ସମ୍ପାଦକୀୟ

ଉତ୍କଳ ଦଧୀଚି ଭଗବତୀ

ଡ. ହୃଷୀକେଶ ମଲ୍ଲିକ   ଭଗବତୀ ଚରଣ ପାଣିଗ୍ରାହୀ ୧୯୦୮ ମସିହା ଫେବୃଆରୀ ପହିଲାରେ ଅବିଭକ୍ତ ପୁରୀ ଜିଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ସ୍ବପ୍ନେଶ୍ୱର ପାଣିଗ୍ରାହୀ ଓ ମାତାଙ୍କ ନାମ ସରସ୍ବତୀ ଦେବୀ।…

ଆମ ଭାଷାଭାବନା

ବିଜୟଲକ୍ଷ୍ମୀ ଦାଶ   ‘ଭାଷା’ ହେଉଛି ଗୋଟିଏ ଜାତିର ପରିଚୟ ଓ ଗୌରବ। ଭାଷାର ସୁଦୃଢ଼ ଭିତ୍ତିଭୂମି ଉପରେ ଜାତିର ଅସ୍ମିତା ନିର୍ଭର କରିଥାଏ। ଆମ ଭାଷାଭାବନା ଜାତି ଗଠନ ଓ ବିକାଶରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ପଣ୍ଡିତ ଗୋପବନ୍ଧୁ…

୨୦୨୪: ସମ୍ଭାବନା ନିରାଶାଜନକ

ମାର୍କ ଜନ୍ସ   ୩୦ ଜାନୁଆରୀ ୧୯୩୩ରେ ଆଡ୍‌ଲଫ୍‌ ହିଟ୍‌ଲରଙ୍କୁ ଜର୍ମାନୀର ଚାନ୍‌ସେଲର ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ସମର୍ଥକଙ୍କ ପାଇଁ ଏହା ଥିଲା ଏକ ଜାତୀୟ ବିପ୍ଳବ ଏବଂ ପୁନର୍ଜନ୍ମର ଦିନ। ଉଦାରବାଦ ଗଣତାନ୍ତ୍ରିକ ଓ୍ବିମାର ସରକାର( ୧୯୧୮ ରାଜତନ୍ତ୍ର…

କେବଳ ଅନ୍ଧକାର

ନିକଟରେ ଆମେରିକାର ଜର୍ଜିଆରେ ଭାରତରୁ ଯାଇଥିବା ବିବେକ ସାଇନଙ୍କୁ ସେଠାକାର ଜଣେ ଗୃହହୀନ ବ୍ୟକ୍ତି ହାତୁଡ଼ିରେ ବାରମ୍ବାର ଆଘାତକରି ହତ୍ୟା କରିଥିଲେ। ତଥାପି ଆମେରିକାକୁ ଯିବା ପାଇଁ ଛାତ୍ରୀଛାତ୍ରଙ୍କ ଭିଡ଼ ଅବ୍ୟାହତ ରହିଛି। ପ୍ରାୟ ପ୍ରତିବର୍ଷ ଆମେରିକା କିମ୍ବା କାନାଡା ଯାଉଥିବା…

ସେମାନେ ବି ମଣିଷ

ଗୁରୁ ଶିଷ୍ୟମାନଙ୍କୁ ନିଜ ଜୀବନର ଏକ ଘଟଣା ସମ୍ପର୍କରେ ଆଲୋକପାତ କରୁଛନ୍ତି। ତାଙ୍କର ଯେତେବେଳେ ଦୁଇଟି ଯାକ କିଡ୍‌ନୀ ନଷ୍ଟ ହେବା କଥା ଡାକ୍ତର କହିଲେ ସେତେବେଳେ ସେ ଗୃହ ତ୍ୟାଗକରି ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ। ସେ କାଶୀଠାରେ ଅବସ୍ଥାନ…

ଜଳବାୟୁ: ହାନି ଓ କ୍ଷୟକ୍ଷତି

ଜଳବାୟୁ ପରିବର୍ତ୍ତନ ସଙ୍କଟର ବିନାଶକାରୀ ପ୍ରଭାବରେ ସଂଘଟିତ ବିବିଧ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଚରମ ଘଟଣା କ୍ରମଶଃ ଅଧିକ ବିଧ୍ୱଂସକାରୀ ରୂପେ ପ୍ରକଟିତ ହେଉଛି। ଏସବୁ ଘଟଣାର ତୀବ୍ରତା ବୃଦ୍ଧି ଘଟୁଛି ଏବଂ ଭବିଷ୍ୟତରେ ପରିଣାମ ଅଧିକ ଭୟଙ୍କର ହେବାର…

