ସମ୍ପାଦକୀୟ

ଫାଟ କରିବ ଜାତିଗଣନା

ଓଡ଼ିଆରେ ଲୋକେ କହିଥାଆନ୍ତି-‘ବାର ଜାତି ତେର ଗୋଲା, ବୈଷ୍ଣବ ହେଲେ ସବୁ ଗଲା’। ଏଠାରେ କେଉଁ ନିର୍ଦ୍ଦିଷ୍ଟ ଜାତିକୁ ଉପଲକ୍ଷ୍ୟ କରି କଟାକ୍ଷ କରିବା ଉଦ୍ଦେଶ୍ୟ ନୁହେଁ। ପ୍ରସଙ୍ଗ ହେଲା ଏପ୍ରିଲ ୩୦ରେ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିପିଏ)…

ଏଇ ଭାରତରେ

କେରଳର ଜୋଶେଫ୍‌ କରାକାଡୁ ଡ୍ରାଗନ ଫ୍ରୁଟ୍ସ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ନିଜସ୍ବ ଉଦ୍ୟମରେ ଜଣେ ସଫଳ ଡ୍ରାଗନ ଫ୍ରୁଟ୍ସ ଚାଷୀ ହୋଇପାରିଛନ୍ତି। ଜୋଶେଫ୍‌ଙ୍କ ବୟସ ୭୪। ସେ ପାଖାପାଖି ୧ ଏକର ଜମିରେ ୨୦ ପ୍ରକାର…

ଦେହ ଦେଉଳରେ ଦିଅଁ ଦର୍ଶନ

ସ୍କୃତରେ ଉକ୍ତିଟିଏ ଅଛି ‘ଦେହୋ ଦେବାଳୟ ପ୍ରୋକ୍ତୋ ଜୀବଃ ପ୍ରୋକ୍ତୋ ସନାତନଃ’ ଅର୍ଥାତ୍‌ ଏ ଦେହ ହେଉଛି ଏକ ଦେବାଳୟ, ଯାହା ଭିତରେ ପରମାତ୍ମା ସୂକ୍ଷ୍ମ ରୂପରେ ଥାଆନ୍ତି। କିନ୍ତୁ ମନରେ ପ୍ରଶ୍ନ ଆସେ ଦେହକୁ ସିନା ଦେଉଳ ସହ ତୁଳନା…

କି ଅଦ୍ଭୁତ ମାନସିକତା

ଏହି ଆଲେଖ୍ୟଟି ଏକ ସତ୍ୟ ଘଟଣା, ଯାହାର ପ୍ରତ୍ୟକ୍ଷଦର୍ଶୀ ମୁଁ ନିଜେ, ତାହାକୁ ଉପକ୍ରମ ହିସାବରେ ନେଇ ଆରମ୍ଭ କରିବାକୁ ଯାଉଛି। କଟକର ଏକ ଘରୋଇ ହସ୍ପିଟାଲରେ ମୋର ସହଧର୍ମିଣୀ ଚିକିତ୍ସାଧୀନ ଥିଲେ। ସେଦିନ ଅପରେଶନ ପାଇଁ ତାଙ୍କୁ ଓଟି ଭିତରକୁ…

ଏବକାର ଭାରତ-ପାକିସ୍ତାନ

୧୯୯୦ ଦଶକରୁ ଆରମ୍ଭ କରି ଏଇ ବିଗତ କିଛିବର୍ଷ ପର୍ଯ୍ୟନ୍ତ ଭାରତ ହାଇଫେନ୍‌ ଦୂରୀକରଣ (ଅର୍ଥାତ୍‌ ନିଜକୁ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରିବା) ଉପରେ ଗୁରୁତ୍ୱ ଦେଇ ଆସୁଛି। ଏହି ଆଲୋଚ୍ୟ ହାଇଫେନ୍‌ଟି ବିଶେଷକରି ‘ଇଣ୍ଡୋ-ପାକ୍‌’ ବା ‘ଭାରତ-ପାକିସ୍ତାନ’ ଭିତରେ ଥିବା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ଭ୍ରାମ୍ୟମାଣ ଲାଇବ୍ରେରି ଲୋକଙ୍କ ପାଖରେ ବହି ପହଞ୍ଚାଇ ଦେଇପାରୁଛି। ଉତ୍ତରାଖଣ୍ଡ ଓ ରାଜସ୍ଥାନରେ ଏହି ଲାଇବ୍ରେରି ଚାଲିଛି ଘୋଡ଼ା ଓଟଙ୍କ ସାହାଯ୍ୟରେ। ଉତ୍ତରାଖଣ୍ଡର ଦୁର୍ଗମ ଗାଁ ଗୁଡ଼ିକୁ ଘୋଡ଼ା ଲାଇବ୍ରେରି ଯାଇ ଲୋକଙ୍କ ପାଖରେ ପହଞ୍ଚିଯାଉଛି। ଏହି…

ମାଟିର ମହକ

ଯୁଗେ ଯୁଗେ ମାଟିକୁ ନେଇ ବିବାଦ ରହିଆସିଛି। ମାଟିର ଗୁଣ ଯଥା ଉର୍ବର, ଅନୁର୍ବର, ସମତଳ, ଜଙ୍ଗଲ, ପାହାଡ଼-ପର୍ବତ ଇତ୍ୟାଦି କଥା କହି ବିଚାର କରନ୍ତି ନାହିଁ ବରଂ ତାକୁ ଆଧାର କରି ନିଜର ପରିଚୟ ଜାହିର କରିବା ହେଉ କିମ୍ବା…

ନର୍କ ଓ ସ୍ବର୍ଗର ଧାରଣା

ପ୍ରାୟ ପ୍ରତି ଧର୍ମର ଅନୁଗତମାନେ କହନ୍ତି, ସେମାନଙ୍କ ଧର୍ମରେ ବିଶ୍ୱାସ କରୁ ନ ଥିବା ଲୋକେ ନର୍କକୁ ଯିବେ, ସେମାନେ ନିଜେ ଯେ ଅନ୍ୟ ଧର୍ମର ବିଶ୍ୱାସୀମାନଙ୍କ ମତରେ ନର୍କକୁ ଯିବେ ଭୁଲିଯାଆନ୍ତି। ଏକ ଧର୍ମର ପ୍ରଚାରକ ଅନ୍ୟ ଧର୍ମର ଅନୁଗାମୀ…

ସିପିସି ଓ କେନ୍ଦ୍ର କର୍ମଚାରୀ

କେନ୍ଦ୍ର ସରକାର ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ (ସିପିସି) ଗଠନ ପାଇଁ ସ୍ବୀକୃତି ଦେବାର ପ୍ରାୟ ୪ ମାସ ବିତିଗଲାଣି କିନ୍ତୁ ଏଯାବତ୍‌ ସେଭଳି ନୂଆ ପଦକ୍ଷେପ ନିଆଯାଇନାହିଁ। ଏବେ ଗୁଞ୍ଜରଣ ସୃଷ୍ଟି ହେଉଛି ଯେ, ପ୍ରକ୍ରିୟାରେ ଅଗ୍ରଗତି ହେଉଛି। କିନ୍ତୁ…

ଭାରତୀୟ ପରମ୍ପରାରେ ଖାଦ୍ୟାଭ୍ୟାସ

ଅନେକ ତୀର୍ଥସ୍ଥଳକୁ ଶାକାହାର କ୍ଷେତ୍ରରେ ପରିଣତ କରାଯାଉଛି। ପ୍ରଥମେ ଜୈନ ତୀର୍ଥସ୍ଥଳୀକୁ ଏଭଳି କରାଯିବା ପରେ ଏବେ ଏହା ହିନ୍ଦୁ ତୀର୍ଥସ୍ଥଳୀରେ କରାଯାଉଛି। ଆମର ଧାରଣା ରହିଛି ଯେ, ଶାକାହାର ଖାଦ୍ୟ ଅହିଂସକ (ଏହା ପ୍ରକୃତରେ ନୁହେଁ) ଏବଂ ଅଣ୍ଡା, ମାଛ…

ବୁଦ୍ଧି ନ ଦିଶଇ ଘରକୁ

ଆଜ୍ଞା, କଥାରେ ଅଛି ”କହିଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ !“ ଏ ଉକ୍ତିର ଅର୍ଥ ହେଲା ପର ବା ଅନ୍ୟମାନେ ଆପଣଙ୍କ କଥା ଶୁଣୁଥିବା, ବୁଝୁଥିବା ବେଳେ ଘରଲୋକମାନେ ତାହାକୁ ଠିକ୍‌ ଭାବରେ ଶୁଣନ୍ତି ନାହିଁ କି ବୁଝନ୍ତିନାହିଁ।…

ଦୁଇ ସମାନ୍ତର ସରଳରେଖା-ଚେତନା ଓ ଚାତୁର୍ଯ୍ୟ

ଯିଏ ଆମ କଥା ଗ୍ରାହ୍ୟ କରିବେ ଆମେ ତାଙ୍କ ମୁଣ୍ଡରେ ସୁନାକଳସ ଢାଳିବୁ, ଆମ ହାତୀ ଉପରେ ସେ ହିଁ ବସିବ, ଆମେ ତାଙ୍କୁ ରାଜ୍ୟପତି କରିଦେବୁ, କୁଳପତି କରିଦେବୁ, ଛତ୍ରପତି କି ଶିକ୍ଷାପତି ବନେଇ ଦେବୁ, ଯେତେ କମିଟି ଥିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?