ଔଷଧ ପାଇଁ କିଡ୍ନୀ ରୋଗୀଙ୍କ ଭିକ୍ଷାବୃତ୍ତି
ରାଉରକେଲା,୨୫।୮(ଦିନେଶ ମିଶ୍ର): ରାଉରକେଲା ଉଦିତନଗର ଚୌଧୁରୀ ପେଟ୍ରୋଲ ପମ୍ପ ନିକଟରେ ରହୁଛନ୍ତି ଅଙ୍କିତ କୁମାର(୨୩)। ସେ ଦୀର୍ଘବର୍ଷ ଧରି କିଡ୍ନୀ ରୋଗରେ ପୀଡିତ। ଅର୍ଥାଭାବ ଯୋଗୁ ସେ ଔଷଧ କିଣି ଖାଇପାରୁନାହାନ୍ତି। ଫଳରେ ସେ ୬ ମାସ ହେଲା ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି।…
ଦେଢ଼ମାସରେ ପିଆଜ ଦର ୨ଗୁଣ ବୃଦ୍ଧି
ରାଉରକେଲା,୨୪ା୮(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ସହରର ଖୋଲା ବାଜରରେ ପିଆଜ କିଲୋ ପ୍ରତି ୧୫ରୁ୧୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୩୦ରୁ ୩୫ ଟଙ୍କାକୁ ବୃଦ୍ଧି ପାଇଛି। ହଠାତ ପିଆଜ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ କନ୍ଦେଇବା ଆରମ୍ଭ…
ଟ୍ରେଲରରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ
କୁତ୍ରା,୨୩ା୮(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ଓ୍ବେ ଗଙ୍ଗାଜଳ ବସ୍ଷ୍ଟାଣ୍ଡ ନିକଟରେ ବୁଧବାର ଏକ ଟ୍ରେଲର(ସିଜି୨୨ ଏକ୍ସ ୯୩୫୧)ରୁ ଡ୍ରାଇଭରଙ୍କ ମୃତଦେହ ଜବତ ହୋଇଛି। ମୃତ ଚାଳକଙ୍କ ବାମ ଜଙ୍ଘରେ…
୭ ମାସରେ ମିଲେଟ ଶକ୍ତି କାଫେ ବନ୍ଦ
ରାଉରକେଲା,୨୨।୮(ସଙ୍ଗୀତା ଜେନା): ମିଲେଟକୁ ମିଲେଟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ଏହାର ଚାହିଦା ବୃଦ୍ଧି କରିବା ପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରୟାସ କରାଯାଉଛି। ମିଲେଟକୁ ଲୋକଙ୍କ ମଧ୍ୟରେ ସଚେତନତା, ଆଦୃତି, ଉପଲବ୍ଧି କରିବା ଆଦି ଉଦ୍ଦେଶ୍ୟ ନେଇ ୨୦୨୩କୁ…
କବି ବିନୋଦ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଅନୁମତିରେ ବିଳମ୍ବ
ସୁନ୍ଦରଗଡ,୨୧ା୮(ଜୟ ନାରାୟଣ ମେଣ୍ଡୁଳି): ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ କାବ୍ୟ ସ୍ରଷ୍ଟା ତଥା କାଳଜୟୀ ଗ୍ରାମପଥ ଓ ସରୀସୃପ କବିତାର କବି ବିନୋଦ ଚନ୍ଦ୍ର ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଶିକ୍ଷା ବିଭାଗର ଅନୁମତି ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁ ସାହିତ୍ୟ…
ସହରାଞ୍ଚଳ ବସ୍ତି ସମସ୍ୟାକୁ ଅଣଦେଖା
ରାଉରକେଲା,୨୧ା୮(ଦିନେଶ ମିଶ୍ର): ସ୍ମାର୍ଟସିଟି ରାଉରକେଲାରେ ଯେପରି ଦିନକୁ ଦିନ ବିକାଶମୂଳକ କାମ ଆଗେଇ ଚାଲିଛି ସେହି ପରିମାଣରେ ସହରାଞ୍ଚଳ ବସ୍ତି ଅଞ୍ଚଳରେ ହେଉନାହିଁ। ରାଉରକେଲା ସହର ଆଖାପାଖରେ ୧୮୦ରୁ ଊର୍ଦ୍ଧ୍ୱ ବସ୍ତି ଗଢ଼ି ଉଠିଥିବାବେଳେ ବାସନ୍ତୀ କଲୋନୀ ଖଟାଲ ବସ୍ତି ସମସ୍ୟାକୁ…
ରାଖୀରେ ଆତ୍ମୀୟତାର ବାର୍ତ୍ତା ଦେଉଛନ୍ତି ଦିବ୍ୟାଙ୍ଗ
ରାଉରକେଲା,୨୦।୮(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାର ଶ୍ରଦ୍ଧା ଶିକ୍ଷାନୁଷ୍ଠାନର ଦିବ୍ୟାଙ୍ଗ ପିଲାଙ୍କ କଳାମତ୍କ ପ୍ରତିଭା ସହରସାରା ଚର୍ଚ୍ଚାର ବିଷୟ ହୋଇଛି। ସପ୍ତାହେ ନୁହେଁ ମାସେ ବ୍ୟାପି ଶିକ୍ଷାନୁଷ୍ଠାନର ଭିନ୍ନକ୍ଷମ ପିଲାମାନେ ନିଜ ପ୍ରତିଭା ବଳରେ ସୂତା, ମାଳି, ଷ୍ଟୋନ ଆଦି ବ୍ୟବହାର କରି ଆକର୍ଷଣୀୟ…
ସରିନି ବିସର୍ଜନ ଘାଟ, ଗ୍ୟାଲେରି କାମ
ରାଉରକେଲା,୨୦।୮(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆର୍ଏମ୍ସି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରତିବର୍ଷ ପାର୍ବଣ ସମୟରେ ବାଲୁଘାଟଠାରେ ମୂର୍ତ୍ତି ବିସର୍ଜନ କରାଯାଉଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଆର୍ଏମ୍ସି…
ଭଡ଼ା ଘରେ ଚାଲିଥିଲା ଅଙ୍ଗନଓ୍ବାଡି: ଟଙ୍କା ନ ଦେବାରୁ କେନ୍ଦ୍ରରେ ପକାଇଲେ ତାଲା
ରାଉରକେଲା,୧୮ା୮(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରାଞ୍ଚଳରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ଭିତ୍ତିଭୂମିର ଅଭାବ ରହିଛି। ଫଳରେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରୁନାହିଁ। ରାଉରକେଲା ସହରରେ ୧୬୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୧୦୭ଟି କେନ୍ଦ୍ର ଭଡା ଘରେ ଚାଲିଥିବା ବେଳେ ୩୧ଟି…
ମାଓବାଦୀଙ୍କ ହିଂସା ଯୋଜନା ପଣ୍ଡ: ରେଳଧାରଣା ନିକଟରୁ ମିଳିଲା ଲ୍ୟାଣ୍ଡମାଇନ୍
ଟେନ୍ସା,୧୮ା୮(ଡି.ଏନ୍.ଏ.): ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥମୁନି ମାଓବାଦୀ ହିଂସା। ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀଙ୍କ ବଡ଼ଧରଣର ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଯାଇଛି। ଟୋପାଡିହି ରେଳଷ୍ଟେଶନ ରେଳଧାରଣା ପାଶର୍ବରୁ ଡିଭିଏଫ୍ ଯବାନମାନେ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ…
କ୍ୟାଶ ଭ୍ୟାନ୍ରେ ଟଙ୍କା ଲୋଡ୍ ବେଳେ ଅଘଟଣ: ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ୩ ଆହତ
ସୁନ୍ଦରଗଡ଼/ରାଜଗାଙ୍ଗପୁର,୧୭/୮(ଜୟନାରାୟଣ ମେଣ୍ଡୁଳି/ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବସ୍ଷ୍ଟାଣ୍ଡ ଡେଲି ମାର୍କେଟଠାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଗୁରୁବାର କ୍ୟାଶ ଭ୍ୟାନ୍ରେ ଟଙ୍କା ଲୋଡ୍ କରୁଥିବା ବେଳେ ଘଟିଛି ଅଘଟଣ। ସୁରକ୍ଷାକର୍ମୀଙ୍କ ଅସାବଧାନତା ଯୋଗୁ ବନ୍ଧୁକରୁ ଗୁଳି ଫୁଟି ୩ଜଣ ଆହତ…
ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲେ ବାପା
ଟେନ୍ସା,୧୭ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବୁଧବାର ରାତିରେ ବାପା ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକ (୩୨)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ…

