ସୁନ୍ଦରଗଡ଼

ସହର ସାରା ଦେଶୀ ମଦ ପାଉଚ ବିକ୍ରି

ରାଉରକେଲା ଅଫିସ, ୮ା୬: ରାଉରକେଲା ସହରରେ ପ୍ରାୟ ୧୪ ମାସ ହେଲା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଖୋଲୁନାହିଁ। ତଥାପି ସହର ସାରା ଦେଶୀ ମଦ ପାଉଚ ବିକ୍ରି ଚାଲିଛି। ଦେଶୀ ମହୁଲି ମଦ ଚୋରା କାରବାର ଓ ଦେଶୀ ମଦ ପାଉଚ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୭ଟି ସ୍ଥାନରେ ଚଢାଉ

ସୁନ୍ଦରଗଡ଼/ଭଦ୍ରକ,୬।୬(ଡି.ଏନ୍‌.ଏ.): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲା ଗ୍ରାମୀଣ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ସୁନ୍ଦରଗଡ଼ ଏବଂ ଭଦ୍ରକ ଜିଲାର ୭ଟି ସ୍ଥାନରେ ମଙ୍ଗଳାବର ଭିଜିଲାନ୍ସ ଚଢାଉ କରାଯାଇଛି। ଏହି ଚଢାଉରେ ୪…

ଶୋଇଥିବା ବେଳେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା

କୁଆଁରମୁଣ୍ଡା,୪।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରାଠାର ରବିବାର ଏକ ଅଘଟଣ ଘଟିଛି। ଅପରାହ୍ନରେ ଶୋଇଥିବା ବେଳେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ବିବତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଯମୁନାନାକି ଗ୍ରାମର ଅମର ଯାଦବ(୫୪)। ମିଳିଥିବା ସୂଚନା ମୁତାବକ,…

ଭୂମି ଅଧିଗ୍ରହଣ, ବନ ବିଭାଗ ସର୍ତ୍ତାବଳୀ ଅଡୁଆ

ରାଉରକେଲା ଅଫିସ, ୪।୬: ରାଉରକେଲା ହକି ଛକ ଭାୟା ବନ୍ଧମୁଣ୍ଡା-ଜରେଇକେଲା ୨୫କିମି ରାସ୍ତା ଜାତୀୟ ରାଜପଥ ବିଭାଗ ଅଧୀନକୁ ଯାଇଛି। ଫଳରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ରାସ୍ତା ପାଇଁ ଆର୍ଥିକ ଅନୁଦାନ…

ରାଉରକେଲାରୁ ବିମାନ ଚଳାଚଳ ଉପରେ ସଙ୍କଟ ଘନେଇଲା

ରାଉରକେଲା ଅଫିସ,୩ା୬: ଶିଳ୍ପ ରାଜଧାନୀ ତଥା ସ୍ମାର୍ଟ ସିଟି ରାଉରକେଲା ସହ ବିମାନ ଚଳାଚଳ ନେଇ ବହୁ ଦିନରୁ ଦାବି ହୋଇଆସୁଥିଲା। ବିମାନ ସେବା ନ ଥିବା ଯୋଗୁ ଏକ୍ସଆଇଏମଏବି, ମେଡ଼ିକାଲ କଲେଜ ଓ ୨୦ ରୁ ଊର୍ଦ୍ଧ୍ୱ ବହୁମୁଖୀ ଯୋଜନା…

ହାତ ଛାଡ଼ିଲେ, ଏବେ ସୁଯୋଗକୁ ଅପେକ୍ଷା

ରାଉରକେଲା ଅଫିସ,୨।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ଏବେଠାରୁ କସରତ ଆରମ୍ଭ କରିଦେଲେଣି। ତେବେ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳରେ କୋଣଠେସା ହୋଇ ରହିଥିବା ଟାଣୁଆ ନେତାମାନେ ଦଳବଦଳ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ସୁଯୋଗକୁ ଅପେକ୍ଷା…

ସ୍ତ୍ରୀଙ୍କୁ ମାରି ପୋତି ଦେଇଥିଲେ ସ୍ବାମୀ

ବଣାଇଁ,୩୦ା୫(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ ବାବୁ ନୂଆଗଁା ଗ୍ରାମରେ ରବିବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ମାରିଦେବା ପରେ ଘର ପଛପଟେ ମୃତଦେହକୁ ସ୍ବାମୀ ପୋତିଦେଇଥିବା ନେଇ ଅଭିଯୋଗ…

