ସୁବର୍ଣ୍ଣପୁର

ଝିଅ ବାହାଘର ପରେ କର୍ମଚାରୀଙ୍କୁ ଦେଲେ ୨ଲକ୍ଷ ଟଙ୍କାର ଉପହାର

ଅମରପାଲି,୧୯ା୧୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ମୁର୍ଷୁଣ୍ଢି ଗ୍ରାମର ବିଶିଷ୍ଟ ବ୍ୟବସାୟୀ କୁଶ କୁମାର ସାହୁଙ୍କ ଝିଅ ଶତାଦ୍ଦୀର ବାହାଘର ସରିଛି। ବାହାଘର ପରେ ସେ ତାଙ୍କ ପାଖରେ ୫ବର୍ଷରୁ ଊର୍ଦ୍ଧ୍ୱ ସମୟ କାମ କରୁଥିବା ୧୨ଜଣ କର୍ମଚାରୀଙ୍କୁ ୨ଲକ୍ଷ…

ଅନିଶ୍ଚିତତାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୧୯।୧୨(ନି.ପ୍ର.):ସୁବର୍ଣ୍ଣପୁରର ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତା ମଧ୍ୟରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ହେଁ ଏଥିପ୍ରତି ପରିବହନ ବିଭାଗ, ପୌର ପରିଷଦ କି ଜିଲା ପ୍ରଶାସନର ଦୃଷ୍ଟି ନାହିଁ। ନିର୍ବାଚିତ ଲୋକ ପ୍ରତିନିଧିଙ୍କର…

୧୧ ମାସରେ ଗଲାଣି ୭୯ ଜୀବନ

ସୋନପୁର,୧୫।୧୨(ନି.ପ୍ର.): ସଚେତନତା କାର୍ଯ୍ୟକ୍ରମ ଓ ପୋଲିସ-ପରିବହନ ବିଭାଗର ମିଳିତ ତନଖି ସତ୍ତ୍ୱେ ସୁବର୍ଣ୍ଣପୁର ଜିଲାରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା ଓ ହେଲମେଟ୍‌ ନ ପିନ୍ଧି ବାଇକ୍‌ ଚଳାଇବା କାରଣରୁ ଦୁର୍ଘଟଣା ଏବଂ ତଦ୍‌ଜନିତ…

୧୪୮୦ କେନ୍ଦ୍ରରେ ତାଲା ଝୁଲୁଛି

ସୋନପୁର,୧୪।୧୨(ନି.ପ୍ର.): ଭାରତୀୟ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ଅଲ୍‌ ଓଡିଶା ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ଡାକରାରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ରାଜ୍ୟବ୍ୟାପୀ ହରତାଳ ଜାରି ରଖିଛନ୍ତି। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାର ଅଧିକାଂଶ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ଗତ ନଭେମ୍ବର…

ମଣ୍ଡିରୁ ଉଠୁନି ଧାନ

ସୋନପୁର,୧୨ା୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଧାନକିଣା ଆରମ୍ଭ ହେବାର ୬ ଦିନ ବିତିଲାଣି। ପ୍ରଥମ ପର୍ଯ୍ୟାୟରେ ଜିଲାର ଚାଷୀଙ୍କଠାରୁ ୩୦ଲକ୍ଷ ୪୭ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଏ ପର୍ଯ୍ୟନ୍ତ ଟାର୍ଗେଟ୍‌ ମିଳିଛି। ମାତ୍ର ଶନିବାର ସନ୍ଧ୍ୟା ସୁଦ୍ଧା କେବଳ ୧୮୦୧…

ମଣ୍ଡି ଖୋଲିନି, ଧାନର ଅଭାବୀ ବିକ୍ରି

ସୋନପୁର,୫।୧୨(ନି.ପ୍ର.):ପଡୋଶି ବରଗଡ, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେଲାଣି। କିନ୍ତୁ ସୁବର୍ଣ୍ଣପୁର ଜିଲାରେ ଏ ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇନି। ଜିଲାର ୬ଟି ବ୍ଲକ ମଧ୍ୟରୁ ଜଳସେଚିତ ଡୁଙ୍ଗୁରିପାଲି ଓ ବିନିକା ବ୍ଲକରେ…

