ସମ୍ପାଦକୀୟ

ମହିଳା କଲ୍ୟାଣ ପାଇଁ ପ୍ରତିଯୋଗିତା

ସୌଭାଗ୍ୟ ରଞ୍ଜନ ମହାନ୍ତି ଦେଶରେ ଲୋକ ସଭା ସହ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମହିଳା ଭୋଟ ହାତେଇବା ପାଇଁ ଦଳଗୁଡ଼ିକ ମଧ୍ୟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଘୋଷଣା ନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।…

ଏଇ ଭାରତରେ

ଅଗଣାରେ କିଭଳି ବଗିଚାଟିଏ କରିବେ ଓ ବିନା ମାଟିରେ ଅନେକ କୁଇଣ୍ଟାଲ ପନିପରିବା ଉତ୍ପାଦନ କରିବେ ତାହା ଦିଲ୍ଲୀର ଶଶାଙ୍କ ଦୁବେଙ୍କଠାରୁ ଶିଖିବା ଉଚିତ। ଯମୁନା ନଦୀ କୂଳରେ ଉତ୍ପାଦନ ହେଉଥିବା ପରିବାଗୁଡ଼ିକର ଗୁଣାମତ୍କ ମାନ ଖରାପ ବୋଲି ଜାଣିବା ପରେ…

ଶିଶୁଙ୍କ ପାଇଁ ନିର୍ବାଚନୀ ଇସ୍ତାହାର

ଘାସିରାମ ପଣ୍ଡା   ନିର୍ବାଚନ ଆସିଲେ ରାଜନୈତିକ ଦଳମାନେ ଇସ୍ତାହାର ପ୍ରକାଶ କରନ୍ତି। ବିଭିନ୍ନ ବର୍ଗର ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଇସ୍ତାହାରରେ ଦଳମାନେ ନିର୍ବାଚନୀ ପ୍ରତିଶ୍ରୁତି ଦିଅନ୍ତି। ଇସ୍ତାହାର ପ୍ରସ୍ତୁତି ବେଳେ ଅନ୍ୟ ସବୁ ବର୍ଗ ସ୍ବତନ୍ତ୍ର…

ସ୍ୱପ୍ନ ନୁହେଁ ବାସ୍ତବିକତା

ବସନ୍ତ ମଞ୍ଜରୀ ମିଶ୍ର   ଯେବେଠାରୁ ଅଯୋଧ୍ୟାରେ ରାମମନ୍ଦିର ତଥା ରାମଙ୍କର ପ୍ରାଣପ୍ରତିଷ୍ଠା ହେଲାଣି ସେବେଠାରୁ ସମସ୍ତେ ଆଶାବାଦୀ ବୋଧହୁଏ ପୁଣି ଥରେ ରାମରାଜ୍ୟ ଫେରିଆସିବ। ଏପରିକି ଶ୍ରୀରାମଙ୍କ ମୂର୍ତ୍ତି ଗଢ଼ିଥିବା ଶିଳ୍ପୀ ବି କହୁଛନ୍ତି ଯେ, ସେ ଗଢ଼ିଥିବା ମୂର୍ତ୍ତି…

ମୌଳବାଦୀ ଖ୍ରୀଷ୍ଟିଆନଙ୍କ ଦୃଷ୍ଟିରେ ଟ୍ରମ୍ପ

ରିଚାର୍ଡ କେ. ଶେରଓ୍ବିନ   ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ୍‌ ରିପବ୍ଲିକାନ ପାର୍ଟିର ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ସେ ରାଜନୈତିକ କ୍ଷେତ୍ରରେ ପାଦଦେବାଠାରୁ ଜାରି ରହିଥିବା ଏକ ଦ୍ୱନ୍ଦ୍ୱର ଉତ୍ସକୁ ସମାଧାନ କରିବା ଉଚିତ ମନେ ହେଉଛି। ଆମେରିକାର ମୌଳବାଦୀ ଖ୍ରୀଷ୍ଟିଆନମାନେ…

ଏଇ ଭାରତରେ

ସ୍ବଚ୍ଛତା ପାଇଁ ବ୍ୟକ୍ତିଗତ ସ୍ତରରେ ଅନେକେ ଚେଷ୍ଟା କରୁଛନ୍ତି। କିନ୍ତୁ ରାଜସ୍ଥାନର ବିଷ୍ଣୁ ଭାରତେଶ୍‌ଙ୍କର ଏ ଦିଗରେ ଏକ ଭିନ୍ନ ପ୍ରୟାସ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇପାରିଛି। ସେ ବାଇକ୍‌ରେ ଗାଁ ଗାଁ ବୁଲି ସର୍ବସାଧାରଣ ସ୍ଥାନରୁ ବର୍ଜ୍ୟ ସଫା…

ମା’ ଗୁଣେ ଝିଅ

ଡା. ଶୁଭଶ୍ରୀ ମିଶ୍ର କୁହାଯାଏ- ଝିଅମାନେ ବାପାଙ୍କର ବେଶି ପ୍ରିୟ, ଆଉ ପୁଅମାନେ ମା’ଙ୍କର ବେଶି ପ୍ରିୟ। ଏହା ତ ନିଶ୍ଚିତ ଭାବରେ ଠିକ୍‌ କଥା। କିନ୍ତୁ ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିରଖିବା ଉଚିତ, ଝିଅମାନେ ମା’ଙ୍କଠାରୁ ଅନେକ…

‘ସାଇନିଂ ଇଣ୍ଡିଆ’ ବନାମ ‘ମୋଦି କୀ ଗ୍ୟାରେଣ୍ଟି’

ସୌଭାଗ୍ୟ ସୁନ୍ଦରରାୟ ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ୨୦୦୪ ମସିହାରେ ଭାରତୀୟ ଜନତା ପାର୍ଟି (ଭାଜପା) ନିର୍ବାଚନୀ ବିଜ୍ଞାପନର ସ୍ଲୋଗାନ ଥିଲା ‘ସାଇନିଂ ଇଣ୍ଡିଆ’ ବା ଚମକୁଥିବା ଭାରତ। ତେବେ ଏହି ନିର୍ବାଚନରେ ଦଳ ୧୪୪ ଆସନରେ ବିଜୟୀ ହେଲା।…

ଚତୁରତା ଫସର ଫାଟିଲା

୨୦୧୪ ନିର୍ବାଚନରେ ଯେତେବେଳେ ଭାଜପା କ୍ଷମତାକୁ ଆସିଲା ସେତେବେଳେ କହିଥିଲା ଯେ, ବିଦେଶୀ ବ୍ୟାଙ୍କରେ ଯେଉଁମାନେ ପୂର୍ବ ସରକାରଙ୍କ ଦ୍ୱାରା ଲାଭବାନ ହୋଇ କଳାଟଙ୍କା ରଖିଛନ୍ତି ସେମାନଙ୍କ ନାମ ପ୍ରକାଶ କରିବା ସହିତ ସେହିସବୁ ଅର୍ଥକୁ ଦେଶକୁ ଫେରାଇ ଅଣାଯିବ। ପ୍ରତ୍ୟେକ…

ଏଇ ଭାରତରେ

ବ୍ୟାଟେରି ପାଇଁ ଶଢ଼େଇରୁ ତିଆରି ହେଉଛି ନାନୋକାର୍ବନ। ଏହା ବିଶ୍ୱାସ ହେଉ ନ ଥିଲେ ବି ସତ। ରାଜସ୍ଥାନ ଜୟପୁରର ଅକ୍ଷୟ ଜୈନ ଓ ମାହି ସିଂଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ଏହି ଦମ୍ପତି କ୍ୟାନକ୍ରି ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି…

ମଦ ମର୍ଯ୍ୟାଦା

ଡ. ଗୌରହରି ରାଉତ   ଘଟଣାଟି ଏଇ ଅଳ୍ପଦିନ ତଳର। କଲେଜ ପଢ଼ା ଆମ ପୁରୁଣା ସାଙ୍ଗମାନଙ୍କ ବନ୍ଧୁମିଳନର ରାତ୍ରଭୋଜନରେ ମୁଁ ଏକ ରକମ ହରଡ଼ ଘଣାରେ ପଡ଼େ। ଭୋଜନ ପର୍ବ ଶେଷ ହେବା ଉତ୍ତାରୁ କେତେକ ବନ୍ଧୁ ବିଦେଶୀ ପାନୀୟ…

ଆଶା ଆଶଙ୍କାରେ ଆଶାୟୀ

ଡ.ପ୍ରଫୁଲ୍ଲ କୁମାର ସାହୁ   ରାଜ୍ୟରେ କ୍ଷମତାସୀନ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ଏଥର ବୁଝାମଣାଭିତ୍ତିରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବୋଲି ଜୋର୍‌ ଧରିଛି ଚର୍ଚ୍ଚା। ଗଣତନ୍ତ୍ରରେ ଶାସକ ଦଳ ହେଉଛି ଏକ ମତ୍ତହସ୍ତୀ। ତାକୁ ଆୟତ୍ତ କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri