ପରିବର୍ତ୍ତନର ସଙ୍କେତ
ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ଭାବେ କ୍ୟାବିନେଟ ର଼୍ୟାଙ୍କରେ ନିଯୁକ୍ତ କରିଛନ୍ତି। କେବଳ ମିଶ୍ରଙ୍କ ପାଇଁ ଏହା ଏକ ବଡ଼ ଦାୟିତ୍ୱ ନୁହେଁ,…
ରିହାତି ଦୌଡ଼
ଆଜି ଯେତେବେଳେ ଆମେ ଏକ ଦକ୍ଷ ଭାରତ ଗଠନ କରିବାକୁ ଚେଷ୍ଟା କରୁଛନ୍ତି , ସେତେବେଳେ ଏକ ସମୃଦ୍ଧ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ହେଲେ ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳଗୁଡ଼ିକର ଲୋକପ୍ରିୟ ଘୋଷଣା ଦକ୍ଷ ଭାରତର ଛବିକୁ ପଦାରେ…
ନକଲି ଆଦର, ଅସଲି ହତାଦର
ଆଜିକାଲି ଅସଲି ଅପେକ୍ଷା ନକଲିର ଚାହିଦା ଦ୍ରୁତଗତିରେ ବଢ଼ିଚାଲିଛି। ଏଇ ଯେମିତି ବିରାଟ କୋଠା କରି ବଗିଚା ପାଇଁ ଜାଗା ଅଭାବରୁ ପ୍ଲାଷ୍ଟିକ ବା କାଗଜ ଫୁଲର ନିରସ ସମ୍ଭାର ସୃଷ୍ଟି କରନ୍ତି ଆଉ କେଉଁଠି ସତସତିକା ଫୁଲର ସମ୍ଭାର ଦେଖିଲେ…
ଏଆଇ ପ୍ରତିଯୋଗିତା
ଡିପ୍ସିକ୍ ହେଉଛି ଚାଇନାର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଫ୍ଟଓ୍ବେର କମ୍ପାନୀ। ଜାନୁଆରୀ ୨୦ରେ ଏହା ଓପନ ଏଆଇ ମଡେଲ-୧( ଡିପ୍ସିକ୍- ଆରଓ୍ବାନ୍)ରିଲିଜ କରିବା ପରେ ଆମେରିକାର ଚିପ୍ ନିର୍ମାତା ନିଭିଡିଆ କମ୍ପାନୀର ଶେୟାର ମୂଲ୍ୟ ଅତ୍ୟଧିକ ହ୍ରାସ ପାଇଥିଲା। ଏହାସହ…
ସଙ୍କୁଚିତ ବଜେଟ
ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। ନିର୍ମଳା ସୀତାରାମନ ବଜେଟରେ ଚାରିଟି ଇଞ୍ଜିନ: କୃଷି, ଏମ୍ଏସ୍ଏମ୍ଇ, ନିବେଶ ଏବଂ…
ଶକ୍ତିର ମେଳା
କୁମ୍ଭମେଳା ହିନ୍ଦୁଧର୍ମର ଏକ ବିଶେଷ ଦିଗକୁ ପ୍ରକାଶ କରେ, ଯାହା ସମ୍ପର୍କରେ ପ୍ରାୟତଃ ଆଲୋଚନା କରାଯାଏ ନାହିଁ। ଏହା କୌଣସି ମନ୍ଦିର, ଦେବତା, ଭକ୍ତି, ଗୀତ କଥା ନୁହେଁ, ଏହା ମୁଖ୍ୟତଃ ଏକ ରୀତିନୀତି, ଯେଉଁଥିରେ ଶରୀରରେ ବିଭୂତି ବୋଳି ଜଟା…
ଅହଂକାର ଅନୁଚିନ୍ତା
ବୁଝିଲ ବନ୍ଧୁ, ଆମ ଅହଂକାର ଯୋଗୁ ଆମେ ନିଜେ ବହୁ ଅଶାନ୍ତି ଭୋଗିବା ସହ ଅନ୍ୟମାନଙ୍କ ଭିତରେ ମଧ୍ୟ ଅପ୍ରୀତିକର ବାତାବରଣ ସୃଷ୍ଟିକରି ଜୀବନଟାକୁ କଳୁଷିତ କରିଦେଉଛେ। ଆମେ ସମସ୍ତେ ସବୁ କାମର ଶ୍ରେୟ ନେବା ପାଇଁ ବ୍ୟାକୁଳ, ଏବଂ ‘ମୋ…
ଆକବରଙ୍କ ଘଣ୍ଟା
ଶାସନର ସଂଜ୍ଞା ଏବେ ବଦଳିଗଲାଣି। ଆଗେ ବ୍ରିଟିଶ୍ ଶାସନ ସମୟରେ କିମ୍ବା ଭାରତ ସ୍ବାଧୀନତା ପାଇଲା ପରେ ପରେ ସଂଜ୍ଞା ମୁଖ୍ୟତଃ ରାଜସ୍ବ ଆଦାୟ, ଆଇନଶୃଙ୍ଖଳା ରକ୍ଷାରେ ସୀମିତ ଥିଲା। ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ ହେବା ପରେ ଉନ୍ନୟନ…
ଆମେରିକା ଆଗ
ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତିଗୁଡ଼ିକ ବିବାଦୀୟ ହୋଇଚାଲିଛି। ୨୦ ଜାନୁଆରୀ ୨୦୨୫ରେ ଦାୟିତ୍ୱ ନେବାର ପ୍ରଥମ ଦିନରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ)ରୁ ଆମେରିକା ଓହରିଯିବା ବିଷୟ ସେ ଘୋଷଣା କରିଥିଲେ।…
ଶିକ୍ଷା ଚାପରେ ଜୀବନ
ରାଜସ୍ଥାନର କୋଟାରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା(ଏନ୍ଇଇଟି) ପାଇଁ ପ୍ରସ୍ତୁତି କରୁଥିବା ୧୮ ବର୍ଷୀୟା ଓଡ଼ିଆ ଝିଅର ଆତ୍ମହତ୍ୟା ସହ ଚଳିତ ମାସରେ ଏହିଭଳି ତିନୋଟି ଘଟଣା ଘଟିବା ସେହି ଅନୁଷ୍ଠାନ ଏବଂ ପ୍ରଶାସନ ବ୍ୟବସ୍ଥାର ଅସଫଳତାକୁ ଦର୍ଶାଉଛି। ୨୦୨୩ରେ ୨୪ରୁ ଅଧିକ…
ଗାଁରେ ଦରଦାମ୍ ଅସମ୍ଭାଳ କାହିଁକି
ଏବେ ଖବରକାଗଜଗୁଡ଼ିକରେ ଆମ ରାଜ୍ୟ ଓଡ଼ିଶାରେ ଦରଦାମ୍ ବୃଦ୍ଧି ହେତୁ ସାଧାରଣ ଜନତା ହନ୍ତସନ୍ତ ହେବା ଖବର ବଡ଼ ବଡ଼ ଅକ୍ଷରରେ ପ୍ରକାଶ ପାଉଛି। ବିଶେଷକରି ଗାଁରେ ଦରଦାମ୍ ଅସମ୍ଭାଳ ଏବଂ ସର୍ବଭାରତୀୟ ସ୍ତରର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୫.୭୬ ପ୍ରତିଶତ…
ବଡ଼ କିନ୍ତୁ ଗୁଣବତ୍ତା ନୁହେଁ
ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସକାଶେ ଜାତୀୟ ଶିକ୍ଷାନୀତି ୨୦୨୦ ଅଣାଯାଇଛି। କିନ୍ତୁ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଏହାର ସଫଳତା ଉପରେ ପ୍ରଶ୍ନ ଉଠାଉଛି। ନିକଟରେ ନ୍ୟାଶ୍ନାଲ ଆସେସ୍ମେଣ୍ଟ ଆଣ୍ଡ୍ ଆକ୍ରିଡେଶନ କାଉନ୍ସିଲ (ନାକ୍) ବା ଜାତୀୟ ମାନ୍ୟତା ଆକଳନ…
Archives


