ସୁନ୍ଦରଗଡ଼

ଅଟୋ-ବାଇକ୍‌ ମୁହାଁମୁହିଁ: ୨ ଗୁରୁତର

ସବଡେଗା,୧୪ା୭(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସଦରଥାନା ଅନ୍ତର୍ଗତ କରମଡ଼ିହିରୁ ସବଡେଗା ଯାଉଥିବା ରାଜ୍ୟ ରାଜପଥ ବିର୍ତ୍ତୁଲା ଯୋଗୀ ଯୋଗୀଆଣୀ ବୁଲାଣିଠାରେ ଏକ ଅଟୋ ସହ ବାଇକ୍‌ ଶୁକ୍ରବାର ମୁହାଁମୁହିଁ ଧକ୍କା ହୋଇଛି। ଅଟୋ ଗାଡ଼ି ନମ୍ବର ଓଡି ୧୬ କେ ୦୫୬୩…

ସ୍ବାମୀ, ପୁଅ ପାଇଁ ଶେଷ ନିବେଦନ

ରାଉରକେଲା,୧୪।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବେଦବ୍ୟାସ ଗୋପାପାଲି ଝରାପଡାର ଜଣେ ବାଳକ ପ୍ରତିଦିନ ମରି ମରି ବଞ୍ଚୁଛି। ସର୍ବାଙ୍ଗ ଶରୀରରୁ ଚର୍ମ ଉପୁଡିବାରେ ଲାଗିଛି। ଶରୀରରେ ହାଡ ବାରି ହୋଇଯାଉଛି। ତଥାପି ସେ ବୃଦ୍ଧା ମା’ ବାପାଙ୍କ ପେଟକୁ ଦାନା ଦେବା…

ଘର ସାମ୍ନାରେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା

ଟେନ୍‌ସା,୧୩ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ବରସୁଆଁ ରେଞ୍ଜ ଅନ୍ତର୍ଗତ କୋଇଡ଼ା ବ୍ଲକ ଡେଙ୍ଗୁଳା ଗ୍ରାମରେ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା। ସ୍ବାମୀ ପରମା ମୁଣ୍ଡା ଓ ସ୍ତ୍ରୀ ସୀତା ମୁଣ୍ଡା ରାତିରେ ଦୁଇ ଛୁଆଙ୍କ ସହ ଘରେ ଶୋଇଥିଲେ।…

ରାଉରକେଲାରେ ଖୋଲିବ ପ୍ରଥମ ‘ମଦର ସିଏନ୍‌ଜି ଷ୍ଟେଶନ’

ରାଉରକେଲା,୧୩ା୭(ସଙ୍ଗୀତା ଜେନା): ପରିବେଶ ପାଇଁ ଅନୁକୂଳ ତଥା କମ ଅର୍ଥରେ ମିଳିବ ଇନ୍ଧନ। ଗ୍ରୀନ ଫୁଏଲ ଭାବେ ପରିଚିତ କମ୍ପ୍ରେସଡ଼ ନେଚୁରାଲ ଗ୍ୟାସ(ସିଏନଜି)ର ରାଉରକେଲାରେ ବହୁତ ଶୀଘ୍ର ମଦର ସିଏନଜି ଷ୍ଟେସନ୍‌ ଖୋଲିବାକୁ ଯାଉଛି। ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ…

ବ୍ଲକସମ୍ମୁଖ ରାସ୍ତାରେ ଭାସୁଛି ସପ୍ଲାଏ ପାଣି

କୁତ୍ରା,୧3ା୭(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅହରହ ପାଣି ବହି ଚାଲିଛି। ବ୍ଲକ ସମ୍ମୁଖ ଶକ୍ତି କାଫେ ନିକଟରେ ଜଳ ଯୋଗାଣ ପାଇପ ଫାଟି ଆରଡି ରାସ୍ତା ଉପରେ ଜମି ରହୁଛି। ଫଳରେ ପ୍ରଚୁର ମାତ୍ରାରେ ଜଳ…

ମରଣଯନ୍ତା ପାଲଟିଛି ବାଙ୍କୀବାହାଲ-ଭେଡାବାହାଲ କୋଲ କରିଡର ରାସ୍ତା

ସୁନ୍ଦରଗଡ଼,୧୩ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ବ୍ଲକରେ ଏସିଆର ସର୍ବବୃହତ୍ତମ କୋଇଲା ଖଣି ରହିଛି। ବସୁନ୍ଧରା, କୁଲଡା, ଗର୍ଜନ ବାହାଲ ଓ ସିଆରମାଲ କୋଇଲା ଖଣି ଏମ୍‌ସିଏଲ ଦ୍ବାରା ପରିଚାଳିତ। ଏହି ଖଣିରୁ ପ୍ରତ୍ୟେହ ଶହଶହ ଟନ୍‌ କୋଇଲା ଝାରସୁଗୁଡା ସମ୍ବଲପୁର…

ଗଡ଼ ରକ୍ଷା ଅଭିଯାନରେ ଜୁଏଲ

ସୁନ୍ଦରଗଡ଼,୧୧ା୭(ଜୟନାରାୟଣ ମେଣ୍ଡୁଳି): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଗୁଡ଼ିକ କସରତ ଆରମ୍ଭ କଲେଣି। ସେମାନଙ୍କ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ମଧ୍ୟ ଅଗ୍ରାଧିକାର ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲାରେ କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ମହାଜନ ସମ୍ପର୍କ…

ପଛେଇଛି ଚାଷ କାର୍ଯ୍ୟ, ଚିନ୍ତାରେ ଚାଷୀ

ସୁନ୍ଦରଗଡ଼,୧୦ା୭(ଜୟନାରାୟଣ ମେଣ୍ଡୁଳି): ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲାରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ବର୍ତ୍ତମାନ ଯେଉଁଠି ରୁଆ ବିହୁଡା ହେବା କଥା ଏବେ ସେଇଠି ଧାନ ବୁଣାବୁଣି ଓ ତଳିପକା କାର୍ଯ୍ୟ ଚାଲିଛି। ଏପରିକି ଜିଲାର ଅନେକ…

୭ ଦିନ ମଧ୍ୟରେ ଜାଗା ଖାଲି କର

ରାଉରକେଲା,୯।୭(ସଙ୍ଗୀତା ଜେନା): ଉଦିତନଗରସ୍ଥିତ ରାଉରକେଲା ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆର୍‌ଏମ୍‌ସିର ଫୁଡ୍‌କୋର୍ଟ ଦୋକାନୀଙ୍କୁ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଛି। ଆରଏମସି ପତ୍ର ସଂଖ୍ୟା ୭୬୯୯/୫.୭.୨୩ ଅନୁଯାୟୀ ନୋଟିସ ପ୍ରକାଶନର ୭ଦିନ ମଧ୍ୟରେ ସ୍ଥାନ ଖାଲି କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ,…

ବିଳମ୍ବ ହେଉଛି ପାଇପ୍‌ ଗ୍ୟାସ୍‌ ଯୋଗାଣ

ରାଉରକେଲା,୯।୭(ସଙ୍ଗୀତା ଜେନା)ରାଉରକେଲା ସହରରେ ୨୦୧୯ରୁ ପାଇପ୍‌ ଯୋଗେ ଘରୋଇ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଶେଷ ହୋଇନାହିଁ। କିଛି ଉପଭୋକ୍ତାଙ୍କୁ ପାଇପ୍‌ ସଂଯୋଗ ଦିଆଯାଇଥିବା ବେଳେ ଅଧିକାଂଶ ଉପଭୋକ୍ତାଙ୍କ ଘରକୁ ସଂଯୋଗ ହୋଇନାହିଁ। ସେହିପରି ମାଟି ତଳେ…

କୋଏଲ ନଦୀରେ ବୁଡ଼ି ନାବାଳକଙ୍କ ଜୀବନଗଲା

ରାଉରକେଲା,୭।୭(ସଂଗୀତା ଜେନା): ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜମସେରା ଘାଟ କୋଏଲ ନଦୀରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖବରପାଇ ଘଟଣାସ୍ଥଳରେ ରାଉରକେଲା ଅଗ୍ନିଶମ ଟିମ୍‌ ପହଞ୍ଚି ମୃତଦେହ ଜବତ କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ…

ଲକ୍ଷ ଲକ୍ଷ ବୃକ୍ଷଚାରା ଉଭାନ

ରାଉରକେଲା,୭।୭(ସଙ୍ଗୀତା ଜେନା : କିଛିବର୍ଷ ତଳେ ରାଉରକେଲା ସବୁଜିମାରେ ଭରପୂର ଥିଲା। ଇସ୍ପାତ ସହର ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ବନ ବିଭାଗ ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଉଦ୍ୟମରେ ଉଭୟ ଶିଳ୍ପାଞ୍ଚଳ ଓ ମହାନଗର ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?