ସମ୍ପାଦକୀୟ

ଓଡ଼ିଆ ଲିପି ଓ ଭାଷାର ଉତ୍ସ ସନ୍ଧାନ

ଡ. ହୃଷୀକେଶ ମଲ୍ଲିକ   ଓଡ଼ିଆ ଲିପି ଓ ଭାଷାର ଉତ୍ସ ସନ୍ଧାନ ପ୍ରସଙ୍ଗରେ ଇତିହାସର ବହୁ ଉନ୍ମୋଚିତ ହୋଇ ନ ଥିବା ଅଧ୍ୟାୟ ଯେକୌଣସି ଗବେଷକଙ୍କ କୌତୂହଳ କେବଳ ଉଦ୍ଦୀପିତ କରେନାହିଁ, ବରଂ ଓଡ଼ିଆ ଲିପି ଓ ଭାଷାର ବିବର୍ତ୍ତନକୁ…

ରାଜନୀତି କେଳେଙ୍କାରିର ସଂସ୍କୃତିକୁ ଉଧୋଉଛି

ସହଦେବ ସାହୁ   ଭାରତର ଆଇନ ନ ମାନୁଥିବା ଅର୍ଥବ୍ୟବସ୍ଥା କେଳେଙ୍କାରିର ସଂସ୍କୃତିକୁ ଉଧୋଉଛି। କର୍ପୋରେଟ୍‌ ପରିଚାଳନାରେ ମାଲ୍‌ ପ୍ରାକ୍ଟିସ୍‌ (ଅବୈଧ କାରବାର) ଯଥା କମ୍ପାନୀର ମାଲିକ ଓ କମ୍ପାନୀ ଚାଲୁ କରିଥିବା ଲୋକ ପୁଞ୍ଜି ଲଗାଇଥିବା ଲୋକମାନଙ୍କୁ ଠକନ୍ତି। ରାଜନେତାଙ୍କ…

ବିଚାରଧାରାରୁ ଦୂରରେ

ଭାରତୀୟ ଜନତା ପାର୍ଟି(ଭାଜପା) ତା’ ଓ୍ବେବ୍‌ସାଇଟ୍‌ରେ କହିଛି, “ଅବିଭାଜ୍ୟ ମାନବବାଦର ଦର୍ଶନ ବା ବିଚାରଧାରା ଏକକକୁ ସୂଚିତ କରେ ଯାହାର କେବଳ ଭୌତିକ ବିଷୟ ନୁହେଁ ବରଂ ଆଧ୍ୟାତ୍ମିକ ଦିଗ ରହିଛି। ଏହା ଅର୍ଥନୈତିକ ବିକାଶର ଏକକ ଅବିଚ୍ଛେଦ୍ୟ ଆଭିମୁଖ୍ୟକୁ ପ୍ରକାଶ…

ଏଇ ଭାରତରେ

ବେଙ୍ଗାଲୁରୁର ୪ ଜଣ ସାଙ୍ଗ ୧ଟଙ୍କା ମୂଲ୍ୟରେ ଗରିବ ଲୋକଙ୍କୁ ପୋଷାକ ଯୋଗାଇ ଦେଉଛନ୍ତି। ମେଲିଶା ନୋରା, ବିନୋଦ୍‌ ଲୋବୋ, ନୀତିନ କୁମାର ଏବଂ ବିଗ୍‌ନେଶ ‘ଇମାଜିନ୍‌ ଟ୍ରଷ୍ଟ’ ଗଠନ କରି ତା’ରି ମାଧ୍ୟମରେ ପୋଷାକ ଦେଉଛନ୍ତି। ଟ୍ରଷ୍ଟର ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା…

ବିପୁଳ ବିଶ୍ୱର ମଧୁମୟ ଆମନ୍ତ୍ରଣ

ପ୍ର. ପ୍ରସନ୍ନ କୁମାର ସ୍ବାଇଁ ମାଟି-ମାଆ-ମଣିଷ ପ୍ରତ୍ୟେକ ପରସ୍ପର ପରିପୂରକ-ଅନ୍ତରଙ୍ଗ ଏବଂ ସର୍ବଦା ନିବିଡ଼। ମାଆ ସହିତ ଓତପ୍ରୋତ ଜଡ଼ିତ ମାତୃଭୂମି ଓ ମାତୃଭାଷା। ସେଥିପାଇଁ କବି କଣ୍ଠରୁ ଶୁଭିଥାଏ- ‘ମାତୃଭୂମି ମାତୃଭାଷା ଉଭୟ ଜନନୀ / ସେବ ତାଙ୍କୁ ଭକ୍ତିଭରେ…

ସାମ୍ପ୍ରତିକ ପେନ୍‌ସନ ଆନ୍ଦୋଳନ

ବୃହସ୍ପତି ସାମଲ ଏକକ ଭାବେ ନିଜ ନିଜ ସଂଗଠନ ଜରିଆରେ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ଶ୍ରମିକ ଓ କର୍ମଚାରୀମାନେ ସମସ୍ତଙ୍କ ପାଇଁ ମାସିକ ସର୍ବନିମ୍ନ ନ’ ହଜାର ଟଙ୍କାର ପେନ୍‌ସନ ବ୍ୟବସ୍ଥା, ନୂତନ ପେନ୍‌ସନ ଯୋଜନା ଅଥବା ଜାତୀୟ ପେନ୍‌ସନ…

