ଉତ୍ତପ୍ତ ୟୁରୋପ
ଜୁନ୍ ୨୦ରୁ ୨୮ ମଧ୍ୟରେ ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ୟୁରୋପକୁ ପ୍ରଭାବିତ କରିଥିଲା। ଏହା ପ୍ରଭାବରେ ଫ୍ରାନ୍ସ ଓ ସ୍ପେନର ବିଶାଳ ଅଞ୍ଚଳରେ ଏବେ ଜଙ୍ଗଲ ନିଆଁ ବ୍ୟାପିଛି। ଜୁନ୍ ମାସର ଗ୍ରୀଷ୍ମ ପ୍ରବାହ ପରେ ରୋମ ସହରର ଅଧିକାରୀମାନେ ଉତ୍ତପ୍ତ…
ପ୍ରତିବାଦର ପଦଧ୍ୱନି
ସିଜେପି- କକ୍ରୋଚ୍ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଯୁବ ସମାଜକୁ ‘କକ୍ରୋଚ୍’ ବୋଲି କରିଥିବା ତାଚ୍ଛଲ୍ୟରୁ ଏହି ବ୍ୟଙ୍ଗାମତ୍କ ନାମଟି ଚାଲିଆସିଲା। ଅଭିଜିତ୍…
ଗ୍ରୀକ୍ ଓ ଭାରତୀୟ ନାଟ୍ୟକଳାରେ ବିବିଧତା
ଚୀନ ଗ୍ରୀସ୍ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ, ସଙ୍ଗୀତ ଏବଂ ମାନବୀୟ ଭାବନାର ଅଭିବ୍ୟକ୍ତି ସମ୍ପର୍କରେ ଉନ୍ନତ ଧାରଣା ବିକଶିତ କରିଥିଲେ।…
ପ୍ରତିଶୋଧର ଖଡ୍ଗ
ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮ -ଏ ଆଜି କେତେକ ସ୍ଥଳରେ ବୈବାହିକ ପ୍ରତିଶୋଧ…
ଅସରପା ଆଉ ଅଟୋକ୍ରାସି
କକ୍ରୋଚ୍ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର କରି ଶୁଣାଉଛି ‘ଯଦା ଯଦା ହି ପ୍ରଶାସନସ୍ୟ ଗ୍ଲାନିର୍ଭବତି ଅଭିଜିତ୍, ଅଭୁ୍ୟୁଥାନମ୍ ପ୍ରଶାସନସ୍ୟ…
ଚାପରୁ ବର୍ଷା
ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି ଆସିଥିବା ୟୁରୋପ ମହାଦେଶବାସୀ ୪୦ରୁ ଊର୍ଦ୍ଧ୍ୱ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାକୁ ଦେଖି ସେମାନଙ୍କ…
ଏଇ ଭାରତରେ
ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା ଅଧିକାରୀ ଭାବେ ଦେଶସେବାକରି ୨୦୦୮ରେ ଅବସର ନେଇ ବେଙ୍ଗାଲୁରୁର ମୁଥାନାଲ୍ଲୁରକୁ ଫେରିବା ପରେ…
ଭିଆଇପି ପରମ୍ପରା
ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ, ବରଂ ସମ୍ପୂର୍ଣ୍ଣ ଯୋଜନା ଫସରଫାଟିଯାଏ, କାର୍ଯ୍ୟସୂଚୀ ଓ କାର୍ଯ୍ୟକ୍ରମରେ ବ୍ୟତିକ୍ରମ ଦେଖାଯାଏ ଅଥବା…
ସ୍ବାଭିମାନର ଅନନ୍ୟ ଆଭା
ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ ଓ କିମ୍ବଦନ୍ତୀ। ୧୯୪୨ ଭାରତଛାଡ଼ ଆନ୍ଦୋଳନବେଳେ ସେ ଥିଲେ କଟକ ପ୍ରାକ୍ଟିସିଂ ସ୍କୁଲର…
ଗୋପରେ ବଢୁଛି ବିକଳ୍ପ
ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି ସୃଷ୍ଟି କରିଛନ୍ତି ବାଙ୍କିପୁର ଓ ଦାତିଆ ଭୋଟଦାତା। ଏହି ଝର୍କାରୁ ଦେଖିଲେ କେବଳ…
ଏଇ ଭାରତରେ
ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩ ବର୍ଷୀୟ ଆକାଶ ଯାଦବ ଓ ତାଙ୍କ ସାଙ୍ଗମାନେ ଗଙ୍ଗାନଦୀର ଘାଟଗୁଡ଼ିକୁ ସଫା କରିବାରେ…
ଶବ୍ଦ ପଛର ସତ୍ୟ
ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ ଫାଙ୍କ ରହିଥାଏ। ଏହି ଫାଙ୍କ ହିଁ ଭୁଲ ବୁଝାମଣା, ଅବିଶ୍ୱାସ ଓ ସମ୍ପର୍କର…

