ସମ୍ପାଦକୀୟ

ଏଇ ଭାରତରେ

କର୍ନାଟକ ଚିକମାଗାଲୁରର ବି.ଜି.ସୀତାରାମନ, ବିନୟ କୁମାର ଏବଂ ରାଜୀବ ଦୀକ୍ଷିତ। ସେମାନେ ବର୍ଜ୍ୟ କାଗଜ ଓ କୃଷି ବର୍ଜ୍ୟର ପୁନଃ ବିନିଯୋଗ କରି ସେଥିରୁ କାଗଜ କପ୍‌, ଟେଟ୍ରା ପ୍ୟାକ ଓ ଟିସ୍ୟୁ ପେପର ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ପରିବେଶ ଅନେକାଂଶରେ…

ଭ୍ରମଣବିଳାସୀ ବ୍ୟାଖ୍ୟାକାର

ବିଶ୍ୱ ସାହିତ୍ୟ କ୍ଷେତ୍ରରେ ଓ୍ବେସ୍‌ଟନ୍‌ ଇଣ୍ଟନ୍ୟାଶନାଲ ଆଓ୍ବାର୍ଡ ଏକ ପରିଚିତ ପୁରସ୍କାର। ଏହି କାନାଡୀୟ ସାହିତ୍ୟ ସମ୍ମାନ ପ୍ରତିବର୍ଷ ଅଣକାଳ୍ପନିକ (ନନ୍‌ଫିକ୍ସନ) ଲେଖାରେ ଶ୍ରେଷ୍ଠ ପୁସ୍ତକ ରଚନା କରିଥିବା ଲେଖକଙ୍କୁ ପ୍ରଦାନ କରାଯାଇଥାଏ। ୧୯୯୭ରେ ଏହା ରାଇଟର୍ସ ଟ୍ରଷ୍ଟ ଅଫ୍‌ କାନାଡା…

ନିନ୍ଦିତ ଈଶ୍ୱରଙ୍କ ସମ୍ପର୍କରେ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ଈଶ୍ୱର ପୁଣି ନିନ୍ଦିତ! ସକଳ ନିନ୍ଦା ପ୍ରଶଂସାର ଊର୍ଦ୍ଧ୍ୱରେ ବୋଲି ତ ତାଙ୍କ ନାମ ଈଶ୍ୱର। ମଣିଷ ସିନା ପ୍ରଶଂସାରେ ଉଲ୍ଲସିତ ହୁଏ ଓ ନିନ୍ଦାରେ ହୁଏ ମର୍ମାହତ; ମାତ୍ର ଈଶ୍ୱରଙ୍କୁ ପ୍ରଶଂସା କଲେ ଅବା ଗଳା…

ନୂଆ ପଥରେ ସମସ୍ୟା

ଆପଣଙ୍କ ମଧ୍ୟରୁ ଅନେକଙ୍କ ପରି ମୁଁ ‘ରାଇଟ୍‌ ଓ୍ବିଙ୍ଗ୍‌ ଇନ୍‌ଫ୍ଲୁଏନ୍‌ସର୍ସ’ (ପ୍ରଭାବ ପକାଉଥିବା ଦକ୍ଷିଣପନ୍ଥୀ ଚିନ୍ତାଧାରାର ବ୍ୟକ୍ତିମାନେ) ଦ୍ୱାରା ପ୍ରସ୍ତୁତ ସୋସିଆଲ ମିଡିଆ(ସାମାଜିକ ଗଣମାଧ୍ୟମ) ବିଷୟବସ୍ତୁରୁ ଦୂରେଇ ରହିଛି। କଥିତ ଭାଷାରେ ଏହି ବ୍ୟକ୍ତିମାନଙ୍କୁ ‘ଭକ୍ତ’ କିମ୍ବା ଅନ୍ୟ ଅର୍ଥରେ ଅନୁଗାମୀ…

ଗାଁରୁ ସହର ପର୍ଯ୍ୟନ୍ତ…

ନ୍ଧିଜୀ କହିଥିଲେ ‘ଗାଁ ହିଁ ଭାରତର ମୂଳପିଣ୍ଡ’। ଏହାକୁ ସଶକ୍ତ କରିବା ପାଇଁ ସେ ‘ଗ୍ରାମ ସ୍ବରାଜ’ର ସ୍ବପ୍ନ ଦେଖିଥିଲେ। ତେବେ କ୍ଷମତା ବିକେନ୍ଦ୍ରୀକରଣ ନାଁରେ ଗାଁଗୁଡ଼ିକୁ ଅଧିକ କ୍ଷମତା ଦେବା ପାଇଁ ଗାନ୍ଧିଜୀଙ୍କର ଉଦ୍ୟମ ତଥା ପ୍ରୟାସକୁ ସେତେବେଳେ ଆମ୍ବେଡକର…

ପେନ୍‌ସନର ଗୋଲକଧନ୍ଦା

କଟରେ କେନ୍ଦ୍ରର ଏନ୍‌ଡିଏ ସରକାର ତାଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଏକ ନୂତନ ପେନ୍‌ସନ ଯୋଜନାର ଘୋଷଣା କରିଛନ୍ତି। ଏକୀକୃତ ପେନ୍‌ସନ ଯୋଜନା ବା ୟୁପିଏସ୍‌ ନାଁରେ ପରିଚିତ ଏହି ଯୋଜନା ଫଳରେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ୨୩…

ନିଯୁକ୍ତି ଅପେକ୍ଷାରେ

ରେଳ ମନ୍ତ୍ରଣାଳୟ ଅଧ୍ୟକ୍ଷ/ସଦସ୍ୟ, ରେଳ ବୋର୍ଡ ଏବଂ ଜେନେରାଲ ମ୍ୟାନେଜର ସମେତ ଶୀର୍ଷ ପଦବୀଗୁଡ଼ିକରେ ନିଯୁକ୍ତି ବନ୍ଦ ରଖିଛି। ଏହି ନିଷ୍ପତ୍ତି ବୋଧହୁଏ ଭାରତୀୟ ଇଞ୍ଜିନିୟରିଂ ସର୍ଭିସେସ୍‌ (ଆଇଇଏସ୍‌) ମାଧ୍ୟମରେ ସେବାରେ ପ୍ରବେଶ କରିଥିବା ଅଧିକାରୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ କାରଣରୁ…

ବିଶେଷ୍ୟ ବଦଳାଇବାର ବେଳ

ସେଦିନ ଚିଲିକା ରୂପେ ଯେଉଁ ବିଶେଷ୍ୟ କବିବର ରାଧାନାଥଙ୍କ ସମ୍ମୁଖରେ ଉଭା ହୋଇଥିଲା, ତାହା ତାଙ୍କୁ ଏମିତି ପରିତୃପ୍ତ କରିଥିଲା; ଯେଉଁଥିପାଇଁ ସେ ରଚି ବସିଥିଲେ ଚିଲିକା ଭଳି ଏକ ମହାନ୍‌ କାବ୍ୟ। ସେହି ପରିତୃପ୍ତ ଆତ୍ମାର ପ୍ରାକୃତିକ ଉଦ୍‌ଗିରଣରୁ ପଦଟିଏ…

ଭାରତର ଜଳବାୟୁ ଅନୁଚିନ୍ତା-୨୦୩୦

ତ ଲୋକ ସଭା ନିର୍ବାଚନ ସମୟରେ ଉଭୟ ଭାରତୀୟ ଜନତା ପାର୍ଟି ଶକ୍ତି ଉତ୍ପାଦନ ନିମନ୍ତେ ଜୀବାଶ୍ମ ଇନ୍ଧନରୁ ସ୍ବଚ୍ଛ ବା ନବୀକରଣୀୟ ଇନ୍ଧନ ଉତ୍ସକୁ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲା। କଂଗ୍ରେସ ମଧ୍ୟ ନୂତନ ଭାବେ ସବୁଜ ପୁଞ୍ଜି ବିନିଯୋଗ…

ବାଂଲାଦେଶ ସ୍ଥିରତା ପ୍ରତି ବିପଦ

ଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଏତେ ଶୀଘ୍ର କ୍ଷମତାଚ୍ୟୁତ ହେବେ ବୋଲି କେହି ପ୍ରାୟତଃ ଆଶାକରି ନ ଥିଲେ। ଜୁଲାଇ ପ୍ରାରମ୍ଭରେ ଛାତ୍ରମାନେ ଚାକିରିରେ ସଂରକ୍ଷଣ ବିଷୟକୁ ନେଇ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ୧୯୭୧ ମୁକ୍ତିଯୁଦ୍ଧର ସଂଗ୍ରାମୀଙ୍କ ଦାୟାଦଙ୍କ ପାଇଁ…

ପ୍ରାକୃତିକ ବନ୍ଧନକୁ ଗୁରୁତ୍ୱ

ଜନସଂଖ୍ୟା ଅନୁଯାୟୀ ଆମ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ରହିଛି। ବିଶ୍ବ ଜନସଂଖ୍ୟାର ୧୮ ପ୍ରତିଶତ ଲୋକ ଆମ ଦେଶରେ ରୁହନ୍ତି। କିନ୍ତୁ ଆମ ପାଖରେ ବୈଶ୍ବିକ ଭୂମିର ମାତ୍ର ୨.୪ ପ୍ରତିଶତ ଭୂମି ସହ ୨ ପ୍ରତିଶତ ଜଙ୍ଗଲ ଏବଂ…

ପ୍ରବଞ୍ଚନାର ଭିନ୍ନରୂପ

ବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ଛୋଟ ମୋର ଗାଁଟି’ର ଏକ କବିତାଂଶ ହେଲା ଚଉକିଦାର ଗୋବରା ଭୋଇ – ଚିଲମଟାଣି ରାତିଟା ଶୋଇ। ସକାଳୁ କହେ ଚୋରକୁ କାଲି ବୁଲାଇ ଦେଲି ଭୁଆଁଟି – ଛୋଟ ମୋର ଗାଁଟି। ଭୁଆଁ ବୁଲାଇବାର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?