ସଙ୍ଗଦୋଷ
ଗ୍ରପୂଜିତ ଅଗ୍ନିଦେବ ଅତି ଉଚ୍ଚ ସମ୍ମାନର ଅଧିକାରୀ ହୋଇଥିଲେ ବି କମାରଶାଳରେ ତାଙ୍କର ମାନମର୍ଯ୍ୟାଦାର ହାନି ହେଉଥିବା ଅନୁଭବ କରି ବିଷଣ୍ଣ ହୃଦୟରେ ଏହାର କାରଣ ଖୋଜିବାରୁ ଜାଣିପାରିଲେ ଯେ ତାଙ୍କ ମାନହାନିର ଏକମାତ୍ର କାରଣ ହେଉଛି ତାଙ୍କର ନୀଚସଂସର୍ଗ। ଲୁହାସହ…
ବୃକ୍ଷର ତଳେ ନରହରି
ହାଭାରତୀୟ ଦର୍ଶନରେ ଅବତାରବାଦର ଅନ୍ୟତମ ଚରିତ୍ର ଭଗବାନ ଶ୍ରୀକୃଷ୍ଣ। ତାଙ୍କ ଲୌକିକ ଓ ଅଲୌକିକ ଲୀଳାର ପ୍ରଥମ ଉଦ୍ଗାତା ମହର୍ଷି ବ୍ୟାସଦେବ। ଶ୍ରୀମଦ୍ଭାଗବତ ତାଙ୍କ ତପୋଲବ୍ଧ ଅନୁଭବର ଏକ ବାଙ୍ମୟ ପରିପ୍ରକାଶ। ବିଶ୍ବପ୍ରେମ, ବିଶ୍ବଧର୍ମ ଓ ବିଶ୍ବ ମାନବିକତାର ମହୋଦଧି ଶ୍ରୀମଦ୍ଭାଗବତ।…
ଏପାଖ ସେପାଖ ଭାରତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ସପ୍ତାହ ତଳେ ରୁଷିଆ ଗସ୍ତ କରି ସେଠାକାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ସାକ୍ଷାତ୍ କରିଥିଲେ। ସେତେବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିରି ଜେଲନ୍ସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ। ୨୩ ଅଗଷ୍ଟରେ ଜେଲନ୍ସ୍କି ଓ ମୋଦିଙ୍କ କିଭ୍ଠାରେ…
ଏଇ ଭାରତରେ
ତତ୍ତ୍ୱଶୀ କୁମ୍ବଲେ ଓ ଅଶୋକ ଟାଙ୍ଗେଡ ହ୍ବିସିଲବ୍ଲୋୟର ଭାବେ ବାଲ୍ୟ ବିବାହ ରୋକିବାରେ ଲାଗିଛନ୍ତି। ମହାରାଷ୍ଟ୍ରର ବିଡ୍ ଜିଲାରେ ସେମାନେ ଏହି ଅଭିଯାନ ଚଳାଇଛନ୍ତି। ଜିଲାପାଳ, ପୋଲିସ ଅଧୀକ୍ଷକ, ଗାଁ ମୁଖିଆଙ୍କ ସହଯୋଗରେ ଦୁଇ ବନ୍ଧୁ ପ୍ରତିବର୍ଷ ପ୍ରାୟ ୨୫୦ ବାଲ୍ୟ…
କୂଟନୀତିରେ ନୈତିକତା
ଧୁନିକ ଯୁଗରେ କୂଟନୀତିର ପରିଭାଷା ବଦଳିଯାଇଛି। ଅଧୁନା କୂଟନୀତିରେ କିଛି ଶକ୍ତିଶାଳୀ ଦେଶ କ୍ଷମତାଶାଳୀ ହୋଇ ଅନ୍ୟ ଦେଶଗୁଡ଼ିକୁ ସାମ୍ରାଜ୍ୟବାଦର ଫାଶରେ ପକାଇବାକୁ ପ୍ରୟାସ କରୁଛନ୍ତି। ସେମାନଙ୍କ ଅର୍ଥନୀତି ଯୁଦ୍ଧପୁଷ୍ଟ । କାରଣ ଖଳ କୂଟନୀତି ମାଧ୍ୟମରେ ଦୁଇ ପଡ଼ୋଶୀ ଦେଶକୁ…
ଦି କିଲୋ ଟମାଟୋ ଓ ୨୫ ପଇସା
ଫଳ ବ୍ୟକ୍ତିଙ୍କ ସଂଘର୍ଷର କାହାଣୀ ଆମକୁ ଅନେକ ପ୍ରେରଣା ଦେଇଥାଏ। ଦି କିଲୋ ଟମାଟୋକୁ ନେଇ ଗଢିଉଠିଥିବା କାହାଣୀ ଯେପରି ତାତ୍ତ୍ୱିକ ସେହିପରି ପ୍ରେରଣାଦାୟକ। ବ୍ୟକ୍ତି ଜଣଙ୍କ ବାହାରି ପଡ଼ନ୍ତି ଚାକିରି ଅନ୍ବେଷଣରେ। ଅନ୍ୟମନସ୍କ ଭାବେ ଚାଲି ଚାଲି ଯାଉଥାଆନ୍ତି। ରାସ୍ତାରେ…
ଶୁଣିବାକୁ ପଡ଼ୁଛି
