ସମ୍ପାଦକୀୟ

ଏଇ ଭାରତରେ

ଯୋସେପ ଲୋବୋଙ୍କ ଘର କର୍ନାଟକ ଉଡୁପିର ଏକ ଗାଁରେ। ସେ ତାଙ୍କ ଅଗଣାରେ ବଗିଚାଟିଏ କରିଛନ୍ତି। ସେଥିରେ ସେ ଜୈବିକ ପଦ୍ଧତିରେ ବିଭିନ୍ନ କୋଳି, ସପେଟା, ଫଳ, ଅନେକ କିସମର ଆମ୍ବ ସହିତ ୨୦୦ ପ୍ରକାର ଗଛ ଲଗାଇଛନ୍ତି। ଗ୍ରୋ...

ଅନ୍ଧବିଶ୍ୱାସ ଫାଶ

ଅସିତ ମହାନ୍ତି   ୟୁପିର ହାଥରସ୍‌ରେ ଏକ ସତ୍‌ସଙ୍ଗ ସମୟରେ ବଡ଼ ଦୁର୍ଘଟଣା ଘଟି ୧୨୧ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସତ୍‌ସଙ୍ଗର ଆୟୋଜନ, ମାନବ ମଙ୍ଗଳ ମିଳନ ସଦ୍ଭାବନା ସମାଗମ ସମିତି ଦ୍ୱାରା ଭୋଲେ ବାବାଙ୍କ ପାଇଁ...

ଆଇନର ଶାସନ ଏକ ଉପହାସ

ସହଦେବ ସାହୁ   ଆମେ କଥାକଥାକେ କହିହେଉଛୁ ଆଇନ ଆଗରେ ସମସ୍ତେ ସମାନ: କାର୍ଯ୍ୟକ୍ଷେତ୍ରରେ ଏ ଗୋଟିଏ ଆଈମା’ଙ୍କ କାହାଣୀ, ଏକ ପୁରାଣ ଗପ! ଆଇନ କହେ ନାହିଁ ମୋ ଆଖିରେ ସମସ୍ତେ ସମାନ, ଆଇନ ଲାଗୁ କରୁଥିବା ଅଧିକାରୀମାନଙ୍କୁ...

ଆମେରିକାରେ ବନ୍ଧୁକ

ଆମେରିକା ପାଇଁ ଜୁଲାଇ ୪ ଏକ ସ୍ମରଣୀୟ ଦିବସ। ୧୭୭୬ ମସିହା ଏହି ଦିନ ବ୍ରିଟିଶ୍‌ ସରକାର ଅଧୀନରୁ ଆମେରିକା ସ୍ବାଧୀନତା ପାଇଥିଲା ଏବଂ ଏହାକୁ ପ୍ରତିବର୍ଷ ପାଳନ କରାଯାଉଛି। ଚଳିତବର୍ଷ ଜୁଲାଇ ୪ରେ ଆମେରିକୀୟମାନେ ଏହାକୁ ପାଳନ କରିବା...

ଏଇ ଭାରତରେ

ଆମ୍ବର ବିଭିନ୍ନ କିସମ ପ୍ରାୟ ସମସ୍ତେ ଦେଖିଥିବେ। ପସନ୍ଦ ଅନୁସାରେ ଲୋକେ ସେହି ପ୍ରକାରର ଆମ୍ବଗଛ ଲଗାଇଥାନ୍ତି। କିନ୍ତୁ ଗୋଟିଏ ଗଛରେ ୨୪ ପ୍ରକାରର ଆମ୍ବ ଫଳିବା କଥା କେବେ ଶୁଣିଛନ୍ତି! କଥାଟା ହୁଏତ ବିଶ୍ୱାସ ହୋଇ ନ ପାରେ।...

ସମୟ ବଦଳିଗଲାଣି

ଡ. ସନ୍ତୋଷ କୁମାର ମହାପାତ୍ର ଗତ କିଛି ବର୍ଷରେ ପରିସ୍ଥିତି ବଦଳିଗଲାଣି। ମଣିଷ ଅଧିକ ସ୍ବାର୍ଥପର ହୋଇଗଲାଣି। ଶାସକ ଶ୍ରେଣୀର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଲାଣି। ବେକାରି, ଦାରିଦ୍ର୍ୟ, ବୈଷମ୍ୟ, ଦରଦାମ ବୃଦ୍ଧି ସମସ୍ୟାର ସମାଧାନ କରିବା ତଥା ଶିକ୍ଷା ଓ...

