ସମ୍ପାଦକୀୟ

ଏଇ ଭାରତରେ

ଏଲ୍‌ଆଇସି ପଲିସିରେ ସମସ୍ତେ ନିଜ ନିଜ ଆତ୍ମୀୟମାନଙ୍କୁ ନୋମିନି ରଖନ୍ତି। କିନ୍ତୁ ଏମିତି ବି ଲୋକ ଅଛନ୍ତି ଯିଏ ତାଙ୍କ ସବୁ ପଲିସିର ନୋମିନି ରଖିଛନ୍ତି ଭଗବାନ ମହାଦେବଙ୍କୁ। କଥାଟା ଶୁଣିଲେ ହୁଏତ ଅନେକେ ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ଏଭଳି…

ଜନ ଅଭିଯୋଗ ଶୁଣାଣି

ସାଧାରଣ ଲୋକେ ସେମାନଙ୍କ ସମସ୍ୟା ନେଇ ଆପତ୍ତି ଅଭିଯୋଗ କରିବା ଏକ ନିତିଦିନିଆ ଘଟଣା। କେବଳ ସାଧାରଣ ଲୋକ ନୁହନ୍ତି, ବରଂ ବିଭିନ୍ନ ସରକାରୀ ଓ ବେସରକାରୀ କର୍ମସଂସ୍ଥାନରେ କାର୍ଯ୍ୟରତ ଓ କାର୍ଯ୍ୟନିବୃତ୍ତ କର୍ମଚାରୀମାନେ ବି ସେମାନଙ୍କ ସମସ୍ୟା ନେଇ ଉପରିସ୍ଥ…

ସରଳରେଖା

ହରିୟାଣାର କେତେଜଣ ଗୋରକ୍ଷକ ୨୭ ଅଗଷ୍ଟରେ ଚର୍‌ଖି ଦାଦ୍ରି ଜିଲାରେ ଗୋମାଂସ ଖାଉଥିବା ସନ୍ଦେହରେ ସବୀର ମଲିକ ନାମକ ଜଣେ ଯୁବକଙ୍କୁ ପିଟି ହତ୍ୟା କରିଛନ୍ତି। ସବୀରଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସେ ଜଣେ ବୋତଲ ଗୋଟାଳି। ଏହି ଘଟଣାରେ…

‘ଆରମ୍ଭରୁ ସ୍ମାର୍ଟ ଫିଡ୍‌’

ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସପ୍ତାହରେ ବିଭିନ୍ନ ସଚେତନଧର୍ମୀ ଓ ସହାୟତାଭିତ୍ତିକ କାର୍ଯ୍ୟକ୍ରମ ହାତକୁ…

ଗାଦି ହାସଲ ପଲିଟିକ୍ସ ଗଣତନ୍ତ୍ରକୁ ଭ୍ରଷ୍ଟ କରୁଛି

୨୫ ଅଗଷ୍ଟ ୨୦୨୪ ରବିବାରର ମାସିକ ମନ୍‌କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଲେ, ରାଜନୀତି ପୃଷ୍ଠଭୂମି ନ ଥିବା ଲକ୍ଷେ ଯୁବତୀ ଯୁବକ ରାଜନୀତିକୁ ଆସିଲେ ଗଣତନ୍ତ୍ର ସୁଦୃଢ ହେବ। ସ୍ବାଧୀନତା ସଂଗ୍ରାମରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିବା…

ଏଇ ଭାରତରେ

କର୍ନାଟକ ଚିକମାଗାଲୁରର ବି.ଜି.ସୀତାରାମନ, ବିନୟ କୁମାର ଏବଂ ରାଜୀବ ଦୀକ୍ଷିତ। ସେମାନେ ବର୍ଜ୍ୟ କାଗଜ ଓ କୃଷି ବର୍ଜ୍ୟର ପୁନଃ ବିନିଯୋଗ କରି ସେଥିରୁ କାଗଜ କପ୍‌, ଟେଟ୍ରା ପ୍ୟାକ ଓ ଟିସ୍ୟୁ ପେପର ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ପରିବେଶ ଅନେକାଂଶରେ…

ଭ୍ରମଣବିଳାସୀ ବ୍ୟାଖ୍ୟାକାର

ବିଶ୍ୱ ସାହିତ୍ୟ କ୍ଷେତ୍ରରେ ଓ୍ବେସ୍‌ଟନ୍‌ ଇଣ୍ଟନ୍ୟାଶନାଲ ଆଓ୍ବାର୍ଡ ଏକ ପରିଚିତ ପୁରସ୍କାର। ଏହି କାନାଡୀୟ ସାହିତ୍ୟ ସମ୍ମାନ ପ୍ରତିବର୍ଷ ଅଣକାଳ୍ପନିକ (ନନ୍‌ଫିକ୍ସନ) ଲେଖାରେ ଶ୍ରେଷ୍ଠ ପୁସ୍ତକ ରଚନା କରିଥିବା ଲେଖକଙ୍କୁ ପ୍ରଦାନ କରାଯାଇଥାଏ। ୧୯୯୭ରେ ଏହା ରାଇଟର୍ସ ଟ୍ରଷ୍ଟ ଅଫ୍‌ କାନାଡା…