ସମଗ୍ର ବିଶ୍ୱରେ ହିଂସାକୁ ଶେଷ କରିବା ପାଇଁ ଆମେ ୟୁକ୍ରେନ୍ ଏବଂ ପୋଲାଣ୍ଡ ଯାଉଥିବାବେଳେ, ଭାରତରେ ହିଂସା ବିଷୟରେ ବିଶ୍ୱ କ’ଣ କହୁଛି ତାହା ଦେଖିବା ଦରକାର। ୯ ଜୁନ୍ ୨୦୨୨ରେ ମିଳିତ ଜାତିସଂଘର ୩ ଜଣ ସ୍ବତନ୍ତ୍ର ରେକର୍ଡର ବାଲ୍କ୍ରିଷ୍ଣନ…
କେବେ ଫେରିବେ ସୁନୀତା
ଭୂପୃଷ୍ଠଠାରୁ ୪୦୦ କିଲୋମିଟର ଊର୍ଦ୍ଧ୍ୱରେ ପୃଥିବୀ କକ୍ଷରେ ଅବସ୍ଥାପିତ ହୋଇଛି ଆନ୍ତର୍ଜାତିକ ସହଯୋଗିତା ଏବଂ ସହଭାଗିତାରେ ନିର୍ମିତ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’। ବିଭିନ୍ନ ଦେଶର ବିଶେଷକରି ଏହାର ନିର୍ମାଣରେ ମୁଖ୍ୟଭାଗ ନେଇଥିବା ଆମେରିକା ଏବଂ ରୁଷିଆର ମହାକାଶଚାରୀମାନେ ସେଠାକୁ ନିୟମିତ ଯାତାୟାତ…
ସ୍ବଜନଙ୍କ ସଂହାର କାହିଁକି
ବସୁଧୈବ କୁଟୁମ୍ବକମ୍ ଜୀବନଶୈଳୀରେ ରହିିବା ପାଇଁ ପ୍ରୟାସ କରୁଥିବା ଏକବିଂଶ ଶତାବ୍ଦୀର ମଣିଷ ଦ୍ୱାପର ଯୁଗରେ ମହାଭାରତର ଅନେକ ଦୃଷ୍ଟାନ୍ତକୁ ନେଇ ଜୀବନ ଅତିବାହିତ କରିବା ପାଇଁ ଚେଷ୍ଟା କରୁଛି। ତଥାପି ନିଜ ସୁରକ୍ଷା ପାଇଁ ଆର୍ତ୍ତନାଦ କରୁଛି। ମଣିଷ ମଣିଷକୁ…
ସିବିଆଇରେ ଆଇଆର୍ଏସ୍ ଅଧିକାରୀ
ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ୍) ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ଅନ୍ତର୍ଭୁକ୍ତ କରିବା ପାଇଁ ନିକଟରେ ସରକାର ନେଇଥିବା ପଦକ୍ଷେପ ଭାରତୀୟ ପୋଲିସ ସେବା(ଆଇପିଏସ୍) ର଼୍ୟାଙ୍କଗୁଡ଼ିକରେ ଅସନ୍ତୋଷ ସୃଷ୍ଟି କରିଛି। ତେବେ, ଏଭଳି ପରିବର୍ତ୍ତନର ଲକ୍ଷ୍ୟ ହେଉଛି ଆର୍ଥିକ ଠକେଇ…
ଏଇ ଭାରତରେ
ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କ ବିଚାରଧାରାକୁ ଆଧାର କରି ପଶ୍ଚମବଙ୍ଗ ମୁର୍ଶିଦାବାଦର ବାଗଡାବ୍ର ଜଙ୍ଗଲ ଏରିଆରେ ଗଛ ତଳେ ଏକ ସ୍କୁଲ ଚାଲିଛି। ଏହାର ପ୍ରତିଷ୍ଠାତା ହେଉଛନ୍ତି ଶାନ୍ତି ନିକେତନର ପୂର୍ବତନ ଛାତ୍ର ଅଂଶୁମାନ ଠାକୁର। ସେ ଏବେ ମୁର୍ଶିଦାବାଦ ଫାରାକ୍କାସ୍ଥିତ…
ଆଶାର କିରଣ
୨୦୨୩ରେ ଆଫ୍ଗାନିସ୍ତାନରେ ମିଳିତ ଜାତିସଂଘର ତିନୋଟି ଏଜେନ୍ସି ଦ୍ୱାରା ଏକ ସର୍ଭେ କରାଯାଇଥିଲା। ଏଥିରେ ଏକ ଭୟଙ୍କର ବାସ୍ତବତା ସାମ୍ନାକୁ ଆସିଥିଲା। ଆଫ୍ଗାନିସ୍ତାନର ମହିଳାଙ୍କ ମଧ୍ୟରୁ ପ୍ରାୟ ଏକପଞ୍ଚମାଂଶ ୩ମାସ ମଧ୍ୟରେ ସେମାନଙ୍କ ପରିବାରର ସଦସ୍ୟଙ୍କ ବ୍ୟତୀତ ବାହାରେ କାହା ସହ…
Archives