ପଦୋନ୍ନତିରେ ବିଳମ୍ବ

ୟୁପିଏସ୍‌ସି ଦ୍ୱାରା ଡିଏଏନ୍‌ଆଇସିଏସ୍‌ (ଦିଲ୍ଲୀ, ଆଣ୍ଡାମାନ ଆଣ୍ଡ୍‌ ନିକୋବର ଆଇଲାଣ୍ଡ୍‌ସ ସିଭିଲ ସର୍ଭିସ)କ୍ୟାଡର ଅଧିକାରୀଙ୍କ ପାଇଁ ବିଭାଗୀୟ ପଦୋନ୍ନତି କମିଟିର ଶେଷ ବୈଠକ ଡିସେମ୍ବର ୨୦୧୯ରେ ଅନୁଷ୍ଠିତ ହୋଇଥିଲା। ଫଳସ୍ବରୂପ ଜାନୁୟାରୀ ୨୦୨୦ରେ ୧୯ ଜଣ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି ଦିଆଯାଇଥିଲା।…

ପାଶ୍ଚାତ୍ୟର ସମ୍ବେଦନହୀନ ଆଭିମୁଖ୍ୟ

ଗାଜାରେ ୪ ମାସ ହେଲାଣି ଯୁଦ୍ଧ ଚାଲିିଛି। ଇସ୍ରାଏଲ୍‌ର ଭୟଙ୍କର ସାମରିକ ଅଭିଯାନ ଏବଂ ପାଶ୍ଚାତ୍ୟ ସରକାରଗୁଡ଼ିକର ଏହାକୁ ନିରନ୍ତର ସମର୍ଥନକୁ ନେଇ ମଧ୍ୟପ୍ରାଚ୍ୟ ଏବଂ ଗରିବ ତଥା ନିମ୍ନ ବିକାଶଶୀଳ ଦେଶଗୁଡ଼ିକ(ଗ୍ଲୋବାଲ ସାଉଥ୍‌) ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମତରେ…

ରାମରାଜ୍ୟ କେତେ ବାସ୍ତବ

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ଯୁଗର ଆରମ୍ଭ ହୋଇଛି ବୋଲି କୁହାଯାଉଛି। ଅର୍ଥାତ୍‌ ‘ଅଚ୍ଛେଦିନ୍‌’ସ୍ଲୋଗାନ ପରେ ‘ରାମ ରାଜ୍ୟ’ କଥା କୁହାଯାଉଛି। ମହାତ୍ମା ଗାନ୍ଧୀ ‘ରାମରାଜ୍ୟ’ କଥା ଉଠାଇଥିଲେ। ସେ ରାମାୟଣର ଶିକ୍ଷା ଦ୍ୱାରା ବହୁ ପ୍ରଭାବିତ ହୋଇଥିଲେ।…

କ୍ଷେତରେ ବିଷ

ଓଡ଼ିଶାର କୃଷକମାନେ ପ୍ରାୟତଃ ଏବେ ବି ରାସାୟନିକ ସାର ଓ କିଟନାଶକ ପ୍ରୟୋଗ କରି ଫସଲ ଅମଳ କରୁଛନ୍ତି। ଏସବୁ ଯେ କେବଳ ନିଜର କ୍ଷେତ ଓ ଫସଲକୁ ବିଷାକ୍ତ କରୁଛି ତା’ ନୁହେଁ, ଜୀବନକୁ ମଧ୍ୟ ବିଷାକ୍ତ କରୁଛି, ଯେଉଁଥିପାଇଁ…

ଏଇ ଭାରତରେ

ଗୋଟିଏ ଜିଲାରେ ମାଣ୍ଡିଆ ଉତ୍ପାଦନ ୩୦୦ ପ୍ରତିଶତ ବୃଦ୍ଧି ହେବା ବିଷୟ କେବେ ଚିନ୍ତା କରିପାରୁଛନ୍ତି? ହଁ, ଏହା ସମ୍ଭବ ହୋଇଛି ଆଇଏଏସ୍‌ ଅଧିକାରୀ ସୁଶାନ୍ତ ଗୌରବଙ୍କ ଉଦ୍ୟମରେ। ଝାଡ଼ଖଣ୍ଡର ଗୁମଲା ଜିଲାକୁ ସେ ମାଣ୍ଡିଆ ରାଜଧାନୀରେ ପରିଣତ କରିଦେଇଛନ୍ତି। ୨୦୧୪…

ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟର ପୁନଃ ଉପଯୋଗ କରି ପ୍ରଦୂଷଣ ହ୍ରାସ କରିବା ପାଇଁ ଯେଉଁମାନେ ପ୍ରୟାସ କରୁଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ଗୁଜରାଟର ମନୀଷ କୋଠାରି । ରିନୋ ମେଶିନ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠା କରି ସେ ଏହି କାର୍ଯ୍ୟ କରୁଛନ୍ତି। ୧୦୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri