କର୍ମଫଳରେ ଆଶା
ବଦ୍ଦଶା ମଧ୍ୟରେ କୌଣସି କର୍ମ ନ କରି ଜୀବନ ନିର୍ବାହ କରିବା କୌଣସି ପ୍ରାଣୀ ପାଇଁ ସମ୍ଭବ ହୋଇ ନ ପାରେ। ହୁଏତ କେଉଁ ପ୍ରାଣୀ ଅଧିକ କର୍ମ କରିଥାଏ ତ ପୁଣି କିଏ ଅଳ୍ପ କର୍ମ କରିଥାଏ, ମାତ୍ର ସୃଷ୍ଟିରେ…
ଅଷ୍ଟ୍ରେଲିଆ ଓ ସାମାଜିକ ଗଣମାଧ୍ୟମ
ଗତବର୍ଷ ଶେଷଭାଗରେ ଅଷ୍ଟ୍ରେଲିଆର ସଂସଦରେ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ପକାଉଥିବା ପ୍ରଭାବକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାସହ ଟିକ୍ଟକ୍, ସ୍ନାପଚାଟ, ଇନ୍ଷ୍ଟାଗ୍ରାମ ଏବଂ ଏକ୍ସ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ…
ଜଙ୍ଗଲ ଓ ରାସ୍ତା
ଜଙ୍ଗଲ ଓ ରାସ୍ତା ପ୍ରସଙ୍ଗ ବହୁ ଜରୁରୀ। ଗୋଟେ ହେଉଛି ପ୍ରାକୃତିକ ଓ ଅନ୍ୟଟି କୃତ୍ରିମ ବ୍ୟବସ୍ଥା। ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ହେଲା ବେଳେ ରାସ୍ତା ମଧ୍ୟ ଜୀବନ ଶୈଳୀକୁ ଉତ୍କୃଷ୍ଟ କରିବାର…
ଗାନ୍ଧିଜୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ
ଜାନୁଆରୀ ୧୯୧୫ରେ ମୋହନଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପହଞ୍ଚତ୍ଥିଲେ। ସ୍ବଦେଶକୁ ବାହୁଡ଼ି ଆସିବା ପାଇଁ ତାଙ୍କୁ ୧୯୧୨ରେ ଅନୁରୋଧ କରିଥିଲେ ଦକ୍ଷିଣ ଆଫ୍ରିକା ଭ୍ରମଣରେ ଯାଇଥିବା ଗୋପାଳକୃଷ୍ଣ ଗୋଖ୍ଲେ। ମୁମ୍ବାଇର ପ୍ରଭାବଶାଳୀ ନାଗରିକ ସାର୍ ଫିରୋଜଶାହା…
ଯୁଧିଷ୍ଠିର ଓ ଅଶୋକଙ୍କ ହିଂସା
ସମ୍ରାଟ ଅଶୋକ ଜଣେ ଐତିହାସିକ ବ୍ୟକ୍ତିତ୍ୱ। ଖ୍ରୀଷ୍ଟପୂର୍ବ ୨୬୦ ପାଖାପାଖି ଅର୍ଥାତ୍ ୨୩୦୦ ବର୍ଷ ପୂର୍ବେ ଅଶୋକ ଶାସନ କରୁଥିଲେ। ବିଶେଷକରି ସେ ସ୍ତମ୍ଭ ଓ ଶିଳାଲେଖ ପାଇଁ ପ୍ରସିଦ୍ଧ ଥିଲେ। ତାଙ୍କ ଶାସନର ଭଲ ଦିଗକୁ ଦର୍ଶାଇବା ଲାଗି ଏହା…
ଦୁର୍ନୀତିର ଚକ୍ରବ୍ୟୂହ
ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ହେଲେ ଦୁର୍ନୀତି ଓଡ଼ିଶାର ଅଭିବୃଦ୍ଧିକୁ ବାଧା ଦେଉଛି। ଦୁର୍ନୀତି ରୂପକ ସଂକ୍ରାମକ ବ୍ୟାଧିଟି ସମାଜର ପ୍ରତିଟି ସ୍ତରରେ ବିସ୍ତାରିତ ହୋଇସାରିଛି। ଏହା ସୃଷ୍ଟି କରିଛି କର୍ତ୍ତବ୍ୟହୀନତା ଏବଂ କର୍ମବିମୁଖତା। ଏହା ଆମ ରାଜ୍ୟର ଅର୍ଥନୀତି, ଶିକ୍ଷା,…
ସୁସ୍ବାଗତଂ
ଆମ ଓଡ଼ିଶାର ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ଯୋଗଦେବାକୁ ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରବାସୀ ଓ ଭାରତୀୟ ବଂଶୋଦ୍ଭବ ଆମର ମନ୍ଦିରମାଳିନୀ ଭୁବନେଶ୍ବରରେ ପଦାର୍ପଣ କରିବାକୁ ପ୍ରସ୍ତୁତ। ଏଥିପାଇଁ ପ୍ରବାସୀ ଭାରତୀୟଙ୍କ…
ଜାରଓ୍ବା ବଞ୍ଚାଅ
ଭାରତର ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଆଣ୍ଡାମାନ ନିକୋବର ଦ୍ୱୀପମାଳ ଅନ୍ୟତମ। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ୧ ନଭେମ୍ବର ୧୯୫୬ରେ ଗଠନ କରାଯାଇଥିଲା। ୫୭୨ଟି ଦ୍ୱୀପକୁ ନେଇ ଗଠିତ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ମାତ୍ର ୩୮ଟି ଦ୍ୱୀପରେ ଲୋକ ରହୁଛନ୍ତି। ୨୦୧୧…
ଏଇ ଭାରତରେ
ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ ପିଲାମାନେ ରହୁଛନ୍ତି, ଖାଉଛନ୍ତି ଓ ପଢୁଛନ୍ତି। ତାଓ୍ବାଙ୍ଗ ଜିଲାର ପାହାଡ଼ିଆ ଅଞ୍ଚଳର ଏକ ଛୋଟ…
କ୍ଷତିପୂରଣ ନା ତୁଷ୍ଟୀକରଣ
ବିଧାନସଭାରେ ଗୃହୀତ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରକୁ ଭକ୍ତଙ୍କୁ ବାରଣ ଯୋଗୁ ଦଇତା ସେବକମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଥିବା ଖବର ପ୍ରକାଶ ପାଇଛି। ପୂର୍ବ ସରକାର ସମୟରେ ଭକ୍ତବିହୀନ ରଥଯାତ୍ରାରେ ମଧ୍ୟ ଏପରି ଅର୍ଥ ଦିଆଯାଇଥିବାରୁ…
ଜୀବନରେ ଚାପର ତାପ
ପ୍ରତ୍ୟେକ ବସ୍ତୁ ଓ ବ୍ୟକ୍ତିର ନିଜସ୍ବ ଚାପ ଓ ଚାପଶକ୍ତି ରହିଛି। ବିଜ୍ଞାନରେ ବାୟୁଚାପ ଓ ଜଳଚାପ ପଢ଼ିଛେ। ଗ୍ଲାସରେ ଜଳପୂର୍ଣ୍ଣ କରି ତା’ ଉପରେ ପୋଷ୍ଟକାର୍ଡ଼ ରଖି ତଳମୁହାଁ କରିଦେଲେ ଜଳର ଚାପଠାରୁ ବାୟୁର ଚାପ ଅଧିକ ଯୋଗୁ ଜଳ…
ଭାଇରସ୍ ଖେଳ
କୋଭିଡ୍-୧୯ ବା କରୋନା ଭୂତାଣୁ ସଂକ୍ରମଣ ସାମ୍ନାକୁ ଆସିବାର ୫ବର୍ଷ ପରେ ଏବେ ହ୍ୟୁମାନ ମେଟା ନ୍ୟୁମୋ ଭାଇରସ୍ (ଏଚ୍ଏମ୍ପିଭି) ସଂକ୍ରମଣକୁ ନେଇ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ଭଳି ଏଚ୍ଏମ୍ପିଭି ଦ୍ରୁତ ଗତିରେ ବ୍ୟାପୁଥିବା କୁହାଯାଉଛି। ସରକାରୀ…
Archives


