ସମ୍ପାଦକୀୟ

ଜୈବବିବିଧତା ସୁରକ୍ଷା ଓ କପ୍‌-୧୬

ପୃଥିବୀରେ ଜୀବନର ଉତ୍ପତ୍ତି ଏବଂ ଅଭ୍ୟୁଦୟ ଯେତିକି ଆଶ୍ଚର୍ଯ୍ୟଜନକ ବୋଧହୁଏ, ବହୁବିଧ ବୈଶିଷ୍ଟ୍ୟ ବହନକାରୀ ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବ ଜାତିଙ୍କର ବିଭିନ୍ନ ପରିସଂସ୍ଥାରେ ପରିସ୍ଫୁଟନ ଓ ଜୀବନଯାପନ ସେତିକି ବିସ୍ମୟକର ଅନୁଭୂତ ହୁଏ I ମାନବ ସମେତ ପୃଥିବୀରେ ଆବିର୍ଭୂତ…

ପ୍ରତିଦ୍ବନ୍ଦ୍ୱୀ ନୁହେଁ, ସାଥୀ ହେବା

ବହୁ ସମୟରେ ତର୍କ, ବିତର୍କ, ଆଲୋଚନା ଓ ସମାଲୋଚନା ହେଉଛି ଯେ ନାରୀ, ପୁରୁଷଙ୍କ ସହ ସମାନ ହେବା ଉଚିତ! ମହିଳାମାନେ ପୁରୁଷ ଭଳି ପୋଷାକ ପିନ୍ଧିପାରିବେ, ରାତିରେ ବୁଲାବୁଲି କରିପାରିବେ; ଯାହା ଯାହା ପୁରୁଷମାନେ କରନ୍ତି, ସେ ସବୁ କରିବା…

ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି

୨୦୨୪ରେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ଲେଖା ପ୍ରକାଶ କରିଥିଲା। ଏଥିରେ ଉଲ୍ଲେଖ ରହିଥିଲା- ” ଇତିହାସ, ଭାଷା, ସଂସ୍କୃତି ଏବଂ ଅନ୍ୟାନ୍ୟ ସାଧାରଣ ବିଷୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଗଭୀର ସମ୍ପର୍କ…

୭୫ ବର୍ଷରେ ଭାରତୀୟ ସମ୍ବିଧାନ

ଚଳିତ ବର୍ଷ ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଗୃହୀତ ଓ ପ୍ରଣୟନ ହେବାର ୭୫ତମ ବାର୍ଷିକୀ ପାଳନ କରାଯାଉଛି। ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ ଭାବେ ଭାରତବର୍ଷର ପ୍ରତ୍ୟେକ ନାଗରିକଙ୍କ ଦ୍ୱାରା ପାଳନ କରାଯିବା ଆବଶ୍ୟକ। ଭାରତରେ ସାମ୍ବିଧାନିକ ଶାସନ ବ୍ୟବସ୍ଥା…

ଝିଅ ପାଇଁ ଯୋଗ୍ୟପାତ୍ର

ଦୁଇବର୍ଷ ତଳେ ବଜାରରୁ ଫେରିଲା ବେଳେ ହଠାତ୍‌ ଦେଖା ହୋଇଗଲେ ପୁରୁଣା ଭଡ଼ାଘର ସାମ୍ନା ମହାନ୍ତି ଘର ଆଣ୍ଟି। ଏମିତି କିଛି ସମୟ ସୁଖଦୁଃଖ ପଚାରି ବୁଝିବା ପରେ ତାଙ୍କ ଆଡ଼ୁ କହିଲେ ଝିଅର ପ୍ରସ୍ତାବ ଲାଗିଛି ଗୋଟେ ଭଲ ଜାଗାରେ।…

ନିଜ ମଧ୍ୟରେ ବାଛବିଚାର

ଭାରତର ଉତ୍ତର ପୂର୍ବାଞ୍ଚଳରୁ ଯାଇ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ବାସ କରୁଥିବା ବ୍ୟକ୍ତିମାନେ ବର୍ଣ୍ଣବିଦ୍ୱେଷର ଘୋର ସମ୍ମୁଖୀନ ହେଉଥିବା ସଂକ୍ରାନ୍ତ ଏକ ରିପୋର୍ଟ ନିକଟରେ ଅନ୍‌ଲାଇନ ଜର୍ନାଲ ‘ସ୍କୋପୁସ’ରେ ପ୍ରକାଶ ପାଇଛି। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଦୁଇ ଜଣ ପ୍ରଫେସରଙ୍କ ନୂତନ ଅଧ୍ୟୟନରେ…

ଏଇ ଭାରତରେ

ଅକୁଲ ବିଶ୍ୱାସ ଦିବ୍ୟାଙ୍ଗ ହେଲେ ବି ପାରଙ୍ଗମ। ସେ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକରି ଦକ୍ଷତାର ପରିଚୟ ଦେଇଛନ୍ତି। ମୁଖ୍ୟତଃ ସେ ହେନ୍ତାଳ ବଣ ସୁରକ୍ଷା ଓ ସଂରକ୍ଷଣ କରୁଛନ୍ତି। ଅକୁଲ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଝାରଖାଲି ସବୁଜ…

ଶ୍ରେଷ୍ଠ ବନ୍ଧୁ

ସମାଜରେ ଆମ ସମସ୍ତଙ୍କର ନିହାତି ଅନ୍ତରଙ୍ଗ ବନ୍ଧୁଟିଏ ଥିବ। ଯେଉଁ ବନ୍ଧୁ ପାଖରେ ମନର ଅକୁହା କଥା ଯେତେ ପ୍ରକାଶ କରିଦେଲେ ନିଜକୁ ହାଲକା ଲାଗେ। ବିପଦରେ ପଡ଼ିଥିଲା ବେଳେ ଯିଏ ସବୁ ପ୍ରତିଘାତ ଡେଇଁ ସାହାଯ୍ୟ କରିବାକୁ ଧାଇଁ ଆସେ,…

ନିଃସଙ୍ଗତାର ରୂପ

ବର୍ତ୍ତମାନ ସମାଜ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତିକରୁଛି। ଜନସଂଖ୍ୟା ବଢ଼ିବା ଦରକାର ବା କମିବା ଦରକାର -ଏହା ଏକ ବିରାଟ ବିତର୍କ ଠିଆ କରାଇଛି। ଦିନେ ଚାଇନା ଥିଲା ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ନିକଟ ଅତୀତରେ ଏକ ଅନୌପଚାରିକ…

ବୁଝିବାରେ ଅସଫଳ

ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଓ ପୂର୍ବ ଭାଗରେ ଥିବା ଝାଡ଼ଖଣ୍ଡ ବିଧାନସଭା ଲାଗି ଅନୁଷ୍ଠିତ ନିର୍ବାଚନ ଫଳ ୧-୧ରେ ଶେଷ ହୋଇଛି। ଅର୍ଥାତ୍‌ ଦୁଇ ରାଜ୍ୟରେ ଶାସନରେ ଥିବା ମେଣ୍ଟ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି।…

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି କିଣା ବି ମିଳେନି। ବିକ୍ରିଯୋଗ୍ୟ ନ ଥାଏ କେବେ। ଏହା ଅନୁଭବର ଅସ୍ମିତା ସୂଚକ।…

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ କହିଛନ୍ତି। ଶ୍ରୀଅରବିନ୍ଦ ହେଉଛନ୍ତି ସେଇ ଜାତୀୟବାଦୀ ନେତା, ଯେ କି କହୁଥିଲେ ସ୍ବାଧୀନତା ଆନ୍ଦୋଳନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri