ସୁନ୍ଦରଗଡ଼

ଖବର ପ୍ରସାରଣ ପରେ ନିର୍ମାଣ ହେଲା ରାସ୍ତା

କୁଆଁରମୁଣ୍ଡା,୨୭ା୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ କାଲୋସିହିରିଆ ପଞ୍ଚାୟତ ଯୋଯୋ ବସ୍ତିରେ ନିର୍ମାଣ ହୋଇଥିବା ଢଳେଇ ରାସ୍ତାଟି ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ନେଇ ଗତ ୨୧ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଏହାକୁ…

ସୁନ୍ଦରଗଡ଼ରେ ବଢ଼ୁଛି ଅନ୍‌ଲାଇନ ଠକେଇ, ଛୋଟ ଛୋଟ ଭୁଲ ପାଇଁ…

ସୁନ୍ଦରଗଡ଼,୨୭।୭(ଜୟନାରାୟଣ ମେଣ୍ଡୁଳି): ବିଭିନ୍ନ ଗଣମାଧ୍ୟମ, ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା ସୃଷ୍ଟି କରା ଯାଉଥିଲେ ମଧ୍ୟ ମୋବାଇଲ ବ୍ୟବହାରକାରୀଙ୍କ ଛୋଟ ଛୋଟ ଭୁଲ ପାଇଁ ଏବେ ଅନଲାଇନ ଟଙ୍କା ଠକେଇ ଘଟଣା ବଢ଼ିବାରେ ଲାଗିଛି। ସାଇବର ଠକଙ୍କ ଠକେଇର ଶିକାର…

ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନଗଲା 

ଟେନସା,୨୩।୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ାରେ ୫ ରୁ ୭ ଟିକିଆ ହାତୀ ପଲଙ୍କ ଉପଦ୍ରବ କମିବାର ନାଁ ନେଉନାହିଁ I ଶନିବାର ବିଳମ୍ବିତ ରାତିରେ ହାତୀପଲ କନ୍ତରକୋଇଡ଼ା ରୁଙ୍ଗୁଟା କଲୋନୀ ଗେଟ ସାମ୍ନାରେ ଶାନ୍ତି ମୁଣ୍ଡାଙ୍କ ଘର ଭାଙ୍ଗିବା…

ବିପଦସଙ୍କୁଳ ସ୍କୁଲ, ଶିକ୍ଷାଦାନରେ ସମସ୍ୟା

ରାଉରକେଲା,୨୧।୭(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ କଲୋନୀର ଡିଏଲ ବ୍ଲକରେ ଥିବା ବାସନ୍ତୀ ବିଦ୍ୟାପୀଠ ପ୍ରାଥମିକ ସ୍କୁଲ ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ଏହି ସ୍କୁଲରେ ମୌଳିକ ସୁବିଧା ନ ଥିବାରୁ ପିଲାମାନଙ୍କ ପାଠପଢାରେ ସମସ୍ୟା ହେଉଛି। ଏହାକୁ ନେଇ…

ବନ୍ଧା ହେଲେ ପୁରୁଷ ବନ୍ଧୁ ନୟନ

ସୁନ୍ଦରଗଡ଼,୨୦ା୭(ଜୟନାରାୟଣ ମେଣ୍ଡୁଳି)ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ତେଲେନଡିହି ସବ୍‌ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ସ୍ନିଗ୍‌ଧା ପ୍ରଧାନ(୨୪)ଙ୍କ ହତ୍ୟା ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ…

ଅସୁରକ୍ଷିତ ଛାତ ତଳେ ଦେଶର ଭବିଷ୍ୟତ

ଟେନସା,୧୭ା୭(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ କାଲଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୋଡା ଗୀର୍ଜା ଟୋଲା ରେ ଥିବା ଅଙ୍ଗନବାଡି କେନ୍ଦ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡିଛି । ଏହି ଅଙ୍ଗନବାଡି କେନ୍ଦ୍ର ଏବେ ଅସୁରକ୍ଷିତ ହୋଇପଡିଛି।…

ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା

ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ଦ୍ୱାରା ‘ଡାଲମିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନଲେଜ ଆଣ୍ଡ ସ୍କିଲ୍‌ ହାର୍ନେସିଂ (ଦୀକ୍ଷା) ଅଧୀନରେ ୨୦୩୦ ଆର୍ଥିକବର୍ଷ ସୁଦ୍ଧା ୧ ଲକ୍ଷ ଯୁବକଙ୍କୁ…

ଧସି ନାହିଁ, ଧସେଇ ଦିଆଯାଇଛି

କୁତ୍ରା,୧୫ା୭(ଦେବାଶିଷ ସାହୁ)ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କନ୍ଧେଇମୁଣ୍ଡା ପଞ୍ଚାୟତ କୁରୁଙ୍ଗା ଗ୍ରାମରେ ନିମ୍ନ ମାନର ସୋକ୍‌ପିଟ ନିର୍ମାଣ ହୋଇଥିବା ନେଇ ଖବର ପ୍ରକାଶିତ ପରେ ବିଡିଓ ରବୀନ୍ଦ୍ର କୁମାର ସେଠୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ କହିଛନ୍ତି, ଏହା ଧସିନାହିଁ, ଏହାକୁ…

ଆର୍‌ଜିଏଚ୍‌ରେ ଖୋଲିନି ଡେଙ୍ଗୁ ୱାର୍ଡ

ରାଉରକେଲା,୧୬।୭(ସଙ୍ଗୀତା ଜେନା)ବର୍ଷା ମାସ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଡେଙ୍ଗୁ ଜ୍ୱରର ପ୍ରକୋପ ଦେଖାଯାଇଥାଏ। ଚଳିତବର୍ଷ ଜୁଲାଇ ଦ୍ୱିତୀୟ ସପ୍ତାହ ଅତିକ୍ରମ ହୋଇଥିଲେ ମଧ୍ୟ ରାଉରକେଲା ସରକାରୀ ହସ୍‌ପିଟାଲ (ଆର୍‌ଜିଏଚ୍‌)ରେ ଖୋଲିନାହିଁ ଡେଙ୍ଗୁ ଓ୍ବାର୍ଡ। ଡେଙ୍ଗୁ ନିରାକରଣ ପାଇଁ ବିିବିଧ ପଦକ୍ଷେପ ଗ୍ରହଣ…

ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ରହୁନି ଆବଶ୍ୟକ ଔଷଧ

ରାଉରକେଲା,୧୬।୭(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ଔଷଧ ଉପଲବ୍ଧ ହେଉ ନ ଥିବାରୁ ଗୃହପାଳିତ ପ୍ରାଣୀ ରଖିଥିବା ଲୋକେ ସମସ୍ୟାରେ ପଡ଼ୁଛନ୍ତି। ଏପଟେ ଗୃହପାଳିତ ପ୍ରାଣୀଙ୍କଠାରେ ଅନେକ ପ୍ରକାର ରୋଗ ଦିନକୁ ଦିନ ଦେଖାଦେଉଥିବାବେଳେ ସେପଟେ ଆବଶ୍ୟକ ଔଷଧ…

ବିନା ପାଠ୍ୟପୁସ୍ତକରେ ପାଠପଢ଼ା

ରାଉରକେଲା,୧୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବିଶ୍ରା ଅଞ୍ଚଳର ସରକାରୀ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ପିଲାମାନଙ୍କୁ ଏଯାଏ ଆବଶ୍ୟକ ପାଠ୍ୟପୁସ୍ତକ ମିଳିନାହିଁ। ପ୍ରଥମ, ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ହସ ଖେଳ ପ୍ରଥମ ଭାଗ, ଓଡିଆ କାର୍ଯ୍ୟ ପୁସ୍ତିକା, ଗଣିତ କାର୍ଯ୍ୟ ପୁସ୍ତିକା,…

ଅଟୋ ଓ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ସବ୍‌ଡେଗା,୧୪ା୭ (ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ବିର୍ତ୍ତୁଲା ଯୋଗୀଯୋଗିଆଣୀ ବୁଲାଣିଠାରେ ଶୁକ୍ରବାର ସକାଳେ ଏକ ଡାଲା ଅଟୋ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?