙ୍କ ପତି
ଶିକ୍ଷୟିତ୍ରୀ ଥିଲା ଭଲ ଥିଲା। ପ୍ରଧାନଶିକ୍ଷୟିତ୍ରୀ ହୋଇଗଲା ବଡ଼ ବିଜାର! କିଲିବିଲି ହୋଇଗଲା ପ୍ରାଣ। ନିଜେ ଛଟପଟ ହେଉଛି। ସାରା ପରିବାରକୁ ଘାଣ୍ଟି ଦେଉଛି ! ଦେଖୁ ଦେଖୁ କହିଲେ ସମୀରବାବୁ। ଗତବର୍ଷ ସମୀରବାବୁଙ୍କ ଧର୍ମପତ୍ନୀ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ହୋଇଛନ୍ତି।…
ଏଇ ଭାରତରେ
ଛତିଶଗଡ଼ର ବସ୍ତର ଅଞ୍ଚଳ ମାଓପ୍ରବଣ ଓ ଏହାର ଘଞ୍ଚ ଜଙ୍ଗଲିଆ କ୍ଷେତ୍ରରେ ରହୁଥିବା ଆଦିବାସୀଙ୍କ ଜୀବନଜୀବିକା ଅତ୍ୟନ୍ତ କଷ୍ଟକର। ସେଭଳି ଏକ ଅଞ୍ଚଳରେ ସତ୍ୟେନ୍ଦ୍ର ସିଂ ଲିହାରେ ଆଦିିବାସୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ‘ବସ୍ତର ସେ ବଜାର…
ଏଇ ଭାରତରେ
ଆଉ ଦିନ କେଇଟା ପରେ ଆମ୍ବ ବଉଳର ବାସ୍ନାରେ ସବୁଆଡ଼ ମହକିବ। ତେବେ ଆମ ଚାରିପାଖରେ ଅତି ବେଶିରେ ଆମେ ୧୦ଟି କିମ୍ବା ୨୦ଟି କିିସମର ଆମ୍ବ ଦେଖିବାକୁ ପାଉ। କିନ୍ତୁ ଗୁଜରାଟ ଜୁନାଗଡ଼ସ୍ଥିତ ଭାଲ୍ଚାଲେ ଗାଁର ଏକ ଆମ୍ବ ଫାର୍ମରେ…
ବିଷକୁମ୍ଭମ୍ ପୟୋମୁଖମ୍
ହରିଶଙ୍କର ମିଶ୍ର ଆମ ଓଡ଼ିଆରେ ଗୋଟିଏ କଥା ଅଛି ‘ମଧୁର ବିନୟ ବଚନ। କହି ତୋଷିବ ଜନମନ’। ବିଜ୍ଞ ଜନମାନେ କୁହନ୍ତି, ଆମ ଜିହ୍ବାରେ ଅମୃତ ଓ ବିଷ ଉଭୟ ରହିଥାଏ। କଥାକୁ ଠିକ୍ ଢଙ୍ଗରେ ପ୍ରୟୋଗକଲେ ଶତ୍ରୁ ନିଜର ହୋଇପାରେ।…
ଋଣଯନ୍ତାରୁ ମୁକ୍ତିର ଉପାୟ
ଅନନ୍ତ ଚରଣ ସ୍ବାଇଁ ଋଣ ଯନ୍ତା ଏକ ପ୍ରକାର ଆର୍ଥିକ ସ୍ଥିତିକୁ ଇଙ୍ଗିତ କରିଥାଏ। ଏହା ହେଉଛି ଏକ ପରିସ୍ଥିତି, ଯେଉଁଠାରେ ଜଣେ ବ୍ୟକ୍ତି କିମ୍ବା କମ୍ପାନୀ ନିଜର ଋଣ ପରିଶୋଧ କରିବାକୁ ଅସମର୍ଥ ହୋଇଥାଆନ୍ତି। ଫଳରେ ପୁରୁଣା ଋଣ ପରିଶୋଧ…
ଲୋହିତ ସାଗର ବିପଦ
କୋଭିଡ୍-୧୯ ମହାମାରୀ ପରେ ବିଶ୍ୱର କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ପୂର୍ବାବସ୍ଥାକୁ ଫେରୁଥିବାବେଳେ ବିଭିନ୍ନ ସ୍ଥାନରେ ଯୁଦ୍ଧ ଆରମ୍ଭ ହେବା ଏବଂ ଚରମ ପାଣିପାଗ ସ୍ଥିତି ଏଥିରେ ବାଧା ସୃଷ୍ଟିକରି ଆସୁଛି। ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବା…
ଏଇ ଭାରତରେ
ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଥିରେ ଏକ କୁକୁର ଟ୍ରେନ ଯାତ୍ରୀଙ୍କ ସୁରକ୍ଷାକୁ ବୁଝିବା ଯୋଗୁ ହିରୋ ପାଲଟି ଯାଇଛି। କୁକୁରଟି ଚଳନ୍ତା ଟ୍ରେନ ସହ ଦୌଡ଼ି ଗେଟ୍ର ଫୁଟବୋର୍ଡରେ ଠିଆ ହୋଇଥିବା କିମ୍ବା ବସିଥିବା ଯାତ୍ରୀଙ୍କୁ…
ନୂଆ ବର୍ଷ ଭାବନା
ଡ. ନାରାୟଣ ବାରିକ୍ ପୁରାତନ ଗ୍ରୀସ୍ର ଆରିଷ୍ଟୋଟଲଙ୍କ ସମେତ ଅନ୍ୟ ଯେଉଁ ସାତ ଜଣ ପଣ୍ଡିତ ଦାର୍ଶନିକ ଥିଲେ, ସେମାନଙ୍କ ମଧ୍ୟରୁ ଥେଲ୍ସ ହେଉଛନ୍ତି ଅନ୍ୟତମ। ଥରେ ଥେଲ୍ସଙ୍କୁ ପଚରାଯାଇଥିଲା-ମନୁଷ୍ୟ ସମାଜ ପାଇଁ କେଉଁଟି ଜାଣିବା ସବୁଠାରୁ କଷ୍ଟସାଧ୍ୟ ଓ…
ସୁଖୀ ଜୀବନର ସୂତ୍ର
ଡ.ଛାୟାକାନ୍ତ ଷଡ଼ଙ୍ଗୀ ପ୍ରତ୍ୟେକ ମଣିଷ ଚାହେଁ ତା’ ଜୀବନ ସୁଖରେ କଟୁ। ଜୀବନରେ କେବେ ଦୁଃଖ ନ ଆସୁ। ମାତ୍ର ମଣିଷ ଯାହା ଚାହେଁ, ତାହା ସର୍ବଦା ଘଟେ ନାହିଁ। ଧନାଢ଼୍ୟ ବ୍ୟକ୍ତି ତା’ର ସମସ୍ତ ଆବଶ୍ୟକତା ପୂରଣ…
ଶୁଭେଚ୍ଛା ଓ ଶୁଭକାମନା
ଆଜି ନୂଆବର୍ଷ ୨୦୨୪। ବିଶ୍ୱର ସବୁଠାରୁ ବୃହତ୍ ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଏ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ଏହାକୁ ନେଇ ଚାରିଆଡ଼େ ଗୋଟେ ‘ଘୋ’ ସୃଷ୍ଟି ହୋଇଗଲାଣି। କିନ୍ତୁ ଏହାବ୍ୟତୀତ ବହୁ ସମସ୍ୟା ଓ ପ୍ରସଙ୍ଗ ଜନସାଧାରଣଙ୍କ…
Archives