ନିନ୍ଦିତ ଈଶ୍ୱରଙ୍କ ସମ୍ପର୍କରେ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ଈଶ୍ୱର ପୁଣି ନିନ୍ଦିତ! ସକଳ ନିନ୍ଦା ପ୍ରଶଂସାର ଊର୍ଦ୍ଧ୍ୱରେ ବୋଲି ତ ତାଙ୍କ ନାମ ଈଶ୍ୱର। ମଣିଷ ସିନା ପ୍ରଶଂସାରେ ଉଲ୍ଲସିତ ହୁଏ ଓ ନିନ୍ଦାରେ ହୁଏ ମର୍ମାହତ; ମାତ୍ର ଈଶ୍ୱରଙ୍କୁ ପ୍ରଶଂସା କଲେ ଅବା ଗଳା…

ନୂଆ ପଥରେ ସମସ୍ୟା

ଆପଣଙ୍କ ମଧ୍ୟରୁ ଅନେକଙ୍କ ପରି ମୁଁ ‘ରାଇଟ୍‌ ଓ୍ବିଙ୍ଗ୍‌ ଇନ୍‌ଫ୍ଲୁଏନ୍‌ସର୍ସ’ (ପ୍ରଭାବ ପକାଉଥିବା ଦକ୍ଷିଣପନ୍ଥୀ ଚିନ୍ତାଧାରାର ବ୍ୟକ୍ତିମାନେ) ଦ୍ୱାରା ପ୍ରସ୍ତୁତ ସୋସିଆଲ ମିଡିଆ(ସାମାଜିକ ଗଣମାଧ୍ୟମ) ବିଷୟବସ୍ତୁରୁ ଦୂରେଇ ରହିଛି। କଥିତ ଭାଷାରେ ଏହି ବ୍ୟକ୍ତିମାନଙ୍କୁ ‘ଭକ୍ତ’ କିମ୍ବା ଅନ୍ୟ ଅର୍ଥରେ ଅନୁଗାମୀ…

ଗାଁରୁ ସହର ପର୍ଯ୍ୟନ୍ତ…

ନ୍ଧିଜୀ କହିଥିଲେ ‘ଗାଁ ହିଁ ଭାରତର ମୂଳପିଣ୍ଡ’। ଏହାକୁ ସଶକ୍ତ କରିବା ପାଇଁ ସେ ‘ଗ୍ରାମ ସ୍ବରାଜ’ର ସ୍ବପ୍ନ ଦେଖିଥିଲେ। ତେବେ କ୍ଷମତା ବିକେନ୍ଦ୍ରୀକରଣ ନାଁରେ ଗାଁଗୁଡ଼ିକୁ ଅଧିକ କ୍ଷମତା ଦେବା ପାଇଁ ଗାନ୍ଧିଜୀଙ୍କର ଉଦ୍ୟମ ତଥା ପ୍ରୟାସକୁ ସେତେବେଳେ ଆମ୍ବେଡକର…

ପେନ୍‌ସନର ଗୋଲକଧନ୍ଦା

କଟରେ କେନ୍ଦ୍ରର ଏନ୍‌ଡିଏ ସରକାର ତାଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଏକ ନୂତନ ପେନ୍‌ସନ ଯୋଜନାର ଘୋଷଣା କରିଛନ୍ତି। ଏକୀକୃତ ପେନ୍‌ସନ ଯୋଜନା ବା ୟୁପିଏସ୍‌ ନାଁରେ ପରିଚିତ ଏହି ଯୋଜନା ଫଳରେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ୨୩…

ନିଯୁକ୍ତି ଅପେକ୍ଷାରେ

ରେଳ ମନ୍ତ୍ରଣାଳୟ ଅଧ୍ୟକ୍ଷ/ସଦସ୍ୟ, ରେଳ ବୋର୍ଡ ଏବଂ ଜେନେରାଲ ମ୍ୟାନେଜର ସମେତ ଶୀର୍ଷ ପଦବୀଗୁଡ଼ିକରେ ନିଯୁକ୍ତି ବନ୍ଦ ରଖିଛି। ଏହି ନିଷ୍ପତ୍ତି ବୋଧହୁଏ ଭାରତୀୟ ଇଞ୍ଜିନିୟରିଂ ସର୍ଭିସେସ୍‌ (ଆଇଇଏସ୍‌) ମାଧ୍ୟମରେ ସେବାରେ ପ୍ରବେଶ କରିଥିବା ଅଧିକାରୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ କାରଣରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri