ଜୀବନରେ ବର୍ଣ୍ଣର ଭୂମିକା
ଧ୍ରୁବ ଚରଣ ଘିବେଲା ଜୀବନରେ ବର୍ଣ୍ଣର ଭୂମିକା ଥାଏ ଅନେକ। ପୁଣି ତାହା ଥାଏ ବିବିଧ ଆକାରରେ ଓ ପ୍ରକାରରେ। ଜୀବନ ମହାର୍ଘ। ଜୀବନ ମୂଲ୍ୟବାନ୍। ଜୀବନ ଜିନ୍ଦାବାଦ୍। ଜୀବନ ସଦା ମୂଲ୍ୟଯୁକ୍ତ ମୂଲ୍ୟ ଆଧାରିତ। ଜୀବନ ଅର୍ଥପୂର୍ଣ୍ଣ। ଜୀବନର ଅର୍ଥ/ମୂଲ୍ୟ…
ଦୁଇଟି ଯୁଦ୍ଧ
କୋଭିଡ୍ ମହାମାରୀକୁ ମୁକାବିଲା କରି ପୃଥିବୀ ଆର୍ଥିକ ଓ ସାମାଜିକ ସ୍ଥିରତା ଚାହୁଁଥିବା ବେଳେ ପ୍ରଥମେ ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବା ପରେ ୭ ଅକ୍ଟୋବର ୨୦୨୩ରୁ ଗାଜାରେ ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।…
ଏଇ ଭାରତରେ
ଡାକ୍ତରଖାନାରେ ବାହାଘର! ଯେଉଁଠି ସମସ୍ତେ ରୋଗରୁ ମୁକ୍ତି ପାଇବା ପାଇଁ ଆସନ୍ତି ସେଠି ପୁଣି ବିବାହ ଭଳି ଏକ କାର୍ଯ୍ୟ। କଥାଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ଏଠାରେ ଏକ…
ସୀମା ଭିତରେ ଜିଇବା
ବିପ୍ଳବ ମଣିଷ ଗୋଟିଏ ସାମାଜିକ ପ୍ରାଣୀ। ତେଣୁ ସାମାଜିକ ବିଧି ବ୍ୟବସ୍ଥା ଭିତରେ ଏକ ଶୃଙ୍ଖଳିତ ଜୀବନଯାପନ ପାଇଁ ଅନେକ ସୀମାରେଖା ତା’ ପାଇଁ ରହିଛି। କିଛି ସୀମାରେଖା ସମ୍ବିଧାନ ଟାଣିଚି, କିଛି ସୀମାରେଖା ସମାଜ ଟାଣିଚି। କିଛି ସୀମାରେଖା…
ଲିଙ୍ଗଗତ ନିରପେକ୍ଷତାର ବାର୍ତ୍ତା
ଡ. ସନ୍ତୋଷ କୁମାର ମହାପାତ୍ର ଲିଙ୍ଗଗତ ବ୍ୟବଧାନ, ବିଭିନ୍ନ ଲିଙ୍ଗର ଲୋକଙ୍କ ମଧ୍ୟରେ ଆପେକ୍ଷିକ ପାର୍ଥକ୍ୟ, ଯାହା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ ହୁଏ। ସାମାଜିକ, ରାଜନୈତିକ, ବୌଦ୍ଧିକ, ସାଂସ୍କୃତିକ, ବୈଜ୍ଞାନିକ ଏବଂ ଅର୍ଥନୈତିକ ସଫଳତା କିମ୍ବା ମନୋଭାବରେ…
ଗୋଟିଏ ନିଯୁକ୍ତି ୩.୨ କୋଟି
୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରରେ ଭାଜପା ସରକାର ଗଢ଼ିଆସିଥିଲା। ନାମକୁମାତ୍ର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାର କୁହାଯାଉଥିଲେ ମଧ୍ୟ ସହଯୋଗୀ ଦଳଗୁଡ଼ିକର କୌଣସି ଗୁରୁତ୍ୱ ରହୁ ନ ଥିଲା। ୨୦୨୪ ନିର୍ବାଚନରେ ଭାଜପାର ‘୪୦୦ ପାର୍’ ଧ୍ୱନି ବିଫଳ ହେବା…
ଏଇ ଭାରତରେ
ଅଦରକାରୀ ପୁରୁଣା ଜିନିଷର ପୁନଃବ୍ୟବହାର କରି ଏକ ସୁନ୍ଦର ବଗିଚା କରିଛନ୍ତି ଉତ୍ତରପ୍ରଦେଶ ମିରଟର ସୁରଭି ଯାଦବ। ସେ ଅଦରକାରୀ ବୋତଲ, ବାସନ ଏବଂ ଅନ୍ୟାନ୍ୟ ବର୍ଜ୍ୟକୁ ଉପଯୋଗ କରି ବଗିଚାରେ ୩୦୦ରୁ ଅଧିକ ଗଛ ଲଗାଇଛନ୍ତି। ଏହିି ବଗିଚା ତାଙ୍କ…
ବାପା: ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ
ସଂଗ୍ରାମ କେଶରୀ ପୃଷ୍ଟି ଅସରା ଅସରା ଦୁଃଖକୁ ହୃଦୟରେ ଚାପି, ଛାତିକୁ ପଥରକରି ସନ୍ତାନକୁ ଏ ଦୁନିଆରେ ପରିଚିତ କରାଇବା ପାଇଁ ନିଜର ଲୁହ ଲହୁ ଢାଳି ଚାଲିଥିବା ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ ହେଉଛନ୍ତି- ବାପା। ଯାବତୀୟ ଝଡ଼ଝଞ୍ଜା ଭିତରେ…
ପରିବେଶ ସୁରକ୍ଷାରେ ଗ୍ରହର ସୁରକ୍ଷା
ଇଂ. ପ୍ରକାଶ କୁମାର ମହାନ୍ତି ପଞ୍ଚ ମହାଭୂତ- ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶକୁ ନେଇ ସମଗ୍ର ପ୍ରକୃତିର ସୃଷ୍ଟି। ଆଜି ପ୍ରକୃତିର ସମସ୍ତ ଉପାଦାନ ପ୍ରଦୂଷିତ। ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ, ପରିବେଶ ପ୍ରଦୂଷଣ ପାଇଁ ଏହି ପୃଥିବୀରୁ…
ନୂଆ କ୍ୟାବିନେଟ୍
ଭାରତର ନୂତନ ସରକାରର ନୂଆ କ୍ୟାବିନେଟ୍ ଏକ ପୁରୁଣା କ୍ୟାବିନେଟ୍। ଏଥିରେ ସ୍ବରାଷ୍ଟ୍ର, ଅର୍ଥ, ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନେ ପୂର୍ବଭଳି ରହିଛନ୍ତି। ଏହି ୪ଜଣଙ୍କୁ ସରକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି ଏବଂ ସରକାର ସେମାନଙ୍କୁ ସୁରକ୍ଷା କମିଟିର ସଦସ୍ୟ ଭାବେ…
ଏଇ ଭାରତରେ
ଏମିତି ଏକ ପଦକ୍ଷେପ, ଯେଉଁଥିରେ ଘରକୁ ଥଣ୍ଡା ରଖାଯାଉଛି। ବାସ୍ତବରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ମୁକ୍ତି ପାଇବାରେ ଏହା ଏକ ପ୍ରଶଂସନୀୟ କାର୍ଯ୍ୟ। ଗୁଜରାଟ ଅହମଦାବାଦର ମହିଳା ହାଉସିଂ ଟ୍ରଷ୍ଟ(ଏମ୍ଏଚ୍ଟି) ମାଧ୍ୟମରେ ଏହି କାର୍ଯ୍ୟ ଜାରି ରହିଛି। ଏହିି ଟ୍ରଷ୍ଟ…
ସୁଖ, ଶାନ୍ତି ପାଇବାର ପଥ
ଡ. ଭାରତ ଭୂଷଣ ରଥ ସାଧାରଣତଃ ଦୁଇଟି ପ୍ରମୁଖ ତତ୍ତ୍ୱକୁ ନେଇ ପ୍ରାଣୀ ବଞ୍ଚତ୍ରହେ। ଗୋଟିଏ ହେଉଛି ଆତ୍ମା ଅନ୍ୟଟି ଶରୀର। ଆତ୍ମାର ଅବସ୍ଥିତି ପାଇଁ ଶରୀର ଆବଶ୍ୟକ। ସମସ୍ତ ପ୍ରାଣୀ ନିଜର ଶରୀର ମାଧ୍ୟମରେ ଆତ୍ମାକୁ ଧାରଣ କରନ୍ତି। ଗର୍ଭସ୍ତ…
Archives