ଏଡ୍‌ସର ବିଷ ବଳୟରେ ସୁବର୍ଣ୍ଣପୁର ଜିଲା

ସୋନପୁର,୧।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଏଡ୍‌ସ କାୟା ବିସ୍ତାର କରି ଚାଲିଛି । ସରକାରୀ ହିସାବରେ ଜିଲାରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୯୧। ଆକ୍ରାନ୍ତଙ୍କ ମଧ୍ୟରେ ଗର୍ଭବତୀ ମହିଳା ଅଛନ୍ତି । ୨୦୦୫ରୁ ୨୦୨୨ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲାରେ…

ଚିକିତ୍ସାରେ ଅର୍ଥାଭାବ, ବିଛଣାରେ ରୋଗାକ୍ରାନ୍ତ

ଅମରପାଲି,୩୦ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଚିଙ୍ଗିରାନାଲି ଗ୍ରାମରେ ପଞ୍ଚାନନ ଛତ୍ରିଆ(୫୫)। ଏବେ ସେ ଅଜଣା ରୋଗରେ ଆକ୍ରାନ୍ତ। ଗତ ଦେଢ ମାସ ହେଲା ତାଙ୍କର ଉଭୟ ଗୋଡ କାମ କରୁ ନ ଥିବାରୁ ଚାଲି ବୁଲି…

୩ ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ ସୁପାରିସ

ସୋନପୁର,୨୫।୧୧(ନି.ପ୍ର.): ଲୋକାୟୁକ୍ତଙ୍କ ନୋଟିସ୍‌ ଓ ଆରଡିସିଙ୍କ ତାଗିଦ୍‌ ପରେ ସୁବର୍ଣ୍ଣପୁର ଜିଲା ପ୍ରଶାସନ ବିନିକା ବ୍ଲକ ଆବାସ ଯୋଜନା ଦୁର୍ନୀତି ମାମଲାକୁ ଗୁରୁତ୍ୱ ସହକାରେ ନେଇଛି। ଏହି ଘଟଣାରେ ମିଥ୍ୟା ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ବିନିକା ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ,…

ନାମ ସଂକୀର୍ତ୍ତନ କରୁକରୁ ଟଳି ପଡ଼ିଲେ ବୃଦ୍ଧ

ବିନିକା,୨୪।୧୧(ଡି.ଏନ୍‌.ଏ.): ନାମ ସଂକୀର୍ତ୍ତନ ଚାଲିଥିଲା ବରଗଡ଼ ଜିଲା ଭେଡେନ ବ୍ଲକ ଟୁକୁରା ଗ୍ରାମରେ। ସଂକୀର୍ତ୍ତନ କରୁଥିଲେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ଗ୍ରାମର କୈଳାସ ପଣ୍ଡା(୭୧ )। ସେତିକିବେଳେ ହଠାତ ସେ ଟଳି ପଡିଥିଲେ। ଏହିପରି ଏକ ଦୁଃଖଦ ଘଟଣା…

ବିନା ଭିତ୍ତିଭୂମିରେ ଚାଲିଛି ଧାନକିଣା

ସୋନପୁର,୧୯।୧୧(ନି.ପ୍ର.): କ୍ଷେତରୁ ଧାନ ଅମଳ ଆରମ୍ଭ ହୋଇଗଲାଣି । ନଭେମ୍ବର ୩୦ ତାରିଖରୁ ସୁବର୍ଣ୍ଣପୁର ଜିଲାରେ ଖରିଫ୍‌ ଧାନ କିଣା ଆରମ୍ଭ ହେବ। ୬୩ଟି ପ୍ୟାକ୍ସ ଓ ୩୮ଟି ଏସ୍‌ଏଚ୍‌ଜି ଜରିଆରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଚାଷୀଙ୍କ ନିକଟରୁ…

ବିନିକା ବିଡିଓଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ସୋନପୁର,୧୮।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଚରଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇ-ଜି)ରେ ଦୁର୍ନୀତି ହୋଇଥିବା ପ୍ରମାଣ ମିଳିଛି। ଫୁଲମୁଠି ଗ୍ରାମରେ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଦୁର୍ନୀତି ହୋଇଥିବା କମିଟିର ତଦନ୍ତ ରିପୋର୍ଟରୁ ଜଣାପଡିଛି। ସମ୍ବଲପୁରରେ ରହୁଥିବା ସୁବର୍ଣ୍ଣପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?