ଏଇ ଭାରତରେ

ପୁରୁଷପ୍ରଧାନ କର୍ମଭୂମିରେ ମହିଳାଙ୍କ ଦକ୍ଷତା ପ୍ରଦର୍ଶନ କିଛି କମ୍‌ କଥା ନୁହେଁ, ଯେମିତି କରୁଛନ୍ତି ଆସାମର ମହିଳା ମାହୁନ୍ତ ପାର୍ବତୀ ବରୁଆ। ସେ ଭାରତର ପ୍ରଥମ ମହିଳା ମାହୁନ୍ତ ଯିଏ ସାରା ଜୀବନ ପଥଭ୍ରଷ୍ଟ ହାତୀଦଳକୁ ବାଟ କଢ଼ାଇନେବା କିମ୍ବା ଆହତ…

ରାଶିଫଳ: ବୁଧବାର, ଜାନୁଆରୀ ୩୧ ତାରିଖ – Daily Horoscope

ମେଷ ଆଜି ଅତୀତ ଘଟଣା ମନରେ ଆଲୋଡ଼ନ ସୃଷ୍ଟି କରିବା କାରଣରୁ ନିରୁତ୍ସାହିତ ରହିବେ। ପ୍ରିୟଜନଙ୍କ ସହ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବାର ସୂଚନା ରହିଛି। ସାମାଜିକ ସ୍ତରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଈର୍ଷାପରାୟଣ…

ଏଇ ଭାରତରେ

ମନ୍ଦିରର ଛଡ଼ାଫୁଲକୁ ବ୍ୟବହାରକରି ପରିବେଶ ଉପଯୋଗୀ ଏୟାର ଫ୍ରେଶ୍‌ନର ତିଆରି କରିଛନ୍ତି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ(ଆନ୍ଧ୍ରପ୍ରଦେଶ)ର ଛାତ୍ର ରାଜୀବ ଶର୍ମା। ଏହାର ନାମ ରଖିଛନ୍ତି ଆଲିଭ ସ୍ମାର୍ଟ ଏୟାର ଫ୍ରେଶ୍‌ନର। ରାଜୀବ ରହୁଛନ୍ତି ଜାମଶେଦପୁରରେ ଓ ସହରର ୩୦ରୁ ଊର୍ଦ୍ଧ୍ୱ…

କର୍ମ ବିମୁଖତା ଦୂରହେଉ

ବୈକୁଣ୍ଠନାଥ ମିଶ୍ର ଏକବିଂଶ ଶତାବ୍ଦୀର ଦୁଇ ଦଶନ୍ଧି ଅତିକ୍ରାନ୍ତ ହୋଇଛି। ଆର୍ଥିକ, ସାମାଜିକ ଓ ଶିକ୍ଷା ସଂସ୍କୃତିର ଏକ ଉତ୍କୃଷ୍ଟ ସୋପାନରେ ମଣିଷ ପାଦ ଥାପିଛି। ବୈଜ୍ଞାନିକ ଉକତ୍ର୍ଷ ଲାଭ କରିବାରେ ସଫଳ ପ୍ରୟାସ ଜାରି ରଖିଛି। ଏସବୁ ସଫଳତା ସତ୍ତ୍ୱେ…

ଗାନ୍ଧୀ ବିଚାରକୁ ହତ୍ୟା

ଅକ୍ଷୟ କୁମାର ମିଶ୍ର ଗାନ୍ଧିଜୀଙ୍କ ମୃତ୍ୟୁ ୭୫ ବର୍ଷ ଅତିକ୍ରାନ୍ତ ହେଲାଣି। ତାହା ପୁଣି ସ୍ବାଭାବିକ ମୃତ୍ୟୁ ନୁହେଁ, ନିର୍ମମ ହତ୍ୟା। ଏହା ସତ୍ତ୍ୱେ ଏ ଦେଶର କୋଟି କୋଟି ଜନତା ଗାନ୍ଧିଜୀଙ୍କୁ ଭୁଲିନାହାନ୍ତି। ଆଜି ଆବାଳ ବୃଦ୍ଧ ବନିତାଙ୍କ ହୃଦୟରେ…

ବାର୍ଦ୍ଧକ୍ୟର ବେଦନା

ସଂଗ୍ରାମ କେଶରୀ ପୃଷ୍ଟି ଜୀବନସାରା ଯାବତୀୟ ବୋଝକୁ ମୁଣ୍ଡାଇ ମୁଣ୍ଡାଇ, ମୁଣ୍ଡ ଝାଳ ତୁଣ୍ଡରେ ମାରି ଲହୁଲୁହାଣ ହୋଇ ଖଟୁଥିବା ମଣିଷଟି କେତେବେଳେ ଯେ ଆସି ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚି ଯାଇଥାଆନ୍ତି, ସେକଥା ସେ ନିଜେ ମଧ୍ୟ ଜାଣିପାରନ୍ତି ନାହିଁ। ବୁଝିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri