ଆଇନର ନବୀକରଣ ଲୋଡ଼ା
ଡ.ମୌସୁମୀ ପରିଡ଼ା କୌଣସି ଦୁର୍ଘଟଣାର ପୁନରାବୃତ୍ତି ଘଟିବା ଦୁର୍ଭାଗ୍ୟଜନକ। ସେଥିପାଇଁ ଆଇନକାନୁନ, ବ୍ୟବସ୍ଥା ବଦଳିବା ଜରୁରୀ। ଜନବହୁଳ ଦେଶରେ ଅସରନ୍ତି ସମସ୍ୟା ରହିବ, କିନ୍ତୁ ତା’ର ନିରାକରଣର ପଥ ସୁଗମ ହେବା ଉଚିତ। ଆବଶ୍ୟକ ସ୍ଥଳେ ନିୟମ ବଦଳିବା,...
ଆସ, ଚନ୍ଦ୍ରଗ୍ରହଣ ଦେଖିବା
ଡ. କମଳାକାନ୍ତ ଜେନା ଆସନ୍ତା ୨୮ ତାରିଖ, ଶନିବାର ରାତିରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଏହା ଓଡ଼ିଶା ସମେତ ସାରା ଭାରତରେ ଦୃଶ୍ୟମାନ ହେବ। ପୁରୀରେ ରାତି ୧ଟା ୫ ମିନିଟ୍ ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ...
ଆଣ୍ଟିବାୟୋଟିକ୍ ଅଭାବ
ମାନିକା ବାଲାସେଗାରାମ ଆଣ୍ଟିବାୟୋଟିକ୍ସର ଅତ୍ୟଧିକ ବ୍ୟବହାର ଶରୀରରେ ଆଣ୍ଟିମାଇକ୍ରୋବାୟାଲ ରେଜିଷ୍ଟାନ୍ସ (ଏଏମ୍ଆର୍)ର କାରଣ ବୋଲି ଅଧିକ ଲୋକ ଜାଣନ୍ତି। ବହୁ ସମୟରେ ଏହାକୁ ‘ସାଇଲେଣ୍ଟ ପାଣ୍ଡେମିକ’ ବା ନୀରବ ମହାମାରୀ କୁହାଯାଏ। କିନ୍ତୁ ଆଣ୍ଟିବାୟୋଟିକ୍ସର ଅଭାବ ବି ଏଏମ୍ଆର୍...
ଏଇ ଭାରତରେ
ପହଁରା (ସୁଇମିଂ) ଶିଖି ନ ଥିବା ପିଲାଙ୍କର ଏବେ ପାଣିରେ ବୁଡ଼ି ମୃତ୍ୟୁ ହେବା ଘଟଣା ଅଧିକ ସାମ୍ନାକୁ ଆସୁଛିି। ତେବେ ଏହାର ପ୍ରତିକାର ପାଇଁ ମାଗଣାରେ ପିଲାଙ୍କୁ ପହଁରା ଶିଖାଉଛନ୍ତି କେରଳର ୬୩ ବର୍ଷୀୟା ଜାନକୀ ଆମ୍ମା। ପିଲାମାନଙ୍କ...
ଜଘନ୍ୟ ଯୁଦ୍ଧନୀତି
ମାୟାଧର ନାୟକ ମଧ୍ୟପ୍ରାଚ୍ୟ ଇସ୍ରାଏଲ୍-ପାଲେଷ୍ଟାଇନ୍-ଗାଜାରେ ଆମେରିକା ରାଷ୍ଟ୍ରପତି ବାଇଡେନ୍, ଇଂଲଣ୍ଡ ପ୍ରଧାନମନ୍ତ୍ରୀ ସୁନକ ପହଁଞ୍ଚି ନିଆଁରେ ଘିଅ ଢାଳୁଛନ୍ତି। ରୁଷ୍ ରାଷ୍ଟ୍ରପତି ପୁଟିନ୍ ଚାଇନା ଯାଇ ରାଷ୍ଟ୍ରପତି ଜୀ’ଙ୍କ ସଙ୍ଗେ ଗୁପ୍ତମନ୍ତ୍ରଣା କରିଛନ୍ତି। ଗାଜା ହସ୍ପିଟାଲ ଉପରେ ବୋମା...
ଯେମିତି ପ୍ରଜା ସେମିତି ରାଜା
ଯଚିଦାନନ୍ଦ ଦାଶ ବହୁ ପୁରାତନ କାଳର ଲୋକ କଥାଟିଏ ରହିଆସିଛି – ”ଯେମିତି ରାଜାକୁ ସେମିତି ପ୍ରଜା“, ଯାହାକି ରାଜତନ୍ତ୍ର ଶାସନର ମୂଳଦୁଆ। ଆଗକାଳରେ ରାଜାମାନେ ଯାହା କରୁଥିଲେ ତାହାକୁ ପ୍ରଜାମାନେ ଅନୁସରଣ କରୁଥିଲେ। ରାଜା ଯାହା କହୁଥିଲେ,...
ଏକଚ୍ଛତ୍ରବାଦର ପତନ
ଜାସେକ୍ ରୋଷ୍ଟୋସ୍କି ଅକ୍ଟୋବର ୧୫ (ରବିବାର)ରେ ଶେଷ ହୋଇଥିବା ପୋଲାଣ୍ଡ ସଂସଦୀୟ ନିର୍ବାଚନରେ ଏକଚ୍ଛତ୍ରବାଦୀ ଶାସକ ଦଳ ଲ ଆଣ୍ଡ୍ ଜଷ୍ଟିସ(ପିଆଇଏସ୍)ର ଶୋଚନୀୟ ପରାଜୟ ଘଟିଛି। ଗଣତନ୍ତ୍ର ସପକ୍ଷବାଦୀ ବିରୋଧୀଦଳଗୁଡ଼ିକ ୫୩.୫% ଭୋଟ ପାଇଥିବାବେଳେ ପିଆଇଏସ୍ ପାଇଛି ମାତ୍ର...
ଏଇ ଭାରତରେ
ନିଜର ଦୁଃଖକଷ୍ଟ ଭୁଲି ଅସହାୟ ପିଲାଙ୍କ ମା’ ସାଜିଛନ୍ତି ଛତିଶଗଡ଼ର କିନ୍ନର ମନିଷା। ୮ଜଣ ପିଲାଙ୍କର ଯତ୍ନ ନେଉଛନ୍ତି। ମନିଷା ବିଭିନ୍ନ ଜାଗାରେ କାମକରି ଯାହା ରୋଜଗାର କରନ୍ତି, ସେଥିରେ ସେମାନଙ୍କର ଖର୍ଚ୍ଚ ତୁଲାଉଛନ୍ତି। ମନିଷାଙ୍କ ପିଲାଦିନ ବହୁ କଷ୍ଟରେ...
ନାରୀଜାତିର ପ୍ରତୀକାତ୍ମକ ପୂଜା
ଯଶସ୍ବିନୀ ପଟ୍ଟନାୟକ ମା’ ଶବ୍ଦରେ ଭରିରହିଛି ଅମୃତର ଉଚ୍ଛ୍ବାସ। ଯୁଗ ଯୁଗ ଧରି ସ୍ମରଣ କରିଛନ୍ତି ଦେବତା, ଦାନବ ଆଉ ମାନବ। ମା’ ବାରମ୍ବାର ଆବିର୍ଭୂତା ହୁଅନ୍ତି ସନ୍ତାନର ଆକୁଳ ପ୍ରାର୍ଥନାରେ। ମା’ର ଇଚ୍ଛା ସଦା ପୂର୍ଣ୍ଣହୁଏ। ସେ...
ଭଗବତୀ: ଅଳ୍ପାୟୁ, କିନ୍ତୁ ମରଣଜୟୀ
ଡ. ହୃଷୀକେଶ ମଲ୍ଲିକ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ସମସମୟର ପ୍ରତିକୂଳତା ବିପକ୍ଷରେ ଲଢ଼ିବାର ପ୍ରତିବଦ୍ଧତା ନେଇ ଜନ୍ମିଥିବା ଇତିହାସର ଏକ ଅମୋଘ ଅସ୍ତ୍ର। ମାତ୍ର ୩୫ ବର୍ଷର ଜୀବଦ୍ଦଶା(୧୯୦୮-୧୯୪୩) ମଧ୍ୟରେ ସେ କେବଳ ଓଡ଼ିଶା ନୁହେଁ କି...
ଯୁଦ୍ଧପ୍ରିୟ ନେତା
ଯୁଦ୍ଧ ପରେ କେବଳ ଶ୍ମଶାନର ନୀରବତା ରହିଯାଏ। ଏବେ ଲାଗୁଛି ଯେମିତି ଶ୍ମଶାନ ୟୁକ୍ରେନ୍ରୁ ପାଲେଷ୍ଟାଇନ୍କୁ ଚାଲିଯାଇଛି। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜୋର୍ଦାର ଲାଗି ରହିଥିବା ବେଳେ ଏବେ ଆଉ ଏକ ନୂତନ ଯୁଦ୍ଧକ୍ଷେତ୍ର ପାଲେଷ୍ଟାଇନ୍ରେ ସୃଷ୍ଟି ହୋଇଯାଇଛି।...
ଏଇ ଭାରତରେ
ସମ୍ପ୍ରଦାୟରେ ପ୍ରଥମ ପିଢ଼ିର କେହି ଜଣେ ପିଲା ଶିକ୍ଷାରେ ଡିଗ୍ରୀ ହାସଲ କଲେ ପୂରା ସମ୍ପ୍ରଦାୟ ତାଙ୍କ ପାଇଁ ଗର୍ବ ଅନୁଭବ କରେ। କେବଳ ଏତିକି ନୁହେଁ, ଶିକ୍ଷା କ୍ଷେତ୍ରରେ ପଛରେ ଥିବା ଅନ୍ୟ ବର୍ଗ ପାଇଁ ସେ ପ୍ରେରଣା...
Archives