ସେଇ ଚମତ୍କାରୀ ଚକାଆଖି

ଅଧ୍ୟାପକ ନିରଞ୍ଜନ ପାଢ଼ୀ ବଡ଼ ଚମତ୍କାରୀ ସେଇ ଚକାଆଖି ଦିଓଟି। ବିଶ୍ୱାସ ଓ ବିଜ୍ଞାନର ଦ୍ୱନ୍ଦ୍ୱ ମଧ୍ୟରେ ସେଇ ଚକାଆଖିର ଆକର୍ଷଣ ଯୁଗେ ଯୁଗେ ଆସ୍ତିକଙ୍କଠୁ ନାସ୍ତିକଙ୍କ ଯାଏ ସଭିଙ୍କୁ ସମ୍ମୋହିତ କରିଆସିଛି। ଏକାନ୍ତ ଅବର୍ଣ୍ଣନୀୟ ସେଇ ଚକାଆଖି ଦିଓଟିର...

ବାଇଡେନ୍‌ଙ୍କ ବୟସ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବୟସ ୮୧। ବାଇଡେନ କହିଛନ୍ତି ଯେ, ସେ ନଭେମ୍ବରରେ ନିର୍ବାଚନରୁ ଓହରିବେ ନାହିଁ ଏବଂ ପୁନର୍ବାର ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି। ଅସୁବିଧା ହେଉଛି, ତାଙ୍କୁ ବର୍ତ୍ତମାନ ନିଜ ଦଳର ଲୋକମାନେ ଓହରିଯିବାକୁ ଅନୁରୋଧ କରୁଛନ୍ତି।...

ଏଇ ଭାରତରେ

ଏସିରୁ ବାହାରୁ ଥିବା ପବନରୁ ପ୍ରଦୂଷଣ ଦୂର କରିବା ଲାଗି ରବି କୌଶିକ ଏକ ଏସି ପ୍ୟୁରିଫାୟର ତିଆରି କରିଛନ୍ତି। ଏବେ ଏହା ପାଖାପାଖି ୩ ହଜାର ଘରେ ଲାଗି ସାରିଲାଣି। ଆଇଆଇଟି କାନପୁରରେ କରାଯାଇଥିବା ଗବେଷଣା ନିଶ୍ଚିତ କରିଛି...

ଅଣସର ଓ ପ୍ରାଚୀ ସଂସ୍କୃତି

ପୀତାମ୍ବର ରାଉତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଦାରୁଦେବତା କିନ୍ତୁ ଜୀବନ୍ତ ଠାକୁର। ଯେଉଁଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ଯାବତୀୟ ମାନବଲୀଳା। ବାରମାସରେ ତେର ପର୍ବ। ମାନବୀୟ ଲୀଳାର ନିଦର୍ଶନ ସ୍ବରୂପ ଅଣସର ନୀତି ଏକ ସ୍ବତନ୍ତ୍ର ନୀତି। ଜ୍ୟେଷ୍ଠମାସ...

ଏମ୍‌ଏସ୍‌ପି ଓ ଅନ୍ନଦାତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ଖରିଫ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ଘୋଷଣା କରାଯାଇଛି। ସରକାର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଘୋଷଣା କରିବା ସହିତ ନୂତନ ଦରକୁ...

ଯୋଗୀଙ୍କ ସଙ୍କେତ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବରେ ମନୋଜ କୁମାର ସିଂଙ୍କୁ ନିଯୁକ୍ତ କରିଛନ୍ତି। ସେ ଦୁର୍ଗା ଶଙ୍କର ମିଶ୍ରଙ୍କଠାରୁ ଦାୟିତ୍ୱ ନେଇଛନ୍ତି, ଯାହାଙ୍କ କାର୍ଯ୍ୟକାଳକୁ ଜୁନ୍‌ ୩୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri