ସମ୍ବଲପୁର

ଏସ୍‌ପି ଅଫିସରେ ମୁଣ୍ଡିଆ ମାରି ଗୁହାରି କଲେ ରଜନୀ

ସମ୍ବଲପୁର,୨୬ା୮(ବ୍ୟୁରୋ):ସ୍ବାମୀ ପ୍ରାୟ ଏକମାସ ହେବ ଦାଦନ ଖଟିବାକୁ ଯାଇ ଆଉ ଫେରିନାହାନ୍ତି। ସ୍ବାମୀ ଗଲାପରେ ପରିବାର ପୋଷଣ ହୋଇ ପାରୁନାହିଁ। ଛୋଟ ପିଲାମାନେ ଥିବାରୁ ରୋଜଗାର କରିବାକୁ ଯାଇ ପାରୁନାହିଁ। ନିଖୋଜ ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଯୁଯୁମୁରା ଥାନା ପୋଲିସ...

ଭିସୁଟ୍‌ର ହେବ ନବକଳେବର: ହଜାରେ କୋଟିର ଘୋଷଣା

ସମ୍ବଲପୁର,୨୫ା୮(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)କୁ ସେଣ୍ଟର ଅଫ୍‌ ଏକ୍ସଲେନ୍ସିରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ହଜାରେ କୋଟି ଟଙ୍କାର ବ୍ୟୟବରାଦ...

ରଜନୀ ପାଖରେ ପହଞ୍ଚିଲା ପ୍ରଶାସନ

ସମ୍ବଲପୁର,୨୫ା୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଛାମୁଣ୍ଡା ଗ୍ରାମର ରଜନୀ ସୁନାକାଠିଆଙ୍କ ପାଖରେ ପ୍ରଶାସନ ପହଞ୍ଚତ୍ଛି। ଏହାସହ ଭାଜପାର ଏକ ପ୍ରତିନିଧି ଦଳ ପହଞ୍ଚି ସହାୟତା ପ୍ରଦାନ କରିଛନ୍ତି। ଅସହାୟ ରଜନୀଙ୍କ ସ୍ବାମୀ ରାଜୁ ସୁନାକାଠିଆ ନିଖୋଜ ଓ ପରିବାର...

ହୀରାକୁଦ ଜଳଭଣ୍ଡାରରେ ଫାଟ, ଡ୍ରୋନ୍‌ ସହାୟତାରେ ଯାଞ୍ଚ ନିର୍ଦ୍ଦେଶ

ସମ୍ବଲପୁର,୨୫ା୮(ବ୍ୟୁରୋ):  ହୀରାକୁଦ ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ବନ୍ଧ ନିରାପତ୍ତା (ଡ୍ୟାମ୍‌ ସେଫ୍ଟି) ମୁଖ୍ୟଯନ୍ତ୍ରୀ। ତୁରନ୍ତ ଡ୍ୟାମ ସୁରକ୍ଷାର ଯାଞ୍ଚ କରିବାକୁ ବନ୍ଧ ନିରାପତ୍ତା...

ଲଗାଣ ବର୍ଷାରେ ପୁଣି ଧୋଇଗଲା କଲଭର୍ଟ

ନାକଟିଦେଉଳ,୨୪୮(ଡ଼ି.ଏନ.ଏ.): ଲଗାଣ ବର୍ଷାରେ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ଧାତୁକିମାଳ କମଳାନାଳୀ ରାସ୍ତା ନାଳ ଉପରେ ନବନିର୍ମିତ କଲଭର୍ଟ ପୁଣି ଥରେ ଧୋଇ ହୋଇଯାଇଛି। ଧାତୁକିମାଳ ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇଥିବା ବେଳେ ଅପହଞ୍ଚ କମଳାନାଳୀ ଓ ବଡ଼ବିଲ...

ବନ୍ୟପ୍ରାଣୀ ବ୍ଲଗର ଗିରଫ

ସମ୍ବଲପୁର,୨୪ା୮(ବ୍ୟୁରୋ): ବନ୍ୟପ୍ରାଣୀ ପ୍ରେମୀ ଭାବେ ବିଭିନ୍ନ ସୋସିଆଲ ମିଡିଆରେ ଜଣାଶୁଣା ଅନେକ ବ୍ୟକ୍ତି ଭିତିରିଆ ଭାବେ ପ୍ରାଣୀ ଚୋରା ଚାଲାଣ ବ୍ୟବସାୟରେ ଲିପ୍ତ ରହୁଛନ୍ତି। ଏଭଳି ଜଣେ ୟୁଟ୍ୟୁବ୍‌ ବ୍ଳଗର୍‌ ସମ୍ବଲପୁର ଜିଲା ଧମା ଥାନା ପାଞ୍ଚଫୁଟ ଗ୍ରାମର ରାମଚନ୍ଦ୍ର...

ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ାଇଲେ ଜିଲାପାଳ

ନାକଟିଦେଉଳ,୨୩ା୮(ଡ଼ି.ଏନ.ଏ.): ସମ୍ବଲପୁର ଜଲାପାଳ ଅନନ୍ୟା ଦାଶ ନାକଟିଦେଉଳ ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ସାରିବା ପରେ ଜିଲାପାଳ ପେଣ୍ଠବାହାଳ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ନିର୍ମାଣାଧୀନ କୋଠା...

ଘର ଉପରେ ପଡ଼ିଲା ବରଗଛ

ସମ୍ବଲପୁର,୨୩ା୮(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଗୋବିନ୍ଦତୋଳା ପୋଲିସ କଲୋନୀଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜୋରରେ ବର୍ଷାପବନ ହେବାରୁ କଲୋନୀର ଆଭାଷ ଖାନଙ୍କ ଘର ଉପରେ ଏକ ପୁରାତନ ବରଗଛ ଭାଙ୍ଗିପଡିଥିଲା। ଏହି ସମୟରେ ଘର ଭିତରେ ଥିବା ୧୩ଜଣ...

ବର୍ଷାରେ ଧସିଲା କାନ୍ଥ: ଅଳ୍ପକେ ବର୍ତ୍ତିଲେ ପରିବାର

ଜମନକିରା,୨୨।୮: ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୂଆଡିହି ଗ୍ରାମରେ ବର୍ଷା ଯୋଗୁ ଘର ଧସି ଯାଇଛି। ତେବେ ଭାଗ୍ୟବଶତଃ ସପରିବାର ଅନ୍ୟ କୋଠରୀ ପଟେ ଥିବାରୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେହି ଘରେ କୁଞ୍ଜବନ କୁମୂରା(୪୫)...

ଟ୍ରାକ୍ଟରରେ ବୁହାହେଲେ ରୋଗୀ

ସମ୍ବଲପୁର,୨୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ରାଶିଖାଇ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା କାଦୁଅ ଯୋଗୁ ଆମ୍ବୁଲାନ୍ସ ଅଧାରେ ଅଟକି ରହିବାରୁ ରୋଗାକ୍ରାନ୍ତ ନୀରବତୀ ବେହେରାଙ୍କୁ ଟ୍ରାକ୍ଟର ଯୋଗେ ପ୍ରାୟ ୧...

ବନ୍ୟାପାଣିରେ ଭାସି ଯାଇଥିଲା କାର: ମିଳିଲା ଶଳା, ଭିଣୋଇଙ୍କ ମୃତଦେହ

ସମ୍ବଲପୁର/କୁଚିଣ୍ଡା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଫାସିମାଲ- ଲଇଡ଼ା ରାସ୍ତାର ନକଟିପାଲି ଗାଁ ନିକଟସ୍ଥ ବାରଟେଙ୍ଗରା ନାଳ ବନ୍ୟାପାଣିରେ ଭାସି ଯାଇଥିବା କାର ଭିତରୁ ରବିବାର ଶଳା, ଭିଣୋଇଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ହେଲେ ଜମନକିରା ବ୍ଲକ କୁଚିଣ୍ଡା...

ଗର୍ଭବତୀ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା

ସମ୍ବଲପୁର,୨୧।୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଗଇଲଗୁଡି ଗ୍ରାମର ମଙ୍ଗଳୁ ଶବର ନିଜ ଗର୍ଭବତୀ ସ୍ତ୍ରୀ ପଦ୍ମିନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ମାମଲାକୁ ଚପାଇଦେବାକୁ ଚେଷ୍ଟାକରି ସେ ଜଙ୍ଗଲ ଭିତରେ ପୋତି ଦେଇଥିବା ମୃତଦେହ ୪ଦିନ ପରେ ଜବତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri