ଛିଣ୍ଡା ପଲିଥିନ ତଳେ ବିତୁଛି ଜୀବନ
ଲହୁଣୀପଡ଼ା,୩ା୮(ଦାଶରଥି ପଣ୍ଡା): ମୁଣ୍ଡ ଗୁଞ୍ଜିବାକୁ ଭଲ ଘରେ ଖଣ୍ଡେ ନାହିଁ। ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୭ ପ୍ରାଣୀ। ସରକାରୀ ଯୋଜନା କହିଲେ କେବଳ ୨୫ କେଜି ଚାଉଳ। ଏମାନଙ୍କ ପାଖରେ ନା ଅଛି ଘର, ନା ବିଜୁଳି, ନା ମିଳିଛି ଅନ୍ୟାନ୍ୟ…
ଫୁଲୁଛି ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ;୪ ପ୍ରମୁଖ ଡ୍ୟାମ୍ର ଜଳସ୍ତର ବୃଦ୍ଧି
ରାଉରକେଲା,୩ା୮(ବିପ୍ଳବ ରଞ୍ଜନ ଦାଶ): ଲଗାଣ ବର୍ଷାରେ ରାଉରକେଲା ନିକଟସ୍ଥ ୪ ପ୍ରମୁଖ ଡ୍ୟାମ ମଧ୍ୟର ଜଳସ୍ତର ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ଟି ଡ୍ୟାମରୁ ଜଳ ନିଷ୍କାସନ ହେଉଥିବାବେଳେ ଗୋଟିଏ ଡ୍ୟାମରୁ ଜଳ ନିଷ୍କାସନ କରାଯାଇ ନାହିଁ। ଡ୍ୟାମରୁ ନିଷ୍କାସିତ ପାଣି, ବର୍ଷା…
ନାମକୁ ମାତ୍ର ଯାଞ୍ଚ, ମିଳୁନି ସୁରକ୍ଷା
ରାଉରକେଲା, ୩୧।୭(ସଙ୍ଗୀତା ଜେନା): ଶିଳ୍ପ ସହର ରାଉରକେଲାରେ ନିର୍ମାଣ କାର୍ଯ୍ୟ ଅହରହ କରାଯାଉଛି। ରାଉରକେଲା ଇସ୍ପାତ କାରଖାନା ବ୍ୟତୀତ ଶତାଧିକ ଘରୋଇ ଓ ବେସରକାରୀ ସଂସ୍ଥାରେ ଲକ୍ଷାଧିକ ନିର୍ମାଣ ଶ୍ରମିକ କାମ କରୁଛନ୍ତି। ଏହାସହ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ…
ଭିତ୍ତିଭୂମି ଅଭାବ, ପ୍ରାଣୀ ଚିକିତ୍ସା ପ୍ରଭାବିତ
ରାଉରକେଲା,୩୧।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ ଭିତ୍ତିଭୂମି ଅଭାବ ଯୋଗୁ ପ୍ରାଣୀ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। କେଉଁଠି ନିଜସ୍ବ ଘର ନାହିଁ ତ ଆଉ କେଉଁଠି ଭଡାରେ ଚାଲିଛି। ସେହିପରି କର୍ମଚାରୀଙ୍କ ଅଭାବ…
ପାଣି ଛାଡୁନି ମେଗା ପ୍ରକଳ୍ପ, ଚାଷଜମି ଫାଟି ଆଁ
ବଡ଼ଗାଁ,୩୦ା୭( ଅଶୋକ ଷଢ଼ଙ୍ଗୀ)ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ସର୍ବାଧିକ ପରିବାର କୃଷି ଉପରେ ନିର୍ଭର କରନ୍ତି। ବିଶେଷକରି ବର୍ଷା ଜଳ ଉପରେ ନିର୍ଭର କରୁଥିବା ଚାଷୀ ବିଗତ କିଛିବର୍ଷ ହେଲା ଅନିୟମିତ କିମ୍ବା ସ୍ବଳ୍ପ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଆସୁଛନ୍ତି।…
ଓଡ଼ିଶା ସୀମାନ୍ତରେ ଲାଗିଲା ପୋଷ୍ଟର
ରାଉରକେଲା, ୨୯।୭(ସଙ୍ଗୀତା ଜେନା): ଜୁଲାଇ ୨୮ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛନ୍ତି। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଏଥିଯୋଗୁ…
ନାଳ ପାର ହୋଇ ଅଙ୍ଗନୱାଡି ଯାଉଛନ୍ତି ପିଲା
ଟେନ୍ସା,୨୯ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ ଓରାଘାଟରୁ ଗୋପୀସାହିକୁ ଯିବା ପାଇଁ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ପୋଲ ନିର୍ମାଣ ହୋଇପାରିଲା ନାହିଁ। ଫଳରେ ବର୍ଷା ଦିନେ ଛୋଟ ପିଲାମାନେ ଜୀବନକୁ ବାଜି ଲଗାଇ ପାଣିଭରା…
ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି ସବିତା
ଲହୁଣୀପଡା,୨୮ା୭(ଦାଶରଥି ପଣ୍ଡା): ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି। ନିଜ ସ୍ବାମୀ ଆରପାରିକି ଚାଲିଯିବା ପରେ ପରିବାର ପ୍ରତିପୋଷଣ ପାଇଁ ମହିଳା ଜଣକ ଅଟୋ ଚଳାଉଛନ୍ତି। ସଂସାରରେ ବଞ୍ଚିବାକୁ ହେଲେ ସଂଘର୍ଷ କରିବା ଅନିବାର୍ଯ୍ୟ ବୋଲି…
ଖବର ପ୍ରସାରଣ ପରେ ନିର୍ମାଣ ହେଲା ରାସ୍ତା
କୁଆଁରମୁଣ୍ଡା,୨୭ା୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ କାଲୋସିହିରିଆ ପଞ୍ଚାୟତ ଯୋଯୋ ବସ୍ତିରେ ନିର୍ମାଣ ହୋଇଥିବା ଢଳେଇ ରାସ୍ତାଟି ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ନେଇ ଗତ ୨୧ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଏହାକୁ…
ସୁନ୍ଦରଗଡ଼ରେ ବଢ଼ୁଛି ଅନ୍ଲାଇନ ଠକେଇ, ଛୋଟ ଛୋଟ ଭୁଲ ପାଇଁ…
ସୁନ୍ଦରଗଡ଼,୨୭।୭(ଜୟନାରାୟଣ ମେଣ୍ଡୁଳି): ବିଭିନ୍ନ ଗଣମାଧ୍ୟମ, ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା ସୃଷ୍ଟି କରା ଯାଉଥିଲେ ମଧ୍ୟ ମୋବାଇଲ ବ୍ୟବହାରକାରୀଙ୍କ ଛୋଟ ଛୋଟ ଭୁଲ ପାଇଁ ଏବେ ଅନଲାଇନ ଟଙ୍କା ଠକେଇ ଘଟଣା ବଢ଼ିବାରେ ଲାଗିଛି। ସାଇବର ଠକଙ୍କ ଠକେଇର ଶିକାର…
ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନଗଲା
ଟେନସା,୨୩।୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ାରେ ୫ ରୁ ୭ ଟିକିଆ ହାତୀ ପଲଙ୍କ ଉପଦ୍ରବ କମିବାର ନାଁ ନେଉନାହିଁ I ଶନିବାର ବିଳମ୍ବିତ ରାତିରେ ହାତୀପଲ କନ୍ତରକୋଇଡ଼ା ରୁଙ୍ଗୁଟା କଲୋନୀ ଗେଟ ସାମ୍ନାରେ ଶାନ୍ତି ମୁଣ୍ଡାଙ୍କ ଘର ଭାଙ୍ଗିବା…
ବିପଦସଙ୍କୁଳ ସ୍କୁଲ, ଶିକ୍ଷାଦାନରେ ସମସ୍ୟା
ରାଉରକେଲା,୨୧।୭(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ କଲୋନୀର ଡିଏଲ ବ୍ଲକରେ ଥିବା ବାସନ୍ତୀ ବିଦ୍ୟାପୀଠ ପ୍ରାଥମିକ ସ୍କୁଲ ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ଏହି ସ୍କୁଲରେ ମୌଳିକ ସୁବିଧା ନ ଥିବାରୁ ପିଲାମାନଙ୍କ ପାଠପଢାରେ ସମସ୍ୟା ହେଉଛି। ଏହାକୁ ନେଇ…
Archives


