ଇକୋମାର୍କ କାହିଁକି ଜରୁରୀ
ରାତି ପାହିଲେ ଆମେ ବଜାରକୁ ଯାଉଛୁ। ଖାଇବା ଜିନିଷଠାରୁ ପନିପରିବା, ଠାକୁର ପୂଜା ସାମଗ୍ରୀଠାରୁ କପଡ଼ାପତ୍ର, ପାଣି ବଟଲ ହେଉ ବା ହେଲ୍ମେଟ୍ ଯେକୌଣସି ଜିନିଷ ଆମେ କିଣୁ ଆମକୁ କେବଳ ଏହାର ବାହ୍ୟ ଚାକଚକ୍ୟ କ୍ଷେତ୍ରଟି ଆକର୍ଷିତ କରିଥାଏ। କିନ୍ତୁ…
ଗବେଷଣାର ଗତିପଥ
ସାମ୍ପ୍ରତିକ ସମୟରେ ବଦଳି ଯାଇଛି ବୈଜ୍ଞାନିକ ଗବେଷଣାର ଗତିପଥ। ପାରମ୍ପରିକ ଗବେଷଣା ସହିତ ଯୋଡ଼ି ହୋଇଯାଇଛି ଜୈବ ପ୍ରଯୁକ୍ତିବିଦ୍ୟା, ନାନୋବିଜ୍ଞାନ, ପରିବେଶ ବିଜ୍ଞାନ, ଆଣବିକ ବିଜ୍ଞାନ, କମ୍ପ୍ୟୁଟର ପ୍ରୟୋଗ, କୃତ୍ରିମ ବୁଦ୍ଧିମତ୍ତା, ଜଳବାୟୁ ପରିବର୍ତ୍ତନ ଆଦି ଅନେକ ବିଷୟ। ବିଭିନ୍ନ ବିଷୟମାନଙ୍କ…
ମାଛଧରା ବିବାଦ
ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା (ଆଇଏମ୍ବିଏଲ୍) ଡେଇଁ ଭାରତୀୟ ମତ୍ସ୍ୟଜୀବୀ ଶ୍ରୀଲଙ୍କା ଜଳରାଶି ଭିତରକୁ ପ୍ରବେଶ କରିବା ସାଧାରଣ ଘଟଣାରେ ପରିଣତ ହୋଇଯାଇଛି। ନିକଟରେ ବେଆଇନ ମାଛ ଧରିବାକୁ ଚାଲିଯାଇଥିବା ୩୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା କର୍ତ୍ତୃପକ୍ଷ ଗିରଫ କରିଥିବା ବେଳେ ୫…
ଏଇ ଭାରତରେ
ପଞ୍ଜାବର ଗ୍ରାମାଞ୍ଚଳରେ ପିଲା ଓ ମହିଳାଙ୍କ ପାଇଁ ନୂଆ ସୃଷ୍ଟି କରିଛନ୍ତି ଆଇଏଏସ୍ ଅଧିକାରୀ ଜିତେନ୍ଦ୍ର ଜୋରଓ୍ବାଲ। ସଙ୍ଗ୍ରୁର ଜିଲାର ଡିଷ୍ଟ୍ରିକ୍ଟ କମିଶନର ଭାବେ ନିଯୁକ୍ତ ଜୋରଓ୍ବାଲ ବସ୍ତିର ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ‘ସ୍କୁଲ୍ସ ଅନ୍ ହ୍ବିଲ୍ସ’…
ପୂଜା ଓ ବୟସ
ବାର ମାସରେ ତେର ପର୍ବର ଦେଶ ଭାରତ ହୋଇଥିବାରୁ ପର୍ବପର୍ବାଣି ଆମ ସମସ୍ତଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପର୍ବପର୍ବାଣି କଥା ଉଠିଲା ମାତ୍ରେ ପୂଜା କଥା ଆପଣାଛାଏଁ ମନକୁ ଆସିଥାଏ। ବିନା ପୂଜାରେ ଭାରତରେ ପର୍ବ ପାଳନ ଏକରକମ ଅସମ୍ଭବ।…
ଅଶ୍ଳୀଳତାର ମାୟାଜାଲ
ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଇଣ୍ଟରନେଟ୍ର ମାୟାଜାଲ ଅଭଦ୍ରତା, ଅସଭ୍ୟତା ଓ ଅଶ୍ଳୀଳତାର ଭଣ୍ଡାର ପାଲଟି ଗଲାଣି। ବିଶେଷକରି ଦେଶର କିଶୋର ଓ ଯୁବ ଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଏହି ମାୟାଜାଲ ମାଧ୍ୟମରେ ସତେଯେମିତି ନିତି କସରତ ଓ ଷଡଯନ୍ତ୍ର ଚାଲିଛି।…
