ରାଜ୍ୟପାଳଙ୍କ ଅସ୍ତିତ୍ୱ ଓ କ୍ଷମତା
ଦେଶରେ ରାଜନୈତିକ ପରିସ୍ଥିତିକୁ ଦେଖିଲେ ରାଜ୍ୟପାଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଂଯୋଗର ସେତୁ ରୂପେ କାର୍ଯ୍ୟକରି ସମ୍ବିଧାନକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି। ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ତୃଣମୂଳ କଂଗ୍ରେସ ଇସିଙ୍କୁ ଅଭିଯୋଗ କରିଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟଧାରା ଉପରେ…
ଦିବ୍ୟାଙ୍ଗଙ୍କ ଶ୍ରୀଜଗନ୍ନାଥ ଦର୍ଶନ
ଅନେକ ଦିନ ପୂର୍ବରୁ ଦିବ୍ୟାଙ୍ଗମାନଙ୍କୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଜିଲା ପ୍ରଶାସନ ଏଂ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଦାୟିତ୍ୱ ହୋଇଥିବାରୁ ସର୍ବୋପରି ଶ୍ରୀଜଗନ୍ନାଥ ମନ୍ଦିରର ଆଭ୍ୟନ୍ତରୀଣ ସ୍ଥିତି…
ଏଇ ଭାରତରେ
ଜମି ନ ଥିଲେ ଚିନ୍ତା ନାହିଁ। ଘର ଛାତ ଉପରେ ବି ଚାଷ କରି ଭଲ ରୋଜଗାର କରିହେବ, ଯାହାର ଏକ ଉଦାହରଣ ହେଉଛନ୍ତି ରେମା ଦେବୀ। ସେ ଛାତ ଉପରେ ପନିପରିବା ଫସଲ କରି ମାସକୁ ୬୦ ହଜାର ଟଙ୍କା…
ଏଇ ଭାରତରେ
କୃଷି ଇଞ୍ଜିନିୟରିଂ ପାସ୍ କରିବା ପରେ ଡ୍ରାଗନ ଫ୍ରୁଟ୍ସ ଚାଷ କରି ବର୍ଷକୁ ୨ କୋଟି ଟଙ୍କା ରୋଜଗାର କରୁଛନ୍ତି ମହାରାଷ୍ଟ୍ରର ମହେଶ ଅଶାବେ। ସେ ଆଗାମୀ ପିଢ଼ିଙ୍କୁ ବାଟ ଦେଖାଇଛନ୍ତି। ଥରେ ଡ୍ରାଗନ ଚାଷ ଆରମ୍ଭ କଲେ ଏହା ୨୦ରୁ…
ବହୁରୂପୀ
ନିମାଇଁ ଚରଣ ଲେଙ୍କା କେହି ଯଦି ମୋତେ ୧ କି.ଗ୍ରା. ଜିଅନ୍ତା ବେଙ୍ଗ ନିକିତିରେ ଓଜନକରି ଦେଇପାରିବେ, ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ କରିଦେଇପାରିବି। କାରଣ ଏଭଳି ଉଚ୍ଚ ଆସନ ପାଇଯିବା ବରଂ ସହଜ, କିନ୍ତୁ ‘ବେଙ୍ଗ ଓଜନ’ କାର୍ଯ୍ୟଟି…
ଖାଦ୍ୟ ନଷ୍ଟ ଏକ ବୈଶ୍ବିକ ବିପର୍ଯ୍ୟୟ
ଡ. ମନୋରଞ୍ଜନ ପ୍ରଧାନ ଖାଦ୍ୟ ନଷ୍ଟ ଭଳି ଏକ ସାଂଘାତିକ ବିପର୍ଯ୍ୟୟ ସମ୍ବନ୍ଧରେ ଆଲୋକପାତ ପୂର୍ବରୁ ଛୋଟ ଘଟଣାଟି ଅବତାରଣା କରୁଛି। ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହଜାର ହଜାର ଲୋକଙ୍କ ସହ ପଂକ୍ତି ଭୋଜନରେ ବସିଥାଏ। ସେବିକା ସେବକମାନେ…
ଦୋଷୀ ଏନ୍ସିଇଆର୍ଟି
ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଅନୁବନ୍ଧିତ ସ୍କୁଲଗୁଡ଼ିକରେ ପିଲାସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ୨୦୨୪- ୨୫ ଶିକ୍ଷା ବର୍ଷ ପ୍ରାରମ୍ଭରୁ ବହି ଅଭାବ ସମସ୍ୟା ସାମ୍ନାକୁ ଆସିଛି। ଏଭଳି ବହିର ଅଭାବ ଚଳିତ ବର୍ଷ ପ୍ରଥମ ଥର ପାଇଁ…
ଏଇ ଭାରତରେ
ସିଙ୍ଗଲ ୟୁଜ୍ଡ ବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ପରିବେଶ ପ୍ରଦୂଷଣର ଏକ ବଡ଼ କାରଣ ପାଲଟିଛି। ଏହି ସମସ୍ୟାର ସମାଧାନ ଲାଗି ଦେଶରେ ଅନେକ ବ୍ୟକ୍ତି ବିକଳ୍ପ ଉତ୍ପାଦ ତିଆରି କରୁଛନ୍ତି। କିଏ ପରିବେଶ ଉପଯୋଗୀ କପ୍, ଚାମଚ ଓ ପ୍ଲେଟ୍…
ଦ୍ୱିତୀୟ ବୃନ୍ଦାବନ ଗାର୍ଡେନ
ଅଧ୍ୟାପକ ଗୋପବନ୍ଧୁ ଅନେକେ କର୍ନାଟକରେ ଥିବା ବୃନ୍ଦାବନ ଗାର୍ଡେନକୁ ଯାଇଥିବେ ଅଥବା ଏହା ସମ୍ବନ୍ଧରେ ଶୁଣିଥିବେ। ଯିଏ ଥରେ ସେଠାକୁ ଯାଇଛନ୍ତି ସେ କେବେ ଏହାର ମନୋରମ ପରିବେଶକୁ ଭୁଲିପାରିବେ ନାହିଁ। ଏହା ମହୀଶୂର ନଗରୀଠାରୁ ୧୨ କି.ମି. ଦୂରରେ…
ହସ: ଖୁସି ଜୀବନର ମୂଳମନ୍ତ୍ର
ପ୍ରକାଶ ତ୍ରିପାଠୀ ଘରପାଖ ପାର୍କରେ କିଛି ବନ୍ଧୁଙ୍କ ସହ ପ୍ରାତଃ ଭ୍ରମଣ କରୁଥିବା ବେଳେ ହଠାତ୍ ଏକ ଅସ୍ବାଭାବିକ ଚିତ୍କାର ଶୁଣି ସଭିଏଁ ଚମକି ପଡ଼ିଲୁ। ଚାରିକଡ଼କୁ ଚାହିଁ ଦେଖୁ ତ କିଛି ପୁରୁଷ ଓ ମହିଳା ଠିଆହୋଇ ହସିବାର…
କେହି ଚିରସ୍ଥାୟୀ ନୁହେଁ
ଆଲୋଚନା ହେଉଛି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି ଯାଞ୍ଚ ସଂସ୍ଥାକୁ ବ୍ୟବହାର କରି ଭାରତୀୟ ଜନତା ପାର୍ଟି (ଭାଜପା) ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଦିଲ୍ଲୀ…
ଏଇ ଭାରତରେ
ସାଧାରଣରେ ଅନେକ ଶିକ୍ଷିତ ଯୁବକ କୁହନ୍ତି, ଚାଷରେ ଭଲ ଲାଭ ହେଉନାହିଁ। କିନ୍ତୁ ଏଭଳି ଯୁକ୍ତିକୁ ମିଥ୍ୟା ପ୍ରମାଣ କରିଛନ୍ତି କେରଳର ଜିତୁ ଥୋମାସ୍। ସେ ଓ ତାଙ୍କ ମା’ ଛତୁ ଚାଷକରି ଦିନକୁ ୪୦,୦୦୦ ଟଙ୍କା ରୋଜଗାର କରୁଛନ୍ତି। ଜିତୁ…
Archives


