ସୁବର୍ଣ୍ଣପୁର

ସେବା ମନ୍‌ଭାବ ଆଘେ ହାରମାନିଛେ ବଏସ୍‌

ବିନିକା,୧।୨(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଗଣେଶପୁରର ହଲକାପୁର ଗଁାର ଲକ୍ଷୀନ୍ଦ୍ର କାଣ୍ଡ(୭୫)। ପରିବାର କହେଲେ ମାଏକିନା ଉକିଆ(୭୦) ଆର ପୁଓ ଈଶ୍ୱର(୩୨)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି କହେଲେ ୧ ଏକର ଜମି ରହିଛେ।…

ଉଫୁଲା ମଣ୍ଡିରେ ପଡ଼ି ରହିଛି ଧାନ: ପ୍ରତିବାଦରେ ବୀରମହାରାଜପୁର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ

ଅମରପାଲି,୩୧।୧(ଡି.ଏନ୍‌.ଏ.): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ଶୁକ୍ରବାର ଧାରଣାକୁ ଓହ୍ଲାଇଛନ୍ତି। ସେମାନେ ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ଉଫୁଲାଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ…

ସମସିଆ ଘେରରେ ଆଖିଦାଦର ପିୟୁପିଏସ୍‌: ସ୍କୁଲରେ ଶିକ୍ଷକ ମର୍‌ଡ଼ିକେ ପଢ଼ାକୁଠି ଅଭାବ୍‌

ବିନିକା, ୨୪।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଆଖିଦାଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଆଏଜ୍‌କେ ୮ ବଛର ହେଲା ଅବେବସ୍‌ତା ଘେରରେ ରହିଛେ। ସ୍କୁଲ ସମସିଆର ସମାଧାନ ଲାଗି ପ୍ରଧାନଶିକ୍ଷକ ବ୍ରଜ ବିହାରୀ ପଣ୍ଡା ବିଇଓକଁରନୁ ଡିଇଓ ତକ୍‌…

ପଠନ ଅଭ୍ୟାସ ମଣିଷକୁ ସାକାରାତ୍ମକ କରେ

ସୋନପୁର,୨୪।୧(ନି.ପ୍ର.) ସୋନପୁର ରୟାଲ ପଡିଆଠାରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଚତୁର୍ଥ ସୁବର୍ଣ୍ଣପୁର ଜିଲା ପୁସ୍ତକ ଓ ସାହିତ୍ୟ ଉତ୍ସବ ଇଙ୍କ୍‌ଫେଷ୍ଟ-୨୦୨୦ ଗୁରୁବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାରେ ଅନୁଷ୍ଠିତ ସାରସ୍ବତ ସଭାରେ ଜିଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି…

‘ଆଧୁନିକ ଗଳ୍ପରେ ଜନଜୀବନ, ଯନ୍ତ୍ରଣାର ସ୍ବର’

ସୋନପୁର,୨୩।୧(ନି.ପ୍ର.) ଗଳ୍ପ ସାହିତ୍ୟ ସମାଜରେ ସୁଧାର ଆଣେ। ସତ୍ୟ ଘଟଣା ଉପରେ ଗାଳ୍ପିକଙ୍କ ରୁଚିସମ୍ପନ୍ନ ଲେଖା ବିପ୍ଳବ ସୃଷ୍ଟି କରେ। ସାମ୍ପ୍ରତିକ ଜନଜୀବନର ଯନ୍ତ୍ରଣାର ସ୍ବର ଆଧୁନିକ ଗଳ୍ପରେ ପରିପ୍ରକାଶ ହେଉଛି। ଆଧୁନିକ ଓଡିଆ, କୋସଲି ଗଳ୍ପରେ ନିଷ୍ପେସିତ, ଖଟିଖିଆ, ସରଳ…

ଗାଈକୁ ବଞ୍ଚାଇବାକୁ ଯାଇ ସୁବର୍ଣ୍ଣପୁର ଏସ୍‌ପିଙ୍କ ଗାଡ଼ି ଦୁର୍ଘଟଣାଗସ୍ତ, ୨୦ ଫୁଟ ତଳକୁ ଖସିଲା

ସୋନପୁର,୨୨।୧(ନି.ପ୍ର): ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏସ୍‌ପି ସମ୍ବଲପୁର ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସଦାଚାର କମିଟି ବୈଠକରେ ଯୋଗ ଦେବାକୁ ଯାଉଥିଲେ। ସିଂଢ଼ୋଲ ନିକଟରେ ଏକ ଗାଈକୁ ବଞ୍ଚାଇବାକୁ ଯାଇ ତାଙ୍କ…

ଇଙ୍କ୍‌ଫେଷ୍ଟ ପଞ୍ଚମ ସନ୍ଧ୍ୟାର ଚତୁର୍ଥ କଥାଚକ୍ର: ବୟନ ଶିଳ୍ପ ଦେଇଛି ପରିଚୟ, ରୋଜଗାର

ସୋନପୁର,୨୧।୧(ନି.ପ୍ର.) – ବୟନ ଶିଳ୍ପ ହିଁ ସୁବର୍ଣ୍ଣପୁର ଜିଲାକୁ ଦେଶ ବିଦେଶରେ ପରିଚିତ କରିଛି। ଏଠାକାର କୁଶଳୀ ବୁଣାକାର ହସ୍ତତନ୍ତ ଓ ବୟନ କଳାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନେଇଛନ୍ତି। ଶତାଧିକ ବର୍ଷ ଧରି ବୟନ, ବାନ୍ଧକଳାରେ ସମର୍ପିତ ହୋଇଛନ୍ତି…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା:୨ ଜଣଙ୍କୁ ୨୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୨ା୧:ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ତଥା ଅତିରିକ୍ତ ଜିଲା ଦୌରାଜଜ୍‌ ସମର ବିଳାସ ବେହେରା ମଙ୍ଗଳବାର ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…

ସମୟ ଆଧାରିତ ହେଉ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା

ସୋନପୁର,୨୧।୧(ନି.ପ୍ର.) ସମୟ ସହିତ ନୂତନ ଆହ୍ବାନକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା ଜରୁରି। କିନ୍ତୁ ଏହା ସମୟ ଆଧାରିତ ହେବା ଆବଶ୍ୟକ। ପରିଚାଳନାଗତ ପରିବର୍ତ୍ତନ ସହ ଶିକ୍ଷକଙ୍କୁ ସ୍ବାଧୀନତା ଓ ପ୍ରୋତ୍ସାହନ ମିଳୁ। ସେହିପରି ଶିକ୍ଷା କ୍ଷେତ୍ରରେ ଆହ୍ବାନ ଓ…

ସମାଜ ସଂସ୍କାରରେ ବରିଷ୍ଠ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଅମରପାଲି, ୨୦।୧(ଡି.ଏନ.ଏ.) ସଂପ୍ରତି ସମାଜ ସଙ୍କୁଚିତ ହେବାରେ ଲାଗିଛି। ପରିବାରର ସଜ୍ଞା ଆମ ପରିବାର ନୁହେଁ, ମୋ ପରିବାରରେ ସୀମିତି ରହୁଛି। ବରିଷ୍ଠ ନାଗରିକଙ୍କୁ ପରିବାରର ବୋଝ ବୋଲି କୁହାଯାଉଛି। ଅନେକ ବରିଷ୍ଠ ନାଗରିକ ଏବେ ଅବହେଳିତ। ମାତ୍ର ମନେରଖିବା ଉଚିତ…

ଲୋକବାଦ୍ୟ ପରମ୍ପରା ପଶ୍ଚିମ ଓଡିଶାର ପରିଚୟ

ସୋନପୁର,୧୯।୧(ନି.ପ୍ର.) ପଶ୍ଚିମ ଓଡିଶାର ସଂସ୍କୃତି, ଲୋକବାଦ୍ୟ ଓ ପରମ୍ପରା ମହାନ। ଏଠାରେ ସମାଜ ଭିତ୍ତିକ ଲୋକବାଦ୍ୟ ରହିଛି। ପର୍ବ ପର୍ବାଣୀ ଅନୁସାରେ ବାଦ୍ୟର ପରିକଳ୍ପନା। ତେବେ ପ୍ରଥମେ ବାଦ୍ୟ ପରେ ପରମ୍ପରା ଆରମ୍ଭ ହୋଇଛି ଏବଂ ବାଦ୍ୟ ଅନୁସାରେ ନୃତ୍ୟର ନାମକରଣ।…

ସିଦ୍ରିଆ ସମାଜକୁ ମିଳିବ ଅଧିକାର

ସୋନପୁର/ବିନିକା,୧୯।୧(ନି.ପ୍ର./ଡି.ଏନ୍‌.ଏ.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଞ୍ଚାୟତ ଅନ୍ତର୍ଗତ ଜାମପାଲି ଗାଁର କେନାଲ ପଡା, ଟାଙ୍ଗର ପଡା ଓ ଜଙ୍ଗଲ ପଡାରେ ବହୁ ବର୍ଷ ହେଲା ରହି ଆସୁଛନ୍ତି ସିଦ୍ରିଆ ସମାଜର ୫୦ ପରିବାର। ଏମାନଙ୍କ ସଂଖ୍ୟା ୩୦୦ରୁ ଊର୍ଦ୍ଧ୍ୱ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?