ସୁନ୍ଦରଗଡ଼

ନିଜ ଖର୍ଚ୍ଚରେ ଷ୍ଟାଡିୟମ ପାଚେରି ନିର୍ମାଣ କରିବ ଠିକାସଂସ୍ଥା

ରାଉରକେଲା,୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲାରେ ୩୫ ଫୁଟ୍‌ର ହକି ସ୍ମାରକୀ ଟଳି ପଡିବାର ୨୪ଦିନ ନ ବିତୁଣୁ ହକି ଷ୍ଟାଡିମୟ ନିକଟରେ ନିର୍ମିତ ୫୦ଫୁଟ୍‌ ପାଚେରିକୁ ଭାଙ୍ଗି ଦିଆଯାଇଛି। ପାଚେରିରେ ଫାଟ ଯୋଗୁ ଆର୍‌ଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।…

କୁଢ଼କୁଢ଼ ଆବର୍ଜନାରେ ଭର୍ତ୍ତି ସାପ୍ତାହିକ ହାଟ

କୁତ୍ରା,୬।୭(ଦେବାଶିଷ ସାହୁ)ସୁନ୍ଦରଗଡ଼ ଜିଲା କୁତ୍ରା ୧୦ ନମ୍ବର ରାଜ୍ୟ ରାଜପଥକୁ ଥିବା ସାପ୍ତାହିକ ହାଟରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି। ସାମାନ୍ୟ ପବନ ହେଲେ ଅଳିଆ ଏଣେତେଣେ ଉଡ଼ିବା ସହିତ ଦୁର୍ଗନ୍ଧରେ ଫାଟି ପଡୁଛି ହାଟ ଅଞ୍ଚଳ। ଫଳରେ ସ୍ଥାନୀୟ…

ପିଡିଏସ୍‌ ଚାଉଳ ଓଜନରେ ଠକେଇ

ରାଉରକେଲା,୫ା୭(ସଙ୍ଗୀତା ଜେନା): ପିଡିଏସ୍‌ ଚାଉଳ ଓଜନରେ ହେରଫେର କରାଯାଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି। କେନ୍ଦ୍ର ସରକାର ଗରିବଙ୍କୁ ମାଗଣାରେ ଚାଉଳ ଯୋଗାଉଥିବା ବେଳେ ଏହାକୁ ରାଜ୍ୟ ସରକାର, ଯୋଗାଣ ଅଧିକାରୀ,…

ଟିକେଟ କେନ୍ଦ୍ରରେ ତାଲା, ଯାତ୍ରୀ ହଇରାଣ

ରାଉରକେଲା,୩।୭(ଦିନେଶ ମିଶ୍ର): ରାଉରକେଲା ରେଲଓ୍ବେ ଷ୍ଟେଶନର ଦ୍ୱିତୀୟ ପ୍ରବେଶପଥରେ ଟିକେଟ୍‌ କାଉଣ୍ଟର ବନ୍ଦ ଯୋଗୁ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଅଧିକାଂଶ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଟିକେଟ ନ ପାଇ ଟ୍ରେନ୍‌ ଯାତ୍ରାରୁ ବଞ୍ଚତ୍ତ ହେଉଛନ୍ତି। ଏ ନେଇ ବିଭାଗୀୟ…

ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର

ଲାଠିକଟା,୩l୭(ରାମେଶ୍ବର ଖାଡ଼ଙ୍ଗା): ସାରନଗରୀ ମୁଖ୍ୟ ରାସ୍ତା କଡ଼ରେ ମୁକୁଳା ପଡ଼ିଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଶତାଧିକ ଲୋକ ଯା’ଆସ କରନ୍ତି। ତେବେ କେତେବେଳେ ଅଘଟଣ ଘଟିବ ତାହା କହିହେବ ନାହିଁ।…

ଖୁଚୁରା ଗ୍ରହଣ କରୁନାହାନ୍ତି ଦୋକାନୀ

କୁତ୍ରା,୩ା୭(ଦେବାଶିଷ ସାହୁ): କୁତ୍ରା ଅଞ୍ଚଳରେ ଟଙ୍କିକିଆ, ୨ଟଙ୍କିଆ କଏନ ବର୍ତ୍ତମାନ ସ୍ଥିତିରେ କେହି ନେବାକୁ ରାଜି ହେଉନାହାଁନ୍ତି। ଫଳରେ ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି। ପାନ ଦୋକାନ, ଚା’ ଦୋକାନ, ପରିବା ଦୋକାନ ଏବଂ ବଡ଼ବଡ଼ ବ୍ୟବସାୟୀ ମଧ୍ୟ…

ଗୋଷ୍ଠୀ ଶୌଚାଳୟରେ ତାଲା

ବିଶ୍ରା,୨।୭(ବଟକୃଷ୍ଣ ସ୍ବାଇଁ)ସୁନ୍ଦରଗଡ ଜିଲା ବିଶ୍ରା ସାପ୍ତାହିକ ବଜାରରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟରେ ୩ ବର୍ଷ ହେଲା ତାଲା ପଡ଼ିଛି। ଫଳରେ ବଜାରକୁ ଆସୁଥିବା ଚାଷୀ ଏବଂ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମହିଳାମାନେ ସମସ୍ୟା ଭୋଗୁଥିବା ଅଭିଯୋଗ…

ବୟସ ୨୫, ଶହେ ନାଟକରେ ଅଭିନୟ

ରାଉରକେଲା,୨।୭(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବେଦବ୍ୟାସ ପ୍ରମୋଦ ନଗର ନଦୀଟୋଲିର ବାସିନ୍ଦା ଚିନ୍ମୟ ତ୍ରିପାଠୀ(୨୫)। ତାଙ୍କ ମା’ ପୁଷ୍ପାଞ୍ଜଳି (୪୮) ଓ ବାପା ବିନୋଦ (୫୪)। ଚିନ୍ମୟ ବର୍ତ୍ତମାନ ରାଉରକେଲା ସରକାରୀ ସ୍ବୟଂଶାସିତ କଲେଜରେ ଅତିଥି ଶିକ୍ଷକ ଭାବେ କାର୍ଯ୍ୟରତ। ଏହାସହ ଜଣେ…

ସୀମାନ୍ତରେ ଦମନ, ଓଡ଼ିଶାମୁହାଁ ମାଓବାଦୀ

ରାଉରକେଲା,୨।୭(ସଙ୍ଗୀତା ଜେନା) ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳଗୁଡ଼ିକରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି। ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲାର ବିଭିନ୍ନ ଅଞ୍ଚଳରେ ସେମାନଙ୍କ କାର୍ଯ୍ୟକଳାପ ବଢିବା ପରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ଫଳରେ ମାଓବାଦୀମାନେ ଓଡ଼ିଶାମୁହାଁ ହୋଇଥିବା କୁହାଯାଉଛି। ଝାଡ଼ଖଣ୍ଡ…

ଭେଣ୍ଡିଂ ଜୋନ୍‌ ଅଛି, ଫୁଟ୍‌ପାଥ୍‌ରେ ବେପାରୀ

ରାଉରକେଲା,୩୦ା୬(ଦିନେଶ ମିଶ୍ର): ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲା ସହର ରାସ୍ତାକଡ଼ ଓ ଫୁଟପାଥ୍‌ ବ୍ୟବସାୟୀଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ବିଭିନ୍ନ ସ୍ଥାନରେ ଆର୍‌ଏମ୍‌ସି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇଥିଲା। ତେବେ ଭେଣ୍ଡିଂ ଜୋନ୍‌ ନିର୍ମାଣ…

ଭାସିଗଲା ଅସ୍ଥାୟୀ ବାଉଁଶ ପୋଲ

ରାଉରକେଲା,୩୦।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ନିକଟ କୋଏଲ ନଦୀରେ ନିର୍ମିତ ଏକ ଅସ୍ଥାୟୀ ବାଉଁଶ ପୋଲ ବୁଧବାର ବିଳମ୍ବିତ ରାତିରେ ଭାସିଯାଇଛି। ଫଳରେ ଗୁରୁବାରଠାରୁ ଉକ୍ତ ବାଉଁଶ ପୋଲ ଦେଇ ରାଉରକେଲାକୁ ୧୬ଟି ଗ୍ରାମର ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛି। ପ୍ରବଳ…

ଉପଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର

ରାଉରକେଲା,୨୬।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ଟିସିଆଇ-ଆଇଡିସି ବାଇପାସ ରାସ୍ତାରେ ଗ୍ୟାସ ପାଇପ୍‌ ବିଛା କାମ ଚାଲିଛି। ସମ୍ପୃକ୍ତ ଠିକାସଂସ୍ଥା ପାଇପ୍‌ ବିଛାଇବା ନାଁରେ ରାସ୍ତାରେ ବଡ ବଡ ଗାତ ଖୋଳି ଦେଉଛି। ଫଳରେ ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?