ଦୁଇ ବିରୋଧୀଙ୍କ ମେଣ୍ଟ
ୟୁରୋପ ମହାଦେଶର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ଜର୍ମାନୀ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ପରିଚିତ। ପୃଥିବୀର ଅନେକ ଦେଶ ଭଳି ସେଠାରେ ମଧ୍ୟ ରାଜନୈତିକ ସଙ୍କଟ ଲାଗି ରହିଛି। ୨୦୨୫ ସେପ୍ଟେମ୍ବରରେ ଜର୍ମାନୀର ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ…
ଏଇ ଭାରତରେ
କେଶ କାଟିବାକୁ ହେଲେ ସେଲୁନ୍ ଯିବାକୁ ପଡ଼େ। ହେଲେ ସେଲୁନ୍ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି ଉତ୍ତରପ୍ରଦେଶ ବାରାଣସୀରେ। ଏଠାରେ ଜଣେ ବ୍ୟକ୍ତି ସାଇକେଲରେ…
ସିଂହଳୀ ନାତ
ଭାରତର ଦକ୍ଷିଣପୂର୍ବ (ପ୍ରମୁଖତଃ ତାମିଲନାଡୁ) ସମୁଦ୍ର ତଟ ଏବଂ ଶ୍ରୀଲଙ୍କାର ଉତ୍ତରାର୍ଦ୍ଧ ମଧ୍ୟରେ ଏମିତି ଏକ ସ୍ଥାନ ରହିଛି, ଯାହାକୁ ଇଂଲିଶରେ ପାକ୍ ଷ୍ଟ୍ରେଟ୍ କୁହାଯାଉଛି। ଏହାର ଓଡ଼ିଆରେ ଅର୍ଥ ହେବ ‘ପାକ ଜଳସଂଯୋଗୀ’। ଅର୍ଥାତ୍ ଏକ ସ୍ବଳ୍ପ ଗଭୀରତାପୂର୍ଣ୍ଣ ଜଳଡମ୍ବରୁ,…
ଆକାଂକ୍ଷୀ ଅଞ୍ଚଳ ବିକାଶ ପରିଷଦ
ଆଞ୍ଚଳିକ ବୈଷମ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯୯୮ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ। ନୂଆ ସରକାର ଉତ୍ତର ଓଡ଼ିଶା ବିକାଶ ପରିଷଦ ଏବଂ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଏକ ଉଚ୍ଚସ୍ତରୀୟ କାର୍ଯ୍ୟବାହିନୀ…
୩ ବର୍ଷିଆ ଯୁଦ୍ଧ
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୨୪ ଫେବୃଆରୀରେ ୩ ବର୍ଷ ପୂରିଲା। ୨୦୨୨ ଏହି ଦିନରେ ରୁଷିଆ ପ୍ରଥମେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସାଧାରଣରେ ଘୋଷଣା କରିଥିଲେ ଯେ, ୟୁକ୍ରେନ୍ ସହ ଯୁଦ୍ଧ ୭ ଦିନରେ ସରିଯିବ…
ଛାତ୍ରନେତ୍ରୀରୁ ମୁଖ୍ୟମନ୍ତ୍ରୀ
ତ୍ର ଜୀବନରେ ରାଜନୀତି କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କମ୍ ବାସ୍ତବ ରାଜନୀତିର ଶୀର୍ଷରେ ପହଞ୍ଚତ୍ଥାଆନ୍ତି। ପୁଣି ଯିଏ କ୍ଷମତା ରାଜନୀତିରେ ତିଷ୍ଠି ଯାଆନ୍ତି ଓ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରନ୍ତି, ସେମାନେ ଅନ୍ୟମାନଙ୍କ ସକାଶେ ଉଦାହରଣ ପାଲଟିବା ସହ…
Archives


