ଆଜିଠୁ ସମଲେଶ୍ବରୀଙ୍କ ମନ୍ଦିର ବନ୍ଦ

ସମ୍ବଲପୁର,୧୧।୧(ବ୍ୟୁରୋ): ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ମଙ୍ଗଳବାରରୁ ବନ୍ଦ ରହିବ। ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମା’ ଙ୍କ ଦର୍ଶନରୁ ବଞ୍ଚିତ ହେବେ। ଏହି ଦିନ ଗୁଡିକରେ କେବଳ ମନ୍ଦିର ପୂଜକମାନଙ୍କ ଦ୍ବାରା ସମସ୍ତ ନୀତିକାନ୍ତ ସମ୍ପାଦନ କରାଯିବ। ଏ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡୋର୍‌-ଟୁ-ଡୋର୍‌ ଅଳିଆ ସଂଗ୍ରହ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୯।୫ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ଏକ ସ୍ବଚ୍ଛ ଓ ସୁନ୍ଦର ସହର କରି ଗଢି ତୋଳିବା ସହ ୧ନଂ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ...

ଚାପରେ କମିଲା ତେଲ ଦର

ଭାରତରେ ଆକାଶଛୁଅଆଁ ତେଲ ଦର ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟବୃଦ୍ଧି ଘଟାଇଛି। ଏହାକୁ ନେଇ ସାରା ଦେଶରେ ଜନ ଅସନ୍ତୋଷ ଦେଖାଦେଇଥିବାବେଳେ ରାଜନୀତି ମଧ୍ୟ ସରଗରମ ହୋଇଛି।...

କଳା,ସଂସ୍କୃତିର ପୁନରୁଦ୍ଧାରକୁ ଅଣଦେଖା

ଚମ୍ପୁଆ,୭।୩(ଡି.ଏନ.ଏ.)- ଲୋପ ପାଇ ଯାଉଥିବା କଳା,ସଂସ୍କୃତିର ପୁନରୁଦ୍ଧାର ଓ କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇବା ଲକ୍ଷ୍ୟ ନେଇ ଏଠାରେ ଖୋଳାଯାଇଥିବା ବି.କେ.ଏସ୍‌.ଏସ୍‌. କାର୍ଯ୍ୟାଳୟ ଲକ୍ଷ୍ୟଠାରୁ ଦୂରରେ ରହିଛି।...

କାନ୍ଥପଡ଼ି ନାବାଳକଙ୍କ ଜୀବନ ଗଲା

ମୋରଡ଼ା,୬ା୭(ସ୍ମାରକୀ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଉକ୍ତ ପଞ୍ଚାୟତ...

ସହାୟତାର ହାତ ବଢାଇଲେ ପୋଲିସ ଅଧିକାରୀ

ଲହୁଣୀପଡ଼ା,୧୦।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଇଛନ୍ତି। ସେ ହେଲେ ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀ। ଲହୁଣୀପଡା ବ୍ଲକ ଭୁତୁଡା...

କରୋନାକୁ ହରାଇଲେ ମାସକର ଶିଶୁ

ନୂଆପଡ଼ା ଅଫିସ,୧୯।୫: କରୋନାର ଦ୍ୱିତୀୟ ଲହରରେ ଦିନକୁ ଦେଶରେ ୪ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସଙ୍କଟ ଜନକ ସ୍ଥିତିରେ ନୂଆପଡ଼ା ଜିଲାରୁ ଆସିଛି...

କଷ୍ଟ ଦେଉଛି କ୍ରଶର ଗୁଣ୍ଡ

କାମାକ୍ଷାନଗର, ୩୦।୭ (ଡି.ଏନ୍‌.ଏ.) ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷଙ୍କ ପରିଚାଳନାରେ ଥିବାବେଳେ ରାସ୍ତାର ଉନ୍ନତୀକରଣ ହୋଇପାରୁ ନ ଥିଲା। ଖାଲଖମାରେ ଭର୍ତ୍ତି ହୋଇଥିବା ସଡ଼କ...

ଦୀପ୍ତେଶ ଜେଲ ଆଇଜି, ନରସିଂହଙ୍କୁ କେନ୍ଦ୍ରାଞ୍ଚଳ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ୪ଜଣ ଆଇପିଏସ୍‌ ଓ ୨ଜଣ ଓପିଏସ୍‌ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି...

Advertisement
Archives

Model This Week