୫ ମାସ ହେଲା ଗୋଷ୍ଠୀ ଶୌଚାଳୟରେ ତାଲା

ରାଉରକେଲା ଅଫିସ,୨୯।୫: ୨୦୧୪ ମସିହାରେ ରାଉରକେଲା ମହାନଗର ନିଗମ ଘୋଷଣା ହେବା ପରେ ରାଉରକେଲା ସହରରେ ସ୍ବଚ୍ଛତା ଅଭିଯାନକୁ ବ୍ୟାପକ କରାଯାଇଥିଲା। ପ୍ରାୟ ୪୦ଟି ୱାର୍ଡ ବାସିନ୍ଦାଙ୍କ ପାଇଁ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା କରାଗଲା। ଉକ୍ତ ଓ୍ବାର୍ଡରେ ୩,୨୦,୦୦୦ ଜନସଂଖ୍ୟା…

ସ୍ତ୍ରୀଙ୍କ ଚରିତ୍ର ସନ୍ଦେହ କରି କୋଦାଳ ବେଣ୍ଟରେ ପିଟିପିଟି ମାରିଲେ ସ୍ବାମୀ

ବଣାଇଁ,୨୯।୫(ସ୍ବ.ପ୍ର.): ସ୍ତ୍ରୀଙ୍କୁ କୋଦାଳ ବେଣ୍ଟରେ ପିଟିପିଟି ବର୍ବର ଭାବେ ହତ୍ୟା କଲେ ସ୍ବାମୀ । ହତ୍ୟା ପରେ ମୃତଦେହକୁ ଘରର ପଛପଟ ବାଡିରେ ପୋତିଦିଆଗଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ବାବୁନୂଆଗାଁ ଗ୍ରାମରେ।…

ବିସ୍ଥାପିତଙ୍କୁ ଥଇଥାନ ନ କରି ଖଣି କାର୍ଯ୍ୟ

ସୁନ୍ଦରଗଡ଼,୨୮ା୫(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଡୁଲିଙ୍ଗାଠାରେ ଏନ୍‌ଟିପିସି ପକ୍ଷରୁ କୋଇଲା ଖଣି ଆରମ୍ଭ ହୋଇଛି। ଏଥିପାଇଁ ବିସ୍ଥାପିତ ହେବାକୁ ଥିବା ଖପୁରୀକଚ୍ଛାର ୬୪ପରିବାରଙ୍କୁ କ୍ଷତିପୂରଣ ଓ ଥଇଥାନ ନ କରି ଖଣି ଖନନ କାର୍ଯ୍ୟ ଚାଲୁଥିବା ଯୋଗୁଁ କୋଇଲା ଧୂଳି…

ଫାଇନାଲରେ ଉତ୍ତରପ୍ରଦେଶ, ଓଡ଼ିଶା

ରାଉରକେଲା ଅଫିସ୍‌,୨୮ା୫: ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ତ୍ରୟୋଦଶ ଉପକନିଷ୍ଠ ପୁରୁଷ ଜାତୀୟ ହକି ଚାମ୍ପିୟନଶିପ୍‌ର ଦଶମ ଦିନରେ ୨ଟି ସେମିଫାଇନାଲ ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ ଉତ୍ତରପ୍ରଦେଶ ଓ ହରିୟାନା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଉତ୍ତର ପ୍ରଦେଶ…

ବେଦବ୍ୟାସ ପୀଠ: ଠାକୁରଙ୍କୁ ଲାଗି ହେଉନି ଅନ୍ନ ମଣୋହି

ରାଉରକେଲା ଅଫିସ୍‌,୨୮ା୫: ରାଉରକେଲାର ଧାର୍ମିକ ପୀଠ ବେଦବ୍ୟାସରେ ଥିବା ମନ୍ଦିର ଗୁଡିକରେ ଠାକୁରଙ୍କୁ ଅନ୍ନଭୋଗ ଲାଗି ହେଉ ନ ଥିବା ଅଭିଯୋଗ ହୋଇଛି। ବେଦବ୍ୟାସ ପୀଠରେ ଜଗନ୍ନାଥ ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର, ବିଶ୍ୱନାଥ ମନ୍ଦିର, ଶାନ୍ତ ଶେଖର ମନ୍ଦିର, ରାଧାକୃଷ୍ଣ ମନ୍ଦିର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?